Bhagyaprabha News Bureau : News


ଗୁଜୁରାଟ ଉପକୂଳ ନିକଟ ଦେଇ ଗତିକରିବ ବାୟୁ

Bhagyaprabha News Bureau | ଦେଶଦୁନିଆ | | 2450 | Read...

ଗୁଜୁରାଟ ଉପକୂଳ ନିକଟ ଦେଇ ଗତିକରିବ ବାୟୁ

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ ଅନୁସାରେ ଆରବ ସାଗରରୁ ସୃଷ୍ଟି ହୋଇଥିବା ଝଡ଼ 'ବାୟୁ' ଗୁରୁବାର ଗୁଜୁରାଟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ମାତ୍ର ଏହା ଗୁଜୁରାଟକୁ ସଂପୂର୍ଣ୍ଣ ରୂପେ ପ୍ରଭାବିତ କରିବ ନାହିଁ



ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ -୨ ଗିରଫ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2449 | Read...

 ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ  -୨ ଗିରଫ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧୀନସ୍ଥ ପୁଞ୍ଜିକୟା ଛକ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଥି



ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ହେବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

Bhagyaprabha News Bureau | ଶିକ୍ଷା | | 2448 | Read...

ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ହେବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବାର ଏକ ସପ୍ତାହ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଗହଣରେ ଅସନ୍ତୋଷ ଦେଖିବାକୁ ମିଳୁଛୁ । ତେ



ଆରମ୍ଭ ହେଲା ବାୟୁସେନାର ସର୍ଚ୍ଚ ଅପରେଶନ!

Bhagyaprabha News Bureau | ଦେଶଦୁନିଆ | | 2447 | Read...

ଆରମ୍ଭ ହେଲା ବାୟୁସେନାର ସର୍ଚ୍ଚ ଅପରେଶନ!

ନିଖୋଜ ବାୟୁସେନା ବିମାନ ଏଏନ-୩୨ର ଭଗ୍ନାଂଶ ଠାବ ହେବା ପରେ ବାୟୁସେନା ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଯେଉଁ ଅଞ୍ଚଳରୁ ଭଗ୍ନାଂଶ ମିଳିଛି ସେହି ଅଞ୍ଚଳରେ ସର୍ଚ୍ଚ ଅପର



ଚଳଚଞ୍ଚଳ ରଥଖଳା , ସରିଲା ଚକ ନିର୍ମାଣ

Bhagyaprabha News Bureau | ଓଡ଼ିଶା | ପୁରୀ | 2446 | Read...

ଚଳଚଞ୍ଚଳ ରଥଖଳା , ସରିଲା ଚକ ନିର୍ମାଣ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତକାଲି ରଥଖଳାରେ ରଥ ଚକ ନିର୍ମାଣକୁ ଶେଷ ସ୍ପର୍ଶ ଦିଆଯାଇଛି। ଚକ ନିର୍ମାଣ ସରିବା ପରେ ତିନି ରଥର ମୋଟ ୪୨ ଚକ ଡେରା ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନ



ରଜରେ ହେବ ଡବଲ ଲଭ୍ ଲଢ଼େଇ !

Bhagyaprabha News Bureau | ମନୋରଞ୍ଜନ | | 2445 | Read...

ରଜରେ ହେବ ଡବଲ ଲଭ୍ ଲଢ଼େଇ !

ଏଥର ରଜ ବଜାରରେ ସିନେମା ହଲରେ ଡବଲ ଲଭ୍ ଲଢ଼େଇ ହେବ। ମୁହାଁମୁହିଁ ହେବେ ସ୍ୱରାଜ ଓ ବାବୁସାନ। ଏଥର ରଜରେ ଦର୍ଶକ ଦୁଇ ଦୁଇଟି ଫିଲ୍ମର ମଜା ନେଇ ପାରିବେ। ଗୋଟିଏ ହେଉଛି ବାବୁସାନ ଆଉ ତମନ୍ନାଙ୍କ 'ଗୋଲମାଲ ଲଭ୍'। ଆଉ ଗୋଟିଏ ସ୍ୱରାଜ ଭ



ପ୍ରୟୁଥଙ୍କ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ

Bhagyaprabha News Bureau | ରାଜନୀତି | | 2444 | Read...

ପ୍ରୟୁଥଙ୍କ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ  ଗ୍ରହଣ

ଗତକାଲି ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସେନାମୁଖ୍ୟ ଜେନେରାଲ ପ୍ରୟୁଥ ଚାନ୍‌-ଓକା ସାମରିକ ଶାସନର ଦୀର୍ଘ ୫ବର୍ଷ ପରେ ଦେଶରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ଜୁନ୍‌ ୫ରେ ପାର୍ଲାମ



ଆଜି ହକି ମହାସମର ପରେ କଳିଙ୍ଗ ଷ୍ଟାଡିୟମର ୧୦୦ ମ୍ୟାଚ ପୂରଣ

Bhagyaprabha News Bureau | ଖେଳ | | 2443 | Read...

ଆଜି ହକି ମହାସମର ପରେ  କଳିଙ୍ଗ ଷ୍ଟାଡିୟମର  ୧୦୦ ମ୍ୟାଚ ପୂରଣ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫଆଇଏଚ୍ ହକି ସିରିଜ୍ ଫାଇନାଲସର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି। ଆଜି ସପ୍ତମ ଓ ଅଷ୍ଟମ ସ୍ଥାନ ସହ ଦୁଇଟି କ୍ରସ ଓଭର ମ୍ୟାଚ୍ ଖେଳାଯିବ। ଉଜବେକିସ୍ତାନ ଓ ମେକ୍ସିକୋ ମଧ୍ୟର



ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ‘ବାୟୁ’ , ଆସନ୍ତାକାଲି ଗୁଜରାଟ ଉପକୂଳ ଛୁଇଁବ

Bhagyaprabha News Bureau | ଦେଶଦୁନିଆ | | 2442 | Read...

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ‘ବାୟୁ’  , ଆସନ୍ତାକାଲି ଗୁଜରାଟ ଉପକୂଳ ଛୁଇଁବ

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ବାୟୁ’ ଆସନ୍ତାକାଲି ଗୁଜରାଟ ଉପକୂଳ ଛୁଇଁବ । ପୋର ବନ୍ଦର ଓ ମାହୁଭା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହି ସାମୁଦ୍ରିକ ଝଡ ଆଗାମୀ ୧୨ଘଣ୍ଟା ମଧ୍ୟରେ



ଆଜି କେନ୍ଦ୍ର ମନ୍ତ୍ରୀପରିଷଦର ପ୍ରଥମ ବୈଠକ

Bhagyaprabha News Bureau | ଦେଶଦୁନିଆ | | 2441 | Read...

ଆଜି କେନ୍ଦ୍ର ମନ୍ତ୍ରୀପରିଷଦର ପ୍ରଥମ ବୈଠକ

ମୋଦୀଙ୍କ ଦ୍ୱିତୀୟ ଇନିସିଂରେ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ପରେ ଆଜି ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସରକାରଙ୍କ ଲଘୁ ଏବଂ ଦୀର



ଅଧ୍ୟକ୍ଷ ପଦ ଛାଡିବା ଜିଦରେ ଅଟଳ ରାହୁଲ ଗାନ୍ଧି

Bhagyaprabha News Bureau | ରାଜନୀତି | | 2440 | Read...

ଅଧ୍ୟକ୍ଷ ପଦ ଛାଡିବା ଜିଦରେ ଅଟଳ ରାହୁଲ ଗାନ୍ଧି

କଂଗ୍ରେସରେ ଖୁବଶୀଘ୍ର ନିଯୁକ୍ତ ହୋଇପାରନ୍ତି ଅନ୍ତରୀଣ ସଭାପତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏ ନେଇ ଦଳ ଭିତରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସଭାପତି ପଦରୁ



ନେପାଳରେ ଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ ୩ ଗୁରୁତର

Bhagyaprabha News Bureau | ଦେଶଦୁନିଆ | | 2439 | Read...

ନେପାଳରେ ଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ ୩ ଗୁରୁତର

ନେପାଳର କାଠମାଣ୍ଡୁ ଗସ୍ତରେ ଥିବା ୨୩ ଜଣିଆ ଓଡ଼ିଆ ପର୍ଯ୍ୟଟକ ଗୋଷ୍ଠୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦିନ ଗୋଟାଏ ବେଳେ କାଠମାଣ୍ଡୁ ନିକଟସ୍ଥ ମଙ୍ଗଳପୁରଠାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: