ଗଞ୍ଜାମ : District News


କମାଲ କଲେ ପ୍ରମିଳା ବିଶୋୟୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 2187 | Read...

କମାଲ କଲେ ପ୍ରମିଳା ବିଶୋୟୀ

ଆସ୍କା ସଂସଦୀୟ କ୍ଷେତ୍ରରୁ ବିଜେଡି ପାର୍ଥିନୀ ପ୍ରମିଳା ବିଶୋୟୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦି ବିଜେପିର ପାର୍ଥୀନୀ ଅନୀତା ଶୁଭଦର୍ଶୀନୀଙ୍କୁ ଭୋଟରେ ପରାସ୍ତ କରିଛନ୍ତି । ପ୍ରଥମ ଥର ପାଇଁ ବିଜେଡ



ଗଡ ଜିତିଲେ ଚିକିଟି ରାଣୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 2186 | Read...

ଗଡ ଜିତିଲେ ଚିକିଟି ରାଣୀ

ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଚିକିଟି ବିଧାନସଭା ଆସନରୁ ବିଜେଡି ପାର୍ଥିନୀ ଉଷା ଦେବୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦି ବିଜେପିର ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ୨୩୪୦୦ ଭୋଟରେ ପରାସ୍ତ କରିଛନ୍



ତୃତୀୟ ଥର ପାଇଁ ବିଜୟ ମୁୁକୁଟ ପିନ୍ଧିଲେ ପ୍ରଦୀପ ପାଣୀଗ୍ରାହୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 2185 | Read...

ତୃତୀୟ ଥର ପାଇଁ ବିଜୟ ମୁୁକୁଟ ପିନ୍ଧିଲେ ପ୍ରଦୀପ ପାଣୀଗ୍ରାହୀ

ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଗୋପାଳପୁର ବିଧାନସଭା ଆସନରୁ ପ୍ରଦୀପ ପାଣୀଗ୍ରାହୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦି ବିଜେପିର ବିଭୁତିଜେନାଙ୍କୁ ୧୨୨୦ ଭୋଟରେ ପରାସ୍ତ କରିଛନ୍ତି । ଏଠାରେ କଂଗ୍ରେ



ଭଞ୍ଜନଗର ବିଧାନସଭା ଆସନରୁ ବିଜେଡି ପାର୍ଥୀ ବିକ୍ରମ କେଶରୀ ଆରୁଖ ବିଜୟୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 2184 | Read...

ଭଞ୍ଜନଗର ବିଧାନସଭା ଆସନରୁ ବିଜେଡି ପାର୍ଥୀ ବିକ୍ରମ କେଶରୀ ଆରୁଖ ବିଜୟୀ

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନୀ ମଣ୍ଡଳରେ ଆଜି ବିଜେଡି ଦଳ ର ବିଧାୟକ ପାର୍ଥି ବିକ୍ରମ କେଶରୀ ଆରୁଖ ତାଙ୍କର ପ୍ରତିଦ୍ବନ୍ଦୀ ବିଜେପି ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ପରାସ୍ତ କରି 8378 ଭୋଟ ରେ ବିଜୟୀ ଲା



ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ବିଜୟୀ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 2181 | Read...

ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ବିଜୟୀ

ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ପୁଣି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦି ବିଜେପି ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କୁ ୨୨ ହଜାର ୭୭ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେ



ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2179 | Read...

ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଗୁଳି ମାଡ଼ରେ ଗୁରୁତର ହୋଇଥିବା ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ମନୋଜଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ମନୋଜଙ୍କୁ ପ୍ରଥମେ ବ୍ରହ୍ମପୁର ପରେ



ଆସିକା ବିଧାୟକ ପ୍ରାର୍ଥୀଙ୍କ ଉପରକୁ ଦୁବୁର୍ତ୍ତ ଙ୍କ ଗୁଳିମାଡ଼,ଗୁରୁତର ଅବସ୍ଥାରେ ପ୍ରଥମେ ଏମ୍.କେ.ସି.ଜି ପରେ ଭୁବନେଶ୍ବର ସ୍ଥାନାନ୍ତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2168 | Read...

ଆସିକା ବିଧାୟକ ପ୍ରାର୍ଥୀଙ୍କ ଉପରକୁ ଦୁବୁର୍ତ୍ତ ଙ୍କ ଗୁଳିମାଡ଼,ଗୁରୁତର ଅବସ୍ଥାରେ ପ୍ରଥମେ ଏମ୍.କେ.ସି.ଜି ପରେ ଭୁବନେଶ୍ବର ସ୍ଥାନାନ୍ତର

ଵ୍ରହ୍ମପୁର ସହର ନିକଟ ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥ ନିକଟରେ ଘଟିଯାଇଛି ଗୁଳିକାଣ୍ଡ । ଏଥିରେ ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥୀ ମନୋଜ ଜେନା ଙ୍କ ସମେତ ତାଙ୍କ ସହଯୋଗୀ ଅନୀଲ ସ୍ବାଇଁଙ୍କୁ



କୃଷ୍ଣସାର ସହ ବାଇକ୍ ଧକ୍କା ଉଭୟ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2166 | Read...

କୃଷ୍ଣସାର ସହ ବାଇକ୍ ଧକ୍କା ଉଭୟ ମୃତ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କୁମ୍ପାପଡା ମୁଖ୍ୟ ରାସ୍ତାରେ ଏକ ବାଇକ କୃଷ୍ଣସାର ମୃର୍ଗକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମୃର୍ଗଟିର ମୃତ୍ୟୁ ଘଟିବା ବେଳେ ବାଇକ ଆରୋହିଙ୍କୁ ଗୁରୁତର ଅବସ୍ତାରେ ପ



ଘାଟି ତଳକୁ ଖସିଲା ବସ୍ -ଜଣେ ମୃତ ୩୫ରୁ ଉର୍ଦ୍ଧ ଆହତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2162 | Read...

ଘାଟି ତଳକୁ ଖସିଲା ବସ୍ -ଜଣେ ମୃତ ୩୫ରୁ ଉର୍ଦ୍ଧ ଆହତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅର୍ନ୍ତଗତ ତପ୍ତପାଣି ଘାଟିରେ ଏକ ସିଟିରାଇଡ୍ ବସ୍ ଦୁଆର ଗାଁ ରୁ ନିର୍ବନ୍ଧ କାର୍ଯ୍ୟ ସାରି ଚାନ୍ଦିପୁଟ୍ ରୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଜଣେ ମୃତ



ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ହନୁମାଙ୍କଡ଼ ଆତଙ୍କ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2161 | Read...

ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ହନୁମାଙ୍କଡ଼ ଆତଙ୍କ

ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ସହ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ି ସାରିଲାଣି । ଫଳରେ ଭୟରେ ଲୋକମାନେ ଘରୁ ବାହାରକୁ ବାହାରୁ



ଭୋଟ ଗଣତି ପୁର୍ବରୁ ବ୍ରହ୍ମପୁରର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2160 | Read...

ଭୋଟ ଗଣତି ପୁର୍ବରୁ ବ୍ରହ୍ମପୁରର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି

ବ୍ରହ୍ମପୁରର ଶିଳ୍ପ ତାଲିମ ଅନୁଷ୍ଠାନରେ ଦିଗପହଣ୍ଡି, ଚିକିଟି ଏବଂ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ । ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ



ବଟେଶ୍ୱର ବେଳାଭୂମି କୂଳରେ ଡ଼ଲଫିନ ମୃତ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2158 | Read...

ବଟେଶ୍ୱର ବେଳାଭୂମି କୂଳରେ ଡ଼ଲଫିନ ମୃତ

ଗଂଜାମ ଜିଲ୍ଲା ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ବଟେଶ୍ୱର ବେଳାଭୂମି କୂଳରେ ରେ ଏକ ମୃତ ଡ଼ଲଫିନ ପଡିଥିବାର ଦେଖିବାକୁ ମିଳିଛି । ଆଜି କିଛି ଯୁବକ ସମୁଦ୍ର କୁ ବୁଲିବାକୁ ଯାଇଥିବା ବେଳେ ଏହି ମୃତ ଡ଼ଲଫିନ ଟିକୁ ଦେଖିବାକୁ ପାଇଥିଲେ ।




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: