Bhagyaprabha News Bureau : News


ଜାମ୍ମୁରେ ଏନକାଉଣ୍ଟର, ଆତଙ୍କବାଦୀ ଜାକିର ମୁସାରର ଘନିଷ୍ଠ ସହଯୋଗୀ ନିହତ

Bhagyaprabha News Bureau | ଅପରାଧ | | 1943 | Read...

ଜାମ୍ମୁରେ ଏନକାଉଣ୍ଟର, ଆତଙ୍କବାଦୀ ଜାକିର ମୁସାରର ଘନିଷ୍ଠ ସହଯୋଗୀ ନିହତ

ଆଜି ସକାଳୁ ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ନିରାପତ୍ତା ବଳ ମୋଷ୍ଟ୍-ଓ୍ଵାଣ୍ଟେଡ୍ ଆତଙ୍କବାଦୀ ଜାକିର ମୁସାର ଘନିଷ୍ଠ ସହଯୋଗୀ ଇଶଫକ ସୋଫିକୁ ଗୁଳିମାରି ହତ୍ୟା କରିଛନ୍ତି। ଇଶଫକ ସୋଫି ଓରଫ ଅବଦ୍ଦୁଲ୍ଲା ଭାଇ ଜମ୍ମୁ ଓ କଶ୍ମୀର ଇ



ଅଯୋଧ୍ୟା ମାମଲା: ମଧ୍ୟସ୍ଥତା କମିଟିର ରିପୋର୍ଟ ଶୁଣାଣୀ ଆଜି

Bhagyaprabha News Bureau | ଦେଶଦୁନିଆ | | 1942 | Read...

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା କମିଟିର  ରିପୋର୍ଟ ଶୁଣାଣୀ ଆଜି

ଆଜି ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ । ଖାସ୍ କଥା ଏହା ଯେ ମାର୍ଚ୍ଚ ୮ରେ ମଧ୍ୟସ୍ଥତା ପ୍ରକ୍ରିୟା ପରେ ସର୍ବୋଚ୍ଚ ଅଦାଲତ ପ୍ରଥମ ଥର ଦେଶର ରାଜନୈତିକ ରୂପେ ସମ୍ବେଦନଶୀଳ ଏହି ମାମଲାର ଶୁଣାଣି କରିବ



ଆଇପିଏଲ : କ୍ୱାଲିଫାୟାର-୨ରେ ଚେନ୍ନାଇ - ଦିଲ୍ଲୀ ମୁକାବିଲା ଆଜି

Bhagyaprabha News Bureau | ଖେଳ | | 1941 | Read...

ଆଇପିଏଲ : କ୍ୱାଲିଫାୟାର-୨ରେ ଚେନ୍ନାଇ - ଦିଲ୍ଲୀ  ମୁକାବିଲା ଆଜି

ହାଇଦ୍ରାବାଦକୁ ହରାଇ ଆଇପିଏଲ୍‌ ଫାଇନାଲ୍ ପ୍ରବେଶ ଆଶାରେ ରହିଛି ଦିଲ୍ଲୀ କ୍ୟାପିଟାଲସ ।ଆଜି କ୍ୱାଲିଫାୟାର-୨ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ହରାଇ ପାରିଲେ ଶ୍ରେୟସ ଆୟରଙ୍କ ଦଳ ଏହି ଲକ୍ଷ୍ୟରେ ପହଞ୍ଚିପାରିବ । ଗତ ଚେପକ୍ ମ



ପରଲୋକରେ ପ୍ରଫେସର ପ୍ରମୋଦ ସାହୁ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 1940 | Read...

ପରଲୋକରେ  ପ୍ରଫେସର ପ୍ରମୋଦ ସାହୁ

ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ସାହୁଙ୍କ ଆଜି ସକାଳ ପ୍ରାୟ ୭ଟା ବେଳେ ଦେହାନ୍ତ ଘଟିଛି। ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ



ଗଞ୍ଜାମ ପୋଲିସ ର ଆଉ ଏକ ଏନକାଉଣ୍ଟର,ପୋଲିସ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ଆହାତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 1939 | Read...

ଗଞ୍ଜାମ ପୋଲିସ ର ଆଉ ଏକ ଏନକାଉଣ୍ଟର,ପୋଲିସ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ଆହାତ

ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ କିଛିଦିନର ବ୍ୟବଧାନରେ ପୁଣି ଏକ ଏନକାଉଣ୍ଟର ହୋଇଛି। ଅପରାଧୀ ଓ ପୋଲିସ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ସ୍ଵାଇଁ ଗୁରୁତର ଆହତ ହୋଇଛି। ଅପରପକ୍ଷେ ଏହି ଘଟଣ



ଗ୍ରୀଷ୍ମ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ, ୯ ସହରରେ ୪୦ ଉପରେ ପାରଦ

Bhagyaprabha News Bureau | ଓଡ଼ିଶା | | 1938 | Read...

 ଗ୍ରୀଷ୍ମ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ, ୯ ସହରରେ ୪୦ ଉପରେ ପାରଦ

ଫନି ପର ଦିନଠୁ ସାରା ରାଜ୍ୟରେ ଗରମ ଗୁଳୁଗୁଳି ବଢ଼ିବାରେ ଲାଗିଛି। ଅନେକ ସହରର ତାମପାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଉଛି।ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ଆଜି ଦିନ ୧୧ଟା ସୁଦ୍ଧା ୯ଟି ସହରର ତାପମାତ୍ରା ୪୦ଡି



ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିଲା ଟ୍ରକ୍

Bhagyaprabha News Bureau | ଅପରାଧ | କଳାହାଣ୍ଡି | 1937 | Read...

 ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିଲା ଟ୍ରକ୍

କଳାହାଣ୍ଡି ୧୬ ନମ୍ବର ରାଜ୍ୟ ରାଜପଥ ତୁରକେଲ ବ୍ରିଜ ନିକଟରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ନଦୀରେ ଖସିପଡିଛି ଟ୍ରକ୍ । ଟ୍ରକର ଡ୍ରାଇଭର ଓ ହେଲପର ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ କ



ହାଇଦ୍ରାବାଦକୁ ହରାଇ ଦ୍ବିତୀୟ କ୍ବାଲିଫାୟରରେ ସ୍ଥାନ ସୁରକ୍ଷିତ କଲା ଦିଲ୍ଲୀ

Bhagyaprabha News Bureau | ଖେଳ | | 1936 | Read...

  ହାଇଦ୍ରାବାଦକୁ ହରାଇ ଦ୍ବିତୀୟ କ୍ବାଲିଫାୟରରେ ସ୍ଥାନ ସୁରକ୍ଷିତ କଲା ଦିଲ୍ଲୀ

ବୁଧବାରର ନାଟକୀୟ ଏଲିମିନେଟର ମୁକାବିଲାରେ ଦିଲ୍ଲୀ ରୋମାଞ୍ଚକର ଭାବେ ୨ ୱିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦ୍ବିତୀୟ କ୍ବାଲିଫାୟରରେ ସ୍ଥାନ ସୁରକ୍ଷିତ କରି ନେଇଛି। ଦ୍ବିତୀୟ କ୍ବାଲିଫାୟର ଶୁକ୍ରବାର ଖେଳାଯ



୧୨ତାରିଖ ସୁଦ୍ଧା ଭୁବନେଶ୍ୱରରେ ସରିବ ବିଦ୍ୟୁତ ଯୋଗାଣ କାର୍ଯ୍ୟ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 1935 | Read...

୧୨ତାରିଖ ସୁଦ୍ଧା ଭୁବନେଶ୍ୱରରେ ସରିବ ବିଦ୍ୟୁତ ଯୋଗାଣ କାର୍ଯ୍ୟ

ଆସନ୍ତା ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରର ବିଦ୍ୟୁତ ଯୋଗାଣ କାମ ସଂପୂର୍ଣ୍ଣ ହେବ। ଏହାସହ ପୁରୀରେ ୧୨ତାରିଖରୁ ବିଦ୍ୟୁତ ଯୋଗାଣ କାମ ଆରମ୍ଭ ହେବ। କିନ୍ତୁ ପୁରୀରେ କାମ ସଂପୂର୍ଣ୍ଣ ହେବାକୁ ବେଶ କିଛି ଦିନ ଲାଗିଯିବ। ବର୍ତ୍ତମା



ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର

Bhagyaprabha News Bureau | ରାଜନୀତି | | 1934 | Read...

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର

ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର କାର୍ଯ୍ୟ । ଆସନ୍ତା ରବିବାର ୧୨ ତାରିଖ ଦିନ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ମତଦାନ ହେବ।ବିଭ



କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୫ ଶ୍ରମିକ ଜୀବନ୍ତ ଦଗ୍ଧ

Bhagyaprabha News Bureau | ଦେଶଦୁନିଆ | | 1933 | Read...

କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୫ ଶ୍ରମିକ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ଉରୁଲିର ଦେଭାଚି ଗାଁ ନିକଟରେ ଥିବା ଏକ କପଡ଼ା ଗୋଦାମରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୋଦାମରେ କାର୍ଯ୍ୟ କରୁଥି



ଶୁଟିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

Bhagyaprabha News Bureau | ଓଡ଼ିଶା | | 1932 | Read...

ଶୁଟିଂ ପ୍ରତିଯୋଗିତାରେ  ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

ଓଡିଶାର ନାମ ରଖିଲେ ଓଡିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ।ଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓଡ଼ିଶା ତଥା ସମଗ୍ର ଭାରତ ପାଇଁ ଗୌରବ ଆଣିଦେଇଛନ୍ତି। ଚେକ୍‌ ରିପବ୍ଲିକ ଗ୍ରାଁପି ଲିବରେଶନ ଶୁଟିଂ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: