Bhagyaprabha News Bureau : News


ସଡକ ଦୁର୍ଘଟଣାରେ ଆହାତ ଓ ମୃତକଙ୍କୁ ସରକାରଙ୍କ ସହାୟତା

Bhagyaprabha News Bureau | ଓଡ଼ିଶା | | 2827 | Read...

ସଡକ ଦୁର୍ଘଟଣାରେ ଆହାତ  ଓ ମୃତକଙ୍କୁ  ସରକାରଙ୍କ ସହାୟତା

ସଡକ ସୁରକ୍ଷା ପରିଷଦ ବୈଠକରେ ପ୍ରଥମ ଥର ପାଇଁ ଦୁର୍ଘଟଣା ପୀଡିତ ଲୋକଙ୍କୁ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣାରେ ଆହାତ ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଓ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍



ଆଙ୍କୁଲି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ମହିଳାଙ୍କ ଆମରଣ ଅନସନ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2826 | Read...

ଆଙ୍କୁଲି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ମହିଳାଙ୍କ ଆମରଣ ଅନସନ

ପାତ୍ରପୁର ବ୍ଲକ , ଜରଡା ଥାନା ଅନ୍ତର୍ଗତ ତାଡକାସାହି ଗ୍ରାମର ଶ୍ରାମତି ଲଳିତା ପ୍ରଧାନ ନାମକ ଜଣେ ମହିଳା ଆଙ୍କୁଲି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଆମରଣ ଅନସନରେ ବସିଛନ୍ତି । ତାଡକାସାହି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍



ଗରିବ ପଦ୍ମଶ୍ରୀପ୍ରାପ୍ତଙ୍କୁ ସହଯୋଗର ହାତ ବଢାଇଲେ ରାଜ୍ୟ ସରକାର

Bhagyaprabha News Bureau | ଦେଶଦୁନିଆ | | 2825 | Read...

ଗରିବ ପଦ୍ମଶ୍ରୀପ୍ରାପ୍ତଙ୍କୁ  ସହଯୋଗର ହାତ ବଢାଇଲେ ରାଜ୍ୟ ସରକାର

ଆର୍ଥିକ ଅନଗ୍ରସରତାରେ ଦିନ କାଟୁଥିବା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଗରିବ ବ୍ୟକ୍ତିମାନଙ୍କୁ ରାଜ୍ୟସରକାର ସାହାର୍ଯ୍ୟର ହାତ ବଢାଇଛନ୍ତି । ସରକାର ପଦ୍ମଶ୍ରୀପ୍ରାପ୍ତଙ୍କୁ ମାସିକ ୧୦ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦ



ଜଙ୍ଗଲରେ ମଦ ରନ୍ଧାବେଳେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2824 | Read...

ଜଙ୍ଗଲରେ ମଦ ରନ୍ଧାବେଳେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅବକାରୀ ଓ ପାଟପୁର ପୋଲିସ ସୋମବାର ତପ୍ତପାଣି ଜଙ୍ଗଲରେ ମିଳିତ ଭାବେ ଚଢାଉ କରି ବହୁଦିନ ଧରି ଚାଲିଥିବା ରନ୍ଧାଦେ ଶି ମଦ କାରଖାନା ଜବତ କରିଛନ୍ତି।ମଦମାଫିଆ ମାନେ ଦୌଡ଼ି ପଳାଇଥିବା ବେଳେ ଜଣେ ସହୋ



ବାଉଁଶ ସେଣ୍ଟ୍ରି ଭାଙ୍ଗି ଶ୍ରମିକ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2823 | Read...

ବାଉଁଶ ସେଣ୍ଟ୍ରି ଭାଙ୍ଗି ଶ୍ରମିକ ମୃତ

ବ୍ରହ୍ମପୁର ବଡବଜାର ଥାନା ହରିହର ନଗର ଅଞ୍ଚଳରେ ଜଣେ ଶ୍ରମିକ କାମ କରୁଥିବାବେଳେ ବାଉଁଶ ସେଣ୍ଟ୍ରି ଭାଙ୍ଗିପଡିବାରୁ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁବରଣ କରିଥିବା ଶ୍ରମିକ ସୁଶାନ୍ତ ସେଠୀ ବୋଲି ଜଣାପଡିଛି । ମୃତବ୍ୟକ୍ତିଙ



ଆଇସିସିର ପ୍ରଥମ ସେମିଫାଇନାଲରେ ଭାରତ - ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ

Bhagyaprabha News Bureau | ଖେଳ | | 2822 | Read...

ଆଇସିସିର ପ୍ରଥମ ସେମିଫାଇନାଲରେ ଭାରତ - ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ

ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ଆଜି ମାଞ୍ଚେଷ୍ଟର୍‌ରେ ଖେଳାଯିବ । ଏହି ମହାମୁକାବିଲାରେ ମୁହାଁମୁହିଁ ହେବେ ବିରାଟ ବାହିନୀ ବନାମ କେନ୍ ବାହିନୀ।ସୁଚନାଯୋଗ୍ୟ, ଲିଗ୍ ପର୍ଯ୍ୟାୟରେ ବର୍ଷା ପାଇଁ ଏହି ଦ



ରଥ ଭାଙ୍ଗିଲେ ଲକ୍ଷ୍ମୀ ସାଆନ୍ତାଣୀ

Bhagyaprabha News Bureau | ଦେଶଦୁନିଆ | ପୁରୀ | 2821 | Read...

ରଥ ଭାଙ୍ଗିଲେ ଲକ୍ଷ୍ମୀ ସାଆନ୍ତାଣୀ

ମହାପ୍ରଭୁ ନିଜ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ତାଙ୍କ ଜନ୍ମ ବେଦୀକୁ ଯଇଛନ୍ତି ବୁଲିବାକୁ । ମହାପ୍ରଭୁ ସ୍ନାନ ପୁଣ୍ଣିମା ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ କରିବା ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ । ଭଲ ହୋଇ ଅଣସର ଘରୁ ବାହ



ଓଏଏସ ସ୍ତରରେ ବଡ଼ଧରଣର ବଦଳି

Bhagyaprabha News Bureau | ଓଡ଼ିଶା | | 2820 | Read...

ଓଏଏସ ସ୍ତରରେ ବଡ଼ଧରଣର ବଦଳି

ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ସ୍ତରରେ ମୋଟ ୪୧ଜଣ ଅଫିସରଙ୍କ ବଦଳି ହୋଇଛି।ରାଜ୍ୟ ସାଧା



ଆଜି ହେରା ପଞ୍ଚମୀ , ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Bhagyaprabha News Bureau | ଓଡ଼ିଶା | ପୁରୀ | 2819 | Read...

ଆଜି ହେରା ପଞ୍ଚମୀ , ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ବଡ଼ଭାଇ ଭଉଣୀଙ୍କ ସହ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ରତ୍ନସିଂହାସନରୁ ଯାଇ ଆଡ଼ପମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ବିରହ ବେଦନାରେ ମା ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ଚିନ୍ତାରେ । ପ



ନେତାଜୀ ସାରସ୍ୱତ ମଞ୍ଚର ଆଲୋଚନା ଚକ୍ର ଅନୁଷ୍ଠିତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2818 | Read...

ନେତାଜୀ ସାରସ୍ୱତ ମଞ୍ଚର ଆଲୋଚନା ଚକ୍ର ଅନୁଷ୍ଠିତ

ନେତାଜୀ ସାରସ୍ୱତ ମଞ୍ଚର ଜୁଲାଇ ମାସ କ୍ଷୁଦ୍ରଗଳ୍ପ ଆସର ସ୍ଥାନୀୟ ଉତ୍କଳ ଆଶ୍ରମ ପ୍ରେକ୍ଷାଗୃହରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି l ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ବୟୋଜ୍ୟେଷ୍ଠ ସାହିତ୍ୟିକ ଡା. ଚ



ପଥବିକ୍ରେତା ବ୍ୟବସାୟୀ ସଂଘ ପକ୍ଷରୁ ଆଲୋଚନା ସଭା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2817 | Read...

ପଥବିକ୍ରେତା ବ୍ୟବସାୟୀ ସଂଘ ପକ୍ଷରୁ ଆଲୋଚନା ସଭା

ରବିବାର ଦିନଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡସ୍ଥିତ ଶ୍ରମିକ ସଂଘଠନ ଏଆଇଟିୟୁସି କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ତ୍ରିନାଥ ଠାକୁର ପଥବିକ୍ରେତା ବ୍ୟବସାୟୀ ସଂଘ ପକ୍ଷରୁ ଏକ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ



ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ , ଅନ୍ୟ ଜଣେ ଆହତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2816 | Read...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ , ଅନ୍ୟ ଜଣେ ଆହତ

ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୂଷୁଣ୍ଡା ଗ୍ରାମ ଛକ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡି




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: