ଗଞ୍ଜାମ : District News


ସୁନା ଦୋକାନ ସଟର ତାଡି ରୂପା ଲୁଟିଲେ ଦୁବୃର୍ତ୍ତ

Kiran Behera | ଅପରାଧ | ଗଞ୍ଜାମ | 11696 | Read...

ସୁନା ଦୋକାନ ସଟର ତାଡି ରୂପା ଲୁଟିଲେ ଦୁବୃର୍ତ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଜନତା ଲେନରେ ରହିଥିବା ମହିମା ଜୁଏଲର୍ସ ଦୋକାନ ସଟର ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ରୂପା ଲୁଟି ନେଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ଖବରନୁଯ



ଦିବଙ୍ଗତ ଅତିରିକ୍ତ ଜିଲ୍ଲାପାଳଙ୍କ ପରିବାରକୁ ସମବେଦନା ରାଶି ପ୍ରଦାନ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11695 | Read...

ଦିବଙ୍ଗତ ଅତିରିକ୍ତ ଜିଲ୍ଲାପାଳଙ୍କ ପରିବାରକୁ ସମବେଦନା ରାଶି ପ୍ରଦାନ

ଗତ କୋଭିଡ ସମୟରେ ମୃତ ଗଜପତିର ଅତିରିକ୍ତ ଜିଲ୍ଲାପାଳ ସ୍ୱର୍ଗତ କରୁଣାକର ରାଇକାଙ୍କ ପରିବାର ବର୍ଗକୁ ଓଡ଼ିଶା ପ୍ରାଶାସନିକ ସେବା ସଙ୍ଘ ପକ୍ଷରୁ ପଚାଶ ହଜାର ଟଙ୍କାର ସମବେଦନା ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିପାଇଁ ସଙ୍



ସ୍ମୃତି ଉଦ୍ଦେଶ୍ୟରେ ଗରୀବ ପିଲା ମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ

Bhagyaprabha News Bureau | ବିଶେଷ | ଗଞ୍ଜାମ | 11694 | Read...

ସ୍ମୃତି ଉଦ୍ଦେଶ୍ୟରେ ଗରୀବ ପିଲା ମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ

ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗରୀବ ପିଲା ମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିବା ସହ ଖାଦ୍ୟ ବଣ୍ଟନ କରିଛନ୍ତି ସାମ୍ବାଦିକ ନଚିକେତା ପ୍ରଧାନ। ବାପା ନିଶାକର ପ୍ରଧାନଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀକୁ ନିଆରା ଭାବେ ପାଳନ



ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା

Bhagyaprabha News Bureau | ବିଶେଷ | ଗଞ୍ଜାମ | 11693 | Read...

ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା

ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ତରଫରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଭାବେ ଅଧକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ସିମାଞ୍ଚଳ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା !+3 ଅଧ୍ୟକ୍ଷ ସ



ଶୋଉଚ କରିବାକୁ ଯାଇ ପୋଖରୀ ରେ ଚାଲିଗଲା ଜୀବନ

Bhagyaprabha News Bureau | ବିଶେଷ | ଗଞ୍ଜାମ | 11692 | Read...

ଶୋଉଚ କରିବାକୁ ଯାଇ ପୋଖରୀ ରେ ଚାଲିଗଲା ଜୀବନ

ତାରସିଂ ଥାନା ଅନ୍ତର୍ଗତ ବିଲୁଆପଡା ଗ୍ରାମରେ ପୋଖରୀରେ ବୁଡି କବି ପ୍ରଧାନ ଙ୍କ ପୁଅ ଶିବ ପ୍ରଧାନ (୧୬) ପ୍ରାଣ ହରାଇଛନ୍ତି । ସନ୍ଧ୍ୟା ସମୟରେ ନିକଟସ୍ଥ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁ ଗୋଡ଼ ଖସିଯିବା ର



ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କଲେ ମନ୍ତ୍ରୀ

Bhagyaprabha News Bureau | ବିଶେଷ | ଗଞ୍ଜାମ | 11691 | Read...

ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କଲେ ମନ୍ତ୍ରୀ

ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଗାୟାଗଣ୍ଡା ଠାରେ ୩୩/୧୧ କେଭି ଗ୍ରୀଡ଼ ଷ୍ଟେସନ, ମଶାବାଡ଼ି ଠାରୁ ଡଙ୍ଗାଭୂମି ରାସ୍ତାରେ ଗିରିଙ୍ଗିଆ ସେତୁ,କୋକଳବା ଠାରେ ଜ୍ଞାନ ପଟ୍ଟନାୟକ ଶିଶୁ ଉଦ୍ୟାନ ଓ ମିଶ



ବିଜୁ କଲ୍ୟାଣ ମଣ୍ଡପ ସହ ବହୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

Kiran Behera | ରାଜନୀତି | ଗଞ୍ଜାମ | 11689 | Read...

ବିଜୁ କଲ୍ୟାଣ ମଣ୍ଡପ ସହ ବହୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଗତ ତିନିଦିନ ଧରି ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିବା ବେଳେ ଆଜି ଶେଷ ଦିନରେ ମଧ୍ୟ ବିଜୁ କଲ୍ୟା



ଦିଗପହଣ୍ଡି ବ୍ଲକ ୪ ଗୋଟି ପଞ୍ଚାୟତର ୩୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦଘାଟନ

Kiran Behera | ବିଶେଷ | ଗଞ୍ଜାମ | 11688 | Read...

ଦିଗପହଣ୍ଡି ବ୍ଲକ ୪ ଗୋଟି ପଞ୍ଚାୟତର ୩୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦଘାଟନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ୪ ଗୋଟି ପଞ୍ଚାୟତର ୩୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ବୁଧବାର ଦିନ ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ ସୂର୍ଯ୍ୟ ନାର



ପଥର ଖସି ପୁଣିଥରେ ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

Kiran Behera | ବିଶେଷ | ଗଞ୍ଜାମ | 11687 | Read...

ପଥର ଖସି ପୁଣିଥରେ ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ ରାଜ୍ୟ ପ୍ରକାଶମ ଜିଲ୍ଲା ଅଙ୍ଗୁଲ ସହରରେ ପୁଣିଥରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଗାଲୱା ଗ୍ରାନାଇଟ ମାଇନ୍ ନାମକ ଏକ କମ୍ପାନୀରେ ବୁଧବାର ସକାଳୁ କାମ କରୁଥିବା ସମୟରେ ପଥର ଖସି ପଡିବା ଫଳରେ ଜଣେ ଓଡ଼



ସାନଖେମୁଣ୍ଡି ବିଜେଡି ମହିଳା ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆଲୋଚନା ବୈଠକ

Kiran Behera | ରାଜନୀତି | ଗଞ୍ଜାମ | 11686 | Read...

ସାନଖେମୁଣ୍ଡି ବିଜେଡି ମହିଳା ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆଲୋଚନା ବୈଠକ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଡପଡା ଗ୍ରାମସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବ୍ଲ



ସିଦ୍ଧେଶ୍ୱର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦଘାଟନରେ ବାଚସ୍ପତି

Kiran Behera | ବିଶେଷ | ଗଞ୍ଜାମ | 11685 | Read...

ସିଦ୍ଧେଶ୍ୱର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦଘାଟନରେ ବାଚସ୍ପତି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତରେ ମଙ୍ଗଳବାର ଦିନ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ପହଞ୍ଚି ବିଭିନ୍ନ ପ୍ରକଳ୍ପର



ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲକାରୀ ପ୍ରାକ୍ତନ ଛାତ୍ରୀ ମନସ୍ବିନୀଙ୍କୁ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

Kiran Behera | ବିଶେଷ | ଗଞ୍ଜାମ | 11684 | Read...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲକାରୀ ପ୍ରାକ୍ତନ ଛାତ୍ରୀ ମନସ୍ବିନୀଙ୍କୁ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

ମହାଭାରତ ଯୁଦ୍ଧ ବିଷୟ ବସ୍ତୁ ଉପରେ ପେନସିଲ ଆର୍ଟ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ୨୦୨୧ ଟାଇଟଲ ହାସଲ କରିଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ପ୍ରାକ୍ତନ ଛାତ୍ରୀ ମନସ୍ବିନୀ ନାହାକଙ୍କୁ ମଙ୍ଗଳବାର ପୂ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: