Bhagyaprabha News Bureau : News


ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା

Bhagyaprabha News Bureau | ଦେଶଦୁନିଆ | | 1840 | Read...

ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା ଜରି କରାଯାଇଛି।ଶୁକ୍ରବାର ଅପରାହ୍ନରୁ ପରବର୍ତ୍ତୀ ୧୨ ଘଂଟା ଧରି ଓଡିଶାର ଦକ୍ଷିଣ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୧୭୦-୧୮୦ କିମିରୁ ଆରମ୍ଭ ହୋଇ ସର୍ବାଧିକ ୨୦୦କି



‘ଫନୀ’ର ମୁକାବିଲା ପାଇଁ ପୋଲିସ ବିଭାଗ ପ୍ରସ୍ତୁତି

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1839 | Read...

 ‘ଫନୀ’ର ମୁକାବିଲା ପାଇଁ ପୋଲିସ ବିଭାଗ ପ୍ରସ୍ତୁତି

ସାମୁଦ୍ରିକ ବାତ୍ୟା ‘ଫନୀ’ର ମୁକାବିଲା ପାଇଁ ପୋଲିସ ବିଭାଗ ପକ୍ଷରୁ ଆଇଜିପି ଅମିତାଭ ଠାକୁରଙ୍କ ଅଧୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମପୁର ଏସ୍‌ପି ପିନାକୀ ମିଶ୍ର ଏବଂ ଗଂଜାମ



ଫନି ପାଇଁ ଆକାଶଛୁଆଁ ହେଲା ବଜାରଦର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1838 | Read...

ଫନି ପାଇଁ  ଆକାଶଛୁଆଁ ହେଲା ବଜାରଦର

ପ୍ରତି ଥର ଭଳି ଏଥର ମଧ୍ୟ ବାତ୍ୟା ପୂର୍ବରୁ ମାର୍କେଟ୍‌ରେ ମନଇଚ୍ଛା ଦର କଷୁଛନ୍ତି କଳାବଜାରୀ ।ପ୍ରବର୍ତ୍ତନ ଅଧିକାରୀ ବ୍ରହ୍ମପୁର ବଡବଜାର ଓ ବିଭିନ୍ନ ଭେଣ୍ଡିଙ୍ଗ ଜୋନର ପରିଦର୍ଶନ କରିବା ସହ ବ୍ରହ୍ମପୁରରୁ ଆଜି ୨୦୦ କୁଇଣ୍



ପୂର୍ବ ଆକଳନଠାରୁ ଫନି ଆଗୁଆ କରିବ ଲ୍ୟାଣ୍ଡଫଲ୍

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1837 | Read...

ପୂର୍ବ ଆକଳନଠାରୁ ଫନି ଆଗୁଆ କରିବ ଲ୍ୟାଣ୍ଡଫଲ୍

ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ଫନି’ । ଏହା ପୁରୀଠାରୁ ୩୩୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଫନି ଚିଲିକା ଏବଂ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ



‘ଫନି’ ପାଇଁ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1836 | Read...

‘ଫନି’ ପାଇଁ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ଫନି’ । ‘ଫନି’କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୪ଘଣ୍ଟିଆ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି । ୦୬୮୦୨୨୫୦୨୯୦ ନମ୍ବରରେ କଲ୍ କରି ଅସୁବିଧା ସଂପର୍କରେ ଜଣାଇ



୧୦ ଫୁଟର ଅହିରାଜ ଉଦ୍ଧାର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1835 | Read...

୧୦ ଫୁଟର ଅହିରାଜ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅଧିନରେ ଥିବା କଇଠଖଣ୍ଡି ପଞ୍ଚାୟତର ପେଣ୍ଡୁରାବାଡି ଗ୍ରାମରୁ ଗୁରୁବାର ଦିନ ୧୦ ଘଣ୍ଟା ସମୟରେ ଏକ ୧୦ ଫୁଟ ଲମ୍ବର ବିରାଟକାୟ ଅହିରାଜ ସାପ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଖବର ପ୍ରକ



ଯାତ୍ରୀବାହୀ ବସ୍ ଧକ୍କାରେ ଷଣ୍ଢ ଗୁରୁତର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1834 | Read...

ଯାତ୍ରୀବାହୀ ବସ୍ ଧକ୍କାରେ ଷଣ୍ଢ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଗତକାଲି ବିଳମ୍ବିତ ରାତି ତଥା ସାଢେ଼ ୧୨ ଘଣ୍ଟା ସମୟରେ ଦିଗପହଣ୍ଡି ବସଷ୍ଟାଣ୍ଡରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଷଣ୍ଢ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନଙ୍କ ଦ୍ବାର



ସାମୁଦ୍ରିକ ଝଡ ଫନି ସମ୍ବନ୍ଧରେ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପ କଲେ ବ୍ଳକ ଅଧ୍ୟକ୍ଷ

Bhagyaprabha News Bureau | ଓଡ଼ିଶା | | 1833 | Read...

ସାମୁଦ୍ରିକ ଝଡ ଫନି ସମ୍ବନ୍ଧରେ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପ କଲେ ବ୍ଳକ ଅଧ୍ୟକ୍ଷ

ମାଡି ଆସୁଛି ମହା ପ୍ରଳୟଙ୍କାରୀ ମହାବାତ୍ୟା ଫନି ।ପୁରୀ ଠାରୁ ୬୨୦ କିଲୋମିଟର ଦୂରରେ ରହିଥିବା ସାମୁଦ୍ରିକ ଝଡ ଘଣ୍ଟାକୁ ୧୪ କିମି ବେଗରେ ଓଡ଼ିଶା ମୁହଁ ଦେଇ ଗତି କରୁଛି । ୩ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବା ସହ ପ୍ରବଳ ବର୍ଷା



ସଡକ ଦୁର୍ଘଟଣାରେ ଜଣେ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 1832 | Read...

ସଡକ ଦୁର୍ଘଟଣାରେ ଜଣେ ମୃତ

ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଠାରେ ଗୋଟିଏ ବାଇକ ଚାଳକ ଏକ ଅଟୋ କୁ ଧକ୍କା ଦେବା ଫଳରେ ଘଟଣା ସ୍ଥାନରେ ହିଁ ବାଇକ ଚାଳକ ର ମୃତ୍ୟୁ ଘଟିଛି ।ମୃତ ବାଇକ ଚାଳକ କୋଦଳା ଥାନା ଅନ୍ତର୍ଗତ ବେଗୁନିଆ ଫାଣ



ଫନି ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି-ବରିଷ୍ଠ ଅଧିକାରୀ ଙ୍କୁ ବିଭିନ୍ନ ଦାୟିତ୍ୱ

Bhagyaprabha News Bureau | ବିଶେଷ | | 1831 | Read...

ଫନି ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି-ବରିଷ୍ଠ ଅଧିକାରୀ ଙ୍କୁ ବିଭିନ୍ନ ଦାୟିତ୍ୱ

ଫନି ଏକ ବଡ ଧରଣର ବାତ୍ୟା ଓଡିଶା ପ୍ରତି ମାଡି ଆସୁଛି । ଏହା ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଯାଉଛି । ଏପରିକି ଏହାର ଗତିପଥ ମଧ୍ୟ ବଦଳୁଛି । ଅନ୍ତର୍ଜାତୀୟ ପାଣିପାଗ ସୂଚନା ଅନୁସାରେ ପ୍ରଥମେ ଏହା ପୁରୀ ରେ ଲେଣ୍ଡଫଲ କରିବ ବୋଲି



ଦିଗପହଣ୍ଡି ରେ ବିଶ୍ବ ଶ୍ରମିକ ଦିବସ ପାଳିତ

Bhagyaprabha News Bureau | ବିଶେଷ | ଗଞ୍ଜାମ | 1830 | Read...

ଦିଗପହଣ୍ଡି ରେ ବିଶ୍ବ ଶ୍ରମିକ ଦିବସ ପାଳିତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଶ୍ରମିକ ସଂଗଠନ ଏଆଇଟିୟୁସି ଓ ସିଆଇଟିୟୁର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବଜାର ସାହି ଗାନ୍ଧୀ ଛକଠାରେ ବୁଧବାର ଦିନ ମହା ସମାରୋହରେ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଆଇଟିୟୁସି ଗଞ୍ଜାମ



ସାମୁଦ୍ରିକ ଝଡ ଫନି ମୁକାବିଲା ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ

Bhagyaprabha News Bureau | ଖେଳ | | 1829 | Read...

ସାମୁଦ୍ରିକ ଝଡ  ଫନି ମୁକାବିଲା ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅତି ଭୀଷଣ ବାତ୍ୟାର ରୂପ ନେଉଥିବା "ଫନି" ଓଡିଶା ଆଡକୁ ଘଣ୍ଟାକୁ ୧୪ କିଲୋମିଟର ବେଗରେ ମାଡି ଆସୁଥିବା ବେଳେ ଏହା ପୁରୀଠାରୁ ୬୨୦ କିଲୋମିଟର ଦୂରରେ ରହିଥିବା ବେ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: