Bhagyaprabha News Bureau : News


୧୦୦ ଦିନ ମଧ୍ୟରେ ଭାରତରେ ଲଞ୍ଚ ହେବ ୫ଜି

Bhagyaprabha News Bureau | ବିଶେଷ | | 2326 | Read...

୧୦୦ ଦିନ ମଧ୍ୟରେ ଭାରତରେ ଲଞ୍ଚ ହେବ ୫ଜି

ଆଗାମୀ ୧୦୦ ଦିନ ମଧ୍ୟରେ ଭାରତରେ ଲଞ୍ଚ ହେବାକୁ ଯାଉଛି ଦ୍ରୁତତମ ଇଣ୍ଟରନେଟ ସେବା ୫ଜି । ଏହାଦ୍ୱାରା ବ୍ୟବହାରକାରୀ ନିଜର ଆଡ଼ଭାନ୍ସ ଟେକ୍ନୋଲୋଜିର ମଜା ନେଇପାରିବେ । କାରଣ ବର୍ତମାନସୁଧା ୪ଜି ସେବା ଚାଲୁଅଛି ଯାହା ଭିଡିଓ କଲ



ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ , ବାଲେଶ୍ବରରେ ସର୍ବାଧିକ ପାସ୍ ହାର ୮୬.୫୬ ପ୍ରତିଶତ !

Bhagyaprabha News Bureau | ଶିକ୍ଷା | ବାଲେଶ୍ବର | 2325 | Read...

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ  ପରୀକ୍ଷା ଫଳ , ବାଲେଶ୍ବରରେ ସର୍ବାଧିକ ପାସ୍ ହାର ୮୬.୫୬ ପ୍ରତିଶତ !

ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଭୁବନେଶ୍ବର ଜୟଦେବ ଭବନ ଗୀତଗୋବିନ୍ଦ ଅଡିଟୋରିୟମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଫଳ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ୯୭ ହଜାର ୭୫୦ ଜଣ ପରୀକ୍ଷାର୍ଥୀ ପରୀକ



ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଲେ କିନ୍ନର

Bhagyaprabha News Bureau | ଓଡ଼ିଶା | ଗଜପତି | 2324 | Read...

ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଲେ କିନ୍ନର

ସାଧାରଣ ମଣିଷଙ୍କ ଠାରୁ କିନ୍ନରଙ୍କ ଜୀବନ ଶୈଳି କିଛିଟା ଅଲଗା ହୋଇଥାଏ। କିନ୍ନରମାନେ ବିଭିନ୍ନ ପର୍ବ ପର୍ବାଣୀ ତାଙ୍କ ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ସାବିତ୍ରୀ ବ୍ର



ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 2323 | Read...

ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ସୋମବାର ଦିନ ସ୍ଥାନୀୟ ସରସ୍ବତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଶିକ୍ଷାବିକାଶ ସମିତି ସଭାପତି ବିନାୟକ ଦାଶ ଉକ୍ତ ଶିବିର



ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

Bhagyaprabha News Bureau | ଅପରାଧ | | 2322 | Read...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଗତକାଲି ସଂନ୍ଧ୍ୟା ସମୟରେ ରାୟଗଡ଼ା ସ୍ଥିତ ଗଙ୍ଗା ଗ୍ୟାରେଜ ନିକଟରେ ୧୦ ଚକିଆ ଟ୍ରକ(ଏ.ପି ୦୫ ଟି.ଟି ୪୬୭୬) ଭାରସାମ୍ୟ ହରାଇ ଓଲଟି ପଡ଼ିଛି।ଆଣାକାପାଲି ଠାରୁ କାଠ ବୋଝେଇ ସ୍ଥାନୀୟ ଜେ.କେ କାଗଜକଳକୁ ଯାଉଥିବା ବେଳେ ଏହି ଅଘଟଣ ଘଟ



ଖୁବ ଶୀଘ୍ର ଘୋଷଣା ହେବ ପାଟକୁରା ନିର୍ବାଚନ ତାରିଖ - ନିର୍ବାଚନ କମିଶନର

Bhagyaprabha News Bureau | ରାଜନୀତି | କେନ୍ଦ୍ରାପଡ଼ା | 2321 | Read...

ଖୁବ ଶୀଘ୍ର ଘୋଷଣା ହେବ ପାଟକୁରା ନିର୍ବାଚନ ତାରିଖ - ନିର୍ବାଚନ କମିଶନର

ସରଗରମ ହୋଇଉଠିଛି ପାଠକୁରାର ରାଜନୀତି । ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା ହୋଇପାରେ । ଆସନ୍ତା ସପ୍ତାହେ ପରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ମୁଖ୍ୟ ନିର୍ବାଚ



ସିଲେରୁ ନଦୀରେ ବୁଡିଲା ଡଙ୍ଗା , ୨ ନିଖୋଜ ଓ ଜଣେ ଶିଶୁ ମୃତ

Bhagyaprabha News Bureau | ଅପରାଧ | ମାଲକାନଗିରି | 2320 | Read...

ସିଲେରୁ ନଦୀରେ ବୁଡିଲା ଡଙ୍ଗା , ୨  ନିଖୋଜ ଓ ଜଣେ ଶିଶୁ ମୃତ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତ ନିକଟରେ ଥିବା ସିଲେରୁ ନଦୀରେ ଏକ ଦେଶୀ ଡଙ୍ଗା ବୁଡି ଯିବାଫଳରେ ଜଣେ ଶିଶୁ ପ୍ରାଣ ହରାଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ଡଙ୍ଗାଟି ପାଙ୍ଗମପାଡୁ ନଦ



ଏଟିଏମରୁ ଲୁଟ ଉଦ୍ୟମ

Bhagyaprabha News Bureau | ଅପରାଧ | ଜଗତସିଂହପୁର | 2319 | Read...

ଏଟିଏମରୁ  ଲୁଟ ଉଦ୍ୟମ

ଆଜି ଜଗତସିଂହପୁରର ମୁଖ୍ୟ ବଜାରରେ ଥିବା ଏକ ଏଟିଏମରୁ ଲୁଟ ଉଦ୍ୟମ ହୋଇଛି। ରଶ୍ମି ସିନେମା ହଲ ନିକଟରେ ଥିବା ୟୁନାଇଟେଡ଼ ବ୍ୟାଙ୍କର ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ହୋଇଛି। ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ସିସିଟିଭି ନେଇ



ଆତଙ୍କବାଦୀ ନିରୋଧକ ଅଭିଯାନରେ ଅବଗତ ପାଇଁ କାଶ୍ମୀର ଗସ୍ତକଲେ ରାଜନାଥ !

Bhagyaprabha News Bureau | ଅପରାଧ | | 2318 | Read...

ଆତଙ୍କବାଦୀ ନିରୋଧକ ଅଭିଯାନରେ ଅବଗତ ପାଇଁ  କାଶ୍ମୀର ଗସ୍ତକଲେ ରାଜନାଥ !

ପ୍ରତିରକ୍ଷା ମନ୍ତ୍ରୀ ହେବା ପରେ ରାଜନାଥ ସିଂହ ସୋମବାର ସିୟାଚେନ ଗ୍ଲେସିୟର ଏବଂ ଶ୍ରୀନଗର ଗସ୍ତ କରୁଛନ୍ତି । ସେଠାରେ ଆତଙ୍କବାଦୀ ନିରୋଧକ ଅଭିଯାନ ପାଇଁ କ'ଣ ଚାଲିଛି, ସେ ବାବାଦରେ ଅବଗତ ହେବେ । ପାକିସ୍ତାନ ସୀମାକୁ ଲାଗିଥି



ଶୋପିଆନ୍‌ରେ ଅପରେଶନ୍‌ ଅଲଆଉଟ୍‌ , ୨ ଆତଙ୍କବାଦୀ ନିହତ

Bhagyaprabha News Bureau | ଓଡ଼ିଶା | | 2317 | Read...

ଶୋପିଆନ୍‌ରେ ଅପରେଶନ୍‌ ଅଲଆଉଟ୍‌ , ୨ ଆତଙ୍କବାଦୀ ନିହତ

ଦକ୍ଷିଣ କଶ୍ମୀରର ଶୋପିଆନ୍‌ରେ ଅପରେଶନ୍‌ ଅଲଆଉଟ୍‌ ଅନ୍ତର୍ଗତ ମିଳିତ ସୁରକ୍ଷାକର୍ମୀଙ୍କୁ ସୋମବାର ବଡ଼ ସଫଳତା ମିଳିଛି। ଏଠାରେ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ମୌଲା-ଚିତ୍ରାଗ୍ରାମ୍‌



ଆଜି ବାବା ବମବରାଡ ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି , ଚଳଚଞ୍ଚଳ ସମ୍ବଲପୁର ସହର

Bhagyaprabha News Bureau | ଓଡ଼ିଶା | ସମ୍ବଲପୁର | 2316 | Read...

ଆଜି ବାବା ବମବରାଡ ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି , ଚଳଚଞ୍ଚଳ ସମ୍ବଲପୁର ସହର

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ନନ୍ଦପଡ଼ା ଦେବାଧିଦେବ ମହାଦେବ ଓ ଜଗତଜଗନୀ ମା ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ। ଆଜି ସନ୍ଧ୍ୟା ୮ଟାରେ ଦେବ ଦେବ ମହାଦେବଙ୍କୁ ରୀତିନୀତି ଅ



ବିଜେପୁର ଛାଡିଲେ ମୁଖ୍ୟମନ୍ତ୍ରୀ , ବାଚସ୍ପତିଙ୍କୁ ପଠାଇଲେ ଇସ୍ତଫାପତ୍ର

Bhagyaprabha News Bureau | ରାଜନୀତି | ବରଗଡ଼ | 2315 | Read...

ବିଜେପୁର ଛାଡିଲେ ମୁଖ୍ୟମନ୍ତ୍ରୀ , ବାଚସ୍ପତିଙ୍କୁ ପଠାଇଲେ ଇସ୍ତଫାପତ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ରବିବାର ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ଭାବେ ନିଜ ଇସ୍ତଫା ପତ୍ର ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ପଠାଇଥିଲ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: