Bhagyaprabha News Bureau : News


ଆଜି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

Bhagyaprabha News Bureau | ରାଜନୀତି | କେନ୍ଦୁଝର | 1519 | Read...

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାଜ୍ୟରେ ବାକି ୩ ପର୍ଯ୍ୟାୟ ଭୋଟ୍ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା



ବିଜେପିର ଫୋକସରେ ଓଡିଶା, ଆସନ୍ତାକାଲି କେନ୍ଦୁଝର ଆସିବେ ଶାହା

Bhagyaprabha News Bureau | ରାଜନୀତି | କେନ୍ଦୁଝର | 1518 | Read...

ବିଜେପିର ଫୋକସରେ ଓଡିଶା, ଆସନ୍ତାକାଲି କେନ୍ଦୁଝର ଆସିବେ ଶାହା

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଯାଇଥିବା ବେଳେ ଏବେ ସମସ୍ତଙ୍କ ଫୋକସରେ ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ଦୁଇ ଶୀର୍ଷ ନେତା ମୋଦି-ଶାହା । ଆସନ୍ତାକାଲ



ନିର୍ବାଚନୀ ହିଂସାରେ ୧ ମୃତ

Bhagyaprabha News Bureau | ଅପରାଧ | | 1517 | Read...

ନିର୍ବାଚନୀ ହିଂସାରେ ୧ ମୃତ

.ରାଜ୍ୟରେ ରାଜନୈତିକ ହିଂସା ଦେଖାଯାଇଛି । ଆଜି ନିର୍ବାଚନର ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳା ସହ ମତଦାନ ପାଳନ ହୋଇଥିବା ବେଳେ ମତଦାନ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ହିଂସାକାଣ୍ଡରେ ୱାଇଏସଆରସିପି ଓ ଅନନ୍ତପୁର ଠାର



ବିଜେପି କର୍ମୀ ଙ୍କ ଭଞ୍ଜନଗର ଥାନା ଘେରାଉ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1516 | Read...

 ବିଜେପି କର୍ମୀ ଙ୍କ ଭଞ୍ଜନଗର ଥାନା ଘେରାଉ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ଦେଖା ଦେଇଛି ନିର୍ବାଚନୀ ହିଂସା।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରୁ ଲଢ଼ୁଥିବା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଙ୍କ ଭଣଜା ଙ୍କୁ ହୋଇଛି ଆକ୍ରମଣ।ଆସନ୍ତା କାଲି ବିଳମ୍ବିତ ରାତ୍ର ରେ



କାଜୁ ଜଙ୍ଗଲ ରୁ ମୃତ ଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ଗଞ୍ଜାମ | 1515 | Read...

କାଜୁ ଜଙ୍ଗଲ ରୁ ମୃତ ଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କମସର ଗ୍ରାମ ରେ କାଜୁ ଜଙ୍ଗଲ ମଧ୍ୟରେ ଯୁବକ ଯୁବତୀ ଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର।ପ୍ରେମ ବ୍ୟାପାର କାରଣ ଯୋଗୁଁ ଏହି ଆତ୍ମହତ୍ୟା ହୋଇଥିବା ଅନୁମାନ କରାଯାଉଛି



ଆମେଠୀରୁ ପାର୍ଥୀ ପତ୍ର ଦାଖଲ କଲେ ସ୍ମୃତି ଇରାନୀ

Bhagyaprabha News Bureau | ରାଜନୀତି | | 1514 | Read...

ଆମେଠୀରୁ ପାର୍ଥୀ ପତ୍ର ଦାଖଲ କଲେ ସ୍ମୃତି ଇରାନୀ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗଡ଼ ଅମେଠିରେ ଗୁରୁବାର ବିଜେପି ପ୍ରାର୍ଥିନୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିଶାଳ ରୋଡ଼ ଶୋ'ରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅମେଠି ଲୋକସଭା ଆସନରୁ ସ୍ମୃତି ଇରାନୀ ଦ୍



ଭଞ୍ଜନଗରରେ ରାଜନୈତିକ ହିଂସା

Bhagyaprabha News Bureau | ଅପରାଧ | ଗଞ୍ଜାମ | 1513 | Read...

ଭଞ୍ଜନଗରରେ ରାଜନୈତିକ ହିଂସା

ଗଂଜାମ ଜିଲ୍ଲାର ଭଂଜନଗର ବିଧାନ ସଭା ନିର୍ବାଚନରେ ରାଜନୈତିକ ଗଣ୍ଡଗୋଳ ଘଟିଛି । ଗତ ମଧ୍ୟ ରାତି ରେ ଭଂଜନଗର ଥାନା ତୁରୁମୁ ଗାଁ ରେ ଦୁଇ ରାଜନୈତିକ ଗୋଷ୍ଠୀ ବିଜେପି ଓ ବିଜେଡି ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଉଭୟ ଗୋ



ଟ୍ରକ କାର ମୁହାଁମୁହିଁ ; ୮ ମୃତ

Bhagyaprabha News Bureau | ଅପରାଧ | | 1512 | Read...

ଟ୍ରକ କାର ମୁହାଁମୁହିଁ ; ୮ ମୃତ

ଲକ୍ଷ୍ନୌଏକ୍ସପ୍ରେସ ୱେ ନିକଟରେ ଏଟ୍ରିଗା କାର ଓ ଟ୍ରକ ମୁହାଁମୁହିଁ ହୋଇଛନ୍ତି ।ଏହି ଦୂର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ସଡକ ଦୂର୍ଘଟଣାର ମୁଖ୍ୟକାରଣ ଗାଡି ଗୁଡିକ ଦ୍ରୁତଗତିରେ ଆସିଥିବା କାରଣରୁ ଏହି ଭଳି ଅଭାବନୀୟ ଘ



ଯୁବକଙ୍କ ଗଳା କାଟି ହତ୍ୟା

Bhagyaprabha News Bureau | ଅପରାଧ | ବାଲେଶ୍ବର | 1511 | Read...

ଯୁବକଙ୍କ ଗଳା କାଟି ହତ୍ୟା

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅଧିନ ନିଳଗିରି -ଶେରଗଡ ସାଆନ୍ତା ଛକରେ ଜଣେ ଯୁବକର ଗଳା କାଟି ଅତିନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଉତେଜିତ ହୋଇ ସୂୁଚନା ରାସ୍ତାରୋକ କରିଛନ୍ତି ।ସୁଚନା



ଚାଚା ନେହୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତଦାନ କଲେ ବିଭିନ୍ନ ପାର୍ଥୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 1510 | Read...

ଚାଚା ନେହୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତଦାନ କଲେ ବିଭିନ୍ନ ପାର୍ଥୀ

ସମଗ୍ର ଦେଶରେ ଆରମ୍ଭ ହୋଇଛି ନିର୍ବାଚନୀ ମହାକୁମ୍ଭ । ରାଜ୍ୟରେ ୪ଟି ଲୋକସଭା ଓ ୨୦ଟି ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି । ସେହିକ୍ରମରେ ଚାଚା ନେହୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮୬ନଂ



ଗୁଗଲର ଡୁଡଲ ସାହାର୍ଯ୍ୟରେ ଭୋଟରଙ୍କୁ ଅପିଲ

Bhagyaprabha News Bureau | ଦେଶଦୁନିଆ | | 1509 | Read...

ଗୁଗଲର  ଡୁଡଲ ସାହାର୍ଯ୍ୟରେ  ଭୋଟରଙ୍କୁ ଅପିଲ

ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଆଜି ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଚଂଳରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଯାଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ଅତି



ଆଜି ଓଡ଼ିଶା ସମେତ ଅନ୍ୟ ତିନୋଟି ରାଜ୍ୟରେ ଚାଲିଛି ମତଦାନ

Bhagyaprabha News Bureau | ରାଜନୀତି | | 1508 | Read...

 ଆଜି ଓଡ଼ିଶା ସମେତ ଅନ୍ୟ ତିନୋଟି ରାଜ୍ୟରେ ଚାଲିଛି ମତଦାନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସାରା ଦେଶ ହୋଇଉଠିଛି ଚଳଚଞ୍ଚଳ ।ଓଡ଼ିଶାରେ ୪ ଲୋକସଭା ସହ ୨୮ବିଧାନସଭା ଆସନ ଲାଗି ମତଦାନ ହେଉଛି।ଓଡ଼ିଶା ବ୍ୟତିତ ଆନ୍ଧ୍ର ପ୍ରଦେଶ, ସିକିମ୍, ଅରୁଣାଚଳ ପ୍ରଦେଶରେ ମଧ୍ୟ ନିର୍ବାଚନ ଆରମ୍ଭ ହୋଇଛ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: