Bhagyaprabha News Bureau : News


କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ଡାବୁଗାଁରୁ ମନୋହର ରନ୍ଧାରୀ ଓ ତଳସରାରୁ ଭବାନୀ ଭୋଇ ବିଜୟୀ

Bhagyaprabha News Bureau | ରାଜନୀତି | ଢେଙ୍କାନାଳ | 2182 | Read...

କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ଡାବୁଗାଁରୁ ମନୋହର ରନ୍ଧାରୀ ଓ ତଳସରାରୁ ଭବାନୀ ଭୋଇ ବିଜୟୀ

କାମାକ୍ଷାନଗର ବିଧାନସଭା ଆସନରୁ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ଶତ୍ରୁଘ୍ନ ଜେନାଙ୍କୁ ୧୫ହଜାରରୁ ଅଧିକ ଭୋଟ୍ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିପ



ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ବିଜୟୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 2181 | Read...

ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ବିଜୟୀ

ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ପୁଣି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦି ବିଜେପି ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କୁ ୨୨ ହଜାର ୭୭ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେ



ବଡଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀବିଜୟୀ

Bhagyaprabha News Bureau | ରାଜନୀତି | ଯାଜପୁର | 2180 | Read...

ବଡଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀବିଜୟୀ

ଯାଜପୁର ଲୋକସଭା ଅନ୍ତର୍ଗତ ବଡଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ପୁଣି ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କୁ ପରାସ୍ତ କରିଛନ୍ତି । କଂଗ୍ର



ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2179 | Read...

ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଗୁଳି ମାଡ଼ରେ ଗୁରୁତର ହୋଇଥିବା ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ମନୋଜଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ମନୋଜଙ୍କୁ ପ୍ରଥମେ ବ୍ରହ୍ମପୁର ପରେ



ବେଗୁସରାଇରେ କହ୍ନେୟା କୁମାରଙ୍କୁ ହରାଇ ଗିରିରାଜ ସିଂହଙ୍କ ବାଜିମାତ

Bhagyaprabha News Bureau | ରାଜନୀତି | | 2178 | Read...

ବେଗୁସରାଇରେ କହ୍ନେୟା କୁମାରଙ୍କୁ ହରାଇ ଗିରିରାଜ ସିଂହଙ୍କ ବାଜିମାତ

ବିହାରର ବେଗୁସରାଇରୁ ପ୍ରାର୍ଥୀ ହୋଇଥିବା ଛାତ୍ର ନେତା କହ୍ନେୟା କୁମାର ପରାସ୍ତ ହୋଇଛନ୍ତି। ତାଙ୍କୁ ବିଜେପିର ହେଭିୱେଟ୍‌ ତଥା ଅଭିଜ୍ଞ ଗିରିରାଜ ସିଂହ ବୃହତ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗିରିରାଜ ସିଂହଙ୍କ ୬୦୩୫୨୨



ପାଲଲହଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମୁକେଶ ପାଲ୍ ବିଜୟୀ

Bhagyaprabha News Bureau | ରାଜନୀତି | ଢେଙ୍କାନାଳ | 2177 | Read...

ପାଲଲହଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମୁକେଶ ପାଲ୍ ବିଜୟୀ

ବିଜେଡି ଖାତାରେ ପୁଣି ଏକ ବିଧାନସଭାକ୍ଷେତ୍ର । ଢେଙ୍କାନାଳ ପାଲଲହଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦି ମୁକେଶ ପାଲ୍ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ପଛରେ ପକାଇ ବିଜୟୀ ହୋଇଛନ



ଝରିଗାଁରେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝୀ ବିଜୟୀ

Bhagyaprabha News Bureau | ରାଜନୀତି | | 2176 | Read...

ଝରିଗାଁରେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝୀ ବିଜୟୀ

ନବରଙ୍ଗପୁର ବିଧାନସଭା ଆସନ ହାତେଇବା ପରେ ବିଜେଡି ଖାତାକୁ ଗଲା ଗଲା ପୁଣି ଏକ ବିଧାନସଭା କ୍ଷେତ୍ର । ଝରିଗାଁ ବାସୀଙ୍କ ବିଶ୍ୱାସ ଭାଜନ ହୋଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝୀ । ସୂଚନା ମୁତାବକ ବିଧାନସଭ



ନବରଙ୍ଗପୁରରେ ବିଜେଡି ରାଜ୍ୟର ପ୍ରଥମ ପାର୍ଥୀ ଭାବେ ବିଜୟୀ

Bhagyaprabha News Bureau | ଦେଶଦୁନିଆ | | 2175 | Read...

ନବରଙ୍ଗପୁରରେ ବିଜେଡି ରାଜ୍ୟର ପ୍ରଥମ ପାର୍ଥୀ ଭାବେ ବିଜୟୀ

ରାଜ୍ୟର ପ୍ରଥମ ବିଧାନସଭା ଫଳାଫଳ ଘୋଷଣା ହୋଇଛି। ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନ ବିଜୟୀ ହୋଇଛନ୍ତି । ନବରଙ୍ଗପୁର ବିଧାନସଭା ଆସନର ସଦାଶିବ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ଭା



ସୁନ୍ଦରଗଡ କାଉଣ୍ଟିଂ ହଲରେ ଲାଗିଲା ନିଆଁ

Bhagyaprabha News Bureau | ରାଜନୀତି | | 2174 | Read...

ସୁନ୍ଦରଗଡ କାଉଣ୍ଟିଂ ହଲରେ ଲାଗିଲା  ନିଆଁ

ସୁନ୍ଦରଗଡ କାଉଣ୍ଟିଂ ହଲ୍ ରେ ନିଆଁ ଲାଗିଛି । ଫଳରେ ଏଠାରେ ମତଗଣନା ବାଧାପ୍ରାପ୍ତ ହୋଇଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବା ପାଇଁ ଉଦ୍ୟମ ଜାର



ଜାରି ରହିଛି ମତଗଣନା , ବର୍ତ୍ତମାନ ସୁଦ୍ଧା ବିଜେଡି ୭୪ ବିଜେପି ୧୭ ଏବଂ କଂଗ୍ରେସ ୧୧ଟି ଆସନରେ ଆଗୁଆ

Bhagyaprabha News Bureau | ରାଜନୀତି | | 2173 | Read...

ଜାରି ରହିଛି ମତଗଣନା , ବର୍ତ୍ତମାନ ସୁଦ୍ଧା ବିଜେଡି ୭୪  ବିଜେପି ୧୭ ଏବଂ କଂଗ୍ରେସ  ୧୧ଟି ଆସନରେ ଆଗୁଆ

ରାଜ୍ୟର ୧୪୬ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନରେ ଏକାଧିକ ରାଉଣ୍ଡ୍‌ରେ ଗଣତି ଶେଷ ହୋଇଛି। ମିଳିଥିବା ପ୍ରାଥମିକ ଟ୍ରେଣ୍ଡ୍‌ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରତିଦ୍ୱନ୍ଦିତ



ସିନେ ତାରକାଙ୍କ ଭାଗ୍ୟ ପରୀକ୍ଷା ଆଜି

Bhagyaprabha News Bureau | ରାଜନୀତି | | 2172 | Read...

ସିନେ ତାରକାଙ୍କ ଭାଗ୍ୟ ପରୀକ୍ଷା ଆଜି

ଲୋକସଭା ନିର୍ବାଚନ ୨୦୧୯ ରେ ଦେଢ ଡଜନରୁ ଅଧିକ ଅଛନ୍ତି ସିନେତାରକାଙ୍କ ଆଜି ଭାଗ୍ୟ ପରୀକ୍ଷା । ରାମପୁରରେ ଆଜମ୍ ଖାନଙ୍କ ଆଗରେ ଅଛନ୍ତି ଜୟାପ୍ରଦା । ଦିଲ୍ଲୀ ନର୍ଥ ୱେଷ୍ଟ ସିଟରେ ଗାୟକ ହଂସରାଜ ହଂସ ଆଗୁଆ । ବାଙ୍ଗାଲୋରରେ ପ୍ରକ



କାଉଣ୍ଟିଂ ସେଣ୍ଟରରେ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଭୋଟ୍ ଗଣତି

Bhagyaprabha News Bureau | ରାଜନୀତି | | 2171 | Read...

 କାଉଣ୍ଟିଂ ସେଣ୍ଟରରେ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଭୋଟ୍ ଗଣତି

୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ।। ୫୪୨ଟି ଲୋକସଭା ଓ ୪ ରାଜ୍ୟର ବିଧାନସଭା ପାଇଁ ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ୍ ଗଣତି । ଯାହା ମଧ୍ୟରେ ରହିଛି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: