Bhagyaprabha News Bureau : News


ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 3589 | Read...

ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ରାଜଧାନୀରେ ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି ପୋଲିସ । ଭୁବନେଶ୍ଵର କଳିଙ୍ଗନଗର କେ-୭ ଅଞ୍ଚଳରେ ଏହି ଏନକାଉଣ୍ଟର କରାଯାଇଥିଲା । ଏହି ଏନକାଉଣ୍ଟର ଭୋର ୩ଟା ୩୦ ସମୟରେ କରାଯାଇଥିଲା । ପ୍ରଥମେ ପୋଲିସ ଉପରକ



୨୯ ଜଣିଆ ଗଣମାଧ୍ୟମ ଟିମ ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Bhagyaprabha News Bureau | ଓଡ଼ିଶା | | 3588 | Read...

୨୯ ଜଣିଆ ଗଣମାଧ୍ୟମ ଟିମ ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ଟିମ ଗଠନ କରିଛନ୍ତି । ଏହି ନୂତନ ଗଣମାଧ୍ୟମ ଟିମ ଗଣମାଧ୍ୟମ ସାମ୍ନାରେ ଦଳ ବିଷୟରେ ସବୁ ପ୍ରଶ୍ନର ଉତ୍ତର ରଖିବେ । ଆସନ୍ତୁ ଦେଖିବା କିଏ ଏହି ଟିମରେ ସାମିଲ ହ



ରାଜ୍ୟର ୯ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି - ପାଣିପାଗ ବିଭାଗ

Bhagyaprabha News Bureau | ଓଡ଼ିଶା | | 3587 | Read...

ରାଜ୍ୟର ୯ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି - ପାଣିପାଗ ବିଭାଗ

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିଲା । ଲଘୁଚାପ ପ୍ରଭାବରେ ଆଗାମୀ ୩୬ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କୋରାପୁଟ, ଗଞ୍ଜାମ, କନ୍ଧମାଳ, କ



ନିର୍ବାଚନ ପାଇଁ ରାଜ୍ୟ ବିଜେପିର ସାଂଗଠନିକ ପ୍ରସ୍ତୁତି

Bhagyaprabha News Bureau | ରାଜନୀତି | | 3586 | Read...

  ନିର୍ବାଚନ ପାଇଁ ରାଜ୍ୟ ବିଜେପିର ସାଂଗଠନିକ ପ୍ରସ୍ତୁତି

ଆଜି ବସିବ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ବୈଠକ । ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ନେତୃତ୍ୱରେ ଦଳର ବୈଠକରେ ସାମିଲ ହେବେ ବରିଷ୍ଠ ନେତା । ଏକ ମାସ ଧରି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିବ । ଏଥିପାଇଁ ଦଳର ରାଜ



ଲଗାଣ ବର୍ଷାରେ ହନ୍ତସନ୍ତ ବ୍ରହ୍ମପୁରବାସୀ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3585 | Read...

ଲଗାଣ ବର୍ଷାରେ ହନ୍ତସନ୍ତ ବ୍ରହ୍ମପୁରବାସୀ

ଗତକାଲି ରାତିରୁ ମୂଷଳ ଧାରାର ବର୍ଷା ଲାଗି ରହିବା ଫଳରେ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ବିଶେଷ କରି ବ୍ୟାଙ୍କ କଲୋନୀ, ଗଜପତି ନଗର, ଧର୍ମନଗର ଓ ଗାନ୍ଧୀ ନଗରର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। ସେହିପରି ତୁ



ଋଷରେ ଜାକିର ନାଇକ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 3584 | Read...

 ଋଷରେ ଜାକିର ନାଇକ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷ ଗସ୍ତର ଆଜି ଦ୍ୱିତୀୟ ଦିନ । ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମୋହମ୍ମଦଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଏହି ଦ୍ୱିପାକ୍ଷିକ ବାର୍ତ୍ତା ବେଳେ ଜାକିର ନାଇକ ପ୍ରସଙ୍ଗ ଉଠାଇଛନ୍ତି ମ



ହିଞ୍ଜିଳିରୁ ଚାଳିଶି ହଜାର ସଭ୍ୟ ସଂଗ୍ରହ କରିବ ବିଜେପି

Bhagyaprabha News Bureau | ରାଜନୀତି | ଗଞ୍ଜାମ | 3582 | Read...

ହିଞ୍ଜିଳିରୁ ଚାଳିଶି ହଜାର ସଭ୍ୟ ସଂଗ୍ରହ କରିବ ବିଜେପି

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ ସମ୍ବନ୍ଧରେ ଏକ କାର୍ଯ୍ୟକର୍ତ୍ତା ବୈଠକ ବୁଧବାର ନଗର ବିଜେପି ସଭାପତି ମାଧବ ଗୌଡ଼ଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିରେ ଅନୁଷ୍ଠିତ



ଅବ୍ୟବସ୍ଥାରେ ରାଇସୁଆଁ ଉପ ସ୍ବାସ୍ଥ୍ୟକେନ୍ଦ୍ର, ରୋଗୀ ସେବା ବାଧାପ୍ରାପ୍ତ

Bhagyaprabha News Bureau | ସ୍ବାସ୍ଥ୍ୟ | କେନ୍ଦୁଝର | 3581 | Read...

ଅବ୍ୟବସ୍ଥାରେ ରାଇସୁଆଁ ଉପ ସ୍ବାସ୍ଥ୍ୟକେନ୍ଦ୍ର, ରୋଗୀ ସେବା ବାଧାପ୍ରାପ୍ତ

ଅବ୍ୟବସ୍ଥା ମଧ୍ୟରେ କେନ୍ଦୁଝର ଜିଲ୍ଲା ରାଇସୁଆଁ ଉପ ସ୍ବାସ୍ଥ୍ୟକେନ୍ଦ୍ର । ଯାହାକୁ ନେଇ ସାଧାରଣରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣ୍ଠିଏ ପାଣି, କର୍ମଚା



ପୁଣି ନଜରରେ ଆସିଲା ଜନନୀ ଯନ୍ତ୍ରଣା, ତଦନ୍ତ ନିର୍ଦ୍ଦେଶ ଦେଳେ ସ୍ୱାସ୍ଥ୍ୟମନ୍ତ୍ରୀ

Bhagyaprabha News Bureau | ସ୍ବାସ୍ଥ୍ୟ | କଟକ | 3579 | Read...

ପୁଣି ନଜରରେ ଆସିଲା ଜନନୀ ଯନ୍ତ୍ରଣା, ତଦନ୍ତ ନିର୍ଦ୍ଦେଶ ଦେଳେ ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ବଢିବାରେ ଲାଗିଛି ଜନନୀ ଯନ୍ତ୍ରଣା,ଏହା କୌଣସି ଘଞ୍ଚ ଜଙ୍ଗଲ କିମ୍ବା ରାସ୍ତାଘାଟ ନଥିବା ଅଞ୍ଚଳରେ ନୁହଁ ଏହି ଘଟଣା ଘଟିଛି କଟକ ଜିଲ୍ଲାରେ । ଡାକ୍ତରଖାନା ବନ୍ଦ ଥିବାରୁ ସେବା ନପାଇ ଡାକ୍ତରଖାନା ପରିସରରେ ଜଣେ ମହିଳା



ଇଡି ଜାଲରେ କଂଗ୍ରେସ ନେତା ଡିକେ ଶିବକୁମାର

Bhagyaprabha News Bureau | ଦେଶଦୁନିଆ | | 3578 | Read...

ଇଡି ଜାଲରେ କଂଗ୍ରେସ ନେତା ଡିକେ ଶିବକୁମାର

କର୍ଣ୍ଣାଟକା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଏକ ମନିଲଣ୍ଡରିଂ ନିରୋଧ ଆଇନ ଅଧୀନରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା ବର୍ତ୍ତମାନର କନକପୁରା ବିଧାୟକ ଆଜି ଚତ



ରାଜ୍ୟ ମାନବଧିକାର ଅଧ୍ୟକ୍ଷ ହେଲେ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ

Bhagyaprabha News Bureau | ଓଡ଼ିଶା | | 3576 | Read...

ରାଜ୍ୟ ମାନବଧିକାର ଅଧ୍ୟକ୍ଷ ହେଲେ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ

ଓଏଚ୍‌ଆର୍‌ସି ତଥା ରାଜ୍ୟ ମାନବଧିକାର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ। ସେ ଆଜି ବିଧିବଦ୍ଧ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଅବସରରେ ସେ କହିଥିଲେ, ''ଦୀର୍ଘ ଦିନ ଧରି ପଡ଼ି ରହିଥ



କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

Bhagyaprabha News Bureau | ଦେଶଦୁନିଆ | | 3575 | Read...

 କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

ଶାସକ ବିଜେଡି ଓ ବିଜେପିର ବାଟକୁ ଅନୁସରଣ କରି କଂଗ୍ରେସ ଦଳ ଏବେ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି। ତୃଣମୂଳ ସ୍ତରରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଖୁବ୍ ଶୀଘ୍ର ସଦସ୍ୟ ସଂଗ୍ରହ ଅଭିଯ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: