Bhagyaprabha News Bureau : News


ମାଟ୍ରିକ୍ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ପ୍ରସ୍ତୁତି

Bhagyaprabha News Bureau | ଶିକ୍ଷା | | 470 | Read...

ମାଟ୍ରିକ୍ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ପ୍ରସ୍ତୁତି

ଫେବ୍ରୁୟାରି ୨୨ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପ୍ରଶ୍ନପତ୍ର ସବୁ ଆଜି ସୁଦ୍ଧା ସମସ୍ତ ନୋଡାଲ ସେଣ୍ଟ



ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଆରମ୍ଭ

Bhagyaprabha News Bureau | ଦେଶଦୁନିଆ | | 469 | Read...

ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଆରମ୍ଭ

କାଶ୍ମୀର ପୁଲୱାମାରେ ଘଟିଥିବା ଆତଙ୍କୀ ବିସ୍ଫୋରଣରେ ସିଆରପିଏଫର ୪୨ ଜଣ ଯବାନ ସହିଦ ହୋଇଥିବା ଘଟଣାରେ ଆଜି ସର୍ବଦଳୀୟ ବୈଠକ ଡକା ଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ବୈଠକ ଦିଲ୍ଲୀ ସଂସଦ ଭବନରେ ସ୍ବରାଷ୍ଟ୍ର ମ



ଖେମୁଣ୍ଡି ମହାବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 468 | Read...

ଖେମୁଣ୍ଡି ମହାବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟର ବାର୍ଷିକୋତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ମୁରଲୀଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ସ



ଆଇଟିଆର୍‌ରେ ଉଦ୍‌ଘାଟିତ ହେଲା ଆନ୍ତର୍ଜାତିକ ସମ୍ମିଳନୀ

Bhagyaprabha News Bureau | ଶିକ୍ଷା | | 467 | Read...

ଆଇଟିଆର୍‌ରେ ଉଦ୍‌ଘାଟିତ ହେଲା ଆନ୍ତର୍ଜାତିକ ସମ୍ମିଳନୀ

ଭାରତରେ ଇସ୍ରୋ ବର୍ତ୍ତମାନ ସୁଦ୍ଧା ୪୯ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିଛି। ସାଧାରଣ ଲୋକଟିଏ ଆଜି ଲେଖିବା ଓ ପଢିବା ଜାଣିନଥିଲେ ବି ଜ୍ଞାନକୌଶଳକୁ ବ୍ୟବହାର କରିପାରୁଛି। ଜ୍ଞାନକୌଶଳରେ ଯୁବଶକ୍ତିକୁ ଆହୁରି ଅଧିକ କ



ପୁଲୱାମା ଆତଙ୍କୀ ଆକ୍ରମଣକୁ ଦୃଢ ନିନ୍ଦା କଲେ ଜନ ବୋଲ୍ଟନ

Bhagyaprabha News Bureau | ଦେଶଦୁନିଆ | | 466 | Read...

ପୁଲୱାମା ଆତଙ୍କୀ ଆକ୍ରମଣକୁ ଦୃଢ ନିନ୍ଦା କଲେ ଜନ ବୋଲ୍ଟନ

ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଦୁନିଆର ସମସ୍ତ ଦେଶ ପାକିସ୍ତାନକୁ ନିନ୍ଦା କରିବା ସହିତ ଭାରତକୁ ଯଥା ସମ୍ଭବ ସହେଯାଗ କରିବା ପାଇଁ କହିଛନ୍ତି । ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଶକ ଜନ ବୋଲ୍ଟନ ଭା



ବ୍ରେକ ଡାଉନ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

Bhagyaprabha News Bureau | ଦେଶଦୁନିଆ | | 465 | Read...

  ବ୍ରେକ ଡାଉନ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସେମି ହାଇସ୍ପିଡ୍‌ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ର(ଟ୍ରନ୍‌ ୧୮)ର ଶୁଭ ଉଦଘାଟନ କରିଥିଲେ ତାହା ଉଦ୍‌ଘାଟନର ପରଦିନ ଅର୍ଥାତ ଶନିବାର ଦିନ ବାରାଣସୀରୁ ଦିଲ୍ଲୀ ଆସିବା ସମୟରେ



ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପ୍ରତିଶୋଧର ନିଆଁ! ମୋଦି କହିଲେ, ଭୁଲ କରିଛନ୍ତି ଆତଙ୍କବାଦୀ, ଦେବାକୁ ହେବ ବହୁ ମୂଲ୍ୟ

Bhagyaprabha News Bureau | ଦେଶଦୁନିଆ | | 464 | Read...

ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପ୍ରତିଶୋଧର ନିଆଁ! ମୋଦି କହିଲେ, ଭୁଲ କରିଛନ୍ତି ଆତଙ୍କବାଦୀ, ଦେବାକୁ ହେବ ବହୁ ମୂଲ୍ୟ

ପୁଲୱାମା ଆତଙ୍କବାଦୀ ହମଲା ଘଟଣାକୁ ସାରା ଦେଶରେ ବିରୋଧ । ପାକିସ୍ତାନ ସରକାରକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀଙ୍କ



ଚିକିତ୍ସା ସାରି ଦେଶକୁ ଫେରିଲେ ଇଫ୍ରାନ ଖାନ, ଆରମ୍ଭ କରିବେ ସୁଟିଂ କାର୍ଯ୍ୟ

Bhagyaprabha News Bureau | ମନୋରଞ୍ଜନ | | 463 | Read...

ଚିକିତ୍ସା ସାରି ଦେଶକୁ ଫେରିଲେ ଇଫ୍ରାନ ଖାନ, ଆରମ୍ଭ କରିବେ ସୁଟିଂ କାର୍ଯ୍ୟ

ଅଭିନେତା ଇଫ୍ରାନ୍‌ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଇଫ୍ରାନ ବିଦେଶରୁ ନିଜର କର୍କଟ ଚିକିତ୍ସା ସାରି ଏବେ ଭାରତ ଫେରିଛନ୍ତି। ସେ ଏବେ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେ



ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ‘ଏନ୍‌ଆଇଏ’ର ତଦନ୍ତ ଆରମ୍ଭ, ୭ ଅଟକ

Bhagyaprabha News Bureau | ଦେଶଦୁନିଆ | | 462 | Read...

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ‘ଏନ୍‌ଆଇଏ’ର ତଦନ୍ତ ଆରମ୍ଭ, ୭ ଅଟକ

ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ଘଟଣା ‘ଏନ୍‌ଆଇଏ’ ଦ୍ୱାରା ତଦନ୍ତ ଆରମ୍ଭ ହୋଇ ଯାଇଛି। ଏହି ଘଟଣା ସହିତ ସଂପୃକ୍ତ ସନ୍ଦେହରେ ତଦନ୍ତକାରୀ ଟିମ୍‌ ଶୁକ୍ରବାର ୭ ଜଣଙ୍କୁ ଅଟକ ରଖି ପଚର



ଦିଲ୍ଲୀରେ ପହଞ୍ଚିଲା ସହିଦଙ୍କ ମରଶରୀର: ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଓ ତିନି ବାହିନୀର ମୁଖ୍ୟ ଜଣାଇଲେ ଶେଷ ସମ୍ମାନ

Bhagyaprabha News Bureau | ଦେଶଦୁନିଆ | | 461 | Read...

ଦିଲ୍ଲୀରେ ପହଞ୍ଚିଲା ସହିଦଙ୍କ ମରଶରୀର: ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଓ ତିନି ବାହିନୀର ମୁଖ୍ୟ ଜଣାଇଲେ ଶେଷ ସମ୍ମାନ

ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ୩୮ ସିଆର୍‌ପିଏଫ୍‌ ଯବାନଙ୍କ ମରଶରୀର ଶ୍ରୀନଗରରୁ ଆସି ନୂଆଦିଲ୍ଲୀର ପାଲାମ୍‌ ବିମାନ ବନ୍ଦରରେ ପହଞ୍ଚିଛି। ଏଠାରୁ ସହିଦ ଯବାନଙ୍କ ମରଶରୀରକୁ ସେମାନଙ୍କ ଘରକୁ ପଠାଯି



କାଲି ଗାଁ ମଶାଣିରେ ଜଳିବ ଦୁଇ ସହିଦ୍‌ଙ୍କ ଚିତା

Bhagyaprabha News Bureau | ଦେଶଦୁନିଆ | | 460 | Read...

କାଲି ଗାଁ ମଶାଣିରେ ଜଳିବ ଦୁଇ ସହିଦ୍‌ଙ୍କ ଚିତା

ଯେଉଁ ଗାଁରେ ଜନ୍ମ ହୋଇ ଜୀବନକୁ ଦେଖିଥିଲେ, ସେଇଠି ଜଳିବ ଜୁଈ। ପୁଲ୍‌ୱାମାରେ ସହିଦ୍‌ ହୋଇଥିବା ୨ ଓଡ଼ିଆ ବୀର ଯବାନଙ୍କ ମରଶରୀର ଆଜି ରାତି ଗୋଟାଏ ବେଳେ ଫେରିବ ଭୁବନେଶ୍ୱର ବିମାନବନ୍ଦରକୁ ଆଉ ସେଠାରୁ ଯିବ ସେମାନଙ୍କ ଗାଁକୁ।



ପ୍ରଧାନମନ୍ତ୍ରୀ ମୋଦି ସେନାକୁ କହିଲେ – ୪୪ ବଦଳ ରେ ପାକିସ୍ତାନ ର ୪ ହଜାର ଙ୍କୁ ମାର …ଗୁଳିର କୌଣସି ହିସାବ ନେବିନାହିଁ…

Bhagyaprabha News Bureau | ଦେଶଦୁନିଆ | | 459 | Read...

ପ୍ରଧାନମନ୍ତ୍ରୀ ମୋଦି ସେନାକୁ କହିଲେ – ୪୪ ବଦଳ ରେ ପାକିସ୍ତାନ ର ୪ ହଜାର ଙ୍କୁ ମାର …ଗୁଳିର କୌଣସି ହିସାବ ନେବିନାହିଁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କୀ ହମଲା କୁ ନେଇ କହିଛନ୍ତି ଯେ ପାକିସ୍ତାନ ଭୁଲି ଯାଉଛି ଯେ ନୂଆ ନୀତି ରେ ଭାରତ ଚାଲିଛି | ଆତଙ୍କବାଦୀ କରିଥିବା ଆକ୍ରମଣ ର ସଜା ଭୋଗିବା ପାଇଁ ପଡିବ |ଆତଙ୍କବାଦୀ କରିଥିବା କାମ ର ପୁରା ହି




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: