Bhagyaprabha News Bureau : News


ବାରଙ୍ଗ ତୃତୀୟ ରେଳଲାଇନ୍ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହେବ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 13108 | Read...

ବାରଙ୍ଗ ତୃତୀୟ ରେଳଲାଇନ୍ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହେବ

ଖୋର୍ଦ୍ଧା ରୋଡ ଏବଂ ବାରଙ୍ଗ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି। ମଞ୍ଚେଶ୍ୱର ଏବଂ ବାଣୀବିହାର ରେଳ ଷ୍ଟେସନ ମଧ୍ୟରେ ଥିବା ପୁରୁଣା ରୋଡ୍ ଓଭର ବ୍ରିଜ୍ (ROB) ଭଙ୍ଗାଯିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରାଯ



ସାମର୍ଥ୍ୟ ଶିକ୍ଷକ ଦ୍ୱିତୀୟ ପର୍ଯ୍ୟାୟ ତାଲିମ୍ ଶିବିର

Bhagyaprabha News Bureau | ଶିକ୍ଷା | ଗଜପତି | 13107 | Read...

ସାମର୍ଥ୍ୟ ଶିକ୍ଷକ ଦ୍ୱିତୀୟ ପର୍ଯ୍ୟାୟ ତାଲିମ୍ ଶିବିର

ଗଜପତି ଜିଲ୍ଲା ମୋହନା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ପାଇଁ ଆନ୍ତର୍ନିବେଶୀ ଶିକ୍ଷା ଉପରେ ଆଧାରିତ ଶିକ୍ଷକ ତାଲିମ ଶିବିର କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବଦାସ ତାମରାପୁ ପ୍



ଜାତୀୟ ରାଜଧାନୀରେ ବାଇକ୍‌ ଟ୍ୟାକ୍ସି ସେବା ନିଷେଧ କଲେ ଦିଲ୍ଲୀ ସରକାର

Bhagyaprabha News Bureau | ବିଶେଷ | | 13106 | Read...

ଜାତୀୟ ରାଜଧାନୀରେ ବାଇକ୍‌ ଟ୍ୟାକ୍ସି ସେବା ନିଷେଧ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଭଡ଼ା ବା ଅର୍ଥ ଗ୍ରହଣ କରି ବାଇକ୍‌ରେ ଯାତ୍ରୀ ପରିବହନ କରିବା ‘ମୋଟର୍‌ ଭେଇକ୍ଲ୍‌ ଆକ୍ଟ୍‌ ୧୯୮୮’ର ଉଲ୍ଲଂଘନ ବୋଲି ଦର୍ଶାଇ ଦିଲ୍ଲୀ ରାସ୍ତାରେ ପରିବହନ ବିଭାଗ ବ୍ୟାବସାୟିକ ବାଇକ୍‌ ଟ୍ୟାକ୍ସି ସେବା



ବରଦାସ୍ତ ହେଲାନି ରିଜେକ୍ଟ! ଛୁରୀ ଭୁଷିବା ପରେ ନାବାଳିକାଙ୍କୁ ଚୁଟି ଧରି ବିଚ୍‌ ରାସ୍ତାରେ ଚଲାଇଲେ ୪୭ ବର୍ଷୀୟ ବ୍ୟକ୍ତି

Bhagyaprabha News Bureau | ଅପରାଧ | | 13105 | Read...

ବରଦାସ୍ତ ହେଲାନି ରିଜେକ୍ଟ! ଛୁରୀ ଭୁଷିବା ପରେ ନାବାଳିକାଙ୍କୁ ଚୁଟି ଧରି ବିଚ୍‌ ରାସ୍ତାରେ ଚଲାଇଲେ ୪୭ ବର୍ଷୀୟ ବ୍ୟକ୍ତି

ବାହା ହେବାକୁ ମନା କରିବାରୁ ଜଣେ ୧୬ ବର୍ଷୀୟ ଝିଅକୁ ବିଚ୍‌ ରାସ୍ତାରେ ଛୁରୀରେ ଆକ୍ରମଣ କରାଯାଇଛି। ସେହିପରି ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଚୁଟି ଧରି ଚଲାଇ ଚଲାଇ ନେଇଛନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି। ନାବାଳିକାଙ୍କୁ



ହିମୋଗ୍ଲୋବିନ୍ କମିବା ଦ୍ୱାରା କେଉଁ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା

Bhagyaprabha News Bureau | ସ୍ବାସ୍ଥ୍ୟ | | 13104 | Read...

ହିମୋଗ୍ଲୋବିନ୍ କମିବା ଦ୍ୱାରା କେଉଁ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା

ଭୁବନେଶ୍ୱର:ଶରୀରରେ ହିମୋଗ୍ଲୋବିନ୍ କମିବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ହାଲିଆ ଲାଗିଥାଏ, ଭୋଗ କମ୍ ଲାଗିବା ସହ ଅଧିକାଶଂ ସମୟରେ କିଛି କାମ କରିବା ପାଇଁ ମଧ୍ୟ ଇଛା ହୋଇ ନଥାଏ । ଏହି କୋଷଗୁଡ଼ିକ ଶରୀରରେ ଅମ୍ଳଜ



ଆଇଫୋନ୍‌ ଡେଲିଭରୀ କରିବାକୁ ଆସିଥବା ଏଜେଣ୍ଟକୁ ହତ୍ୟା, ଟଙ୍କା ମାଗିବାରୁ ଛୁରୀ ଭୁସିଦେଲେ ୨୦ ବର୍ଷୀୟ ଯୁବକ

Bhagyaprabha News Bureau | ଅପରାଧ | | 13103 | Read...

ଆଇଫୋନ୍‌ ଡେଲିଭରୀ କରିବାକୁ ଆସିଥବା ଏଜେଣ୍ଟକୁ ହତ୍ୟା, ଟଙ୍କା ମାଗିବାରୁ ଛୁରୀ ଭୁସିଦେଲେ ୨୦ ବର୍ଷୀୟ ଯୁବକ

ଆଜିକାଲି ମହଙ୍ଗା ଫୋନ୍‌କୁ ନିଜ ଫ୍ୟାସନରେ ସାମିଲ୍‌ କରିବାକୁ ଚାହୁଛନ୍ତି ଯୁବପୀଢ଼ି। ନିଜ ସଉକ ପୂରଣ ପାଇଁ ଭୁଲ୍ ବାଟରେ ଚାଲୁଛନ୍ତି। ଏହାରି ମଧ୍ୟରେ କର୍ଣ୍ଣାଟକରୁ ଆସିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏଠାରେ ଜଣେ



ରୋଗୀଣା ବାପାର ଜୀବନ ବଞ୍ଚେଇଦେଲା ୧୭ବର୍ଷୀୟ ଝିଅ

Bhagyaprabha News Bureau | ବିଶେଷ | | 13102 | Read...

ରୋଗୀଣା ବାପାର ଜୀବନ ବଞ୍ଚେଇଦେଲା ୧୭ବର୍ଷୀୟ ଝିଅ

ରୋଗୀଣା ବାପାଙ୍କୁ ସାହା ହେଲେ ୧୭ବର୍ଷୀୟ ଝିଅ। ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ଏହି ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି।କେରଳର ଦେବାନନ୍ଦା ଏହି ବିରଳ ସଫଳ



ଅଧା ଦରମାରେ ଆସିବ ଯଦି ଆସ ! ଫ୍ରେସରମାନଙ୍କୁ କହିଲା ଓ୍ବିପ୍ରୋ

Bhagyaprabha News Bureau | ବିଶେଷ | | 13101 | Read...

ଅଧା ଦରମାରେ ଆସିବ ଯଦି ଆସ ! ଫ୍ରେସରମାନଙ୍କୁ କହିଲା ଓ୍ବିପ୍ରୋ

ବେଙ୍ଗାଲୁରୁ : ଆଇଟି କମ୍ପାନିମାନେ ଏବେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି । ଏହା ଫଳରେ ଛଟେଇ କରିବା ସହ ଦରମା ମଧ୍ୟ କାଟ କରୁଛନ୍ତି । ଭାରତୀୟ ଆଇଟି କମ୍ପାନି ଓ୍ବିପ୍ରୋ ପୂର୍ବରୁ କିଛି ନୂଆ ପେସାଦାରଙ୍କୁ ବାର୍ଷିକ ସାଢେ



ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ହେବନି ପରିବର୍ତ୍ତନ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

Bhagyaprabha News Bureau | ବିଶେଷ | | 13100 | Read...

ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ହେବନି ପରିବର୍ତ୍ତନ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଝିଅ ଓ ପୁଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ସମାନତା ଦାବି କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।ଉଭୟ ଝିଅ ଓ ପ



ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Bhagyaprabha News Bureau | ସ୍ବାସ୍ଥ୍ୟ | ଗଞ୍ଜାମ | 13099 | Read...

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଖଲ୍ଲିକୋଟ ରାଣୀ ସାହେବା ଭି ସୁଜ୍ଞାନ କୁମାରୀ ଦେଓକଂ ଜନ୍ମ ଦିନ ଅବସରରେ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେଉଥିବା ବେଳେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଗଞ୍ଜାମ କବିସୂର୍ଯ୍ୟନଗର



ଜଗଦଳପୁର ପାଠାଗାର ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା..

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 13029 | Read...

ଜଗଦଳପୁର ପାଠାଗାର  ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା..

ନେତାଜୀ ଜୟନ୍ତୀ ଉପଲକ୍ଷେ ନେତାଜୀ ପାଠାଗାର ଜଗଦଳପୁର ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ନେତାଜୀ ପାଠାଗାର ର ସଭାପତି ଶ୍ରୀ କେ.ସନ୍ତୋଷ କୁମାର ପାତ୍ର ଙ୍କ ତତ୍ତ୍ଵାବଧାନରେ ଉକ୍ତ ଗ୍ରାମର ଉଚ୍



ସ୍କୁଟିକୁ ଧକ୍କା ଦେଲା ବସ ଜଣେ କଲେଜ ଛାତ୍ରୀ ମୃତ

Bhagyaprabha News Bureau | ଅପରାଧ | ଢେଙ୍କାନାଳ | 12981 | Read...

ସ୍କୁଟିକୁ ଧକ୍କା ଦେଲା ବସ ଜଣେ କଲେଜ ଛାତ୍ରୀ ମୃତ

ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ବାଘଲୁଣ୍ଡା ନିକଟରେ ଏକ ବସ୍‌ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ହେଲେ ବେଲପଡ଼ାର ଇପ୍‌ସିତା ବରାଳ। । ସେ ନିକଟସ୍ଥ ଏକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: