Bhagyaprabha News Bureau : News


ଓଡ଼ିଶା ହାଇକୋର୍ଟରେ ନୁଆ ଦୁଇ ବିଚାରପତି ନିଯୁକ୍ତି ପାଇଁ ସୁପାରିସ

Bhagyaprabha News Bureau | ଦେଶଦୁନିଆ | କଟକ | 4083 | Read...

ଓଡ଼ିଶା ହାଇକୋର୍ଟରେ ନୁଆ ଦୁଇ ବିଚାରପତି ନିଯୁକ୍ତି ପାଇଁ ସୁପାରିସ

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆଇନଜୀବୀ ସଞ୍ଜିବ କୁମାର ପାଣିଗ୍ରାହୀ ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ବିଭୁ ପ୍ରସାଦ ରାଉତରାୟଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛି। ସୁପ୍ରିମ



ରାତ୍ର ୧୨ ଟା ପରେ ବାଜିବ ନାହିଁ ଡିଜେ

Bhagyaprabha News Bureau | ଓଡ଼ିଶା | | 4082 | Read...

ରାତ୍ର ୧୨ ଟା ପରେ ବାଜିବ ନାହିଁ ଡିଜେ

ଦୁର୍ଗାପୂଜା ପାଇଁ ଏବେ ଟ୍ବିନ ସିଇଟିରେ ପ୍ରବଳ ଗହଳି । ଯେଉଁଥିପାଇଁ କମିଶନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ଗ୍ରହଣ କରିଛି । ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ବିଭିନ୍ନ ରୁପ ପରିବର୍ତ୍ତନ କରାଯାଇଥିବ



ଆସନ୍ତାକାଲି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି

Bhagyaprabha News Bureau | ଦେଶଦୁନିଆ | | 4081 | Read...

ଆସନ୍ତାକାଲି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ପୂର୍ବ ସୂଚନା ଅନୁସାରେ, ସେ ପୂର୍ବାହ୍ନ ୧୦.୧୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ କିଟ୍‌ ୟୁନିଭରସିଟି ଅ



ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲଙ୍କ ପାଠଶାଳା ଠାବ

Bhagyaprabha News Bureau | ଓଡ଼ିଶା | ବଲାଙ୍ଗୀର | 4079 | Read...

ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲଙ୍କ ପାଠଶାଳା ଠାବ

ବଲାଙ୍ଗିର ଜିଲ୍ଲା ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି।ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ କ୍ୟାମ୍ପ ଚାଲ



୧୦୦ କୋଟି କ୍ଲବରେ ସାମିଲ ହେଲା ଫିଲ୍ମ 'ୱାର'

Bhagyaprabha News Bureau | ମନୋରଞ୍ଜନ | | 4076 | Read...

୧୦୦ କୋଟି କ୍ଲବରେ ସାମିଲ ହେଲା ଫିଲ୍ମ 'ୱାର'

ବଲିଉଡ ଅଭିନେତା ହ୍ରିତିକି ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ଅଭିନୀତ 'ୱାର' ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଉଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମ'ୱାର' ରିଲିଜ ହୋଇଥିଲା। ତେବେ ଏହି ଫିଲ୍ମ ରିଲିଜର ପ୍ରଥମ ଦିନରେ ହିଁ



ଅବକାରୀ ବିଭାଗର ଚଢାଉ, ୨୨ ଲିଟର ଚୋରା ମଦ ଜବତ

Bhagyaprabha News Bureau | ଅପରାଧ | ମୟୁରଭଞ୍ଜ | 4075 | Read...

 ଅବକାରୀ ବିଭାଗର ଚଢାଉ, ୨୨ ଲିଟର ଚୋରା ମଦ ଜବତ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମଦ କାରବାରରେ ଲିପ୍ତଥିବା ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଯାଇଛି । ତେବ



ଅଜଣା ଟ୍ରକ ପଛ ରେ ପିଟିଲା ବସ, ୮ ଗୁରୁତର

Bhagyaprabha News Bureau | ଅପରାଧ | କେନ୍ଦୁଝର | 4074 | Read...

ଅଜଣା ଟ୍ରକ ପଛ ରେ ପିଟିଲା ବସ, ୮ ଗୁରୁତର

କେନ୍ଦୁଝର ଟାଉନ ଥାନା ନେଙ୍କଡ଼ା ଘର ନିକଟରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ବଡ଼ବିଲ ରୁ ଭୂବନେଶ୍ଵର ଯାଉଥିବା(ଓଆରଜିର-୨-ବିୟୁ-୮୫୨୫)ଶ୍ରୀ ରାମ ନାମକ ଏକ ଯାତ୍ରୀବାହି ବସ ଭାରସାମ୍ୟ ହ



ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବାଲାଂଦେଶ ପ୍ରଧାନମନ୍ତ୍ରୀ

Bhagyaprabha News Bureau | ଦେଶଦୁନିଆ | | 4072 | Read...

ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବାଲାଂଦେଶ ପ୍ରଧାନମନ୍ତ୍ରୀ

ଚାରି ଦିନିଆ ଭାରତ ଗସ୍ତରେ ଆସି ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ସଂପର୍କରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।ଏହି ଆଲୋଚନାରେ ଦୁ



ଏସଏମଆଇଟିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | | 4071 | Read...

ଏସଏମଆଇଟିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁରସ୍ଥିତ ଚଣ୍ଡିପଦର ଠାରେ ସ୍ଥାପିତ ସଂଜୟ ମେମୋରିଆଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପରିସରରେ ଶୁକ୍ରବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବିଭିନ୍ନ ଛାତ୍ରଛାତ୍ରୀ ଓ ଅନୁଷ୍ଠାନର କର



ଆଜି ନବରାତ୍ରିର ସପ୍ତମ ଦିନ, କାଳରାତ୍ରୀ ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା

Bhagyaprabha News Bureau | ବିଶେଷ | | 4070 | Read...

ଆଜି ନବରାତ୍ରିର ସପ୍ତମ ଦିନ, କାଳରାତ୍ରୀ ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା

ଆଜି ନବରାତ୍ରିର ସପ୍ତମ ଦିନ । ମା'କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ୱୂରପ। ଏହି ଅବତାରରେ ମା' ତ୍ରିନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ମା'ଙ୍କ ବେକରେ ଏକ ଅଦ୍ଭୁତ ଜ



ବିହାରକୁ ସାହାର୍ଯ୍ୟର ହାତ ବଢାଇଲେ ନବୀନ

Bhagyaprabha News Bureau | ଦେଶଦୁନିଆ | | 4067 | Read...

ବିହାରକୁ ସାହାର୍ଯ୍ୟର ହାତ ବଢାଇଲେ ନବୀନ

ବିଗତ କିଛି ଦିନ ହେବ ବିହାରରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବନ୍ୟା ପରିସ୍ଥିତି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହୋଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ



ନୂଆ ଯୁଦ୍ଧ କୌଶଳ ଆରମ୍ଭ କରିଛିି ଭାରତୀୟ ସେନା

Bhagyaprabha News Bureau | ଦେଶଦୁନିଆ | | 4066 | Read...

 ନୂଆ ଯୁଦ୍ଧ କୌଶଳ ଆରମ୍ଭ କରିଛିି ଭାରତୀୟ ସେନା

ଚୀନ୍ ବିପକ୍ଷରେ ଭାରତୀୟ ସେନା ନୂଆ ଯୁଦ୍ଧ କୌଶଳ ଆରମ୍ଭ କରିଛିି । ଅରୁଣାଚଳ ପ୍ରଦେଶଠାରୁ ୧୦୦ କିଲୋମିଟର ଏବଂ ସମୁଦ୍ର ପତନଠାରୁ ୧୪,୦୦୦ ଫୁଟ ଉଚ୍ଚତାରେ ଭାରତୀୟ ସେନା ଏହି ଯୁଦ୍ଧ କୌଶଳ ଜାରି ରଖିବ । ଏହା ତିନି ସପ୍ତାହବ୍ୟାପୀ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: