Bhagyaprabha News Bureau : News


ଆସନ୍ତାକାଲିଠାରୁ ବିଭିନ୍ନ ଦାବି ନେଇ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

Bhagyaprabha News Bureau | ଓଡ଼ିଶା | | 826 | Read...

 ଆସନ୍ତାକାଲିଠାରୁ  ବିଭିନ୍ନ ଦାବି ନେଇ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

ଆସନ୍ତାକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୫ହଜାର ଅଗ୍ନିଶମ କର୍ମଚାରୀ । ବିଭିନ୍ନ ଦାବି ନେଇ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ସରକରା ବାରମ୍ବାର ସେମାନଙ୍କୁ ପତିଶ୍ରୁତି ଦେଇ ଦାବି ପୂରଣ କରୁନଥିବା



ଜମ୍ମୁ ବସ୍‌ଷ୍ଟାଣ୍ଡରେ ଭୟଙ୍କର ବିସ୍ଫୋରଣ, ୨୮ ଆହତ

Bhagyaprabha News Bureau | ଖେଳ | | 825 | Read...

ଜମ୍ମୁ ବସ୍‌ଷ୍ଟାଣ୍ଡରେ ଭୟଙ୍କର ବିସ୍ଫୋରଣ, ୨୮ ଆହତ

ଜନଗହଳିପୂର୍ଣ୍ଣ ଜମ୍ମୁ ବସଷ୍ଟାଣ୍ଡରେ ଆଜି ସନ୍ଦିଗ୍ଧ ଆତଙ୍କବାଦୀମାନେ ଭୟଙ୍କର ଗ୍ରେନେଡ୍‌ ବିସ୍ଫୋରଣ କରିଛନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ବି ୨୮ ଜଣ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆହତଙ୍



ଆଜିଠୁ +୨ ପରୀକ୍ଷା ,ପ୍ରଥମ ଦିନରେ ମାତୃଭାଷା

Bhagyaprabha News Bureau | ଓଡ଼ିଶା | | 824 | Read...

ଆଜିଠୁ +୨ ପରୀକ୍ଷା ,ପ୍ରଥମ ଦିନରେ ମାତୃଭାଷା

ଶାନ୍ତି ଶୃଖଂଳା ସହ ଶେଷ ହୋଇଛି ପ୍ରଥମ ଦିନ ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଇଛନ୍ତି ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀ । ଶୁକ୍ରବାରଠୁ କଳା ବିଭାଗ ପରୀକ୍ଷା ଆରମ୍ଭ ହେବ । କପି ରୋକିବାକୁ କେନ୍ଦ୍ର



ଖୁବ୍‌ ଶୀଘ୍ର ପ୍ରଚଳନ ହେବ ୨୦ ଟଙ୍କିଆ ମୁଦ୍ରା

Bhagyaprabha News Bureau | ଦେଶଦୁନିଆ | | 823 | Read...

ଖୁବ୍‌ ଶୀଘ୍ର ପ୍ରଚଳନ ହେବ ୨୦ ଟଙ୍କିଆ ମୁଦ୍ରା

ଏପର୍ଯ୍ୟନ୍ତ ଆମେ ୧, ୨, ୫ ଏବଂ ୧୦ ଟଙ୍କିଆ କଏନ୍ ଦେଖିଆସୁଥିଲୁ, କିନ୍ତୁ ଖୁବଶୀଘ୍ର ବଜାରରେ ୨୦ ଟଙ୍କିଆ କଏନ୍ ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀରେ ଭିନ୍ନ-ଭିନ୍ନ ମୂଲ୍ୟର ନୂଆ କଏନ୍ ଉନ୍ମୋ



ବିଡିଏ ଅଧ୍ୟକ୍ଷ ହେଲେ ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 822 | Read...

ବିଡିଏ ଅଧ୍ୟକ୍ଷ ହେଲେ ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା

ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଡିଏ ଅଧ୍ୟକ୍ଷ ଭାବରେ ଅନନ୍ତ ନାରାୟଣ ଜେନାଙ୍କୁ ନିଯୁକ୍ତି ଦେଇ



ତୃତୀୟ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ହେଲା ଇନ୍ଦୋର

Bhagyaprabha News Bureau | ଦେଶଦୁନିଆ | | 821 | Read...

ତୃତୀୟ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ହେଲା ଇନ୍ଦୋର

ଇନ୍ଦୌର ଦେଶର ସବୁଠାରୁ ସ୍ୱଚ୍ଛ ସହର । ଆଜି ରାଷ୍ଟ୍ରପତି ଭବନରେ ସ୍ୱଚ୍ଛତା ସର୍ବେକ୍ଷଣ ୨୦୧୯ ଅନୁସାରେ ଦେଶର ସ୍ୱଚ୍ଛ ସହରର ତାଲିକା ଘୋଷଣା ହୋଇଛି । ଏହି ସର୍ଭେରେ ମଧ୍ୟପ୍ରଦେଶର ଇନ୍ଦୌର ସବୁଠାରୁ ସ୍ୱଚ୍ଛ ସହରର ବାଜି ମାର



କଂଗ୍ରେସ ଜନତାଙ୍କ ପିଠିରେ ଛୁରି ମାରି ସରକାର ଗଠନ କରିଛି - ମୋଦୀ

Bhagyaprabha News Bureau | ଦେଶଦୁନିଆ | | 820 | Read...

କଂଗ୍ରେସ ଜନତାଙ୍କ ପିଠିରେ ଛୁରି ମାରି ସରକାର ଗଠନ କରିଛି - ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର କଲବୁର୍ଗୀରେ ଆୟୋଜିତ ଯୋଜନା ଗୁଡିକୁ ଶିଳାନ୍ୟାସ ଗୁଡିକର ଲୋକାର୍ପଣ କରିବା ପରେ ଏକ ଜନସଭାରେ ସମ୍ବୋନ୍ଧିତ କରିଛନ୍ତି । ଏହି ସମୟରେ ମୋଦୀ କଂଗ୍ରେସ ସହିତ ଅନ୍ୟ ବିପକ୍ଷ ଉପରେ



ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରିହେଲା ରାଫେଲ୍‌ ଦଲିଲ୍‌

Bhagyaprabha News Bureau | ଦେଶଦୁନିଆ | | 819 | Read...

ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରିହେଲା ରାଫେଲ୍‌ ଦଲିଲ୍‌

ସଂପ୍ରତି ରାଫେଲକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଆଜି ଏକ ନୂଆ ମୋଡ଼ ନେଇଛି। ଆଜି ସୁପ୍ରିମ୍‌ କୋର୍ଟରେ ଏ ମାମଲାର ଶୁଣାଣି ଚାଲିଥିବା ବେଳେ କେନ୍ଦ୍ର ସରକାର ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ସୁପ୍ରି



ଗୁଜୁରାଟର କଚ୍ଚରୁ ପାକିସ୍ତାନୀ ଗୁପ୍ତଚର ଗିରଫ!

Bhagyaprabha News Bureau | ଦେଶଦୁନିଆ | | 818 | Read...

ଗୁଜୁରାଟର କଚ୍ଚରୁ ପାକିସ୍ତାନୀ ଗୁପ୍ତଚର ଗିରଫ!

ପଡୋଶୀ ପାକିସ୍ତାନ ବାରମ୍ବାର ଭାରତ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛି । ମାତ୍ର ଏବେ ଭାରତର ସହିବାର ସୀମା ଅତିକ୍ରମ କରିସାରିଛି । ବାରମ୍ବାର ଚେତାବନୀ ପରେ ବି ପାକିସ୍ତାନ ଯଦି ଆକ୍ରମଣ କରେ, ତା'ହେଲେ ପରିଣାମ ଭୋଗିବାକୁ ପ



ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ କଲେଜରୁ ଦୁବୁର୍ତ୍ତ ମାନେ ଲୁଟିନେଲା ସିସିଟିଭି କ୍ୟାମେରା

Bhagyaprabha News Bureau | ଓଡ଼ିଶା | ପୁରୀ | 817 | Read...

ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ କଲେଜରୁ ଦୁବୁର୍ତ୍ତ ମାନେ ଲୁଟିନେଲା ସିସିଟିଭି କ୍ୟାମେରା

ଦଶମ ପରୀକ୍ଷାର ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ପରେ ଗଣ ଶିକ୍ଷା ବିଭାଗ ତରଫରୁ ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷାକୁ ଆଖି ଆଗରେ ରଖି କପି ରୋକିବା ,ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥି ମାନଙ୍କୁ ମୋବାଇଲ ,ହ



କେନ୍ଦ୍ରପଡାରେ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ଜଖମ

Bhagyaprabha News Bureau | ଖେଳ | | 816 | Read...

କେନ୍ଦ୍ରପଡାରେ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ଜଖମ

ପୋଲିସର ତରଫରୁ ଅପରାଧି ନିୟନ୍ତ୍ରଣ କରିବା ପାଇଁ ଗଞ୍ଜାମ ରେ ଗୋଟିଏ ଗୋଟିଏ ଅପରାଧି ମାନଙ୍କୁ ଏନକାଉଣ୍ଟର କରି ପୋଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି । ଗତକାଲି ରାତିରେ କେନ୍ଦ୍ରପଡା ଜିଲ୍ଳା ଜଳକା ନିକଟସ୍ଥ ୫ ନଂ ଜାତୀୟ



ଯୈାତୁକ ଲୋଭରେ ବୋହୁ କୁ ହତ୍ୟା

Bhagyaprabha News Bureau | ଖେଳ | | 815 | Read...

 ଯୈାତୁକ ଲୋଭରେ ବୋହୁ କୁ ହତ୍ୟା

ଭୂବନେଶ୍ୱର କେଶୁରାସ୍ଥିତ ଆଶୁତୋଷ ନଗରରେ ଯୈାତୁକ ଲୋଭରେ ବୋହୂକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶଶୁର ଘର ଲୋକ ରଶି ଲଗାଇ ବୋହୂ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି କିନ୍ତୁ ଝିଅର ବାପା ଘର ଯୈାତୁକ ଲୋଭରେ ଶ୍ୱଶୁର ଘର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: