Bhagyaprabha News Bureau : News


ଆରପାରିରେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ

Bhagyaprabha News Bureau | ବିଶେଷ | କନ୍ଧମାଳ | 3320 | Read...

ଆରପାରିରେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ

ପରଲୋକରେ ପୂର୍ବତନ ବାଲିଗୁଡା କଂଗ୍ରେସ ବିଧାୟକ ସାହୁରା ମଲ୍ଲିକ । ସାଉରା ମଳିକ ଆଜିସକାଳ ଚାରିଟା ପନ୍ଦର ମିନିଟ୍ ସମୟରେ ବାଲିଗୁଡା ମେଡିକାଲରେ ମୃତ୍ୟୁଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି



ମାଓ ପ୍ରବଣ ଅଞ୍ଚଳରେ ପୋଲିସ୍ ର ଆଇନ୍ ସଚେତନତା ଶିବିର ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | କନ୍ଧମାଳ | 3319 | Read...

ମାଓ ପ୍ରବଣ ଅଞ୍ଚଳରେ ପୋଲିସ୍ ର ଆଇନ୍ ସଚେତନତା ଶିବିର ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ୍ ର ଆମ ପୋଲିସ୍ ସମିତି ପକ୍ଷରୁ ପରମପାଙ୍ଗାଠାରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍



ପୋଖରୀରେ ବୁଡି ବାଳକ ମୃତ

Bhagyaprabha News Bureau | ବିଶେଷ | ଗଞ୍ଜାମ | 3316 | Read...

ପୋଖରୀରେ ବୁଡି ବାଳକ ମୃତ

ପୋଖରୀରେ ବୁଡି ରବିବାର ଅପରାହ୍ନରେ ପୋଡାମାରୀ ଗ୍ରାମର କୁମ୍ଭାର ସାହିର ତବତିଆ ଗୌଡଙ୍କ ପୁଅ ବାପି ଗୌଡ (୧୫)ଙ୍କ ମୃତ୍ୟୁ ଘଟିଛି । ଅପରାହ୍ନରେ ସେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ହେତୁ ଗୋଡ ଖସିଯାଇଥିଲା । ଫ



ମିିନି ବସ୍ ଚୋରି କରି ନେଉଥିବା ବେଳେ ଦୂର୍ଘଟଣା ଘଟିଲା, ଅଜଣା ଚୋରକୁ ଠାବ କରି ପୋଲିସକୁ ଜିମା ଦେଲେ ଲୋକେ

Bhagyaprabha News Bureau | ଅପରାଧ | ଗଞ୍ଜାମ | 3315 | Read...

ମିିନି ବସ୍ ଚୋରି କରି ନେଉଥିବା ବେଳେ ଦୂର୍ଘଟଣା ଘଟିଲା, ଅଜଣା ଚୋରକୁ ଠାବ କରି ପୋଲିସକୁ ଜିମା ଦେଲେ ଲୋକେ

ମିନି ବସ୍ ଚୋରି କରି ନେଇଯାଉଥିବା ବେଳେ ଦୂର୍ଘଟଣା ଘଟିଲା । ଦୂର୍ଘଟଣା ଘଟିବା ପରେ ଚୋର ଡ୍ରାଇଭର୍କୁ ବାସିନ୍ଦା ଠାବ କରି ପୋଲିସକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ସମ୍ପୃକ୍ତ ଅଜଣା ଚୋରକ



ହିଞ୍ଜିଳି ଉପ ନ୍ୟାୟାଲୟ ପରିସରରେ ବୃକ୍ଷ ରୋପଣ

Bhagyaprabha News Bureau | ବିଶେଷ | ଗଞ୍ଜାମ | 3314 | Read...

ହିଞ୍ଜିଳି ଉପ ନ୍ୟାୟାଲୟ ପରିସରରେ ବୃକ୍ଷ ରୋପଣ

ଦେଶ ପାଳନ କରୁଥିଲା ୭୩ତମ ସ୍ବାଧୀନତା ଦିବସ। ଦେଶପ୍ରେମରେ ଉଦ୍‌ବଦ୍ଧ ହୋଇଯାଉଥିଲେ ସଭିଁଏ। ତ୍ରିରଙ୍ଗା ପତାକା ତଳେ ନେଇଛନ୍ତି ଦେଶ ପାଇଁ ବଳିଦାନ ଆଉ ଜାତିର ଅଖଣ୍ଡତାକୁ ରକ୍ଷା କରିବାର ଶପଥ। ଏହି ପରିପ୍ରେକ୍ଷୀରେ ଭିନ୍ନ ଢ



ଯୁବକଙ୍କୁ ଆକ୍ରମଣ ଘଟଣା ଆଉ ପାଞ୍ଚ ଗିରଫ

Bhagyaprabha News Bureau | ଅପରାଧ | ଗଞ୍ଜାମ | 3312 | Read...

ଯୁବକଙ୍କୁ ଆକ୍ରମଣ ଘଟଣା ଆଉ ପାଞ୍ଚ ଗିରଫ

ଗତ ମଙ୍ଗଳବାର ରାତିରେ ସଂଘବଧ ଭାବେ ଜଣେ ଯୁବକକୁ ଆକ୍ରମଣ କରିବା ଫଳରେ ସଦରଥାନା ପୁଲିସ ଗୁରବାର ଜଣଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ବେଳେ ଫେରାର ଥିବା ୫ ଜଣଙ୍କୁ ନିମଖଣ୍ଡି ଫାଣ୍ଡି ପୋଲିସ ଗିରଫ କରି କୋଟ ଚାଲାଣ କରିଛି ।ଗ



ହିଞ୍ଜିଳି ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 3311 | Read...

ହିଞ୍ଜିଳି ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ହିଂଜିଳିକାଟୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଶନିବାର ଜ୍ଞାନ ବିଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ସର୍ବମୋଟ ୧୧୩ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା ।ଏହି କାର୍



ଜିଲ୍ଲାପାଳଙ୍କୁ ଘେରିଲେ ବନ୍ୟା ବିପନ୍ନ

Bhagyaprabha News Bureau | ବିଶେଷ | ସୁବର୍ଣ୍ଣପୁର | 3310 | Read...

ଜିଲ୍ଲାପାଳଙ୍କୁ ଘେରିଲେ ବନ୍ୟା ବିପନ୍ନ

ଲଗାଣ ବର୍ଷା ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଂଚଳରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି । ବନ୍ୟା ପ୍ରଭାବରେ ଘର ଦ୍ବାର ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ତରଭା ସହରରେ



ବକ୍ସ ଅଫିସରେ ଚାଲିଛି ଦମଦାର ଲଢେଇ

Bhagyaprabha News Bureau | ମନୋରଞ୍ଜନ | | 3309 | Read...

ବକ୍ସ ଅଫିସରେ ଚାଲିଛି ଦମଦାର ଲଢେଇ

ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପ୍ରତୀକ୍ଷିତ ଫିଲ୍ମ 'ମିଶନ ମଙ୍ଗଳ' ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଛି । ପ୍ରଥମ ଦିନରେ ହିଁ ଏହି ଫିଲ୍ମ ବକ୍ସ ଅଫିସରେ ୨୯.୧୬ କୋଟି ଟଙ୍କା ଆୟ କରିଛି । ଅକ୍ଷୟଙ୍କ ସବୁ ଫିଲ୍ମ ମଧ୍ୟରୁ 'ମିଶନ ମ



ଅରୁଣ ଜେଟଲୀଙ୍କ ଅବସ୍ଥା ଜଟିଳ

Bhagyaprabha News Bureau | ଦେଶଦୁନିଆ | | 3308 | Read...

ଅରୁଣ ଜେଟଲୀଙ୍କ ଅବସ୍ଥା ଜଟିଳ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ (୬୬)ଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀ ଦୀର୍ଘ ଦିନରୁ ଅସୁସ୍ଥ ଅଛନ୍ତି । ତାଙ୍କୁ ଚ



ପାରୋ ବିମାନ ବନ୍ଦରରେ ମୋଦୀଙ୍କୁ ଗାର୍ଡ ଅଫ୍‌ ଅନର୍‌

Bhagyaprabha News Bureau | ଦେଶଦୁନିଆ | | 3307 | Read...

 ପାରୋ ବିମାନ ବନ୍ଦରରେ  ମୋଦୀଙ୍କୁ ଗାର୍ଡ ଅଫ୍‌ ଅନର୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଆସି ପାରୋ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନ ପ୍ରତିପକ୍ଷ ଲୋଟେ ଶେରିଙ୍ଗ୍‌ ପାଛୋଟି ନେବା ସହିତ ପୁଷ୍ପଗୁଚ୍ଛ ଦେଇ ଅଭି



ଜଳେଶ୍ୱରରେ ଅବକାରୀ ଚଢାଉ

Bhagyaprabha News Bureau | ଓଡ଼ିଶା | ବାଲେଶ୍ବର | 3306 | Read...

ଜଳେଶ୍ୱରରେ ଅବକାରୀ ଚଢାଉ

ବାଲେଶ୍ୱର ଜିଲ୍ଲାଜଳେଶ୍ଵର ରାଇବଣିଆ ଅଞ୍ଚଳରେ ଅବକାରୀ ଚଢାଉ କରାଯାଇଥିଲା । ଅତର୍କିତ ଚଢାଉ କରାଯାଇ ୧ ହଜାର ଲିଟର ମଦ ଘଟଣା ସ୍ଥଳରୁ ଜବତ କରାଯାଇଛି । ମଦ କାରବାରରେ ସମ୍ପୂକ୍ତ ୨ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।ରାଇବଣ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: