ଗଞ୍ଜାମ : District News


କୁଶପଡା ପଞ୍ଚାୟତରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ମନୋରଞ୍ଜନ | ଗଞ୍ଜାମ | 10149 | Read...

କୁଶପଡା ପଞ୍ଚାୟତରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୁଶପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ମଙ୍ଗଳବାର ଦିନ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଳକ ଉପାଧ୍ୟକ୍



ଦିଗପହଣ୍ଡି ପୋଲିସ କବଜାରେ ଗଞ୍ଜେଇ ମାଫିଆ : ୧୧୭ କେଜି ଗଞ୍ଜେଇ ସହ ୨ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 10148 | Read...

ଦିଗପହଣ୍ଡି ପୋଲିସ କବଜାରେ ଗଞ୍ଜେଇ ମାଫିଆ : ୧୧୭ କେଜି ଗଞ୍ଜେଇ ସହ ୨ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସକୁ ମଙ୍ଗଳବାର ଦିନ ବଡ଼ ସଫଳତା ମିଳିଥିବା ବେଳେ ବିପୁଳ ପରିମାଣର ୧୧୭ କେଜି ଗଞ୍ଜେଇ ଚୋରାଚାଲାଣ କରୁଥିବା ଗଞ୍ଜେଇ ମାଫିଆ ସମେତ ଏକ କାର ଏବଂ ଚାଳକକୁ କାବୁ କରିବାରେ ସକ୍ଷମ ହୋଇପାରିଛି ଦିଗ



ବ୍ରହ୍ମପୁର ସମେତ ଗଞ୍ଜାମର ବିଭିନ୍ନ କେନ୍ଦ୍ରରେ କୋଭିଡ ଟୀକାକରଣ ବନ୍ଦ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 10146 | Read...

 ବ୍ରହ୍ମପୁର ସମେତ ଗଞ୍ଜାମର ବିଭିନ୍ନ କେନ୍ଦ୍ରରେ କୋଭିଡ ଟୀକାକରଣ ବନ୍ଦ

ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଜ ଟୀକା ଅଭାବ ରହିଥିବା ବେଳେ ଏହି ଅବସରରେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରର ବିଭିନ୍ନ କେନ୍ଦ୍ରରେ ଟୀକା ଅଭାବ ଯୋଗୁଁ ଟୀକାକରଣ ବନ୍ଦ ରହିଛି ।ବ୍ରହ୍ମପୁର ସହରରେ ଏଥିଯୋଗୁଁ ସହରର ବି



କରୋନା ସଂକ୍ରମଣ ବଢ଼ିବା ଆଶଙ୍କାରେ ଆଗୁଆ ପଦକ୍ଷେପ ନେଲେ ଗଞ୍ଜାମ ଜିଲ୍ଲାପାଳ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 10145 | Read...

 କରୋନା ସଂକ୍ରମଣ ବଢ଼ିବା ଆଶଙ୍କାରେ ଆଗୁଆ ପଦକ୍ଷେପ ନେଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଗୁଆ ପଦକ୍ଷେପ ନେଇ ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି। ଗଞ୍ଜାମ ଜିଲ୍ଲାରେ ଡେଡିକେଟେଡ୍‌ କୋଭ



ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10144 | Read...

 ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର ଗେଟବଜାର ମଣ୍ଡଳ ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ମୁକ୍ତେଶ୍ୱର ମନ୍ଦିର ଛକ ନିକଟରେ ମଣ୍ଡଳ ସଭାପତି ଏନ. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ମଣ୍ଡଳ କାର



ଗୋପବନ୍ଧୁ ଭବନ ନିମନ୍ତେ ଭୂମିପୂଜା ଅନୁଷ୍ଠିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10143 | Read...

ଗୋପବନ୍ଧୁ ଭବନ ନିମନ୍ତେ ଭୂମିପୂଜା ଅନୁଷ୍ଠିତ

ବ୍ରହ୍ମପୁର କର୍ପୋରେସନ ରୋଡ ଠାରେ ଗୋପବନ୍ଧୁ ଭଜନ ପାଇଁ ମଙ୍ଗଳବାର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା ପୂଜାର୍ଚ୍ଚନା ପରେ ଭୂମିପୂଜା କରିଥିଲେ । ଏଠାରେ ଗୋପବନ୍ଧୁ



ଗଞ୍ଜାମ ଜିଲ୍ଲା ବିଜେପିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10142 | Read...

ଗଞ୍ଜାମ ଜିଲ୍ଲା ବିଜେପିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ଆଜି ଭାରତୀୟ ଜନତା ପାର୍ଟି ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୧୯୮୦ ମସିହାରୁ ପ୍ରତିଷ୍ଠା ଦିବସ ପାଳନ କରିଆସୁଛି ବିଜେପି । ଏହି ଅବସରରେ ରାଜ୍ୟର ବିଜେପି କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାର୍ଟି ପତାକା ଉତ



ଓଲଟିଲା ବରଯାତ୍ରୀ ଗାଡ଼ି‌, ୨୦ରୁ ଅଧିକ ଆହତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 10141 | Read...

ଓଲଟିଲା ବରଯାତ୍ରୀ ଗାଡ଼ି‌, ୨୦ରୁ ଅଧିକ ଆହତ

ବିବାହ ଭୋଜିରେ ଯୋଗଦେବା ପାଇଁ ଯାଉଥିବା ବେଳେ ଓଲଟି ପଡ଼ିଲା ମିନିଟ୍ରକ୍‌। ଫଳରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ବୋରଦା ଗ୍ରାମ ନିକଟରେ ଘଟିଛି।ବିବାହ ଭୋଜି



ଗଞ୍ଜାମରେ କଡାକଡି ହେଲା କରୋନା କଟକଣା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 10140 | Read...

ଗଞ୍ଜାମରେ କଡାକଡି ହେଲା କରୋନା କଟକଣା

କରୋନା ପାଇଁ ଗଞ୍ଜାମରେ ବଡ ପଦକ୍ଷେପ ଜିଲ୍ଲା ପ୍ରଶାସନ । ବାହାଘରେ କେବଳ ଶହେ ଲୋକ ସାମିଲ ହେବା ନିର୍ଦ୍ଦେଶ ଦିଆଯାଇଛି । ଭୋଜିରେ ବଣ୍ଟାଯିବ ଖାଦ୍ୟପୁଡିଆ । କରୋନା ସଂକ୍ରମଣକୁ ଦେଖି ଅଧିକ ସତର୍କ ହୋଇପଡିଛି ଗଞ୍ଜାମ ଜିଲ୍ଲା ପ



ଅଧୁରା ରହିଲା ମାନସିକ କାର୍ଯ୍ୟ : ଘାଟିରେ ଓଲଟିଲା ଭ୍ୟାନ , ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

Kiran Behera | ବିଶେଷ | ଗଞ୍ଜାମ | 10139 | Read...

ଅଧୁରା ରହିଲା ମାନସିକ କାର୍ଯ୍ୟ : ଘାଟିରେ ଓଲଟିଲା ଭ୍ୟାନ , ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଚୈତ୍ର ମାସ ମଙ୍ଗଳବାର ଦିନ ପ୍ରମୁଖ ଶକ୍ତିପୀଠ ଗୁଡିକରେ ମାନସିକ ଧାରୀମାନେ ନିଜ ମାନସିକ କାର୍ଯ୍ୟ ସମାପନ ନିମନ୍ତେ ମୁଣ୍ଡନ କାର୍ଯ୍ୟ କରିଥାନ୍ତି । କିନ୍ତୁ ଏହି ମାନସିକ କାର୍ଯ୍ୟ କରିବା ଆଗରୁ କିଛି ମାନସିକ ଲୋକଙ୍କ ପାଇଁ ଅ



ମା' ବୁଢ଼ୀ ଠାକୁରାଣୀ ଭଜନ ଆଲବମ୍ ର ଶୁଭ ମହୁରତ

Swadhina Kumar Sahu | ମନୋରଞ୍ଜନ | ଗଞ୍ଜାମ | 10138 | Read...

ମା' ବୁଢ଼ୀ ଠାକୁରାଣୀ ଭଜନ ଆଲବମ୍ ର ଶୁଭ ମହୁରତ

ବ୍ରହ୍ମପୁର ରମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉପଲକ୍ଷେ ବ୍ରହ୍ମପୁର ର 'ପି.ପି.ପ୍ରଡକ୍ସନ୍' ପ୍ରଯୋଜିତ ଭଜନ ଆଲବମ୍ "ହେ ମା' ଜଗତ ଜନନୀ"ର ଶୁଭ ମହୁରତ ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲବମ୍ ଟିର ଗୀତ ଗୁଡ଼ିକ



ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10137 | Read...

ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, ନୂତନଭାବେ ଲାଗୁ କରିଥିବା ୟୁଜର୍ସ ଫି ଓ ବର୍ଦ୍ଧିତ ଘର ଟିକସକୁ ସମ୍ପୂର୍ଣ ଭାବେ ଛାଡ଼ କରିବା ଦାବିନେଇ ବ୍ରହ୍ମପୁରର ବିଭିନ୍ନ ଅନୁଷ୍ଠାନଙ୍କୁ ନେଇ ମିଳିତ ସଂଗ୍ରାମ ସମିତି ଆଜି ମହାନଗର ନିଗମ କାର୍ଯ୍ୟାଳୟ ସମ୍ମ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: