Bhagyaprabha News Bureau : News


ଦୁର୍ବୁତ୍ତ ଲୁଟିଲେ ଏଟିଏମ୍

Bhagyaprabha News Bureau | ଅପରାଧ | ରାୟଗଡ଼ା | 1104 | Read...

ଦୁର୍ବୁତ୍ତ ଲୁଟିଲେ ଏଟିଏମ୍

ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରଠାରେ ଏସବିଆଇ ଏଟିଏମ ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ । ସେଠାରେ ଲାଗିଥିବା ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ତା



କଂଗ୍ରେସ ଘୋଷଣା କଲା ଦ୍ୱିତିୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

Bhagyaprabha News Bureau | ରାଜନୀତି | | 1103 | Read...

 କଂଗ୍ରେସ ଘୋଷଣା କଲା ଦ୍ୱିତିୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଓଡିଶା ସମେତ ଛତିଶଗଡ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶର ୩୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଛି । ଓଡିଶାର ବଲାଂଗୀର ଲ



୨ୟ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲା ବିଜେପି

Bhagyaprabha News Bureau | ରାଜନୀତି | | 1102 | Read...

   ୨ୟ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲା ବିଜେପି

ଶନିବାର ଦିନ ଭାରତୀୟ ଜନତା ପାର୍ଟୀ ତା’ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରୀ କରିଛି। ପାଞ୍ଚଟି ଲୋକସଭା ଆସନ ଓ ୨୨ଟି ବିଧାନ ସଭା ଆସନ ପାଇଁ ବିଜେପି ପ୍ରକାଶ କରିଛି ପ୍ରାର୍ଥୀ ତାଲିକା। ଲୋକସଭା ଆସନ ପାଇଁ ବରଗଡ଼ ଆସନ ଲାଗି ଶ୍



କାଲିମେଳାରେ ମାଓ ପୋଷ୍ଟର

Bhagyaprabha News Bureau | ଓଡ଼ିଶା | | 1101 | Read...

କାଲିମେଳାରେ ମାଓ ପୋଷ୍ଟର

ଆସନ୍ତା ସାଧାରଣ ନିର୍ବାଚନକୁ ବିରୋଧ କରି ସିପିଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି । କାଲିମେଳା ବସଷ୍ଟାଣ୍ଡ ପରିସର, କାଲିମେଳାରୁ ମାଲକାନଗିରି ଯିବା ରାସ୍ତା, ଏବଂ ମୋରମଗାତ ନିକଟରେ ମା



ଆଜି ସନ୍ଧ୍ୟାରେ ବସିବ କଂଗ୍ରେସର ସିଇସି ବୈଠକ

Bhagyaprabha News Bureau | ରାଜନୀତି | | 1100 | Read...

ଆଜି ସନ୍ଧ୍ୟାରେ  ବସିବ କଂଗ୍ରେସର ସିଇସି ବୈଠକ

ଆଜି ସନ୍ଧ୍ୟାରେ କଂଗ୍ରେସର ସିଇସି ବୈଠକ ବସିବ । ସଂଧ୍ୟା ସାଢେ ୬ଟାରେ ସୋନିଆ ଗାନ୍ଧିଙ୍କ ବାସଭବନରେ ସିଇସି ବୈଠକ ବସିବ । ହେଲେ ଏହା ପୂର୍ବରୁ ସ୍କ୍ରିନିଂ କମିଟି ବୈଠକ ଚାଲିଛି । ଏଥିରେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡାନ



ହୋଲିଖେଳ ହେଲା କାଳ

Bhagyaprabha News Bureau | ଓଡ଼ିଶା | | 1099 | Read...

ହୋଲିଖେଳ ହେଲା କାଳ

ହୋଲି ଖେଳିସାରି ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଗୋପାଳପୁରରେ ଗାଧୋଇବା ସମୟରେ କାଠଯୋଡ଼ିରେ ବୁଡ଼ି ଜଣେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରଙ୍କ ନାମ ସତୀଶ ସାହୁ (୧୫)। ସେ



ଜନ୍ମ କଲା ପିତା ମାତା ସାଜିଲେ ପିଶାଚ

Bhagyaprabha News Bureau | ଅପରାଧ | | 1098 | Read...

ଜନ୍ମ କଲା ପିତା ମାତା ସାଜିଲେ ପିଶାଚ

ରାୟଗଡା ଜିଲ୍ଲାରେ ହୃଦୟବିଦାରକ ଘଟଣା ଘଟିଛି । ନିଜ ଜନ୍ମ କଲା ପିତା ମାତା ୩ ବର୍ଷର ଝିଅକୁ ଭୂତ ଭୟରେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଆସିଛି ରାୟଗଡା ଜିଲ୍ଳାରୁ । ରିପୋର୍ଟ ଅନୁସାରେ ଅ



ପାକିସ୍ତାନ ଜାତୀୟ ଦିବସରେ ଭାରତ ସରକାର ଯୋଗ ଦେବେ ନାହିଁ !

Bhagyaprabha News Bureau | ଦେଶଦୁନିଆ | | 1097 | Read...

ପାକିସ୍ତାନ ଜାତୀୟ ଦିବସରେ ଭାରତ ସରକାର ଯୋଗ ଦେବେ ନାହିଁ !

ଆସନ୍ତାକାଲି ପାକିସ୍ତାନ ପାଳିବାକୁ ଥିବା ଜାତୀୟ ଦିବସରେ ଭାରତର କୈାଣସି ସରକାରୀ ଅଧିକାରି ପାକିସ୍ତାନ ଜାତୀୟ ଦିବସରେ ଯୋଗ ଦେବେ ନାହିଁ ବୋଲି କଡା ନିର୍ଦେଶ ଦେଇଛି ଭାରତ । ପାକିସ୍ତାନ ଜାତୀୟ ଦିବସ ଅବସରରେ ପାକିସ୍ତାନ ବି



ଭଞ୍ଜନଗର ଠାରେ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1096 | Read...

ଭଞ୍ଜନଗର ଠାରେ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବର୍ତ୍ତମାନ ର ଭଂଜନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯା



ଆମେଠୀରୁ ନିର୍ବାଚନ ଲଢିବେ ସ୍ମୃତି ଇରାନୀ

Bhagyaprabha News Bureau | ରାଜନୀତି | | 1095 | Read...

ଆମେଠୀରୁ ନିର୍ବାଚନ ଲଢିବେ ସ୍ମୃତି ଇରାନୀ

୨ୟ ଥର ପାଇଁ ଆମେଠି ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ବିଜେପି ଟିକେଟ ଦେଇ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି। ଗାନ୍ଧୀ ପରିବାରର ପାରମ୍ପରିକ ସିଟ ଭାବେ ପରିଚିତ ଆମେଠୀ ଲୋକସଭା ଆସନକୁ ବିଜେପି ରାହୁଲଙ୍କ



ବିଜେପି କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ , ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଲା

Bhagyaprabha News Bureau | ଖେଳ | | 1094 | Read...

ବିଜେପି କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ , ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଲା

ବିଜେପିର ପାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଟିକେଟ ପାଇନଥିବା କର୍ମୀ ମନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କର୍ମୀମାନେ ପ୍ରତିବାଦ କରିବା ସହ ବିଜେପି କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବନ୍ଦ କରିଦେଇଛନ୍ତି । ଭୁ



ତପସ୍ବିନୀ ଏକ୍ସପ୍ରେସରେ ଲାଗିଲା ନିଆଁ

Bhagyaprabha News Bureau | ଓଡ଼ିଶା | | 1093 | Read...

ତପସ୍ବିନୀ ଏକ୍ସପ୍ରେସରେ ଲାଗିଲା ନିଆଁ

ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ ପୁରୀ ଷ୍ଟେସନର ୪ ନମ୍ବର ପ୍ଲାଟ୍‌ଫର୍ମରେ ଟ୍ରେନ୍‌ଟି ଛିଡ଼ା ହୋଇଥିବା ବେଳେ ଟ୍ରେନ୍‌ର ୪ଟି ବଗିରେ ନିଆଁ ଲାଗିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ୨,୩,୪ ଓ ୫ ନମ୍ବର ସ୍ଲିପର କୋଚ୍&z




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: