Bhagyaprabha News Bureau : News


କଳିଙ୍ଗ ବାଳି ସଙ୍ଗମ ଉତ୍ସବ ପାଳିତ

Bhagyaprabha News Bureau | ଓଡ଼ିଶା | | 3639 | Read...

କଳିଙ୍ଗ ବାଳି ସଙ୍ଗମ ଉତ୍ସବ ପାଳିତ

ଆର୍ଯଭଟ ଟ୍ରଷ୍ଟ ଓ ଆନ୍ତର୍ଜାତୀୟ କଳିଙ୍ଗ ଯୁବ ପ୍ରତିଷ୍ଠା ସଂଘର ମିଳିତ ସହଯୋଗରେ ଭୁବନେଶ୍ବରଠାରେ କଳିଙ୍ଗ ବାଳି ସଙ୍ଗମ ଉତ୍ସବ ପାଳିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେ



ସରକାରୀ ସହାୟତା ଅପେକ୍ଷାରେ କାଳିଆ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3638 | Read...

ସରକାରୀ ସହାୟତା ଅପେକ୍ଷାରେ କାଳିଆ

କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ସେଗୁଡିକ ସାଧାରଣ ଗରିବ ତଥା ଦିନମଜୁରିଆ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ବହୁ ଅଯୋଗ୍ୟ ହିତାଧିକାରୀ ଏହି ସୁବିଧାର ସୁଯୋଗ ନେଇଯାଉଥିବାବେଳେ ଯୋଗ୍ୟ ହ



କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ଅନୁଷ୍ଠିତ

Bhagyaprabha News Bureau | ରାଜନୀତି | କେନ୍ଦୁଝର | 3637 | Read...

କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ଅନୁଷ୍ଠିତ

କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସାମ୍ବାଦିକ କକ୍ଷରେ କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ସର୍ବସମ୍ମତୀ କ୍ରମେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ସାମ୍ବାଦିକ ପ୍ରଣୟ ପାଣିଙ୍କ ଅ



ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ

Bhagyaprabha News Bureau | ଓଡ଼ିଶା | କେନ୍ଦୁଝର | 3636 | Read...

ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ପ୍ରସିଦ୍ଧ ମହାଲକ୍ଷ୍ମୀ ପୂଜା ଗ୍ରାମର ଉପଖଣ୍ଡ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ ଆଦି ୬ଟି ପଞ୍ଚାୟତରେ ଏହି ପୂଜା ବେଶ ଧୁମ୍&zw



ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

Bhagyaprabha News Bureau | ଓଡ଼ିଶା | କେନ୍ଦୁଝର | 3635 | Read...

ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ,  ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର ଜିଲ୍ଲା ସରେଇ ଗାଁରୁ ଆନନ୍ଦପୁରକୁ ଯୋଗାଯୋଗ କରୁଥିବା ପୁର୍ତ୍ତ ବିଭାଗ ରାସ୍ତାର ଫାପୁଡ଼ିଆ ନାଳ ଉପରେ ଥିବା ପୋଲଟି ଭୁଶୁଡି ପଡିଛି। ଗତ ୬ ତାରିଖ ରାତିରେ ଲଗାଣ ବର୍ଷା ଯୋଗୁଁ ନାଳରେ ଅଧିକ ଜଳ ପ୍ରବାହିତ ହେବା ଫଳରେ



ଭାରତକୁ ମିଳିବ ଏସ୍-400 ଏୟାର୍‌ ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍‌

Bhagyaprabha News Bureau | ଦେଶଦୁନିଆ | | 3634 | Read...

 ଭାରତକୁ ମିଳିବ ଏସ୍-400 ଏୟାର୍‌ ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍‌

ଭାରତଋଷ ଠାରୁ ଏସ୍-400 ଏୟାର୍‌ ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍‌ 2021ର ମଧ୍ୟଭାଗରେ ପ୍ରାପ୍ତ କରିବ । ଏନେଇ ଋଷ୍‌ର ଉପ ପ୍ରଧାନମନ୍ତ୍ରୀ ୟୁରୀ ବୋରିସୋସ ଏହି ଘୋଷଣା କରିଛନ୍ତି ଯେ, ଏସ୍-400 ଏୟାର୍‌ ଡିଫେନ୍‌ସ୍‌ ମିସ



ଆଜି ଭଗବାନ ବିଷ୍ଣୁଙ୍କ ବାମନ ଅବତାର

Bhagyaprabha News Bureau | ଓଡ଼ିଶା | | 3632 | Read...

ଆଜି ଭଗବାନ ବିଷ୍ଣୁଙ୍କ ବାମନ ଅବତାର

ହିରଣ୍ଯକଶିପୁର ନାତି ହେଉଛି ବଳି । ବଳି ତପସ୍ୟାବଳରେ ବଳଶାଳୀ ହୋଇ ସ୍ବର୍ଗରୁ ଦେବତାମାନଙ୍କୁ ତଡିଦେଲା । ଦେଵତାମାନେ ସ୍ବର୍ଗରୁ ପଳାଇଯାଇ ଗିରିଗୁହାରେ ଆଶ୍ରୟ ନେଲେ । ବଳି ନିଶ୍ଚିନ୍ତରେ ସ୍ବର୍ଗର ଅଧିକାରୀ ହୋଇ ରହିଲା। ସ୍



ଆଜିଠାରୁ ବର୍ଷାର ପରିମାଣ ହ୍ରାସ ପାଇବ - ପାଣିପାଗ ବିଭାଗ

Bhagyaprabha News Bureau | ଓଡ଼ିଶା | | 3631 | Read...

ଆଜିଠାରୁ ବର୍ଷାର ପରିମାଣ ହ୍ରାସ ପାଇବ - ପାଣିପାଗ ବିଭାଗ

ଉତ୍ତର ଓଡିଶା ଉପକୂଳରେ ଥିବା ଲଘୁଚାପ ଆଜି ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଓଡିଶା ଉପରେ ଏହାର ପ୍ରଭାବ କମିବାରେ ଲାଗିଛି । ତେଣୁ ଆଜିଠାରୁ ବର୍ଷା କମିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବଙ୍ଗୋପସାଗ



ମା' ସମେତ ୨ଶିଶୁଙ୍କ ହତ୍ୟା , କାରଣ ଅସ୍ପଷ୍ଟ

Bhagyaprabha News Bureau | ଅପରାଧ | କଳାହାଣ୍ଡି | 3630 | Read...

 ମା' ସମେତ ୨ଶିଶୁଙ୍କ ହତ୍ୟା , କାରଣ ଅସ୍ପଷ୍ଟ

କଳାହାଣ୍ଡି ଜିଲ୍ଲାର ସିଂଝରଣ ଗାଁରେ ଆଜି ସକାଳୁ ମହିଳାଙ୍କ ଘର ଭିତରୁ ୨ ଶିଶୁଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଥିଲା । ସେପଟେ କିଛି ଦୂରରେ ଥିବା ଗାଁ ପାଖ ରେଳଧାରଣାରୁ ମାଆର ମୃତଦେହ ମଧ୍ୟ ପଡ଼ିଥିବା ଦେଖିବାକ



ଆଦିବାସୀଙ୍କ ଦୁଃଖ ବୁଝିଲେ ଉପଜିଲ୍ଲାପାଳ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3628 | Read...

ଆଦିବାସୀଙ୍କ ଦୁଃଖ ବୁଝିଲେ ଉପଜିଲ୍ଲାପାଳ

ଗ୍ରାମବାସୀଙ୍କ ସହ ନଦୀ ପାର ହୋଇ ଆଦିବାସୀ ଗାଁରେ ପହଞ୍ଚିିଲେ ଗଞ୍ଜାମ ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ । ପାତ୍ରପୁର ତହସିଲର ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଅନେକ ଆଦିବାସୀ ଗାଁ ଦ



ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

Bhagyaprabha News Bureau | ଦେଶଦୁନିଆ | | 3627 | Read...

ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ଘଟିଛି। ତାଙ୍କୁ ୫୬ବର୍ଷ ହୋଇଥିଲା। ସେ ଗତ କିଛି ମାସ ହେବ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ରବିବାର ହଠାତ୍&z



ଚନ୍ଦ୍ରଯାନ-୨କୁ ନେଇ ଏମିତି କିଛି ପାକିସ୍ତାନକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 3625 | Read...

ଚନ୍ଦ୍ରଯାନ-୨କୁ ନେଇ ଏମିତି କିଛି ପାକିସ୍ତାନକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଚନ୍ଦ୍ରଯାନ-୨କୁ ନେଇ ପାକିସ୍ତାନର ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ ହୁସେନଙ୍କ ଟିପ୍ପଣୀକୁ କଡ଼ା ଜବାବ ଦେଇଛନ୍ତି। ସିଂହ କହିଛନ୍ତି, ପାକିସ୍ତାନର ଅବସ୍ଥା ଖରା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: