Bhagyaprabha News Bureau : News


'ଉଡାଣ-୩'ରେ ସ୍ଥାନ ପାଇଲା ଝାରସୁଗୁଡ଼ା ବିମାନ ବନ୍ଦର

Bhagyaprabha News Bureau | ଓଡ଼ିଶା | ଝାରସୁଗୁଡ଼ା | 2948 | Read...

'ଉଡାଣ-୩'ରେ ସ୍ଥାନ ପାଇଲା ଝାରସୁଗୁଡ଼ା ବିମାନ ବନ୍ଦର

ଭାରତ ସରକାରଙ୍କ 'ଉଡାନ-୩' ଯୋଜନାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଦେଶର ୫ଟି ସଫଳ 'ଉଡାଣ' ବିମାନବନ୍ଦରରେ ସାମିଲ କରାଯାଇଛି । ବର୍ଷ ୨୦୧୮ରେ ଆରମ୍ଭ ହୋଇଥିବା 'ଉଡାଣ-୩' ଯୋଜନା ମାଧ୍ୟମରେ ଦେଶର ଦେଶର ଅନେକ ଗୁଡ଼



ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେବ 'ଦ ଲାୟନ କିଙ୍ଗ୍‌'

Bhagyaprabha News Bureau | ମନୋରଞ୍ଜନ | | 2947 | Read...

ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେବ 'ଦ ଲାୟନ କିଙ୍ଗ୍‌'

ଫିଲ୍ମ ଫ୍ରାଇଡେରେ ବଡ ପରଦାର ଧମାଲ କରିବ ବଲିଉଡ ଫିଲ୍ମ 'ଦ ଲାୟନ କିଙ୍ଗ୍‌'। ଫିଲ୍ମରେ ଜଙ୍ଗଲର ରାଜା ମୁଫାସା ଓ ତାଙ୍କ ପୁଅ ସିମ୍ବାର କାହାଣୀ ଦେଖିବାକୁ ମିଳିବ । ହିନ୍ଦୀ ସଂସ୍କରଣରେ ଭଏସ ଦେଇଛନ୍ତି ଶାହାରୁଖ ଓ ଆର‌ିୟନ୍ ।



ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ନିର୍ବାଚନୀ ପ୍ରଚାର ଓ ରୋଡ ସୋ

Bhagyaprabha News Bureau | ରାଜନୀତି | କେନ୍ଦ୍ରାପଡ଼ା | 2940 | Read...

ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ନିର୍ବାଚନୀ ପ୍ରଚାର ଓ ରୋଡ ସୋ

ଦିନକ ପରେ ଶେଷହେବ ପାଟକୁରା ନିର୍ବାଚନ ପ୍ରଚାରପାଇଁ ଗତକାଲି ପ୍ରଚାର ମଇଦାନକୁ ଓଲ୍ଲାଇଥିଲେ ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ! ହେଲିକାପ୍ଟର ଯୋଗେ ବାରିମୁଳ ପଡିଆଠାରେ ଉଲ୍ଲାହିବା ପରେ ସୋତନ୍ର୍ତ ହାଇଟେକ ବସ୍ ଯୋଗେ ନବି



ଅଗଷ୍ଟ ୨ରେ ହେବ ଅଯୋଧ୍ୟା ଜମି ବିବାଦର ଶୁଣାଣୀ- ସୁପ୍ରମକୋର୍ଟ

Bhagyaprabha News Bureau | ଦେଶଦୁନିଆ | | 2939 | Read...

ଅଗଷ୍ଟ ୨ରେ ହେବ ଅଯୋଧ୍ୟା ଜମି ବିବାଦର ଶୁଣାଣୀ- ସୁପ୍ରମକୋର୍ଟ

ସୁପ୍ରମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣୀ କରି କୋର୍ଟ ଆଜି ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅଗଷ୍ଟ ୨ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାରେ ପୁଣି ହେବ ଶୁଣାଣି । ଆଜି ମଧ୍ୟସ୍ଥତା କମିଟି ସୁପ୍ରିମକୋର୍ଟ



କୁଳଭୂଷଣ ମାମଲାର ଭାରତ ଆଇନଗତ ଲଢେଇ କରି ପାରିବ - ଆଇସିଜେ

Bhagyaprabha News Bureau | ଦେଶଦୁନିଆ | | 2938 | Read...

କୁଳଭୂଷଣ ମାମଲାର ଭାରତ ଆଇନଗତ ଲଢେଇ କରି ପାରିବ - ଆଇସିଜେ

ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି ପାକିସ୍ତାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଏତିରେ ରୋକ୍ ଲଗାଇଛନ୍ତି। । କୋର୍ଟ



ପୁଣି ତାତିଲେ ମାଓବାଦୀ

Bhagyaprabha News Bureau | ଅପରାଧ | ମାଲକାନଗିରି | 2937 | Read...

ପୁଣି ତାତିଲେ ମାଓବାଦୀ

ମାଲକାନଗିରି ଜିଲା ସୀମାନ୍ତରେ ଥିବା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ମାତିଛନ୍ତି। ରାଲେଗଡ଼ା ପଞ୍ଚାୟତ ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶର ବୀରବରମ ଗ୍ରାମରେ ମାଓବାଦୀମାନେ ଗୁରୁବାର ଭୋର ସମୟରେ ଦୁଇ ଜଣଙ୍କୁ ହତ୍ୟା



ଆଜିଠୁ ୩ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

Bhagyaprabha News Bureau | ଓଡ଼ିଶା | | 2936 | Read...

ଆଜିଠୁ ୩ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ବଙ୍ଗୋପସାଗର ଉପରେ ଓଡିଶା ଉପକୂଳକୁ ଲାଗି ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ୪୮ ଘଂଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ଆଜିଠୁ ୩ ଦିନ ଧରି ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।



ଆଜି ସରିବ ପାଟକୁରା ନିର୍ବାଚନୀ ପ୍ରଚାର

Bhagyaprabha News Bureau | ରାଜନୀତି | କେନ୍ଦ୍ରାପଡ଼ା | 2935 | Read...

ଆଜି ସରିବ ପାଟକୁରା ନିର୍ବାଚନୀ ପ୍ରଚାର

ପାଟକୁରା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ପ୍ରଚାରର ଶେଷ ଦିନ ହୋଇଥିବାରୁ ୩ ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ଆଜି ଜୋରସୋରରେ ପ୍ରଚାର କରିବେ। ଘର ଘର ବୁଲି ଭୋଟ ମାଗିବାକୁ ଚେଷ୍ଟା କରିବେ।ବିଜେପିର ହେଭିଓ୍ୱେଟ ନ



ପ୍ରକାଶ ପାଇବ +୩ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ

Bhagyaprabha News Bureau | ଶିକ୍ଷା | | 2934 | Read...

ପ୍ରକାଶ ପାଇବ +୩  ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ୩ ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ। ସ୍ୱୟଂଶାସିତ କଲେଜ,ସେଲ୍ଫ୍‌ ଫାଇନାନସିଂ(ଡିଗ୍ରୀ) କଲେଜରେ ନାମ ଲେଖାଇବା ପାଇଁ ସକାଳ ୧୧ ଟାରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ଯୋଗ୍ୟ



ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 2933 | Read...

ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଆରମ୍ଭ ହେବ। ସାରା ରାଜ୍ୟରେ ୩୩ଟି କେନ୍ଦ୍ରରେ ହେବ ଏଗ୍‌ଜାମ। ସକାଳ ୧୦ଟାରୁ ଅପରାହ୍‌ଣ ୧ଟା ପର୍ଯ୍



ପାଟକୁରା ପ୍ରଚାର ମୈଦାନରେ ନବୀନ

Bhagyaprabha News Bureau | ରାଜନୀତି | କେନ୍ଦ୍ରାପଡ଼ା | 2925 | Read...

ପାଟକୁରା ପ୍ରଚାର ମୈଦାନରେ ନବୀନ

ଆସନ୍ତାକାଲି ପାଟକୁରା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ୨୦ ତାରିଖ ହେବ ଭୋଟ ଗ୍ରହଣ । ଏଥିପାଇଁ ନେତାଙ୍କ ଆଖିରୁ ନିଦ ହଜିଯାଇଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର ଲାଗିପଡିଛନ୍ତି ୩ ପ୍ରମୁଖ ଦଳର ଷ୍ଟାର ପ୍ରଚ



ଓଡିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ରମନ୍ତ୍ରୀଙ୍କ ଚିଠି

Bhagyaprabha News Bureau | ଦେଶଦୁନିଆ | ଗଞ୍ଜାମ | 2920 | Read...

ଓଡିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଦୁବାଇରେ ଅଟକି ରହିଥିବା ଗଞ୍ଜାମ ଜିଲ୍ଲାର ୧୮ ଜଣ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କରଙ୍କ ହସ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: