ଗଞ୍ଜାମ : District News


ଦିଗପହଣ୍ଡି ପୋଲିସ ଉପସ୍ଥିତିରେ ୪୦ ବର୍ଷ ପରେ ସମାଜରେ ମିଶିଲେ ବାସନ୍ଦ ପରିବାର

Kiran Behera | ବିଶେଷ | ଗଞ୍ଜାମ | 12562 | Read...

ଦିଗପହଣ୍ଡି ପୋଲିସ ଉପସ୍ଥିତିରେ ୪୦ ବର୍ଷ ପରେ ସମାଜରେ ମିଶିଲେ ବାସନ୍ଦ ପରିବାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସର ଉପସ୍ଥିତିରେ ରବିବାର ଦିନ ଦିଗପହଣ୍ଡି ବ୍ଳକ ବି . ତୁରୁବୁଡି ଗ୍ରାମର ସ୍ବର୍ଗତ ଅର୍ଜୁନ ସାହୁଙ୍କ ପରିବାର ଦୀର୍ଘ ୪୦ ବର୍ଷ ଧରି ସାମାଜିକ ବାସନ୍ଦ ପରେ ଆଜି ସମାଜରେ ମିଶିଥିବା ଜଣାପଡିଛି ।



ଆଇଏସଓ ମାନ୍ୟତାରେ ସର୍ବ ପ୍ରଥମ ପାଟପୁର ଥାନା

Kiran Behera | ଓଡ଼ିଶା | ଗଞ୍ଜାମ | 12561 | Read...

ଆଇଏସଓ ମାନ୍ୟତାରେ ସର୍ବ ପ୍ରଥମ ପାଟପୁର ଥାନା

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ପାଟପୁର ଗ୍ରାମ ପରିସରରେ ଥିବା ପାଟପୁର ଥାନା ସାଧାରଣ ଜନତାଙ୍କୁ ସଠିକ ସେବା ଯୋଗାଇବା ସହ ନିଜର କର୍ତ୍ତବ୍ୟ ପରାୟଣ ଯୋଗୁଁ ସର୍ବପ୍ରଥମ ଆଇଏସଓ ର ମାନ୍ୟତା ପ୍ରାପ୍ତ ଲାଭ କରିଥ



ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ଓ ମାଲିକଙ୍କୁ ହତ୍ୟା ଧମକ ଅଭିଯୋଗ

Kiran Behera | ଅପରାଧ | ଗଞ୍ଜାମ | 12559 | Read...

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ଓ ମାଲିକଙ୍କୁ ହତ୍ୟା ଧମକ ଅଭିଯୋଗ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଗଣିଆନାଳ ଛକ ନିକଟରେ ରହିଥିବା ସତ୍ୟନାରାୟଣ ପେଟ୍ରୋଲ ପମ୍ପ ୨ କର୍ମଚାରୀଙ୍କୁ ୪ ଜଣ ଯୁବକ ମାଡ ମାରିବା ସହ ମାଲିକଙ୍କୁ ହତ୍ୟା ଧମକ ନେଇ ଶୁକ୍ରବାର ଦିନ ଦିଗପହଣ୍ଡି ଥ



କୃମି ନାଶକ ଔଷଧ ସେବନ କରି ୯ ଛାତ୍ରଛାତ୍ରୀ ଅସୁସ୍ଥ ବିଦ୍ୟାଳୟରେ ଉତ୍ତେଜନା

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 12558 | Read...

କୃମି ନାଶକ ଔଷଧ ସେବନ କରି ୯ ଛାତ୍ରଛାତ୍ରୀ ଅସୁସ୍ଥ ବିଦ୍ୟାଳୟରେ ଉତ୍ତେଜନା

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଜିଉରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶନିବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । କୃମି ନାଶକ ଔଷଧ ସେବନ ପରେ ବିଦ୍ୟାଳୟର ୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ



ଏମକେସିଜି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅଗ୍ମିକାଣ୍ଡ, ଅବ୍ୟବସ୍ଥା ନେଇ ରୋଗୀ ଓ ସମ୍ପର୍କୀୟ କ୍ଷୁବ୍ଧ

Swadhina Kumar Sahu | ବିଶେଷ | ଗଞ୍ଜାମ | 12557 | Read...

ଏମକେସିଜି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅଗ୍ମିକାଣ୍ଡ, ଅବ୍ୟବସ୍ଥା ନେଇ ରୋଗୀ ଓ ସମ୍ପର୍କୀୟ କ୍ଷୁବ୍ଧ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସୁପର ସ୍ପେସିଆଲିଷ୍ଟ ବ୍ଲକର ପଞ୍ଚମ ମହଳାରେ ଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅଗ୍ମିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଘଟିବାର କିଛି ସମୟ ମଧ୍ୟରେ ସମଗ୍ର ମହଲା ଧୂଆଁ ମୟ ହୋଇ ଯାଇଥିଲା ଏବ



ବ୍ରହ୍ମପୁର ମହାନଗର ନିଗମର ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ, ୧୮ ଗୋଟି ପ୍ରସ୍ତାବ ଗୃହୀତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12556 | Read...

ବ୍ରହ୍ମପୁର ମହାନଗର ନିଗମର ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ, ୧୮ ଗୋଟି ପ୍ରସ୍ତାବ ଗୃହୀତ

ବ୍ରହ୍ମପୁର ମହାନଗର ନିଗମର ପ୍ରଥମ କର୍ପୋରେସନ ବୈଠକ ଶୁକ୍ରବାର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡ



କୂଅରେ ପଡ଼ି ୪ ବର୍ଷର ନାବାଳିକା ମୃତ୍ୟୁ

Kiran Behera | ଅପରାଧ | ଗଞ୍ଜାମ | 12555 | Read...

କୂଅରେ ପଡ଼ି ୪ ବର୍ଷର ନାବାଳିକା ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ତାଳପଡା ଗାଁ ର ଏକ ବିଲରେ ଥିବା କୂଅରେ ପଡ଼ି ଜଣେ ନାବାଳିକାଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଆଜି ମଧ୍ୟାହ୍ନ ସମୟରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଚଷା ନ



ଫାଷ୍ଟଫୁଡ୍ ଦୋକାନରୁ ଚୋରି ମାମଲାରେ ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12554 | Read...

ଫାଷ୍ଟଫୁଡ୍ ଦୋକାନରୁ ଚୋରି ମାମଲାରେ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର ଏକ ଫାଷ୍ଟଫୁଡ୍ ଦୋକାନରୁ ବାସନକୁସନ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ମାମଲାରେ ପୋଲିସ ଅଭିଯୁକ୍ତ ବନ୍ଥପଲ୍ଲୀ ଗ୍ରାମର ପେସାଦାର ଅପରାଧୀ ପପୁ ଓରଫ ହରେଶ ଲେଙ୍କାଙ୍କୁ ଗ



ସାନଖେମୁଣ୍ଡିରେ ମୋ ବିଦ୍ୟାଳୟ ପଟ୍ଟା ବଣ୍ଟନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12553 | Read...

ସାନଖେମୁଣ୍ଡିରେ ମୋ ବିଦ୍ୟାଳୟ ପଟ୍ଟା ବଣ୍ଟନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକର ନିଜସ୍ଵ ଜମି ଖତିଆନ ପାଇଁ ବିଦ୍ୟାଳୟ ପଟ୍ଟା ବଣ୍ଟ



ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ହେଲା ଆଇନ ସଚେତନତା କାର୍ଯ୍ୟକ୍ରମ

Hari Narayan Das | ଓଡ଼ିଶା | ଗଞ୍ଜାମ | 12552 | Read...

ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ହେଲା  ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ଜିଲ୍ଲାର ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ହେଲା ଆଇନ ସଚେତନତା କାର୍ଯ୍ୟକ୍ରମ । ସ୍ଥାନୀୟ ଶ୍ରୀରାମ ନଗର ଠାରେ ସରକାରଙ୍କ ର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ,ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଉପାଦେୟିତା ଓ କାର



ଲୋକାର୍ପିତ ହେଲା ଘୋଡାହାଡ ଇକୋ ଟୁରିଷ୍ଟ ସ୍ପଟ

Kiran Behera | ଓଡ଼ିଶା | ଗଞ୍ଜାମ | 12550 | Read...

ଲୋକାର୍ପିତ ହେଲା ଘୋଡାହାଡ ଇକୋ ଟୁରିଷ୍ଟ ସ୍ପଟ

ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡାହାଡ ଠାରେ ଇକୋ ଟୁରିଷ୍ଟ ସ୍ପଟ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ମୁଖ୍ୟ ବନପ୍ରାଣୀ ବନ ସଂରକ୍ଷକ ଶଶି ପଲ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଏହାକୁ ଲୋକାର୍ପିତ କରିଥିବା ବେଳ



ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12549 | Read...

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ,ପ୍ରମୁଖ ଶାସନ ସଚିବ,ସଞ୍ଜୟ କୁମାର ସିଂ ଙ୍କ ଦ୍ଵାରା ସମୀକ୍ଷା ବୈଠକ ଅ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: