ଗଞ୍ଜାମ : District News


ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 11957 | Read...

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଦିଗପହଣ୍ଡି କବିସୂର୍ଯ୍ୟ ବିଦ୍ୟାପୀଠ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ଗୋଷ



ପରିତ୍ୟକ୍ତ ୪ ଘରୁ ଭିତରୁ ସାଢ଼େ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ଜବତ କଲା ବନବିଭାଗ

Kiran Behera | ଅପରାଧ | ଗଞ୍ଜାମ | 11956 | Read...

ପରିତ୍ୟକ୍ତ ୪ ଘରୁ ଭିତରୁ ସାଢ଼େ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ଜବତ କଲା ବନବିଭାଗ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡା ସେକ୍ସନ ପତ୍ରଚୁଡିି ଓ ବନମାଳୀ ଗ୍ରାମର ୪ଟି ଗୃହଭିତରୁ ବୁଧବାର ସକାଳୁ ବନବିଭାଗ ପକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାଠ ପଟାକୁ ବନବିଭା



ଗଣମାଧ୍ୟମ ପ୍ରତିନିଧିଙ୍କ ପିତୃ ବିୟୋଗ

Kiran Behera | ଓଡ଼ିଶା | ଗଞ୍ଜାମ | 11955 | Read...

ଗଣମାଧ୍ୟମ ପ୍ରତିନିଧିଙ୍କ ପିତୃ ବିୟୋଗ

ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ବାଲିପାଟ ସାହି ବାସିନ୍ଦା ସମାଜର ଗଣମାଧ୍ୟମ ପ୍ରତିନିଧି ପଦ୍ମଲୋଚନ ପାଣିଗ୍ରାହୀଙ୍କ ପିତା ସିମାଞ୍ଚଳ ପାଣିଗ୍ରାହୀଙ୍କ ମଙ୍ଗଳବାର ସନ୍ଧ୍ୟାରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି । ଖବର ପ



ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

Kiran Behera | ଅପରାଧ | ଗଞ୍ଜାମ | 11954 | Read...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ବର ଗ୍ରାମ ଗୁଡିଆ ପୋଖରୀରେ ବୁଡି ମଙ୍ଗଳବାର ଦିନ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ସେହି ସିଦ୍ଧେଶ୍ବର ଗ୍ରାମର ନରସିଂହ ରଣାଙ୍କ ପୁଅ ଜୟ ରଣା (୫୦)



ଭୀଷ୍ମଗିରି ରାମଜୀ ମହାବିଦ୍ୟାଳୟ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

Kiran Behera | ଓଡ଼ିଶା | ଗଞ୍ଜାମ | 11953 | Read...

ଭୀଷ୍ମଗିରି ରାମଜୀ ମହାବିଦ୍ୟାଳୟ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ବାଳିକା ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ମ



ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 11952 | Read...

ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ବାସ୍ଥ୍ୟ ସମିତିଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତ ଗୁଣ୍ଡୁରିଗୁଡା ଗ୍ରାମରେ ଦେଶ ତଥା ରାଜ୍ୟରୁ ଯକ୍ଷ୍ମା ରୋଗର ପ୍ରତିକାର ତଥା ନିରାକରଣ ଉଦ୍ଦେଶ୍ୟ



ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Kiran Behera | ଓଡ଼ିଶା | ଗଞ୍ଜାମ | 11951 | Read...

ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଗଞ୍ଜାମ ଜିଲ୍ଲା ପୋଡ଼ାମାରୀ ବିଜ୍ଞାନ କଲେଜ ପରିସରରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ସୋମବାର ଦିନ ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଇ . ପ୍ରଦୀପ କୁମାର ପାତ୍ରଙ୍କ ସଭାପତିତ୍



ଆମ ପୋଲିସି ସମିତି ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 11950 | Read...

ଆମ ପୋଲିସି ସମିତି ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହସପୁର ପଞ୍ଚାୟତରେ ସୋମବାର ଦିନ ପାଟପୁର ଥାନା ଆମ ପୋଲିସି ସମିତି ପକ୍ଷରୁ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖବରନୁଯାୟୀ , ପାଟପୁର ଥାନା ଅଧିକାରୀ ସବ



ଜନ୍ମଦିନରେ ରକ୍ତଦାନ କରି ଯୁବପୀଢିଙ୍କୁ ରକ୍ତବୁନ୍ଦାର ମହତ୍ତ୍ୱ ସମ୍ପର୍କରେ ପ୍ରେରଣା ଦେଲେ ଯୁବନେତା

Kiran Behera | ଓଡ଼ିଶା | ଗଞ୍ଜାମ | 11949 | Read...

ଜନ୍ମଦିନରେ ରକ୍ତଦାନ କରି ଯୁବପୀଢିଙ୍କୁ ରକ୍ତବୁନ୍ଦାର ମହତ୍ତ୍ୱ ସମ୍ପର୍କରେ ପ୍ରେରଣା ଦେଲେ ଯୁବନେତା

ବର୍ତ୍ତମାନ ଜନ୍ମ ଦିବସକୁ ଯୁବକ ଯୁବତୀ ମାନେ ସାଙ୍ଗସାଥୀ ସହ ରାସ୍ତା ଘାଟରେ କେକ୍ କାଟି ଭୋଜିଭାତର ଆସର କରି ମଉଜ ମସ୍ତି କରିଥାନ୍ତି । ସୋମବାର ଦିନ ଦିଗପହଣ୍ଡି ବ୍ଳକ ଯୁବ ବିଜେଡ଼ି ସଭାପତି ତଥା ଖମ୍ବାରି ଗାଁ ପଞ୍ଚାୟତର ଗୋଲ



ବ୍ରହ୍ମପୁର ଏନ୍.ସି.ସି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ବୀର ସୈନିକଙ୍କ ପାଇଁ ସମର୍ପିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 11948 | Read...

ବ୍ରହ୍ମପୁର ଏନ୍.ସି.ସି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ବୀର ସୈନିକଙ୍କ ପାଇଁ ସମର୍ପିତ

ବ୍ରହ୍ମପୁର ଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପାଳିତ ହୋଯାଇଛି ଆଜାତି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ଏହି ଆଜାଦି କା ଅମୃତ ମହୋତ୍ସବକୁ ଦେଶର ସୈନିକମାନଙ୍କ ପାଇଁ ସମର୍ପିତ କରିବା ସହ ଜଣେ ଭୂତପୂର୍ବ ସୈନିକ



ଗଞ୍ଜାମ ଜିଲ୍ଲାରୁ ୨୪ ଜଣ ହୃଦରୋଗୀ ଗଲେ ଅହମ୍ମଦାବାଦ ହାର୍ଟ ହସ୍ପିଟାଲ

Swadhina Kumar Sahu | ସ୍ବାସ୍ଥ୍ୟ | ଗଞ୍ଜାମ | 11947 | Read...

ଗଞ୍ଜାମ ଜିଲ୍ଲାରୁ ୨୪ ଜଣ  ହୃଦରୋଗୀ ଗଲେ ଅହମ୍ମଦାବାଦ ହାର୍ଟ ହସ୍ପିଟାଲ

ଗଞ୍ଜାମ ଜିଲ୍ଲାରୁ ରାଷ୍ଟ୍ରୀୟ ବାଲ ସ୍ଵାସ୍ତ୍ୟ କାର୍ଯ୍ୟକ୍ରମ ଦ୍ୱାରା ଚିହ୍ନଟ ହୋଇଥିବା 24 ଜଣ ହ୍ରଦରୋଗୀ ବ୍ରହ୍ମପୁରରୁ ରେଳ ଯୋଗେ ଅହମ୍ମଦାବାଦ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲ କୁ ଅସ୍ତ୍ରୋପଚାର ପାଇଁ ଗଲେ ! ସୂଚନା ଅନୁସା



ବେନ୍ଦାଳିଆ ଗ୍ରାମରେ ସାହା ପାଠଶାଳା ଆରମ୍ଭ

Swadhina Kumar Sahu | ଶିକ୍ଷା | ଗଞ୍ଜାମ | 11946 | Read...

ବେନ୍ଦାଳିଆ ଗ୍ରାମରେ ସାହା ପାଠଶାଳା ଆରମ୍ଭ

କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ସ୍କୁଲ ଗୁଡିକ ବନ୍ଦ ରହିବା ଫଳରେ ପ୍ରାଥମିକ ସ୍ତରରେ ଶିକ୍ଷା ଲାଭ କରୁଥିବା ଶିକ୍ଷାର୍ଥୀ ମାନେ ବହୁତ ପ୍ରଭାବିତ ହୋଇଛନ୍ତି l ବିଶେଷ ରେ ଗ୍ରାମାଞ୍ଚଳ, ବସ୍ତି ର ବାସ କରୁଥିବା ଆର୍ଥିକ ଅନା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: