Bhagyaprabha News Bureau : News


ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ନାମାଞ୍ଜୁର

Bhagyaprabha News Bureau | ଅପରାଧ | | 299 | Read...

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ନାମାଞ୍ଜୁର

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।ନୟାଗଡ଼ ଥାନା ଆକ୍ରମଣ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସବ୍ୟ



ଆଜି ବିଶ୍ବ କର୍କଟ ଦିବସ

Bhagyaprabha News Bureau | ସ୍ବାସ୍ଥ୍ୟ | | 298 | Read...

ଆଜି ବିଶ୍ବ କର୍କଟ ଦିବସ

ଆଜି ବିଶ୍ୱ କର୍କଟ ଦିବସ । ପ୍ରତି ବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି। ଜନସାଧାରଣ ମାନଙ୍କୁ ମୁଖ୍ୟତ କର୍କଟ ରୋଗ ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରିବା, ସଚେତନ କରାଇବା ଏବଂ ଏହି ମାରାତ୍



ବଲାଙ୍ଗୀର ପୋଲିସର ଏନକାଉଣ୍ଟର:ଆହାତ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା

Bhagyaprabha News Bureau | ଅପରାଧ | ବଲାଙ୍ଗୀର | 297 | Read...

ବଲାଙ୍ଗୀର ପୋଲିସର ଏନକାଉଣ୍ଟର:ଆହାତ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା

ବଲାଙ୍ଗୀର ପୋଲିସର ଏନକାଉଣ୍ଟର ।ବଲାଙ୍ଗୀର ଜିଲା ତୁଷୁରା ଛକ ନିକଟରେ ପୁଲିସ ଏନକାଉଣ୍ଟରରେ ଆହାତ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା । ତା'ର ବାମ ଗୋଡ଼ରେ ଗୁଳି ବାଜିଛି। ଆହତ କ୍ରିଷ୍ଣାକୁ ସଇଁନ୍ତଲା ହସ୍ପିଟାଲରେ ପ୍ରା



ରାଜସ୍ଥାନ ସରକାରଙ୍କ ବେକାର ଯୁବପିଢୀଙ୍କ ପାଇଁ ଉପହାର

Bhagyaprabha News Bureau | ଦେଶଦୁନିଆ | | 296 | Read...

ରାଜସ୍ଥାନ ସରକାରଙ୍କ ବେକାର ଯୁବପିଢୀଙ୍କ ପାଇଁ ଉପହାର

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସିଖବର । ରାଜସ୍ଥାନର ମଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ରାଜ୍ୟର ଶିକ୍ଷିତ ବେକାରୀ ଯୁବ ପିଢିଙ୍କୁ ୩୦୦୦ ଟଙ୍କା ଓ ଯୁବତୀ, ଦିବ୍ୟାଙ୍ଗଙ୍କ ପାଇଁ ୩୫୦୦ଟଙ୍କା ପ୍ରତି ମାସରେ ବେକାରୀ ଭତ୍ତା ପ୍ରଦ



ଧରାକୋଟରେ ବିଜୁ ଜନତା ଦଳର କର୍ମୀ ସମ୍ମୀଳନୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 295 | Read...

ଧରାକୋଟରେ ବିଜୁ ଜନତା ଦଳର କର୍ମୀ ସମ୍ମୀଳନୀ

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ଦଳକୁ ସୁସଂଗଠିତ କରିବା ସହ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରୁଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଗ୍ରାମ ପଞ୍ଚାୟତ ରେ ବିଜ



ବିଭିନ୍ନ ଦାବି ପୂରଣ ନେଇ କୃଷକ ସଂଗଠନର ଆନ୍ଦୋଳନ ଡ଼ାକରା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 294 | Read...

ବିଭିନ୍ନ ଦାବି ପୂରଣ ନେଇ କୃଷକ ସଂଗଠନର ଆନ୍ଦୋଳନ ଡ଼ାକରା

ଗଞ୍ଜାମ ଜିଲ୍ଲା ପ୍ରଭାରୀ ସଚିନ ମହାପାତ୍ରଙ୍କ ନେତୃତ୍ୱରେ ଗଞ୍ଜାମ କଳା ପରିଷଦ ପରିସରରେ ନବନିର୍ମାଣ କୃଷକ ସଂଗଠନର ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ଫେବୃୟାରୀ ୬ ଓ ୭ ତାରିଖ ଦିନ ଭୁବନେଶ୍ଵରର ସ୍ଥିତ ବିଧାନସଭା କାର୍ଯ୍ୟା



ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 293 | Read...

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର କିରା



୯ଦଫା ଦାବି ନେଇ ପଦଯାତ୍ରାରେ ବାହାରିଲା ସିପିଆଇଏମ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 292 | Read...

୯ଦଫା ଦାବି ନେଇ ପଦଯାତ୍ରାରେ ବାହାରିଲା ସିପିଆଇଏମ

ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାରେ ଏକ କୃଷକ ପଦଯାତ୍ରାର ଆୟୋଜନ କରାଯାଇଛି । ୯ ଦଫା ଦାବି ନେଇ କୃଷକ ସଂଘର୍ଷ ସମିତି ପକ୍ଷରୁ ଗଞ୍ଜାମ ଜିଲ୍ଲା ହୁମ୍ମା ଠାରୁ ଛତ୍ରପୁର ସ୍ଥିତ ଜ



ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଋଷି ଶୁକ୍ଲା

Bhagyaprabha News Bureau | ଦେଶଦୁନିଆ | | 291 | Read...

ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଋଷି ଶୁକ୍ଲା

ଋଷି କୁମାର ଶୁକ୍ଲା ବିଧିବଦ୍ଧ ଭାବେ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ହାଇପାୱାର ଚୟନ କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଓ ବିର



ବିଧାନସଭାରେ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ

Bhagyaprabha News Bureau | ରାଜନୀତି | | 290 | Read...

ବିଧାନସଭାରେ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ

ପଞ୍ଚଦଶ ବିିଧାନସଭାର ଶେଷ ବଜେଟ୍‌ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବଜେଟ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ କରିଛନ୍ତି । ସରକାରଙ୍କ ବିଭିନ୍ନ ଲୋକାଭ



ପାଞ୍ଚ ଦିନରେ ପହଞ୍ଚିଲା ଆନ୍ନା ହଜାରେଙ୍କ ଅନସନ

Bhagyaprabha News Bureau | ଦେଶଦୁନିଆ | | 289 | Read...

ପାଞ୍ଚ ଦିନରେ ପହଞ୍ଚିଲା ଆନ୍ନା ହଜାରେଙ୍କ ଅନସନ

ଭ୍ରଷ୍ଟାଚାର ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଗତ ବୁଧବାରଠାରୁ ଲୋକପାଳ ଓ ଲୋକାୟୁକ୍ତ ପ୍ରଣୟନ କରିବା ପାଇଁ ନିଜ ଗାଁ ରାଲେଗାଁଓସିଦ୍ଧିରେ ଅନସନ ଚଳାଇଛନ୍ତି । କେନ୍ଦ୍ରରେ ଲୋକପାଳ ଓ ଲୋକାୟୁ



ଚାଷୀ ପିଲାଙ୍କ ଭବିଷ୍ୟତ ଗଢିବ କାଳିଆ ଛାତ୍ରବୃତ୍ତି

Bhagyaprabha News Bureau | ଓଡ଼ିଶା | କେନ୍ଦୁଝର | 288 | Read...

ଚାଷୀ ପିଲାଙ୍କ ଭବିଷ୍ୟତ ଗଢିବ କାଳିଆ ଛାତ୍ରବୃତ୍ତି

କାଳିଆ ଯୋଜନା ପରେ ଚାଷୀ ପରିବାର ପିଲାଙ୍କ ଭବିଷ୍ୟତ ଗଢିବ କାଳିଆ ଛାତ୍ରବୃତ୍ତି ।ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଗରିବ ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଥିବା ବେଳେ ଏବେ ଚାଷୀ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: