Bhagyaprabha News Bureau : News


ହକି ମହାସମର : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା

Bhagyaprabha News Bureau | ଖେଳ | | 2488 | Read...

ହକି ମହାସମର : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା

ଏଫଆଇଏଚ ସିରିଜ ଫାଇନାଲ୍ସର ଫାଇନାଲରେ ଆଜି ଦକ୍ଷିଣ ଆଫ୍ରିକା ବନାମ ଭାରତ ଲଢ଼େଇ । ଉଭୟ ଦଳ ଶୁକ୍ରବାରର ସେମିଫାଇନାଲ୍ ଜିତି ଫାଇନାଲ୍ ରେ ପହଞ୍ଚିବା ସହ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।



ଆଜି ରଜର ଦ୍ୱିତୀୟ ଦିନ , ଦୋଳି ଖେଳି, ପିଠା ଖାଇ ମଜାନେଉଛନ୍ତି ଝିଅ ବୋହୁ

Bhagyaprabha News Bureau | ଓଡ଼ିଶା | | 2487 | Read...

ଆଜି  ରଜର ଦ୍ୱିତୀୟ ଦିନ ,  ଦୋଳି ଖେଳି, ପିଠା ଖାଇ ମଜାନେଉଛନ୍ତି ଝିଅ ବୋହୁ

ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି। ଗାଁରୁ ସହର ସବୁଠି ଧୁମଧାମ୍‌ରେ ପାଳନ ହେଉଛି ରଜ। ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝି



ହାତରେ ବୋମା ଫୁଟି ଯୁବକ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2486 | Read...

ହାତରେ ବୋମା ଫୁଟି ଯୁବକ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥାବଲୀ ଅଞ୍ଚଳରେ ବୋମା ଫୁଟି ଚେରୁ ଗଉଡ ଆହତ ହୋଇଛନ୍ତି । ସାମାନ୍ୟ ଗଣ୍ଡଗୋଳରୁ ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇ ଯୁବକଙ୍କ ହାତରେ ବୋମା ଫୁଟିଥିବା ଜଣାପଡିଛି । ସୁଚନାଯୋଗ୍ୟ, ଗତକାଲି ସ



ଜୋର ଧରିଲା ଡାକ୍ତର ଆନ୍ଦୋଳନ , ଇସ୍ତଫାଦେଲେ ୩୦୦ରୁ ଉର୍ଦ୍ଧ ଡାକ୍ତର

Bhagyaprabha News Bureau | ଅପରାଧ | | 2485 | Read...

ଜୋର ଧରିଲା ଡାକ୍ତର ଆନ୍ଦୋଳନ , ଇସ୍ତଫାଦେଲେ ୩୦୦ରୁ ଉର୍ଦ୍ଧ  ଡାକ୍ତର

ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନ ଜୋର ଧରିଥବାବେଳେ ଏହାକୁ ସମର୍ଥନ କରି ସାରାଦେଶରେ ୩୦୦ରୁ ଉର୍ଦ୍ଧ ଡାକ୍ତର ଇସ୍ତଫା ପ୍ରଦାନ କରିସାରିଲଣି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମୁମ୍ବ



ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀଙ୍କ ଆତ୍ମହତ୍ୟା

Bhagyaprabha News Bureau | ଅପରାଧ | ଗଞ୍ଜାମ | 2484 | Read...

ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀଙ୍କ ଆତ୍ମହତ୍ୟା

ସବୁଠି ରଜ ଉତ୍ସବର ଉଲ୍ଲାସ। ଏପଟେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡିଆଳି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ଦାରିଦ୍ର୍ୟ ଓ ପାରିବାରିକ ଅଶାନ୍ତିରେ ଅତିଷ୍ଠ ଦୁଇ ଭଉଣୀ ବିଷ ପିଇ ଜୀବନ ହାରିଛନ୍ତି। ଏକାଠ



ପଶ୍ଚିମ ବଙ୍ଗରେ ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବ୍ରହ୍ମପୁରରେ ଆନ୍ଦୋଳନ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2483 | Read...

ପଶ୍ଚିମ ବଙ୍ଗରେ ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବ୍ରହ୍ମପୁରରେ ଆନ୍ଦୋଳନ

ପଶ୍ଚିମବଙ୍ଗବର୍ତ୍ତମାନ ପରିସ୍ଥିତିରେ ବଢୁଥିବା ଡାକ୍ତରୀ ଛାତ୍ର ମାନଙ୍କ ଉପରେ ହିଂସା ଓ ଅତ୍ୟାଚାରକୁ ବିରୋଧ କରି ଶୁକ୍ରବାର ଦିନ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ କଲେଜ ଛାତ୍ରଛାତ୍ରୀ ମାନେ ଶାନ୍ତିପୃର୍ଣ୍ଣ ଭାବରେ କଳ



ପୁଲୱାମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଲଢେଇ , ଦୁଇ ଆତଙ୍କୀ ନିହତ

Bhagyaprabha News Bureau | ଦେଶଦୁନିଆ | | 2482 | Read...

ପୁଲୱାମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ  ଲଢେଇ , ଦୁଇ ଆତଙ୍କୀ ନିହତ

ଜମ୍ମୁ-କଶ୍ମୀରର ପୁଲଓ୍ବମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଲଢେଇ ଜାରି ରହିଛି। ଶୁକ୍ରବାର ସକାଳୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ହିଜବୁଲ ମୁଜାହିଦ୍ଦିନର ଡେପୁଟୀ



ବିଶ୍ବକପ୍‌ର ୧୯ତମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମୁହାଁମୁହିଁ

Bhagyaprabha News Bureau | ଖେଳ | | 2480 | Read...

ବିଶ୍ବକପ୍‌ର ୧୯ତମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମୁହାଁମୁହିଁ

ଚଳିତ ବିଶ୍ବକପ୍‌ର ୧୯ତମ ମ୍ୟାଚ ଆୟୋଜକ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ । ଅଦ୍ୟାବଧି ୩ଟି ମ୍ୟାଚ୍‌ରେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ବି​ସ୍ଫୋରକ ପ୍ରଦର୍ଶନ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟବୋଲର ପ



ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ , ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ଟପ୍ପର

Bhagyaprabha News Bureau | ଶିକ୍ଷା | | 2479 | Read...

ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ , ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ଟପ୍ପର

ଆଜି ପ୍ରକାଶ ପାଇଛି ଯୁଗ୍ମ ପ୍ରବେଶିକା ପରୀକ୍ଷା ଆଡଭାନ୍ସଡ ଫଳ । ଏଥିରେ ମହାରାଷ୍ଟ୍ରର ଛାତ୍ର କାର୍ତ୍ତିକେୟ ଗୁପ୍ତା ସର୍ବୋଚ୍ଚ ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ଜେଇଇ-ମେନ ୨୦୧୯ ପରୀକ୍ଷାରେ ୧୮ତମ ରାଙ୍କ ହ



ଡକାୟତି ମାମଲାରେ ଅଭିଯୁକ୍ତମାନଙ୍କୁ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟର ଖଲାସ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2478 | Read...

ଡକାୟତି ମାମଲାରେ ଅଭିଯୁକ୍ତମାନଙ୍କୁ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟର ଖଲାସ

ଏକ ଡକାୟତି ମାମଲାର ବିଚାରଣା କରି କୋଦଳା ଦୌରାଜଜ୍‌ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରକାଶ ଯେ, ୨୦୧୨ ମସିହା



ବଲାଙ୍ଗିର ପୁଇଁତଳାରେ ସଡକ ଦୁର୍ଘଟଣା , ଅଟୋ ଡ୍ରାଇଭର ମୃତ

Bhagyaprabha News Bureau | ଅପରାଧ | | 2477 | Read...

ବଲାଙ୍ଗିର ପୁଇଁତଳାରେ ସଡକ ଦୁର୍ଘଟଣା , ଅଟୋ ଡ୍ରାଇଭର ମୃତ

ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ସୋନପୁର ତରଭାରୁ ରୋଗୀ ଛାଡି ଫେରୁଥିବା ବେଳେ ଅଟୋକୁ ପିଟିଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃ



ଦିଲ୍ଲୀର ଓଡିଶା ନିବାସରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର

Bhagyaprabha News Bureau | ଦେଶଦୁନିଆ | | 2476 | Read...

ଦିଲ୍ଲୀର ଓଡିଶା ନିବାସରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଦିଲ୍ଲୀର ଓଡିଶା ନିବାସରେ ଦୁଇ ନେତାଙ୍କ ଭିତେର ହେବ ସାକ୍ଷାତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପଟ୍ରୋଲିୟମ ପ୍ରାକୃ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: