Bhagyaprabha News Bureau : News


ପ୍ରତି ଘରକୁ ମିଳିବ ୨ଟି ଭିନ୍ନ ଭିନ୍ନ ରଙ୍ଗର ଡଷ୍ଟବିନ୍

Bhagyaprabha News Bureau | ଓଡ଼ିଶା | | 2438 | Read...

ପ୍ରତି ଘରକୁ ମିଳିବ ୨ଟି ଭିନ୍ନ ଭିନ୍ନ ରଙ୍ଗର ଡଷ୍ଟବିନ୍

ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କରାଯିବ। ଏଥିପାଇଁ ପ୍ରତି ଘରକୁ ଦିଆଯିବ ୨ଟି ଭିନ୍ନ ଭିନ୍ନ ରଙ୍ଗର ପରିମଳ ଡବା ବା ଡଷ୍ଟବିନ୍। ଗୋଟିଏ ରଙ୍ଗର ଡଷ୍ଟବିନ୍ରେ ତରଳ ବର୍ଜ୍ୟ ଓ ଅ



ଏଣିକି ୧ଟଙ୍କାରେ ମିଳିବ ମାଣ୍ଡିଆ

Bhagyaprabha News Bureau | ଓଡ଼ିଶା | | 2437 | Read...

ଏଣିକି ୧ଟଙ୍କାରେ ମିଳିବ ମାଣ୍ଡିଆ

ଏଣିକି ମାଣ୍ଡିଆ ଚାଷୀଙ୍କୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ। ମିଲେଟ୍‌ ମିଶନ ଜରିଆରେ ସର୍ବନିମ୍ନ ୨୮୯୭ ଟଙ୍କା ଦେଇ ରାଜ୍ୟ ସରକାର ମାଣ୍ଡିଆ ଚାଷୀଙ୍କଠୁ ମାଣ୍ଡିଆ କିଣିବେ। ଏହାଦ୍ଵାରା ମାଣ୍ଡିଆ ଚାଷ ପ୍ରୋତ୍ସାହିତ ହୋଇ



ସର୍ପାଘାତରେ ମହିଳା ମୃତ

Bhagyaprabha News Bureau | ସ୍ବାସ୍ଥ୍ୟ | ଗଞ୍ଜାମ | 2436 | Read...

ସର୍ପାଘାତରେ  ମହିଳା ମୃତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସଦରଥାନ ଅନ୍ତର୍ଗତ ଗୌତମୀ ଗ୍ରାମର ଲେଙ୍କା ସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ମଙ୍ଗଳବାର ବଡି ଭୋର ସମୟରେ ଏକ ନାଗସାପ ଦର୍ଶନରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ମୃତ ମ



ମାଁ ବୁଢୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ନାରାୟଣପୁର ବିଜୟୀ

Bhagyaprabha News Bureau | ଖେଳ | ଗଞ୍ଜାମ | 2435 | Read...

ମାଁ ବୁଢୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ନାରାୟଣପୁର ବିଜୟୀ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ବାଲିପଡିଆ ଠାରେ ମାଁ ବୁଢୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ମାଁ ବୁଢୀ ଠାକୁରାଣୀ କ୍ରିକେଟ କ୍ଳବ ତରଫରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଦି



ବେଆଇନ ବିଦେଶୀ ମଦ ଜବତ , ଜଣେ ଗିରଫ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2434 | Read...

ବେଆଇନ ବିଦେଶୀ ମଦ ଜବତ ,  ଜଣେ ଗିରଫ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଗୋଟିଏ ଫାଷ୍ଟଫୁଡ ଦୋକାନରେ ମଙ୍ଗଳବାର ଦିନ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇ ବେଆଇନ ଭାବେ ବିକ୍ରି କରୁଥିବା ୪୮ ଟି ବିଦେଶୀ ମଦ ବୋତଲ



ଛୁରାମାଡରେ ବାପା ଗୁରୁତର,ପୁଅ ଆହତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2433 | Read...

ଛୁରାମାଡରେ ବାପା ଗୁରୁତର,ପୁଅ ଆହତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ ହୋଇଥିବା ଜଣାପଡିଛି । ଏଥିରେ ବାପା ଜି. ଯୋଗେନ୍ଦ୍ର ରେଡ୍ଡୀ (୫୦) ଗୁରୁତର ହୋଇଥିବା ବେଳେ ପୁଅ ଜି



ସରକାରୀ ନିୟମକୁ ବେଖାତିର କରୁଛନ୍ତି ପିତ୍ତଲ କାରିଗରି

Bhagyaprabha News Bureau | ବିଶେଷ | ଗଞ୍ଜାମ | 2432 | Read...

ସରକାରୀ ନିୟମକୁ ବେଖାତିର କରୁଛନ୍ତି ପିତ୍ତଲ କାରିଗରି

ବ୍ରହ୍ମପୁର କୁଠାରି ମନ୍ଦିର ସାହି ବଡ ବଜାର ଅଞ୍ଚଳରେ କିଛି ଅସାମାଜିକ ବ୍ୟକ୍ତି ପିତଳ ବାସନ ତିଆରି କରିବା ସହିତ ଶଦ୍ଦ ପ୍ରଦୁଷଣକରିବବାକୁ ନେଇ ଅତୀତ ରେ ଉପଜିଲ୍ଲାପାଳ ପାଖରେ ଅଭିଯୋଗ କରିଥିଲେ ଏବଂ ସେହି ଅଭିଯୋଗ ପ୍ରକାରେ ଉ



ବାତ୍ୟା ଫନି ଯିବାର ମାସକ ପରେ ମଧ୍ୟ ଗ୍ରାମାଞ୍ଚଳରେ ପହଞ୍ଚିନି ବିଦ୍ୟୁତ ସେବା

Bhagyaprabha News Bureau | ବିଶେଷ | | 2431 | Read...

ବାତ୍ୟା ଫନି ଯିବାର ମାସକ ପରେ ମଧ୍ୟ ଗ୍ରାମାଞ୍ଚଳରେ ପହଞ୍ଚିନି ବିଦ୍ୟୁତ ସେବା

ବାତ୍ୟା ଫନିକୁ ଏହା ମଧ୍ୟରେ ଦେଢ଼ ମାସ ବିତିଥିବା ବେଳେ ଏବେ ବି ସ୍ବାଭାବିକ ହୋଇପାରିନି ସ୍ଥିତି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଲୋକେ ବେଶୀ ଦହଗଞ୍ଜ ହେଉଛନ୍ତି। ଜରିପାଲ ତଳେ ଦିନରାତି କଟୁଛି। ଏଭଳି ପରିସ୍ଥିତିରେ ସବ



ଚଳନ୍ତା ମାଲ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ

Bhagyaprabha News Bureau | ବିଶେଷ | ବରଗଡ଼ | 2430 | Read...

ଚଳନ୍ତା ମାଲ ବୋଝେଇ ଟ୍ରକରେ  ଅଗ୍ନିକାଣ୍ଡ

ବରଗଡ ଜିଲ୍ଲା ଜାତିୟ ରାଜପଥ ନଂ ୨୬, ଗୋଡଭଗା ଠାରେ ଏକ ଚଳନ୍ତା ଟ୍ରକ ରେ ଲାଗିଛି ନିଆଁ । ପଶ୍ଚିମ ବଙ୍ଗରୁ ଆସୁଥିବା ଏକ ମାଲବାହି ଟ୍ରକ(ଡବ୍ଲୁବି ୩୩ ବି ୯୦୩୮)ରେ ହଠାତ ନିଆଁ ଲାଗିଯାଇଥିଲା । ଖବର ପାଇ ବରଗଡ ଦମକଳ ବାହିନୀ ସେଠାରେ



ଜୁନ୍‌ ୨୫ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ

Bhagyaprabha News Bureau | ରାଜନୀତି | | 2429 | Read...

ଜୁନ୍‌ ୨୫ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ

ଜୁନ୍‌ ୨୫ ତାରିଖରେ ନବଗଠିତ ଓଡିଶା ବିଧାନ ସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଜୁନ ୨୬ ତାରିଖରେ ଉପବାଚସ୍ପତି ନିର୍ବାଚ



ପୋଲସରା ବିଧାୟକଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2428 | Read...

ପୋଲସରା ବିଧାୟକଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା

ସୋମବାର ଦିନ ବିପୁଳ ଭୋଟରେ ବିଜୟ ଲାଭ କରିଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ବୁଗୁଡା ବ୍ଲକ୍ ଅନ୍ତର୍ଗତ କଳମ୍ବ ଗ୍ରାମପଞ୍ଚାୟତର ଡେଙ୍ଗାପଦର ଡେହୁକା,କାଦପଡ଼ା, ଦଶୀପୁର ସୁନକେରା,ଘୁଡପଡା ଗ୍ରାମ ମାନଙ୍କରେ ଏକ ବିଶ



ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ , ୩ ଆହତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2427 | Read...

ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ , ୩ ଆହତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଉତ୍ସାଜଗନ୍ନାଥପୁର ଅଞ୍ଚଳରେ ଦୁଇ ପରିବାର ମଧ୍ୟରେ ଜମି ବିବାଦକୁ ନେଇ ଗଣ୍ଡଗୋଳ ଘଟି ୩ଜଣ ଆହାତ ହୋଇଥିବା ଜଣଆପଡିଛି । ସୁଚନାନୁସାରେ , ଉତ୍ସାଜଗନ୍ନାଥପୁରରେ ରହୁଥିବା ଦୁଇ ପରିବାର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: