Bhagyaprabha News Bureau : News


ନିର୍ମାତା ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ସମ୍ପାଦକ ଚକ୍ରଧର ସାହୁ ଆଉ ନାହାନ୍ତି

Bhagyaprabha News Bureau | ଓଡ଼ିଶା | | 312 | Read...

ନିର୍ମାତା ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ସମ୍ପାଦକ ଚକ୍ରଧର ସାହୁ ଆଉ ନାହାନ୍ତି

ନିର୍ମାତା ନିର୍ଦେଶକ ତଥା ଚଳଚ୍ଚିତ୍ର ସମ୍ପାଦକ ଚକ୍ରଧର ସାହୁ ଆଉ ନାହାନ୍ତି ! ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଆଜି ସକାଳ ୫ଟା ୪୫ ମିନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଲଙ୍ଗ୍ ଇନଫେକ୍ସନ ରୋଗ



ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ପରଲୋକ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 311 | Read...

ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ପରଲୋକ

ଆସ୍କା ଲୋକସଭା ସାଂସଦ ତଥା ପୁରୁଖା ବିଜେଡି ନେତା ଲଡୁ କିଶୋର ସ୍ବାଇଁଙ୍କ ମଙ୍ଗଳବାର ରାତ୍ର ପ୍ରାୟ ୧୧.୪୫ ମିନିଟରେ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସାଂସଦ



ସିବିଆଇ ତଦନ୍ତରେ ସହଯୋଗ କରିବା ପାଇଁ ରାଜିବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Bhagyaprabha News Bureau | ଦେଶଦୁନିଆ | | 310 | Read...

ସିବିଆଇ ତଦନ୍ତରେ ସହଯୋଗ କରିବା ପାଇଁ ରାଜିବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ବନାମ ମମତା ବାନାର୍ଜୀ ବିବାଦରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜୋନ ଗୋଗୋଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଶୁଣାଣୀ କରି କୋଲକତା ପୋଲିସ କମିସନରଙ୍କୁ ସିବିଆଇ ନିକଟରେ ଉପସ



କେନ୍ଦ୍ର ଉପରେ ବର୍ଷିଲେ ନବୀନ

Bhagyaprabha News Bureau | ରାଜନୀତି | ନବରଙ୍ଗପୁର | 309 | Read...

କେନ୍ଦ୍ର ଉପରେ ବର୍ଷିଲେ ନବୀନ

ନବରଙ୍ଗପୁରରେ ଦମ ଦେଖାଇଛି ବିଜେଡି । କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ନବୀନ । ନବରଙ୍ଗପୁରର ଉମରେକୋଟ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି , ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ ।କେନ୍ଦ୍ରୀ



୨୨ ତାରିଖରେ ପୁରୀ ଆସିବେ ଆମିକସ କ୍ୟୁରୀ ରଞ୍ଜିତ କୁମାର

Bhagyaprabha News Bureau | ଦେଶଦୁନିଆ | | 308 | Read...

୨୨ ତାରିଖରେ ପୁରୀ ଆସିବେ ଆମିକସ କ୍ୟୁରୀ ରଞ୍ଜିତ କୁମାର

ଫେବୃୟାରୀ ୨୭ ତାରିଖରେ ସୁପ୍ରିମକେର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ମାମଲାର ଶୁଣାଣୀ ହେବ । ଏହା ପୁର୍ବରୁ ଶ୍ରୀମନ୍ଦିର ସଂସ୍କାର ନେଇ ଗଠିତ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ପୁରୀ ଆସି ସମସ୍ତ ସେବାୟତ , ମନ୍ଦିର ପ



ଆଧାରକାର୍ଡ ନଥିଲେ ମିଳିବନି ସରକାରୀ ସହାୟତା

Bhagyaprabha News Bureau | ଦେଶଦୁନିଆ | | 307 | Read...

ଆଧାରକାର୍ଡ ନଥିଲେ ମିଳିବନି ସରକାରୀ ସହାୟତା

ଫେବୃୟାରୀ ୧ତାରିଖରେ ମୋଦୀ ସରକାର ଲୋକସଭାରେ ଉପସ୍ଥାପିତ କରିଥିବା ଅନ୍ତରୀଣ ବଜେଟରେ କୃଷକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା କିସାନ ସମ୍ମାନ ନିଧି ଯୋଜନା କୃଷକ ମନରେ ନୂଆ ଆଶା ସଞ୍ଚାର କରିଥିଲା ବେଳେ ଏହି ଯୋ



ଗୃହରେ ଉଠିଲା ପଶ୍ଚିମବଙ୍ଗ ପ୍ରସଙ୍ଗ

Bhagyaprabha News Bureau | ରାଜନୀତି | | 306 | Read...

ଗୃହରେ ଉଠିଲା ପଶ୍ଚିମବଙ୍ଗ ପ୍ରସଙ୍ଗ

ଚିଟଫଣ୍ଡ ମାମଲା ରେ ଉଭୟ ମମତା ଓ ନବୀନଙ୍କୁ ଟାର୍ଗେଟ କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଟୋଗଳ କରିବା ସହ ସରକାରୀ ବିରୋଧୀ ନାରା ଦେଇଥିଲେ । ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋଷକୁ ଘଣ୍ଟ ଘୋ



କମଳ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 305 | Read...

 କମଳ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଦ୍ଵାରା କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବମକୋଇ ପଞ୍



ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 304 | Read...

ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ସ୍ଥାନୀୟ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍



ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତି:ଆଜିଠୁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନଚାର୍ଜଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମ୍

Bhagyaprabha News Bureau | ଶିକ୍ଷା | | 303 | Read...

ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତି:ଆଜିଠୁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନଚାର୍ଜଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମ୍

ଆଜିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍(ରେଗୁଲାର, ଏକ୍ସରେଗୁଲାର) ସମେତ ସ˚ସ୍କୃତ ଟୋଲ (ମଧ୍ୟମା) ଓ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ପାଇଁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନ୍-ଚାର୍ଜ, ସେଣ୍ଟର ସୁପରଭାଇଜର, ଚେକ୍ର, ମେକରଙ୍କ



କୋରାପୁଟ ଓ ନବରଙ୍ଗପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Bhagyaprabha News Bureau | ରାଜନୀତି | କୋରାପୁଟ | 302 | Read...

 କୋରାପୁଟ ଓ ନବରଙ୍ଗପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ନିମନ୍ତେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଂଗପୁରର ଉମରକୋଟରେ ପହଞ୍ଚି ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କର



ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ କ୍‌ଗ୍ରେସ ନେତା ହରିହର କରଣ

Bhagyaprabha News Bureau | ରାଜନୀତି | ଖୋର୍ଦ୍ଧା | 300 | Read...

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ  ଓ ବରିଷ୍ଠ କ୍‌ଗ୍ରେସ ନେତା ହରିହର କରଣ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେପ୍ଟିସେମିଆ ରୋଗରେ ଚିକିତ୍ସାଧୀନ ଅବସ୍ଥାରେ କଂଗ୍ରେସର ବରିଷ୍ଠ ନେତା ତଥା ଓଡ଼ିଶାର ପୂର୍ବତନ ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ ହୋଇଛି ।ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିବା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: