Bhagyaprabha News Bureau : News


ଆଜି ଶ୍ରାବଣ ପ୍ରଥମ ସୋମବାର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2995 | Read...

ଆଜି ଶ୍ରାବଣ  ପ୍ରଥମ ସୋମବାର

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନସ୍କାମନା ପୂରଣ ପାଇଁ ଶୈବପୀଠରେ କାଉଡିଆଙ୍କ ଭିଡ ଲାଗିଛି । ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଲାଗିଛି । ଓଡିଶାର ମୁଖ୍ୟତଃ ବ



"ଚନ୍ଦ୍ରଯାନ-୨" ସଫଳ ହେଲେ ବିଶ୍ବରେ ଭାରତ ହେବ ୪ର୍ଥ ଦେଶ!

Bhagyaprabha News Bureau | ଦେଶଦୁନିଆ | | 2994 | Read...

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ନିଜର ବହୁ ପ୍ରତୀକ୍ଷିତ "ଚନ୍ଦ୍ରଯାନ-୨" ମିଶନର ସଫଳ ରୂପ ଦେବାକୁ ପ୍ରସ୍ତୁତି ଶେଷ କରିଛି । ଆଜି ଅପରାହ୍ନ ୨ଟା ୪୩ ମିନଟ୍‌ରେ "ଚନ୍ଦ୍ରଯାନ-୨" ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାଠାରେ ଶକ୍ତିଶାଳୀ



ଟ୍ୱିଟ କରି "ଚନ୍ଦ୍ରଯାନ-୨" ରିହର୍ସଲ ସମ୍ପୁର୍ଣ୍ଣ ହୋଇଥାବା ଜଣାଇଲା ଇସ୍ରୋ

Bhagyaprabha News Bureau | ଦେଶଦୁନିଆ | | 2993 | Read...

ଟ୍ୱିଟ କରି

ଭାରତୀୟ ମହାକାଶ ଅଭିଜାନ ପକ୍ଷରୁ "ଚନ୍ଦ୍ରଯାନ-୨" ପ୍ରକ୍ଷେପଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରିହର୍ସଲ ସଂପୂର୍ଣ୍ଣ ହୋଇଛି ଏବଂ ସବୁକିଛି ଠିକ୍‌ଠାକ୍‌ ରହିଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠ



କଳିଙ୍ଗ ସାହିତ୍ୟ ସମାଜର ଜୁଲାଇ ମାସ ମେଘ ଆସର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2992 | Read...

କଳିଙ୍ଗ ସାହିତ୍ୟ ସମାଜର ଜୁଲାଇ ମାସ ମେଘ ଆସର

ଦକ୍ଷିଣାଞ୍ଚଳର ସର୍ବପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ଜୁଲାଇ ମାସ ମେଘ ଆସର ରବିବାର ସନ୍ଧ୍ୟାରେ ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସମାଜର ଉପସଭାପତି ଡ. ବନମ



କଇଠଖଣ୍ଡି- ନିମଖଣ୍ଡି ପେଣ୍ଠ ରାସ୍ତା ଶୋଚନୀୟ !

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2991 | Read...

କଇଠଖଣ୍ଡି- ନିମଖଣ୍ଡି ପେଣ୍ଠ ରାସ୍ତା ଶୋଚନୀୟ !

ଦିଗପହଣ୍ଡି ଘୋଡାହାଡ ମୁଖ୍ୟ ରାସ୍ତା କଇଠଖଣ୍ଡି ଛକ ଠାରୁ ନିମଖଣ୍ଡିପେଣ୍ଠ ଗାଁକୁ ରାସ୍ତା ଏବେ ଶୋଚନୀୟ ହୋଇଯାଇଥିବା ଦେଖିବାକୁ ମିଳିଛି । ଗତ ତିନି ଦିନ ଧରି ଲାଗିଥିବା ଝଡି ବର୍ଷାରେ ରାସ୍ତା ଉପରେ ପାଣି କାଦୁଅ ଭର୍ତ୍ତି ହୋ



ମହିଳା ସ୍ପ୍ରିଣ୍ଟର ହିମା ଦାସଙ୍କ ସ୍ବର୍ଣ୍ଣିମ ସଫଳତା ଜାରି

Bhagyaprabha News Bureau | ଖେଳ | | 2987 | Read...

ମହିଳା ସ୍ପ୍ରିଣ୍ଟର ହିମା ଦାସଙ୍କ ସ୍ବର୍ଣ୍ଣିମ ସଫଳତା ଜାରି

ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଜାରି ରଖିଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ଏକ ପ୍ରତିଯୋଗିତାର ୪୦୦ ମିଟର ରେସ୍‌ରେ ହିମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୂରତାକୁ ହିମା ୫



ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ

Bhagyaprabha News Bureau | ଦେଶଦୁନିଆ | | 2986 | Read...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୩ ଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ରବିବାର ଓ୍ବାଶିଂଟନ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ ଏହା ତାଙ୍କର ପ୍ରଥମ ଆମେରିକା ଗସ୍ତ। ପାକିସ



ବଡ ପରଦାକୁ ହ୍ରିତିକଙ୍କ କମବ୍ୟାକ୍‌

Bhagyaprabha News Bureau | ମନୋରଞ୍ଜନ | | 2985 | Read...

ବଡ ପରଦାକୁ ହ୍ରିତିକଙ୍କ କମବ୍ୟାକ୍‌

ଦୁଇ ବର୍ଷ ପରେ ବଡ ପରଦାକୁ କମ ବ୍ୟାକ କରିଛନ୍ତି ହ୍ରିତିକ ରୋଶନ ଏବେ ପୁଣି ଦମଦାର ଫର୍ମରେ ବଲିଉଡକୁ ଫେରିଛନ୍ତି। ଗୋଟିଏ ପଟେ ତାଙ୍କ ଅଭିନୀତ ସୁପର ୩୦ ବକ୍ସ ଅଫିସରେ ଧମାଲ କରୁଥିଲା ବେଳେ ଅନ୍ୟପଟେ ତାଙ୍କର ଆଉ ଏକ ଫିଲ୍ମ ଓ୍ୱାର



ଆଜି ହେବ ଶୀଲା ଦିକ୍ଷିତଙ୍କ ଅନ୍ତିମ ସଂସ୍କାର

Bhagyaprabha News Bureau | ଦେଶଦୁନିଆ | | 2984 | Read...

ଆଜି ହେବ ଶୀଲା ଦିକ୍ଷିତଙ୍କ ଅନ୍ତିମ ସଂସ୍କାର

ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦୀକ୍ଷିତଙ୍କର ଶନିବାର ମୃତ୍ୟୃ ଘଟିଥିଲା। ଦିଲ୍ଲୀସ୍ଥିତି ଏକ୍ସର୍ଟ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ଦିଲ୍ଲୀ ରାଜନୀତିକୁ ଏକ



ସରିଲା ପାଟକୁରା ନିର୍ବାଚନ

Bhagyaprabha News Bureau | ରାଜନୀତି | କେନ୍ଦ୍ରାପଡ଼ା | 2983 | Read...

ସରିଲା ପାଟକୁରା ନିର୍ବାଚନ

ସରିଲା ପାଟକୁରା ପରୀକ୍ଷା । ଇଭିଏମରେ କଏଦ୍‌ ହେଲା ପ୍ରମୁଖ ଦାବିଦାର୍‌ଙ୍କ ଭାଗ୍ୟ । ମଇଦାନରେ ୧୦ଜଣ ପ୍ରାର୍ଥୀ ଥିବା ବେଳେ ଏଠି ମୁଖ୍ୟତଃ ଲଢ଼େଇ ବିଜେଡି-ବିଜେପି ଓ କଂଗ୍ରେସ ଭିତରେ ଚାଲିଥିଲା । ସାଧାରଣ ନିର୍ବାଚନ ପୂର୍ବ



ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

Bhagyaprabha News Bureau | ଅପରାଧ | ବାଲେଶ୍ବର | 2982 | Read...

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ବାଲେଶ୍ବର ସୋର ଥାନା ତେଣ୍ଟିଇ ଗ୍ରାମ ପଞ୍ଚାୟତ ବେହେରା ସାହିରେ ଅଭାବନୀୟ କାଣ୍ଡ ଘଟିଛି । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସାହିର ଜୟକୃଷ୍ଣ ମଲ୍ଲିକ । ହତ୍ୟାକାରୀ ପୁଅ ଶରତ ମଳିକ ଘଟଣାସ୍ଥଳର



ଶେଷ ପର୍ଯ୍ୟାୟରେ 'ଚନ୍ଦ୍ରଯାନ-୨' ପ୍ରସ୍ତୁତି

Bhagyaprabha News Bureau | ଦେଶଦୁନିଆ | | 2981 | Read...

ଶେଷ ପର୍ଯ୍ୟାୟରେ 'ଚନ୍ଦ୍ରଯାନ-୨' ପ୍ରସ୍ତୁତି

ବହୁ ପ୍ରତୀକ୍ଷିତ 'ଚନ୍ଦ୍ରଯାନ-୨' ଆସନ୍ତାକାଲି ଉତ୍‌କ୍ଷେପଣ ହେବ। ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଇସ୍ରୋ ଏହାକୁ ଲଞ୍ଚ୍‌ କରିବ। ଏନେଇ ‌ସମସ୍ତ ପ୍ରକାରର ପ୍ରସ୍ତୁତି ସରିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।ଏଥର 'ଚନ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: