Bhagyaprabha News Bureau : News


କାଳବୈଶାଖୀର ତାଣ୍ଡବ ଲୀଳା

Bhagyaprabha News Bureau | ଓଡ଼ିଶା | | 1056 | Read...

କାଳବୈଶାଖୀର ତାଣ୍ଡବ ଲୀଳା

ଉପକୂଳ ଓଡ଼ିଶାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବା ସହ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ତୁହାକୁ ତୁହା କୁଆପଥର ବର୍ଷା ହୋଇଥିଲା ।



କଂଗ୍ରେସ ଟିକେଟରେ ନୟାଗଡ ନିର୍ବାଚନମଣ୍ଡଳିରୁ ଲଢିବି : ପ୍ରତ୍ୟୁଷା

Bhagyaprabha News Bureau | ରାଜନୀତି | | 1055 | Read...

କଂଗ୍ରେସ ଟିକେଟରେ ନୟାଗଡ ନିର୍ବାଚନମଣ୍ଡଳିରୁ ଲଢିବି : ପ୍ରତ୍ୟୁଷା

ବିଜେଡିରୁ ଟିକେଟ ନପାଇ ଅସନ୍ତୋଷ ହୋଇ ଦଳ ଛାଡିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂ କଂଗ୍ରେସରେ ଯୋଗ ଦେବା ପାଇଁ ମନସ୍ଥ କରିଛନ୍ତି । ଏଥିପାଇଁ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ସହ ସେ ଆଲୋ



ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

Bhagyaprabha News Bureau | ରାଜନୀତି | | 1054 | Read...

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ପ୍ରଥମ ପର୍ଯ୍ୟାୟ ‌ଲୋକସଭା ଆସନ ପାଇଁ ଆଜି ୩ଜଣ ଓ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ଆଜି ୧୪ଜଣ, ଦ୍ବିତୀୟ ପର୍ଯ୍ୟାୟ



ମିଲିଟାରି-ଷ୍ଟାଇଲ୍‌ ସେମି-ଅଟୋମେଟିକ୍‌ ଏବଂ ଆସଲ୍‌ଟ୍‌ ରାଇଫଲ୍‌ ନିଷିଦ୍ଧ କରାଯିବ : ଜେସିଣ୍ଡା ଆର୍ଡେର୍ଣ୍ଣ

Bhagyaprabha News Bureau | ଦେଶଦୁନିଆ | | 1053 | Read...

ମିଲିଟାରି-ଷ୍ଟାଇଲ୍‌ ସେମି-ଅଟୋମେଟିକ୍‌ ଏବଂ ଆସଲ୍‌ଟ୍‌ ରାଇଫଲ୍‌ ନିଷିଦ୍ଧ କରାଯିବ : ଜେସିଣ୍ଡା ଆର୍ଡେର୍ଣ୍ଣ

ଅଳ୍ପ କିଛି ଦିନ ତଳେ ଦୁଇଟି ମସ୍‌ଜିଦ୍‌ରେ ଗୁଳିକାଣ୍ଡ ପରେ ତୁରନ୍ତ ସବୁ ପ୍ରକାର ଆସଲ୍‌ଟ୍‌ ଓ ସେମି-ଅଟୋମେଟିକ୍‌ ରାଇଫଲ୍‌ ନିଷେଧ କରିବାକୁ ନ୍ୟୁଜିଲାଣ୍ଡ୍‌ ଏକ ଯୋଜନା ପ୍ରସ୍ତୁତ କରିଥିବା କଥା ପ୍ରଧାନମନ୍ତ୍ରୀ ଜ



ପରଲୋକରେ ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା

Bhagyaprabha News Bureau | ଓଡ଼ିଶା | | 1052 | Read...

ପରଲୋକରେ ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା

ବରିଷ୍ଠ ବିଜେପି ନେତା ତଥା ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା ମହାପାତ୍ରଙ୍କ ବିୟୋଗ ଘଟିଯାଇଛି। ସେ ଆଜି ସକାଳେ ଭୁବନେଶ୍ୱରରେ ଏ



କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ସିଇସିର ଚୂଡାନ୍ତ ବୈଠକ

Bhagyaprabha News Bureau | ରାଜନୀତି | | 1051 | Read...

କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ସିଇସିର ଚୂଡାନ୍ତ ବୈଠକ

ଆସନ୍ତା କାଲି କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ସିଇସିର ଚୂଡାନ୍ତ ବୈଠକ ବସିବା । କଂଗ୍ରେସ ଦ୍ବାରା ଘୋଷିତ ପ୍ରାର୍ଥୀ ତାଲିକା ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଗମ୍ଭୀରତାର ସହିତ ନେଇଛି ସିଇସି। ଆଗାମୀ ଦିନରେ ଏଭଳି



ପିଜୁଳି ଖାଇବା ଦ୍ବାରା କି କି ଉପକାର ମିଳିଥାଏ ଆସନ୍ତୁ ଜାଣିବା।

Bhagyaprabha News Bureau | ସ୍ବାସ୍ଥ୍ୟ | | 1050 | Read...

ପିଜୁଳି ଖାଇବା ଦ୍ବାରା କି କି ଉପକାର ମିଳିଥାଏ ଆସନ୍ତୁ ଜାଣିବା।

ପିଜୁଳି ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଜାଣିଛନ୍ତି ଏହା କେବଳ ପାଟିକୁ ସୁଆଦିଆ ନୁହେଁ। ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ। ପିଜୁଳିରେ ଭିଟାମିନ୍-ଏ, ସି, ପୋଟ



ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

Bhagyaprabha News Bureau | ବିଶେଷ | | 1049 | Read...

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ।ଆଜି ଠାରୁ ନବିକୃତ ବଗି ସଂଯୋଗ ଦ୍ୱାରା ଚଳାଚଳ ବହୁ ଗୁଡିଏ ଅତିରିକ୍ତ ସୁବିଧା ସହିତ ଯାତ୍ରୀ ପରିଷେବା ଉପଲବ୍ଧ ଉନ୍ନତମାନର ଉତ୍କୃଷ୍ଟ ଶ୍ରେଣୀ ବଗିକୁ ଉନ୍ନୀତ ଆଜିଠାରୁ



ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ବରିଷ୍ଠ କିରାଣିଙ୍କ ହୃଦଘାତରେ ପରଲୋକ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1048 | Read...

ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ବରିଷ୍ଠ କିରାଣିଙ୍କ ହୃଦଘାତରେ ପରଲୋକ

ଗଞ୍ଜାମ ଜିଲ୍ଲା ଭଂଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ବରିଷ୍ଠ କିରାଣି ଏସ୍ ଗୋପାଳ ରାଓ ଙ୍କ ୫୮ ବର୍ଷ ବୟସ ରେ ହୃଦଘାତରେ ପରଲୋକ ହୋଇଯାଇଛି।ଆଜି କଲେଜ୍ ର ନିଜ ପ୍ରକୋଷ୍ଠ ରେ ବସିଥିବା ସମୟ ରେ ସେ ଅସୁସ୍ଥତା ଅନୁଭବ କଲେ।ସ



ବିଜେଡି ଛାଡି ବିଜେପିରେ ଯୋଗଦେଲେ ଶତାଧିକ ଯୁବଗୋଷ୍ଠୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1047 | Read...

ବିଜେଡି ଛାଡି ବିଜେପିରେ ଯୋଗଦେଲେ ଶତାଧିକ ଯୁବଗୋଷ୍ଠୀ

ଆଗକୁ ମାଡି ଆସୁଛି ସାଧାରଣ ନିର୍ବାଚନ ହେଲେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଶନିବାର ଦିନ ବିଜେଡିକୁ ଶକ୍ତ ଝଟକା ଲାଗିଥିବା ଜଣାପଡିଛି । ଏହି ଅବସରରେ ଶତାଧିକ ଯୁବ ବିଜୁ କର୍ମୀ ବିଜେଡି ଦଳ ଛାଡି ବିଜେପିରେ ଯୋଗଦେଇଛନ୍ତି ।



ଗୋକର୍ଣ୍ଣପୁରରେ ' ଘରେ ଘରେ ଶଙ୍ଖ' କାର୍ଯ୍ୟକ୍ରମ ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1046 | Read...

ଗୋକର୍ଣ୍ଣପୁରରେ ' ଘରେ ଘରେ ଶଙ୍ଖ' କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ବିଜେଡି ପକ୍ଷରୁ ଗୋକର୍ଣ୍ଣପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯିବା ସହ ସ୍ଥାନୀୟ ସରପଞ୍ଚ ମୀନତି କୁମାରୀ ଦେବୀ , ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତି ଜି . ବା



ବଜ୍ରପାତ ଘଟି ୪ ଛେଳି ମୃତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1045 | Read...

ବଜ୍ରପାତ ଘଟି ୪ ଛେଳି ମୃତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି- ବରମୁଣ୍ଡୁଳି ଗ୍ରାମ ମଧ୍ୟରେ ଛେଳି ଚରାଉଥିବା ସମୟରେ ବଜ୍ରପାତ ଘଟି ଭୀଷ୍ମ ଗିରି ଗ୍ରାମର ଅଣରାଜ ପାତ୍ରଙ୍କ ୪ଟି ଛେଳିର ମୃତ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ , ଅଣରାଜ ପା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: