Bhagyaprabha News Bureau : News


ବିଜେପି ଛାଡିଲେ ଅଶୋକ ପାଣିଗ୍ରାହୀ

Bhagyaprabha News Bureau | ରାଜନୀତି | ବରଗଡ଼ | 4175 | Read...

ବିଜେପି ଛାଡିଲେ ଅଶୋକ ପାଣିଗ୍ରାହୀ

ବିଜେପୁର ଉପନିର୍ବାଚନ ନିମନ୍ତେ ପ୍ରତ୍ୟେକ ରାଜନୈତିକ ଦଳ ଜୋରସୋରରେ ପ୍ରଚାର କରୁଥିବାବେଳେ ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ । ୨୦୧୮ ବିଜେପୁର ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ।



ଦୋକାନରେ ନିଆଁ ଲଗାଇଲେ ଦୁର୍ବୁତ୍ତ

Bhagyaprabha News Bureau | ଅପରାଧ | ଗଜପତି | 4169 | Read...

ଦୋକାନରେ ନିଆଁ ଲଗାଇଲେ ଦୁର୍ବୁତ୍ତ

ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରମେଶ ସାହୁଙ୍କ ତେଜରାତି ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ସହ କ



ତୀର୍ଥଯାତ୍ରୀଙ୍କ ଉପରେ ଚଢିଲା ବସ, ୭ମୃତ

Bhagyaprabha News Bureau | ଦେଶଦୁନିଆ | | 4168 | Read...

ତୀର୍ଥଯାତ୍ରୀଙ୍କ ଉପରେ ଚଢିଲା ବସ, ୭ମୃତ

ନରୋରାର ଗାନ୍ଧୀ ନଗର ଶ୍ମଶାନ ଘାଟରେ ଏକ ଅତି ଦୁଃଖର ଘଟଣା ଘଟିଯାଇଛି । ଶୋଇଥିବା ଅବସ୍ଥାରେ ଚଳନ୍ତା ବସ ଚଢିଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ମଧ୍ୟରେ ୪ ମହିଳା ଓ ୩ ଶିଶୁ ରହିଛନ୍ତି । ତେବେ ତୀର୍ଥ ଯାତ୍ରା ପାଇଁ ୫୬ ଜଣ



ଜିନପିଙ୍ଗଙ୍କୁ ସ୍ୱାଗତ କରିବାକୁ ଚେନ୍ନାଇ ଗଲେ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 4167 | Read...

ଜିନପିଙ୍ଗଙ୍କୁ ସ୍ୱାଗତ କରିବାକୁ ଚେନ୍ନାଇ ଗଲେ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବହୁ ମହତ୍ଵପୂର୍ଣ୍ଣ ବୈଠକ ହେବ। ଏଥିପାଇଁ ଆଜି ସକାଳ ୧୧ଟାରେ ମୋଦୀ ଚେନ୍ନାଇରେ ପହଁଚିଛନ୍ତି। ସେହି ସମୟରେ ସି ଜିନପିଙ୍ଗ୍ ବେଜିଙ୍ଗରୁ ବା



ଦଳର ସ୍ଥିତିରେ ସୁଧାର ଆବଶ୍ୟକ - ଜ୍ୟୋତିରାଦିତ୍ୟ ସିନ୍ଧିଆ

Bhagyaprabha News Bureau | ରାଜନୀତି | | 4166 | Read...

ଦଳର ସ୍ଥିତିରେ ସୁଧାର ଆବଶ୍ୟକ - ଜ୍ୟୋତିରାଦିତ୍ୟ ସିନ୍ଧିଆ

କୃଷକଙ୍କ ଋଣଛାଡକୁ ନେଇ ଗୁନାରୁ ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ପ୍ରଶ୍ନ ଉଠାଇଛନ୍ତି। ସିନ୍ଧ୍ୟା କହିଛନ୍ତି କି, ସରକାର ଏଯାଏଁ ତାଙ୍କର କଥା ପୂରଣ କରି ନାହାଁନ୍ତି। ତେବେ ଏହା ପୂର୍ବରୁ ଦିଗବିଜୟ ସିଂହଙ୍କ ଭାଇ



ବଦଳିଲା ବାନା ବନ୍ଧା ସମୟ

Bhagyaprabha News Bureau | ଓଡ଼ିଶା | ପୁରୀ | 4165 | Read...

ବଦଳିଲା ବାନା ବନ୍ଧା ସମୟ

ଶ୍ରୀମନ୍ଦିରର ନୀଳଚକ୍ର ବାନା ବନ୍ଧା ସମୟରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟର ଘଣ୍ଟାଏ ପୂର୍ବରୁ ବାନା ଦାଖଲ ଓ ବନ୍ଧା ସମୟ ଧାର୍ଯ୍ୟ କରାଯାଇଛି।ନୀଳଚକ୍ର ବାନା ବନ୍ଧା ସମୟ ୫ଟା ବେଳେ ଥିବା ବେଳେ ଏ



ବ୍ରହ୍ମପୁର ବାଣ ବଜାର ବନ୍ଦ , ଚିନ୍ତାରେ ବ୍ୟବସାୟୀ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 4164 | Read...

ବ୍ରହ୍ମପୁର ବାଣ ବଜାର ବନ୍ଦ , ଚିନ୍ତାରେ ବ୍ୟବସାୟୀ

ଚଳିତ ବର୍ଷ ବ୍ରହ୍ମପୁରରେ ବାଣବଜାର ବନ୍ଦ ରହିବ।ଦୀର୍ଘ ବର୍ଷ ଧରି ବ୍ରହ୍ମପରର ବଣ ବଜାର , ପରବର୍ତ୍ତୀ ସମୟରେ ନୀଳକଣ୍ଠେଶ୍ୱର ମନ୍ଦିର ନକଟସ୍ତ ଆମ୍ବମାର୍କେଟ୍‌ରେ ଚାଲିଥିବା ବାଣ ମର୍କେଟ୍‌କୁ ପ୍ରସାସନ ପକ୍ଷରୁ ଉଚ୍ଛେଦ କ



ମାଉଣ୍ଟ ଏଲବୃସ୍‌ରେ ଓଡିଆ ଝିଅ ଲିପିକା

Bhagyaprabha News Bureau | ଦେଶଦୁନିଆ | ବରଗଡ଼ | 4163 | Read...

ମାଉଣ୍ଟ ଏଲବୃସ୍‌ରେ ଓଡିଆ ଝିଅ ଲିପିକା

ବରଗଡ଼ ଜିଲ୍ଲା ଡାଲବ ଗ୍ରାମର ଝିଅ ଲିପିକା ସେଟ ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍ ୫.୬୪୨ ମିଟର/୧୮,୫୧୦ ଫୁଟ ସଫଳତାର ସହ ଆରାହଣ କରିଛନ୍ତି। ପିତା ଲକ୍ଷ୍ମଣ ସେଟ୍ ଓ ମାତା ଅନୁସୟା ସେଟଙ୍କ ଦ୍ୱିତୀୟ କନ୍ୟା ଲିପିକା ସେଟ । ତ



ଆଜି ଭାରତ ଆସୁଛନ୍ତି ଜିନ୍‌ପିଙ୍ଗ

Bhagyaprabha News Bureau | ଦେଶଦୁନିଆ | | 4162 | Read...

ଆଜି ଭାରତ ଆସୁଛନ୍ତି ଜିନ୍‌ପିଙ୍ଗ

ଆଜି ଭାରତ ଆସୁଛନ୍ତି ଚୀନ ରାଷ୍ଟ୍ରପତି । ସି ଜିନପିଙ୍ଗଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ତାମିଲନାଡୁର ମାମଲାପୁରମ, ସିସିଟିଭି ନଜରରେ ପୁରା ସହର l ସି ଜିନ୍‌ପିଙ୍ଗଙ୍କ ୨ ଦିନିଆ ଭାରତ ଗସ୍ତ, ଚେନ୍ନାଇରେ ଦ୍ବିତୀୟ ଅନୌପଚାରିକ ଶି



ଆସନ୍ତା ୧୩ରେ ବ୍ରହ୍ମପୁର ଆସିବେ ଜରିନ ଖାନ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 4161 | Read...

ଆସନ୍ତା ୧୩ରେ ବ୍ରହ୍ମପୁର ଆସିବେ ଜରିନ ଖାନ

ସୁନ୍ଦରୀ ପ୍ରତିଯୋଗୀତା ଏଭଳି ଏକ ମାଧ୍ୟମ ଯେଉଁଥିରେ ଲୁଚି ରହିଥିବା ପ୍ରତିଭା ସମସ୍ତଙ୍କୁ ସାମ୍ନାକୁ ଆସିଥାଏ ।ତେବେ ସମସ୍ତ ଟ୍ୟାଲେଂଟକୁ ସାମ୍ନାକୁ ଆଣିବା ପାଇଁ କିଛି ଅନୁଷ୍ଠାନ ଥାଆନ୍ତି ଯେଉଁମାନେ ଏଥିପାଇଁ ଏକ ମାଧ୍ୟମ



ବିଜେପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bhagyaprabha News Bureau | ରାଜନୀତି | ବରଗଡ଼ | 4160 | Read...

ବିଜେପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଜୟାଦଶମୀ ପରେ ବିଜେପୁରରେ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରଚାର ଜୋରଦାର କରିଥିବା ବେଳେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଷ୍ଟାର ପ୍ରଚାରକମାନେ । ବିଜେପି ପ୍ରାର୍ଥୀ ସତନ ଗଡ଼ତିଆଙ୍କ



ଜୁଆ ଅଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 4159 | Read...

ଜୁଆ ଅଡ୍ଡା ଉପରେ ବ୍ରହ୍ମପୁର ପୋଲିସର  ଚଢ଼ାଉ

ବ୍ରହ୍ମପୁର ପୋଲିସ ପକ୍ଷରୁ ଗତ କିଛି ଦିନ ଧରି ନିୟମିତ ଜୁଆ ଅଡ୍ଡା ଉପରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଗତ ରାତିରେ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ପକ୍ଷରୁ ଭିମାରାଓ ପେଟାରେ ଚାଲିଥିବା ଏକ ବଡ ଧରଣର ଜୁ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: