Bhagyaprabha News Bureau : News


ବିହାରରେ ରାସ୍ତା କଡରେ ପାଠ ପଢିଲେ ଛାତ୍ରଛାତ୍ରୀ

Bhagyaprabha News Bureau | ଦେଶଦୁନିଆ | | 3848 | Read...

ବିହାରରେ ରାସ୍ତା କଡରେ ପାଠ ପଢିଲେ ଛାତ୍ରଛାତ୍ରୀ

ବର୍ଷା ପାଇଁ ଜନସାଧାରଣ ନାନା ପ୍ରକାରର ଅସୁବିଧାର ସମ୍ମୁଖିନ ହେବାର ଆମେ ଦେଖିଛେ କିନ୍ତୁ ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିହାରର ରାଜଧାନୀ ପାଟଣାର ଏକ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହ



ନିଜର ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ତିନି କିମି ଚାଲିଲେ ଗର୍ଭବତୀ

Bhagyaprabha News Bureau | ବିଶେଷ | କେନ୍ଦୁଝର | 3847 | Read...

ନିଜର ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ତିନି କିମି ଚାଲିଲେ ଗର୍ଭବତୀ

ନିଜର ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖା ଦେବାରୁ ଜଣେ ମହିଲାଙ୍କୁ ଚାଲିଚାଲି ଗ୍ରାମଠାରୁ ପାଖାପାଖି ତିନି କି.ମି. ଯିବାକୁ ପଡିଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଧୀନ ଅନେକ ଗ୍ରାମକୁ ଆଜିଯାଏ ପକା ରାସ୍ତା ହୋଇ ପାରି ନାହିଁ



ପ୍ରଥମ ରାଫେଲ ଲଢୁଆ ବିମାନ ଗ୍ରହଣ ଉପରେ ମୋହର ଲଗାଇଲା ଭାରତ

Bhagyaprabha News Bureau | ଦେଶଦୁନିଆ | | 3846 | Read...

 ପ୍ରଥମ ରାଫେଲ ଲଢୁଆ ବିମାନ ଗ୍ରହଣ ଉପରେ ମୋହର ଲଗାଇଲା ଭାରତ

ଭାରତୀୟ ବାୟୁସେନା ଆଜି ପ୍ରଥମ ରାଫେଲ ବିମାନକୁ ଗ୍ରହଣରେ ମୋହର ମାରିଛି । ପ୍ୟାରିସ ଠାରେ ଏହାକୁ ଏୟାର ମାର୍ସାଲ ଡେପୁଟୀ ଚିଫ ଭିଆର ଚୌଧୁରୀ ଏହି ରାଫେଲବିମାନକୁ ପ୍ରାୟ ଏକ ଘଣ୍ଟା ଉଡାଇଥିଲେ ଏହାପରେ ସେ ଗ୍ରହଣ କରିଛନ୍ତି ଓ ଏ



ବିଜେପିର ସେବା ସପ୍ତାହ ଉଦଯାପିତ, ମେଡିକାଲରେ ଫଳ ବଣ୍ଟନ କଲେ କର୍ମୀ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3845 | Read...

ବିଜେପିର ସେବା ସପ୍ତାହ ଉଦଯାପିତ, ମେଡିକାଲରେ ଫଳ ବଣ୍ଟନ କଲେ କର୍ମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଚାଲିଥିବା “ସେବା ସପ୍ତାହ” ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି କ୍ରମରେ ହିଞ୍ଜିଳି ଠାରେ ଶୁକ୍ରବାର ଦିନ ବିଜେପି ତରଫରୁ ସେବା ସପ



"ମୋ ନିବେଦନ" କାର୍ଯ୍ୟକ୍ରମରେ ଅଫିସର୍ ଶୁଣିଲେ ଲୋକଙ୍କ ସମସ୍ୟା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 3844 | Read...

ପଞ୍ଚାୟତ ସ୍ତର ରେ ଲୋକଙ୍କ ବିଭିନ୍ନ ସମସ୍ୟା ରହିଛି ଅଭିଯୋଗ ଶୁଣି ଏହି ସବୁର ସମାଧାନ କରିବା ପାଇଁ ବ୍ଲକ୍ ସ୍ତରୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇ "ମୋ ନିବେଦନ" ନାମ ରେ ଏହି କାର୍ଯ୍ୟକ୍ର



ଦକ୍ଷିଣ ପୂର୍ବ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ସଞ୍ଜୟ କୁମାର ମହାନ୍ତି

Bhagyaprabha News Bureau | ଦେଶଦୁନିଆ | | 3840 | Read...

ଦକ୍ଷିଣ ପୂର୍ବ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ସଞ୍ଜୟ କୁମାର ମହାନ୍ତି

କଲିକତାସ୍ଥିତ ଦକ୍ଷିଣ ପୂର୍ବ ରେଳପଥର ନୂତନ ମହାପ୍ରବନ୍ଧକ ଭାବେ ଶ୍ରୀ ସଞ୍ଜୟ କୁମାର ମହାନ୍ତି ଯୋଗଦାନ କରିଛନ୍ତି । ଏହା ପୁର୍ବରୁ ଶ୍ରୀ ମହାନ୍ତି ରେଳବାଇ ବୋର୍ଡରେ ଟ୍ରାଫିକ ଟ୍ରାନ୍ସପୋର୍ଟେସନର ପ୍ରିନ୍ସପାଲ ଏକଜୁକିଟିଭ



ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ଗଞ୍ଜାମ | 3837 | Read...

ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଗଂଜାମ ଜିଲ୍ଲା ସୋରଡା ଥାନା ପାଟପଲି ଗାଁ ନିକଟରେ ଥିବା ବାଉଁଶିଆ ଜଙ୍ଗଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରୀ ଜଣକ ଗାଗଂପୁର ଥାନା ଗୁଣ୍ଡୁରିବାଡିର ସନ୍ତୋଷିନୀ ଗୌଡ ବୋଲି ଜଣାପଡିଛି । ସୁଚନାଯୋଗ



ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ବୁଝାମଣା ସ୍ୱାକ୍ଷରିତ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 3836 | Read...

ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ ପାଇଁ  ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର ରେଳଷ୍ଟେସନରପୁନଃ ବିକାଶ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି Iରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ



କେବେ ଧରାପଡିବ ନର୍ସ ନିହାରିକାଙ୍କ ହତ୍ୟାକାରୀ ?

Bhagyaprabha News Bureau | ଅପରାଧ | ଖୋର୍ଦ୍ଧା | 3835 | Read...

କେବେ ଧରାପଡିବ ନର୍ସ ନିହାରିକାଙ୍କ ହତ୍ୟାକାରୀ ?

ନିହାରିକାଙ୍କ ମୃତଦେହ ମିଳିବାର ୩ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ଧରିବା ତ ଦୂରେ ଥାଉ ମୃତଦେହ ନିହାରିକାଙ୍କର ବୋଲି ସ୍ପଷ୍ଟ କରିନି ପୋଲିସ ।ଯେଉଁଥିପାଇଁ ଆଜି ନିହାରିକା ବାପା-ମାଆଙ୍କ ଡିଏନଏ ଟେଷ୍ଟ କ



ନ୍ୟାସନାଲ ଜିଓଗ୍ରାଫିକରେ ନଜର ଆସିବେ ନବୀନ !

Bhagyaprabha News Bureau | ଦେଶଦୁନିଆ | | 3834 | Read...

ନ୍ୟାସନାଲ ଜିଓଗ୍ରାଫିକରେ ନଜର ଆସିବେ ନବୀନ !

ନ୍ୟାସନାଲ ଜିଓଗ୍ରାଫିକରେ ନଜର ଆସିବେ ନବୀନ । ନ୍ୟାସନାଲ ଜିଓଗ୍ରାଫିକ ପକ୍ଷରୁ ଏନେଇ ବିଜ୍ଞାପନ ଦିଆଯାଉଛି । ଆସନ୍ତା ସେପ୍ଟେମ୍ବର 27 ତାରିଖରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେ



ମୁଖ୍ୟମନ୍ତ୍ରୀ କହିବେ ମନର କଥା !

Bhagyaprabha News Bureau | ଓଡ଼ିଶା | | 3833 | Read...

ମୁଖ୍ୟମନ୍ତ୍ରୀ କହିବେ ମନର କଥା !

ମୋଦିଙ୍କ ପରି ରେଡିଓରେ ନିଜ ମନର କଥା କହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାର ଓଡିଶାର 10ଟି କୃଷି ବିଜ୍ଞାନ କେନ୍ଦ୍ରକୁ କମ୍ୟୁନିଟି ରେଡିଓ ପ୍ରସାରଣ ପାଇଁ ଲାଇସେନ୍ସ ଦେବାକୁ ଯାଉଛନ୍ତି । ଭଦ୍ରକ, ବାଲେଶ୍



ଗୁଗୁଲରେ ସ୍ଥାନ ପାଇବ ଓଡିଆ ଭାଷା!

Bhagyaprabha News Bureau | ଦେଶଦୁନିଆ | | 3832 | Read...

ଗୁଗୁଲରେ ସ୍ଥାନ ପାଇବ ଓଡିଆ ଭାଷା!

ଖୁବଶୀଘ୍ର ଗୁଗୁଲରେ ସ୍ଥାନ ପାଇବ ଓଡିଆ ଭାଷା । ଗୁଗୁଲ ଆସିଷ୍ଟାଣ୍ଟ ପୂର୍ବରୁ ୧୦୦ଟି ଭାଷାକୁ ସପୋର୍ଟ କରୁଥିବା ବେଳେ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ତିନି ନୂଆ ଭାଷା ଓଡିଆ, ଉର୍ଦ୍ଦୁ, ପଞ୍ଜାବୀ । ଗୁଗୁଲ ପରି ସର୍ଚ୍ଚ ଇଞ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: