Bhagyaprabha News Bureau : News


ନୂଆପଡ଼ା ଓ କଳାହାଣ୍ଡିରେ ନିର୍ବାଚନର ପ୍ରଚାର କରିବେ ନବୀନ

Bhagyaprabha News Bureau | ରାଜନୀତି | କଳାହାଣ୍ଡି | 1459 | Read...

 ନୂଆପଡ଼ା ଓ କଳାହାଣ୍ଡିରେ  ନିର୍ବାଚନର ପ୍ରଚାର କରିବେ ନବୀନ

ସମସ୍ତ ରାଜନୈତିକ ଦଳମାନେ ଜୋରସୋରରେ ନିର୍ବାଚନୀ ପ୍ରଚାର କରୁଥିବାବେଳେ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରଚାରରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ । ମଧ୍ୟାହ୍



ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା

Bhagyaprabha News Bureau | ଶିକ୍ଷା | | 1457 | Read...

 ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା

ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହୋଇ ଆସନ୍ତା ଏପ୍ରିଲ ୧୮ ତାରିଖ ଯାଏ ଚାଲିବ । ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୧୮ ତାରିଖ ଯାଏ ଚାଲିବ। ଦ୍ୱିତୀୟ ପ



ସଂଗୀତ ନିର୍ଦ୍ଧେଶକ ବାସୁଦେବ ରଥ ଆଉ ନାହାଁନ୍ତି।

Bhagyaprabha News Bureau | ବିଶେଷ | | 1456 | Read...

ସଂଗୀତ ନିର୍ଦ୍ଧେଶକ ବାସୁଦେବ ରଥ ଆଉ ନାହାଁନ୍ତି।

ଝୁ ମ୍ କା ଟିକେ ତୁତ ହଲେଇ ଦେ...ଭଳି ଅଜସ୍ର ଗୀତର ସଂଗୀତ ନିର୍ଦ୍ଧେଶକ ବାସୁଦେବ ରଥ ଆଉ ନାହାଁନ୍ତି।।



ଅଧିକ ଖାଇଲେ ନୁହଁ ବରଂ ଏହି ଭିଟାମିନ୍ ଅଭାବରୁ ଶରୀରରେ ଦେଖାଦେଇଥାଏ ଚର୍ବି !

Bhagyaprabha News Bureau | ସ୍ବାସ୍ଥ୍ୟ | | 1455 | Read...

ଅଧିକ ଖାଇଲେ ନୁହଁ ବରଂ ଏହି ଭିଟାମିନ୍ ଅଭାବରୁ ଶରୀରରେ ଦେଖାଦେଇଥାଏ ଚର୍ବି !

ଓଜନ ବଢ଼ିବା ସମସ୍ୟା ଆଜିକାଲି ଅତ୍ୟନ୍ତ ସାଧାରଣ ହୋଇ ଗଲାଣି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍ ଠିକଣା ରହୁ ନଥିବାରୁ ଅନେକଙ୍କ ପାଖରେ ମୋଟାପଣର ସମସ୍ୟା ଦେଖା ଯାଇଥାଏ । ବିଭିନ୍ନ ପ୍ରକାରର ବ



ପ୍ରଚାର ମୈଦାନ ରେ ପିଣ୍ଟୁ ଦାସଙ୍କ ପତ୍ନୀ ଆଶା ଦାସ୍

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1454 | Read...

ପ୍ରଚାର ମୈଦାନ  ରେ ପିଣ୍ଟୁ ଦାସଙ୍କ ପତ୍ନୀ ଆଶା ଦାସ୍

ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆଉ ଖୁବ୍ କମ୍ ଦିନ ବାକି ଥିବାବେଳେ ପ୍ରଚାରକୁ ପୁରା ଦମ୍ ରେ ଲାଗିପଡିଛନ୍ତି ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାସଙ୍କ ପତ୍ନୀ ଆଶା ଦାସ୍। ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲ୍ ରେ ଥିବା ସ୍ବାମୀଙ୍କୁ ଜ



ବେଙ୍ଗାଲୁରୁକୁ ୪ୱିକେଟରେ ହରାଇ ଦିଲ୍ଲୀର ବିଜୟ

Bhagyaprabha News Bureau | ଖେଳ | | 1453 | Read...

ବେଙ୍ଗାଲୁରୁକୁ  ୪ୱିକେଟରେ ହରାଇ  ଦିଲ୍ଲୀର ବିଜୟ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରବିବାର ପୁଣି ଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ସ୍ଥାନୀୟ ଏମ୍‌ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କର



ପଦ୍ମ ଛାଡିଲେ ପୁରୀର ପୂର୍ବତନ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା

Bhagyaprabha News Bureau | ରାଜନୀତି | ପୁରୀ | 1452 | Read...

ପଦ୍ମ ଛାଡିଲେ ପୁରୀର ପୂର୍ବତନ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା

ସାଧାରଣ ନିର୍ବାଚନ ପାଖେଇ ଆସିଲାଣି ଏଣେ ଟିକେଟ ବଣ୍ଟନକୁ ନେଇ ନେତା ମାନଙ୍କ ମଧ୍ୟରେ ଥମୁନି ଅସନ୍ତୋଷ । ଟିକେଟ ନପାଇ ଦଳ ଛାଡୁଛନ୍ତି ବିଭିନ୍ନ ହେଭିୱୋଟ ନେତା । ସେହିକ୍ରମରେ ଆଜି ବିଦ୍ଧିବଧ ଭାବେ ବିଜେପିରୁ ଇସ୍ତଫା ଦେଇଛନ୍



ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଫୁଡ ପଏଜନିଂ

Bhagyaprabha News Bureau | ଦେଶଦୁନିଆ | | 1451 | Read...

ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଫୁଡ ପଏଜନିଂ

ଦିଲ୍ଲୀ - ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଖାଦ୍ୟ ଖାଇଥିବା ଅନେକ ଯାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଟ୍ରେନରେ ଖାଦ୍ୟ ଖାଇଥିବା ବିଶେଷ କରି ଆମିଷ ଖାଇଥିବା ଅନେକ ଯାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଘଟଣା



ଆମ୍ବ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ମୃତ୍ୟୁ

Bhagyaprabha News Bureau | ଅପରାଧ | | 1450 | Read...

ଆମ୍ବ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ମୃତ୍ୟୁ

ଭୁବନେଶ୍ୱର ଜୟଦେବ ବିହାର ଠାରୁ ଅଧ କଲୋମିଟର ଦୂରରେ ଆମ୍ବ ତୋଳିବାକୁ ଯାଇ ଜଣେ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ୪ଟାରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ‘ପାଲ ହାଇଟସ୍’ ନିଟକସ୍ଥ



କଂଗ୍ରେସର ନୂଆ ନିର୍ବାଚନୀ ନାରା ଜାରୀ

Bhagyaprabha News Bureau | ରାଜନୀତି | | 1449 | Read...

କଂଗ୍ରେସର ନୂଆ ନିର୍ବାଚନୀ ନାରା ଜାରୀ

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନିର୍ବାଚନୀ ନାରା “ଅବ ହୋଗା ନ୍ୟାୟ”ଜାରି କରିଛି |କଂଗ୍ରେସ ନେତା ଆନନ୍ଦ ଶର୍ମା ସୂଚନା ଦେଇଛନ୍ତି ଯେ, କଂଗ୍ରେସର ପ୍ରଚାର ଅଭିଯାନ “ନ୍ୟାୟ” ନାଁରେ କରାଯିବ | ଏହି ଶବ୍ଦ ସମସ୍ତଙ



ଗୁଣପୁର ନିର୍ବାଚନ ସଭାରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

Bhagyaprabha News Bureau | ରାଜନୀତି | ଗଜପତି | 1448 | Read...

ଗୁଣପୁର ନିର୍ବାଚନ ସଭାରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

ଋାୟପୁର ଗୁଣପୁର ନିର୍ବାଚନ ସଭାରେ ଯୋଗ ଦେଇ ଆହାର ଯୋଜନାରେ କେନ୍ଦ୍ର ସରକାର ଟଙ୍କା ଦେବାପ।।ଇଁ ମନା କରିଦେବା କଥା ରାଜ୍ୟ ସରକାର କହିଛନ୍ତି । ରାଜ୍ୟ ସରକାର ଆହାର ଯୋଜନାକୁ ନିଜ ପାଣ୍ଠିରୁ ଖର୍ଚ୍ଚ ବହନ କରିଥିବା କଥା କହିଛନ୍



ଶାରଦା ଚିଟ୍ଫଣ୍ଡ ମାମଲାରେ ରାଜୀବ କୁମାର ଙ୍କୁ ଗିରଫ କରିବା ଲାଗି ସିବିଆଇ ଅନୁମତି ମାଗିଲା

Bhagyaprabha News Bureau | ଅପରାଧ | | 1447 | Read...

ଶାରଦା ଚିଟ୍ଫଣ୍ଡ ମାମଲାରେ ରାଜୀବ କୁମାର ଙ୍କୁ ଗିରଫ କରିବା ଲାଗି ସିବିଆଇ ଅନୁମତି ମାଗିଲା

ଶାରଦା ଚିଟ୍ଫଣ୍ଡ ଘୋଟାଲାରେ ପ୍ରମାଣ ନଷ୍ଟ କରିଥିବା ରାଜୀବ କୁମାରଙ୍କ ବିରୋଦ୍ଧରେ ଅଭିଯୋଗ ଆଣିଥିଲା ସିବିଆଇ । କିନ୍ତୁ କୋର୍ଟ ପକ୍ଷରୁ ତାଙ୍କୁ ଗିରଫ ନକରିବା ପାଇଁ ନିର୍ଦେଶ ଦେଇଥିଲେ । ଆଜି ପୁଣୀ ଥରେ କୋର୍ଟ ତାଙ୍କର ମତ କୁ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: