Bhagyaprabha News Bureau : News


କଟକରେ ରୋଡ ସୋ କରିବେ ଅମିତ ଶାହା

Bhagyaprabha News Bureau | ରାଜନୀତି | | 1581 | Read...

କଟକରେ ରୋଡ ସୋ କରିବେ ଅମିତ ଶାହା

ଏପ୍ରିଲ ୧୭ ତାରିଖରେ କଟକରେ ରୋଡ ସୋ କରିବେ ଭାରତୀୟ ଜନତା ପାର୍ଟି ଦଳର ରାଷ୍ଟ୍ରିୟ ଅଧକ୍ଷ ଅମିତ ଶାହା । ନିର୍ବାଚନୀ ପ୍ରଚାର ପାଇଁ ଶ୍ରୀ ଶାହା ଅପରାହ୍ନ ୩ ଟାରେ ଢେଙ୍କାନାଳ ଏବଂ ବଡମ୍ବା ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେ



ବିଜେପି ପୋଷ୍ଟର ମାରିବା ବେଳେ ୨ ଜଣକୁ ମରଣାନ୍ତକ ଆକ୍ରମଣ

Bhagyaprabha News Bureau | ଅପରାଧ | ଜଗତସିଂହପୁର | 1580 | Read...

ବିଜେପି ପୋଷ୍ଟର ମାରିବା ବେଳେ ୨ ଜଣକୁ ମରଣାନ୍ତକ ଆକ୍ରମଣ

ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର କସରତ ଆରମ୍ଭ ହୋଇଯାଇଛି । ଶାସନ କ୍ଷମତା କୁ ଆସିବାକୁ ସମସ୍ତ ଦଳର ପ୍ରାର୍ଥୀ କର୍ମୀ ଓ ନେତା ସମସ୍ତେ ରାତି ଦିନ ଏକ କରି ଦେଇଛନ୍ତି । ୨୦୧୯ ନିର୍ବାଚନରେ ବିଜୟ ମୁକୁଟ କିଏ



ବିଜେପିର ମିଶ୍ରଣ ପର୍ବରେ ସାମିଲ ହେଲେ ଶହେ କର୍ମୀ

Bhagyaprabha News Bureau | ରାଜନୀତି | | 1579 | Read...

ବିଜେପିର ମିଶ୍ରଣ ପର୍ବରେ ସାମିଲ ହେଲେ ଶହେ କର୍ମୀ

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳ ପକ୍ଷରୁ ମିଶ୍ରଣ ପର୍ବ ସହି ପରିମାଣରେ ପାଳନ କରାଯାଉଛି । କିଏ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଛିତ କିଏ ବିଜେପି ଛାଡି ବିଜେଡିରେ ଯୋଗ ଦେଉଛି । ସମସ୍ତ ଦଳ ମଧ୍



ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଲେ ମୋଦି

Bhagyaprabha News Bureau | ରାଜନୀତି | | 1578 | Read...

ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଲେ ମୋଦି

ନିର୍ବାଚନୀ ପ୍ରଚାର ପାଇଁ ଝାରସୁଗୁଡା ବିମାନବନ୍ଦରରେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି ବିମାନବନ୍ଦରରୁ ସମ୍ବଲପୁର ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ ଏହା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ୱର ରାଜଧାନୀରେ ଏ



ଆସନ୍ତା ୨୬ରେ ବାରାଣାସୀରୁ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ!

Bhagyaprabha News Bureau | ରାଜନୀତି | | 1577 | Read...

 ଆସନ୍ତା ୨୬ରେ  ବାରାଣାସୀରୁ  ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୬ ତାରିଖରେ ବାରାଣାସୀ ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାର୍ଥୀପତ୍ର ଦାଖଲ କରିବାର ଗ



ଆଜମ ଖାନ ଏବଂ ମେନକା ଗାନ୍ଧୀଙ୍କ ପ୍ରଚାର ଉପରେ ବ୍ୟାନ ଲଗାଇଲେ ନିର୍ବାଚନ ଆୟୋଗ

Bhagyaprabha News Bureau | ଦେଶଦୁନିଆ | | 1576 | Read...

ଆଜମ ଖାନ ଏବଂ ମେନକା ଗାନ୍ଧୀଙ୍କ ପ୍ରଚାର ଉପରେ ବ୍ୟାନ ଲଗାଇଲେ ନିର୍ବାଚନ ଆୟୋଗ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ରୋକିବା ପାଇଁ ଆକ୍ସନ ପ୍ରଚାର ସମୟରେ ନେତାମାନେ ଦେଉଥିବା ବିବାଦୀୟ ବୟାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଟନ ଆଚରଣ ବିଧି ଉଲ୍ଲଂଘନ ନେଇ ବିଏସପିର ବରିଷ୍



ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କୁ ପରାସ୍ତ କରି ୩ୟ ସ୍ଥାନରେ ମୁମ୍ୱାଇ

Bhagyaprabha News Bureau | ଖେଳ | | 1575 | Read...

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କୁ ପରାସ୍ତ କରି ୩ୟ ସ୍ଥାନରେ ମୁମ୍ୱାଇ

ଆଇପିଏଲ୨୦୧୯ର ଗତକାଲିର ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଚନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ଟସ ଜିତି ମୁମ୍ବାଇ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଏବି ଡ



ଦ୍ୱତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର

Bhagyaprabha News Bureau | ରାଜନୀତି | | 1574 | Read...

ଦ୍ୱତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର

ଆସନ୍ତା ୧୮ ତାରିଖରେ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୭ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଆସନ ନିମନ୍ତେ ୩୫ ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗ



ନିଜ ନିର୍ବାଚନମଣ୍ଡଳୀ ବିଜେପୁରରେ ପ୍ରଚାର କରିବେ ନବୀନ

Bhagyaprabha News Bureau | ରାଜନୀତି | | 1573 | Read...

ନିଜ ନିର୍ବାଚନମଣ୍ଡଳୀ ବିଜେପୁରରେ ପ୍ରଚାର କରିବେ ନବୀନ

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଶେଷ ଦିନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳମାନେ ପ୍ରଚାର ଜୋରସୋରରେ ଚଳାଇଛନ୍ତି ।। ସେହିକ୍ରମରେ ବିଜେଡି ସୁପ୍ରିମୋ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ



ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ସମ୍ବଲପୁରରେ ଜନସଭା ଓ ଭୁବନେଶ୍ବରରେ କରିବେ ରୋଡ୍ ସୋ

Bhagyaprabha News Bureau | ରାଜନୀତି | ସମ୍ବଲପୁର | 1572 | Read...

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ସମ୍ବଲପୁରରେ ଜନସଭା ଓ ଭୁବନେଶ୍ବରରେ କରିବେ ରୋଡ୍ ସୋ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆଜି ଶେଷ ହେଉଥିବା ବେଳେ ନିର୍ବାଚନୀ ପ୍ରଚାର କରିବା ପାଇଁ ଆଜି ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହୀରାକୁଦ



ପରଲୋକରେ ଓଡିଆ ସଂଗୀତ ନିର୍ଦେଶକ ରାଖଲ ମହାନ୍ତି

Bhagyaprabha News Bureau | ମନୋରଞ୍ଜନ | | 1571 | Read...

ପରଲୋକରେ  ଓଡିଆ ସଂଗୀତ ନିର୍ଦେଶକ ରାଖଲ ମହାନ୍ତି

ଗତକାଲି କଟକସ୍ଥିତ ନିଜସ୍ୱ ବାସଭବନରେ ବର୍ଷିଆନ ସଂଗୀତ ନିର୍ଦେଶକ ରାଖଲ ମହାନ୍ତିଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା । ଓଡ଼ିଶାରେ ପଲ୍ଲୀ ଗୀତକୁ ରୂପେଲି ପରଦାରେ ଉପସ୍ଥାପିତ କରିବାରେ ରା



ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ମୋଦୀ !

Bhagyaprabha News Bureau | ରାଜନୀତି | | 1570 | Read...

ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ କରିବେ  ପ୍ରଧାନମନ୍ତ୍ରୀ ମୋଦୀ !

ପ୍ରଥମ ପର୍ଯ୍ୟାୟ ମତଦାନ ସରିଯାଇଥିବାବେଳେ ସମସ୍ତ ରାଜନୈତିକ ଦଳର ଫୋକସରେ ରହିଛି ଅନ୍ୟ ପର୍ଯ୍ୟାୟ । ବିଭିନ୍ନ ରାଜନୈତିକ ଦଳର ହେଭିୱେଟ ନେତା ଓ ଷ୍ଟାର ପ୍ରଚାରକମାନେ ନିର୍ବାଚନୀ ପ୍ରଚାର ପାଇଁ ଓଡିଶାରେ ଭିଡ ଜମାଇଛନ୍ତି ।




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: