Bhagyaprabha News Bureau : News


ରାଜଧାନୀରେ ଏବେ ଧଳା ଜହର ମୁଣ୍ଡ ବିନ୍ଧାର କାରଣ ହୋଇଛି କମିଶନରେଟ୍‌ ପୋଲିସର ।

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 422 | Read...

  ରାଜଧାନୀରେ ଏବେ ଧଳା ଜହର ମୁଣ୍ଡ ବିନ୍ଧାର କାରଣ ହୋଇଛି କମିଶନରେଟ୍‌ ପୋଲିସର  ।

ଆଜି ଅବକାରୀ ବିଭାଗ ଜଣେ ଇଞ୍ଜିନିୟରିଂ ଛାତ୍ର ଠାରୁ ୮୩ଗ୍ରାମ ର ବ୍ରାଉନ ସୁଗାର ଜବତ କରିଛି । ଏହାର ଆନୁମାନିକ ମୁଲ୍ୟ ପାଖାପାଖି ୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଭୁବନେଶ୍ୱର ଅବକାରୀ ବିଭାଗ ସାଲିଆସାହି ବସ୍ତି



ଖଲ୍ଲିକୋଟ ପୋଲିସର ବଡ ସଫଳତା

Bhagyaprabha News Bureau | ଅପରାଧ | | 421 | Read...

 ଖଲ୍ଲିକୋଟ ପୋଲିସର ବଡ ସଫଳତା

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସ କୁ ମିଳିଛି ଏକ ବଡ ସଫଳତା । ପୋଲିସ ସେମାନଙ୍କ ଠାରୁ ୯କେଜି ରୂପା,୧୨୬ଗ୍ରାମ ସୁନା ଓ ୨ଟି ମୋବାଇଲ ସହିତ ନଗଦ ୧୯ ହଜାର ଟଙ୍କା ଓ ଏକ ଛୁରୀ ଜବତ କରିଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବିରୋ



ଶେଷ ହେଲା ରାଜ୍ୟସଭାର ବଜେଟ ଅଧିବେସନ

Bhagyaprabha News Bureau | ଦେଶଦୁନିଆ | | 420 | Read...

ଶେଷ ହେଲା ରାଜ୍ୟସଭାର ବଜେଟ ଅଧିବେସନ

ଆଜି ଶେଷ ହେଲା ରାଜ୍ୟସଭାର ବଜେଟ ଅଧିବେସନ । ତିନି ତଲାକ ବିଲ ପାସ ହେବା ପୂର୍ବରୁ ରାଜ୍ୟ ସଭାକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ସଂସଦରେ ଉପସ୍ଥାପନା କରାଯାଇଥିବା ଅନ୍ତରୀଣ ବଜେଟକୁ ମଧ୍ୟ ବିନା କୌଣସି



ମହାରାଷ୍ଟ୍ର ପାଲଘରରେ ଭୂମିକମ୍ପ

Bhagyaprabha News Bureau | ଦେଶଦୁନିଆ | | 419 | Read...

ମହାରାଷ୍ଟ୍ର ପାଲଘରରେ  ଭୂମିକମ୍ପ

ମହାରାଷ୍ଟ୍ର ପାଲଘରରେ ଆଜି ଭୂମିକମ୍ପ ଅନୁଭୁତ ହୋଇଥମଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ଥିବା ପାଣିପାଗ ବିଭାଗ ତରଫରୁ ଜଣା ପଡିଛି । ସକାଳ ୧୦.୪୪ବେଳେ କିଛି ସେକେଣ୍ଟ ପାଇଁ ଏହାର ଡଟକା ଅନୁଭୁତ ହୋଇଥିଲା ।



ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ଲାଲଜି ଟଣ୍ଡୋନ

Bhagyaprabha News Bureau | ଦେଶଦୁନିଆ | | 418 | Read...

ମହାକୁମ୍ଭ ମେଳାରେ  ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ଲାଲଜି ଟଣ୍ଡୋନ

ଉତ୍ତରରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବାରମ୍ୱାର ଅଗ୍ନିକାଣ୍ଡ ଏବେ ପ୍ରଶାସନର ଚିନ୍ତାର କାରଣ ହୋଇଛି । ଗତକାଲି ରାତିରେ ବଡଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛନ୍ତି ବିହାରର ରାଜ୍ୟପାଳ ଲାଲାଜୀ ଟଣ



ସାଧାରଣ ନିର୍ବାଚନ ପରେ ଆଇପିଏଲ ର ତାରିଖ ଘୋଷଣା

Bhagyaprabha News Bureau | ଖେଳ | | 417 | Read...

ସାଧାରଣ ନିର୍ବାଚନ ପରେ ଆଇପିଏଲ ର ତାରିଖ ଘୋଷଣା

ସାଧରଣ ନିର୍ବାଚନକୁ ଆଖି ଆଗରେ ରଖି କ୍ରିକେଟ୍‌ ଆଇପିଏଲ୍‌ ର କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀସ୍ପଷ୍ଟ କରିଛନ୍ତି ଯେ ଦେଶରେ ସାଧାରଣ ନିର୍ବାଚ



ରାଜ୍ୟ କାର୍ଯ୍ୟାଳୟରେ ସ୍କ୍ରିନିଂ କମିଟିର ବୈଠକ ଆରମ୍ଭ

Bhagyaprabha News Bureau | ଓଡ଼ିଶା | | 416 | Read...

 ରାଜ୍ୟ କାର୍ଯ୍ୟାଳୟରେ ସ୍କ୍ରିନିଂ କମିଟିର ବୈଠକ ଆରମ୍ଭ

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ହୋଇଉଠିଛି ଚଳଚଞ୍ଚଳ । ଏଥିପାଇଁ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଓ ପ୍ରଦେଶ କଂଗ୍ରେସର ସଭାପତିଙ୍କୁ ନେଇ ଆରମ୍ଭ ଦୋଇଛି ବୈଠକ । ଏହି ବୈଠକେ ସାଧାରଣ ନି



ମୁଖ୍ୟମନ୍ତ୍ରୀଙ୍କ ଆଜି ବାଲେଶ୍ୱର ଗସ୍ତ । ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିବେ ନବୀନ

Bhagyaprabha News Bureau | ଓଡ଼ିଶା | | 415 | Read...

ମୁଖ୍ୟମନ୍ତ୍ରୀଙ୍କ ଆଜି ବାଲେଶ୍ୱର ଗସ୍ତ । ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିବେ ନବୀନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ । ଏଅବସରରେ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଓ ଟାଟା ଷ୍ଟିଲ ସହଭାଗିତାରେ ଏହି ସୁବର୍ଣ୍ଣରେଖା ବନ୍ଦର ସ୍ଥାପିତ ହେବାକୁ



ଓଲଟି ପଡ଼ିଲା ବସ୍‌

Bhagyaprabha News Bureau | ଓଡ଼ିଶା | ସମ୍ବଲପୁର | 414 | Read...

ଓଲଟି ପଡ଼ିଲା ବସ୍‌

ସମ୍ବଲପୁର ଜିଲ୍ଲା ଜୁଜୁମୁରା ନିକଟସ୍ଥ ବେହେରନବସାରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି



ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ

Bhagyaprabha News Bureau | ମନୋରଞ୍ଜନ | ଗଞ୍ଜାମ | 413 | Read...

ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ

ଭାରତ ସରକାରଙ୍କ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ "ଜାତୀୟ ଉପସ୍ଥିତି " ଛତ୍ରପୁରର ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା। ଭୂବନେଶ୍ବରର ତ୍ରିଧାରା ପକ୍ଷରୁ ଛତ୍ରପୁରର କଳା ବିକାଶ କେ



ଏବେ ଆକ୍ସନ ମୁଡୁରେ କର୍ଣ୍ଣାଟକ କଂଗ୍ରେସ

Bhagyaprabha News Bureau | ରାଜନୀତି | | 412 | Read...

ଏବେ ଆକ୍ସନ ମୁଡୁରେ କର୍ଣ୍ଣାଟକ କଂଗ୍ରେସ

ଦଳ ସମସ୍ୟା ସୃଷ୍ଟି କରୁଥିବା ୪ ବିଧାୟକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ । ଦଳ ବିଧାନସଭାରେ ଦଳ ବଦଳ ଆଇନ ସାହାର୍ଯ୍ୟରେ ବିଧାନସଭାରେ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କ ନିକଟରେ ସୁପାରିସ କର



ଆଇପିଏସ ସ୍ତରେର ବଡ ଧରଣର ଅଦଳବଦଳ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ହେଲେ ସୁନିଲ ରାୟ

Bhagyaprabha News Bureau | ଦେଶଦୁନିଆ | | 411 | Read...

ଆଇପିଏସ ସ୍ତରେର ବଡ ଧରଣର ଅଦଳବଦଳ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ହେଲେ ସୁନିଲ ରାୟ

ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଭିତ୍ତିକରି ରାଜ୍ୟ ସରକାର ଆଜି ଆଇପିଏ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ବରିଷ୍ଠ ଆଇପିଏସ ଓ ଏସପି ପାହ୍ୟାରେ ଏହି ବଦଳି ହୋଇଛି । ଏ ନେଇ ଘରୋଇ ବିଭ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: