Bhagyaprabha News Bureau : News


୩୬ ବର୍ଷରେ ପାଦ ଥାପିଲେ କ୍ୟାଟ

Bhagyaprabha News Bureau | ମନୋରଞ୍ଜନ | | 2905 | Read...

୩୬ ବର୍ଷରେ ପାଦ ଥାପିଲେ କ୍ୟାଟ

୩୬ ବର୍ଷରେ ପାଦ ଥାପିଲେ ବଲିଉଡ ଅଭିନେତ୍ରୀ କଟ୍ରିନା କେଫ୍ । ୧୯୮୩ ମସିହା ଆଜିର ଦିନରେ ହଙ୍ଗକଙ୍ଗ ଠାରେ ଜନ୍ମ ଗ୍ରହଣ କରିଥିବା କଟ୍ରିନା ପ୍ରଥମେ ଇଂଲଣ୍ଡରେ ମଡଲିଙ୍ଗ ଆରମ୍ଭ କରିଥିଲେ । ୨୦୦୩ ମସିହାରେ ଫିଲ୍ମ "ବୁମ"ଜରିଆରେ ସ



ଆଜି ଆଂଶିକ ଚନ୍ଦ୍ର ଗ୍ରହଣ

Bhagyaprabha News Bureau | ଦେଶଦୁନିଆ | | 2904 | Read...

ଆଜି ଆଂଶିକ ଚନ୍ଦ୍ର ଗ୍ରହଣ

୧୪୯ ବର୍ଷ ପରେ ଆଜି ପ୍ରତୀୟମାନ ହେବ କେତୁଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ ମହାଦେଶରେ ଦେଖିବାକୁ ମିଳିବ । ରାତି ଗୋଟିଏ ୩୧ରେ ଚନ୍ଦ୍ରଗହଣ ଲାଗିବ ଏବଂ ରା



ଲୁଟ କରି ଫେରାର ହେବା ବେଳେ ଫୁଟିଲା ବୋମା

Bhagyaprabha News Bureau | ଅପରାଧ | ଗଞ୍ଜାମ | 2902 | Read...

ଲୁଟ କରି ଫେରାର ହେବା ବେଳେ ଫୁଟିଲା ବୋମା

ଗଞ୍ଜାମ ଜିଲ୍ଲା ରାଇକିଆ ଥାନା ଗୋଚ୍ଛାପଲ୍ଲୀ ଜଙ୍ଗଲୀ ରାସ୍ତାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋରୁ ବେପାରୀ ଠାରୁ ଲୁଟ କରି ଫେରାର ହେଉଥିବାବେଳେ ଲୁଟେରା ପକେଟରେ ଥିବା ବୋମା ଫୁଟି ଯିବାରୁ ଅଧା ରାସ୍ତାରେ ତାର ପ୍ରାଣ



କଳାହାଣ୍ଡିରେ ଟ୍ରକ ମାଡିଯାଇ ୨ ମୃତ

Bhagyaprabha News Bureau | ଅପରାଧ | କଳାହାଣ୍ଡି | 2901 | Read...

କଳାହାଣ୍ଡିରେ ଟ୍ରକ ମାଡିଯାଇ ୨ ମୃତ

କଳାହାଣ୍ଡି ଜିଲ୍ଲା ରାଜ୍ୟ ରାଜପଥ ୧୬ର ତୁର୍କେଲ ବ୍ରିଜ ଉପରେ ଟ୍ରକ୍ ମାଡି ଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଗାଁ ମଦନ ବେହେରା ଓ ଭାଲୁମୁଣ୍ଡା ଗାଁ ର ଅନିରୁଦ୍ଧ ମେହେର ବୋଲି ଜଣା ପଡି



ଆଜି ରତ୍ନ ସିଂହାସନରେ ବିରାଜିବେ ମହାପ୍ରଭୁ

Bhagyaprabha News Bureau | ଓଡ଼ିଶା | ପୁରୀ | 2900 | Read...

ଆଜି ରତ୍ନ ସିଂହାସନରେ ବିରାଜିବେ ମହାପ୍ରଭୁ

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ଏଥିଲାଗି ସମସ୍ତ ନୀତିକାନ୍ତି ଶେଷ ହୋଇଛି। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ, ଅଧରପଣା ଭୋଗ



ରିଲିଜ ହେଲା 'ଓ୍ୱାର'ର ଦମଦାର ଟିଜର

Bhagyaprabha News Bureau | ମନୋରଞ୍ଜନ | | 2899 | Read...

ରିଲିଜ ହେଲା 'ଓ୍ୱାର'ର ଦମଦାର ଟିଜର

ୟଶରାଜ ବ୍ୟାନରର ଫିଲ୍ମ 'ଓ୍ୱାର' ର ଟ୍ରିଜର ରିଲିଜ ହୋଇଯାଇଛି । ଟିଜରରେ ହ୍ରିତିକ ଓ ଟାଇଗରଙ୍କ ହଲିଉଡ ଆକ୍ସନ ଦେଖିବାକୁ ମିଳିଛି। ୫୨ ସେକେଣ୍ଡର ଟିଜରରେ କେବଳ ଆକ୍ସନ ହିଁ ଦେଖିବାକୁ ମିଳିଛି । ଫିଲ୍ମଟି ଅକ୍ଟୋବର ୨ରେ ରିଲିଜ ହ



ହିମାଚଳ ପ୍ରଦେଶର ରାଜ୍ୟପାଳ ହେଲେ କଲରାଜ ମିଶ୍ର

Bhagyaprabha News Bureau | ଦେଶଦୁନିଆ | | 2898 | Read...

ହିମାଚଳ ପ୍ରଦେଶର ରାଜ୍ୟପାଳ ହେଲେ କଲରାଜ ମିଶ୍ର

ଆଜି ହିମାଚଳ ପ୍ରଦେଶର ରାଜ୍ୟପାଳ ହେଲେ କଲରାଜ ମିଶ୍ର । ହିମାଚଳ ପ୍ରଦେଶର ରାଜ୍ୟପାଳ ଥିବା ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜରାଟ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁଜର



କର୍ଣ୍ଣାଟକା ଆସ୍ଥା ଭୋଟ୍‌, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

Bhagyaprabha News Bureau | ଦେଶଦୁନିଆ | | 2897 | Read...

କର୍ଣ୍ଣାଟକା ଆସ୍ଥା ଭୋଟ୍‌, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ଦୀର୍ଘ ଦିନ ଧରି କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତାଯୁଦ୍ଧ ଏବେ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ଯାଇଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ପୂର୍ବ



ବିଶ୍ବକପ କ୍ରିକେଟରେ ବିଜୟ ଲାଭ କଲା ଇଂଲଣ୍ଡ

Bhagyaprabha News Bureau | ଖେଳ | | 2896 | Read...

ବିଶ୍ବକପ କ୍ରିକେଟରେ ବିଜୟ ଲାଭ କଲା ଇଂଲଣ୍ଡ

ବିଶ୍ୱକପ୍ ୨୦୧୯ର ଫାଇନାଲ ମୁକାବିଲା ରବିବାର ଶେଷ ହୋଇଛି। କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପିଚ୍‌ରେ ବିଶ୍ୱକପ୍ ଜିତିଛି ଆୟୋଜକ ଇଂଲଣ୍ଡ। ଗତକାଲି ଏହି ମ୍ୟାଚ୍‌ ଜିତି ଇଂଲଣ୍ଡ ଷଷ୍ଠ ଦଳ ଭାବେ ବିଶ୍ୱକପ୍ ଚାମ୍ପିୟ



ପିପିଲି ରେ ଟ୍ରିପିଲ ମର୍ଡ଼ର , ରାସ୍ତା ରୋକ

Bhagyaprabha News Bureau | ଅପରାଧ | ପୁରୀ | 2895 | Read...

ପିପିଲି ରେ ଟ୍ରିପିଲ ମର୍ଡ଼ର ,  ରାସ୍ତା ରୋକ

ପୁରୀ ଜିଲ୍ଲା ପିପିଲି ପଟ୍ଟନାୟକିଆରେ ଦୁର୍ବୁତ୍ତମାନେ ଗୋଟିଏ ପରିବାରର ୩ ଜଣଙ୍କୁ ବିଚ୍ ରାସ୍ତାରେ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଛନ୍ତି । ଏହି ଘଟଣାରେ ସ୍ଥାନୀୟ ଉତ୍ୟକ୍ତ ଲୋକେ ଗାଡ଼ି ମଟର ଭଙ୍ଗାରୁଜା କରିବା ସହିତ ଦ



ବିଧାନସଭାରେ ଉଠିଲା ଟ୍ରିପଲ୍ ମର୍ଡର ପ୍ରସଙ୍ଗ

Bhagyaprabha News Bureau | ଓଡ଼ିଶା | | 2894 | Read...

ବିଧାନସଭାରେ ଉଠିଲା ଟ୍ରିପଲ୍ ମର୍ଡର ପ୍ରସଙ୍ଗ

ଆଜି ଗୃହରେ ଉଠିଛି ପଟ୍ଟନାୟକିଆ ଟ୍ରିପଲ୍ ମର୍ଡର ପ୍ରସଙ୍ଗ । ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ, ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଏବେ ସଦାନନ୍ଦପୁର ଓ ପଟ୍ଟନାୟକିଅ ଛକକୁ ଜଗି ରହିଛି ପୋଲିସ । ଆ



ପଟ୍ଟନାୟକିୟା ଛକରେ ଟ୍ରିପଲ୍ ମର୍ଡର: ଖଣ୍ଡା, କାତି ଜବତ ଓ ୪ ଅଟକ

Bhagyaprabha News Bureau | ଅପରାଧ | ପୁରୀ | 2893 | Read...

ପଟ୍ଟନାୟକିୟା ଛକରେ ଟ୍ରିପଲ୍ ମର୍ଡର: ଖଣ୍ଡା, କାତି ଜବତ ଓ ୪ ଅଟକ

ପୁରୀ ପଟ୍ଟନାୟକିଆ ଟ୍ରିପିଲ ମର୍ଡର ଘଟଣାର ରହସ୍ୟ ଫିଟୁନି। କାହିଁକି ୩ ଭାଇଙ୍କୁ ଏମିତି ବିଭତ୍ସ ହତ୍ୟା କଲେ ଦୁର୍ବୃତ୍ତ। ଏହି ଘଟଣା ଏତେ ଲୋମହର୍ଷକ ଥିଲା ଯେ ଦେଖିବା ଲୋକ ବି ଶୀତେଇ ଗଲେ । କେହି ଜଣେ ହେଲେ ବି ବଞ୍ଚାଇବାକୁ ଚେ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: