Bhagyaprabha News Bureau : News


ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

Bhagyaprabha News Bureau | ଖେଳ | | 2242 | Read...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

ମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲି ଟେଷ୍ଟ ମ୍ୟାଚ୍‌କୁ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ଏକ ଇନିଂସ ଓ ୨୦୫ ରନର ବୃହତ୍‌ ବ୍ୟବଧାନରେ ଜିତିନେଇଛି। ମ୍ୟାଚ୍‌ର ୩ୟ



ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ , ମନ୍ତ୍ରୀ ତାଲିକା ଚୂଡାନ୍ତ ନେଇ ଆଲୋଚନା

Bhagyaprabha News Bureau | ରାଜନୀତି | | 2241 | Read...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ , ମନ୍ତ୍ରୀ ତାଲିକା ଚୂଡାନ୍ତ ନେଇ ଆଲୋଚନା

ସରିଯାଇଛି ଚଳିତ ସାଧାରଣ ନିର୍ବାଚନ । ରାଜ୍ୟରେ ବିପୁଳମାତ୍ରାରେ ଭୋଟ ପାଇ ବିଜେଡିର ବିଜୟ ପରେ ୧୧୨ଟି ବିଧାନସଭା ଆସନ ଦଖଲ କରି ୫ମଥର ପାଇଁ ରାଜ୍ୟ ଶାସନ ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଭୁବନେଶ୍



ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆଇଇଡି ବିସ୍ପୋରଣ , ୧୫ କୋବ୍ରା ଯବାନ ଆହତ

Bhagyaprabha News Bureau | ଅପରାଧ | | 2240 | Read...

ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆଇଇଡି ବିସ୍ପୋରଣ ,  ୧୫ କୋବ୍ରା ଯବାନ ଆହତ

ଝାଡ଼ଖଣ୍ଡରେ ମାଓବାଦୀ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆଜି ସ୍ଥାନୀୟ ସରାୟକେଲାର କୁଚାଇ ଅଞ୍ଚଳରେ ୨୦୯ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କ ଏକ ଦଳ ଉପରେ ମାଓବାଦୀ ଆଇଇଡି ବ



ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଶିଶୁ

Bhagyaprabha News Bureau | ଓଡ଼ିଶା | ଭଦ୍ରକ | 2239 | Read...

ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ  ଶିଶୁ

ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ବିଦେଇପୁରୁ ଗ୍ରାମ ମହାଲିକ ସାହିର ଏକ ଅସ୍ଥାୟୀ ଘରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ଅଗ୍ନିକାଣ୍ଡ । ଅଙ୍ଗନବାଡି କର୍ମୀ ସଂଯୁଲତା ମଣ୍ଡଳଙ୍କ କହିବା ଅନୁସାରେ କର୍ମୀମାନେ ମଧ୍ୟ



ପ୍ରଚଣ୍ଡ ଗ୍ରୀଷ୍ଣର ପ୍ରଭାବ- ସାଧାରଣ ଜୀବନ ଠାରୁ ଆରମ୍ଭ କରି ପଶୁପକ୍ଷୀ ପ୍ରଭାବିତ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2238 | Read...

ପ୍ରଚଣ୍ଡ ଗ୍ରୀଷ୍ଣର ପ୍ରଭାବ- ସାଧାରଣ ଜୀବନ ଠାରୁ ଆରମ୍ଭ କରି ପଶୁପକ୍ଷୀ ପ୍ରଭାବିତ

ପ୍ରଚଣ୍ଡ ଗ୍ରୀଷ୍ଣର ପ୍ରଭାବରେ ସାଧାରଣ ଜୀବନ ଠାରୁ ଆରମ୍ଭ କରି ପଶୁପକ୍ଷୀ ପ୍ରଭାବିତ ।ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବା ବେଳେ ପ୍ରଚଣ୍ଡ ଖରାରୁ ଟିକେ ଆଶ୍ୱସ୍ଥି ପାଇବା ପାଇଁ ବୃକ୍ଷ ପାଳଟିଛି ମାଙ୍କଡ ପ



ଶ୍ରୀରାମ ଚରିତ ମାନସ ନବାହ୍ନ ପାରା ୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଉଦ୍ଘାଟିତ

Bhagyaprabha News Bureau | ବିଶେଷ | ଗଞ୍ଜାମ | 2237 | Read...

ଶ୍ରୀରାମ ଚରିତ ମାନସ ନବାହ୍ନ ପାରା ୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଉଦ୍ଘାଟିତ

ଖଲ୍ଲିକୋଟ ସ୍ଥିତ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ମହନ୍ତ ସୁନ୍ଦର ରାମ ଦାସ ମହାରାଜଙ୍କ ପୌରହିତ୍ୟରେ ନବାହ୍ନ ପାରା ୟଣ କାର୍ୟକ୍ରମ ଉଦଘାଟିତ ହୋଇଯାଇଛି ।ଏଥିରେ ସନ୍ଥ ଗୋବିନ୍ଦ ଦାସ ମହାରାଜ ପ୍ରଵଚକ ରୁପେ ଯୋଗ ଦେଇ ନାମ ମ



ସ୍ନାତକୋତ୍ତର ଓଡ଼ିଆ ବିଭାଗ ଊଣେଇଶ ଶହ ଅଣାନବେ ବ୍ୟାଚର ସାରସ୍ୱତ ସମାରୋହ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2236 | Read...

ସ୍ନାତକୋତ୍ତର ଓଡ଼ିଆ ବିଭାଗ ଊଣେଇଶ ଶହ ଅଣାନବେ ବ୍ୟାଚର ସାରସ୍ୱତ ସମାରୋହ

ଊଣେଇଶ ଶହ ଅଶୀ ପରବର୍ତ୍ତୀ ଓଡ଼ିଆ କବିତା ଧୀରେ ଧୀରେ ମାଟି ଓ ମଣିଷର କଥା ଭିନ୍ନ ଏକ ସହଜ ସରଳ ହୃଦୟଗ୍ରାହୀ ଶୈଳୀରେ କହିବାକୁ ଆରମ୍ଭ କଲାଣି l ଗତ ତିନି ଦଶକର ଓଡ଼ିଆ କବିତାର କେତେ ଜଣ ମନସ୍କ କାବ୍ୟସ୍ରଷ୍ଟା ଏକ ମହତ୍ତର ଜୀବନବୋଧ



ମହାରାଷ୍ଟ୍ର କଂଗ୍ରେସ ସଭାପତି ପଦରୁ ଅଶୋକ ଚୌହାନଙ୍କ ଇସ୍ତଫା

Bhagyaprabha News Bureau | ରାଜନୀତି | | 2235 | Read...

ମହାରାଷ୍ଟ୍ର କଂଗ୍ରେସ ସଭାପତି ପଦରୁ  ଅଶୋକ ଚୌହାନଙ୍କ ଇସ୍ତଫା

ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ମାନସ ମନ୍ଥନ ଜାରି ରହିଛି । ଦଳର ଗୋଟିଏ ପରେ ଗୋଟିଏ ନେତା ଇସ୍ତଫା ଦେଉଥିବା ଖବର ସାମନାକୁ ଆସୁଛି । ପ୍ରଥମେ ଉତରପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜ ବବର, ଓଡିଶା କଂଗ୍ରେସ



ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ଘର ସମସ୍ତ ବିଭିନ୍ନ ସ୍ଥାନରେ ସି.ବି.ଆଇ ଚଢାଉ

Bhagyaprabha News Bureau | ଦେଶଦୁନିଆ | | 2234 | Read...

ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ଘର ସମସ୍ତ ବିଭିନ୍ନ ସ୍ଥାନରେ ସି.ବି.ଆଇ ଚଢାଉ

ସିବିଆଇର ଏକ ଦଳ ପୂର୍ବ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କ ଘରେ ପହଞ୍ଚିଥିଲା । ସେଠାରେ ରାଜୀବଙ୍କର କୌଣସି ଖବର ନମିଳିବାରୁ ସିବିଆଇ ଟିମ୍ କୋଲକାତର ପାର୍କ ଷ୍ଟ୍ରିଟରେ ଥିବା ରାଜୀବ କୁମାରଙ୍କ ଅଫିସରେ ପହଞ୍ଚିଛି । ଏ



ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରୀ , ଅସ୍ତବ୍ୟସ୍ତ ଜନଜୀବନ

Bhagyaprabha News Bureau | ଓଡ଼ିଶା | | 2233 | Read...

ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରୀ ,  ଅସ୍ତବ୍ୟସ୍ତ ଜନଜୀବନ

ଚଳିତବର୍ଷ ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।ଆଜି ୯ ଜିଲାକୁ ହିଟ୍‌ଓ୍ବେଭ୍‌ ସତର୍କ ସୂଚନା ଜା



ଆଜି ଜେଇଇ ଆଡ୍‌ଭାନ୍ସ : ଓଡ଼ିଶାରୁ ପରୀକ୍ଷା ଦେବେ ୩,୨୬୧ ଛାତ୍ରଛାତ୍ରୀ

Bhagyaprabha News Bureau | ଶିକ୍ଷା | | 2232 | Read...

ଆଜି ଜେଇଇ ଆଡ୍‌ଭାନ୍ସ : ଓଡ଼ିଶାରୁ ପରୀକ୍ଷା ଦେବେ ୩,୨୬୧  ଛାତ୍ରଛାତ୍ରୀ

ଆଜି ସମଗ୍ର ଦେଶର ସମସ୍ତ ଆଇଆଇଟି ସହ ଆଇଆଇଟି ଧାନବାଦ ତଥା ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ମାଇନ୍ସ(ଆଇଏସ୍‌ଏମ୍‌)ରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥର ମୋଟ ୧ଲକ୍ଷ ୭୬ହଜାର ଛାତ୍ରୀଛାତ୍ର ପରୀକ୍ଷା



ନିର୍ବାଚନ ପରେ ଆଜି ମୋଦିଙ୍କ ପ୍ରଥମ ବାରଣାସୀ ଗସ୍ତ !

Bhagyaprabha News Bureau | ଦେଶଦୁନିଆ | | 2231 | Read...

ନିର୍ବାଚନ ପରେ ଆଜି ମୋଦିଙ୍କ  ପ୍ରଥମ ବାରଣାସୀ ଗସ୍ତ !

ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଗସ୍ତରେ ଯିବେ । ୪.୭୯ ଭୋଟ ଅନ୍ତରରେ ବାରାଣାସୀ ଲୋକସଭା ଆସନରେ ବିଜୟୀ ହୋଇଥିଲେ ମୋଦି । ଜିତିବା ପରେ ପ୍ରଧାନମନ୍ତ୍ରୀଙ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: