ଗଞ୍ଜାମ : District News


ନିଖୋଜ ବାଳକର ମୃତଦେହ ଗ୍ରାମ କୂଅରୁ ଠାବ

Kiran Behera | ଅପରାଧ | ଗଞ୍ଜାମ | 12929 | Read...

ନିଖୋଜ ବାଳକର ମୃତଦେହ ଗ୍ରାମ କୂଅରୁ ଠାବ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୋଟିନଡା ଗ୍ରାମର ବସନ୍ତ ଛଟେଇ ଓ କିଶୋରୀ ଛଟେଇଙ୍କ ୫ ବର୍ଷର ନିଖୋଜ ପୁଅ ପ୍ରଭୂପାଦ ଛଟେଇଙ୍କ ମୃତଦେହ ଘର ବାରିପଟ କୂଅରୁ ମଙ୍ଗଳବାର ବିଳମ୍ବିତ ରାତିରେ ଠାବ କରାଯାଇଥିବା ଜଣାପଡ଼ିଛି । ଖବର



ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

Kiran Behera | ଖେଳ | ଗଞ୍ଜାମ | 12928 | Read...

ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଆସନ୍ତା ୨୦୨୩ ବର୍ଷ ଜାନୁଆରୀ ୧୩ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପରେ ଦେଶ ତଥା ବିଦେଶରୁ ଆସୁଥିବା ଖେଳାଳୀଙ୍କୁ ଉତ୍ସାହିତ କରିବା ସକାଶେ ମାନ୍ୟବର ମୁଖ୍



ସ୍କୁଲ ବିଦ୍ୟାର୍ଥୀଙ୍କୁ ଟ୍ରାଫିକ ସଚେତନତା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12927 | Read...

ସ୍କୁଲ ବିଦ୍ୟାର୍ଥୀଙ୍କୁ ଟ୍ରାଫିକ ସଚେତନତା

ବ୍ରହ୍ମପୁର ପୋଲିସ ପକ୍ଷରୁ ସ୍କୁଲ ବିଦ୍ୟାର୍ଥୀଙ୍କ ମଧ୍ୟରେ ସଡକ ସୁରକ୍ଷା ଏବଂ ଟ୍ରାଫିକ ନିୟମକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶ



ଜିମ ମାନଙ୍କରେ "ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ" ସଚେତନତା ବାର୍ତ୍ତା ଦେଲା ସବୁଜ ବାହିନୀ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12926 | Read...

ଜିମ ମାନଙ୍କରେ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ସ୍ୱଚ୍ଛ ସୁନ୍ଦର ଭାବେ ଗଢି ତୋଲିବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ "ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ" ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସ



ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଜବତ, ଦୁଇ ଗାଡି ସହ ତିନି ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12925 | Read...

ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଜବତ, ଦୁଇ ଗାଡି ସହ ତିନି ଗିରଫ

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆଜି ଦୁଇଟି ପୃଥକ ମାମଲାରେ ତିନି ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ଗାଡି ଜବତ କରାଯାଇଛି । ସୂଚନା ମୁତାବକ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧି



ବ୍ରହ୍ମପୁର ବନଖଣ୍ଡ ପରିସରରେ ରକ୍ତଦାନ ଶିବିର

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12924 | Read...

ବ୍ରହ୍ମପୁର ବନଖଣ୍ଡ ପରିସରରେ ରକ୍ତଦାନ ଶିବିର

ବ୍ରହ୍ମପୁର - ସ୍ଥାନୀୟ କୋର୍ଟପେଟା ସ୍ଥିତ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ପ୍ରେରଣାରେ ଆୟୋଜିତ ରକ୍ତଦାନ ଶିବିରରେ



ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ଯକ୍ଷ୍ମା ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 12923 | Read...

ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ଯକ୍ଷ୍ମା ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ

ଜିଲ୍ଲା ସ୍ବାସ୍ଥ୍ୟ ସମିତିଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଯକ୍ଷ୍ମା ରୋଗରେ ପୀଡିତ ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ସାମଗ୍



କୋଟିନଡା ଓ ସିଦ୍ଧେଶ୍ଵର ପଞ୍ଚାୟତରେ ଧାନମଣ୍ଡି ଉଦଘାଟନ

Kiran Behera | ଓଡ଼ିଶା | ଗଞ୍ଜାମ | 12922 | Read...

କୋଟିନଡା ଓ ସିଦ୍ଧେଶ୍ଵର ପଞ୍ଚାୟତରେ ଧାନମଣ୍ଡି ଉଦଘାଟନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ଓ କୋଟିନଡା ପଞ୍ଚାୟତରେ ମଙ୍ଗଳବାର ଧାନମଣ୍ଡି ଉଦଘାଟନ ହୋଇଯାଇଛି । ପ୍ରଥମତଃ , କୋଟିନଡା ଓମ୍ ସାଇରାମ ସ୍ବୟଂ ସହାୟିକା ସଂଘ ଦ୍ୱାରା ପରିଚାଳିତ କେନ୍ଦ୍ରରେ ଅତିରିକ



ପେଣ୍ଠା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳନ

Kiran Behera | ଓଡ଼ିଶା | ଗଞ୍ଜାମ | 12921 | Read...

ପେଣ୍ଠା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ମଧୁବନ କ୍ଳଷ୍ଟରର ପେଣ୍ଠା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ଦିନ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ



ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

Santosh Kumar Mishra | ଅପରାଧ | ଗଞ୍ଜାମ | 12920 | Read...

ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ- ଛତ୍ରପୁର ବ୍ଲକ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ସନ୍ଦେହ ଜନକ ମୁର୍ତ୍ୟୁ ଘଟିଛି । ମୃତ୍ୟୁ ଛାତ୍ରୀ ଜଣକ ହେଉଛନ୍ତି ଛତ୍ରପୁର ଥାନା ଅଧିନ ତରେଇପାଟପୁର ଗ୍ରାମ କୈଳାଶ ଚନ୍ଦ୍ର ବେହେରା ଝିଅ ରୋଜା ବ



ଶିବାଶକ୍ତିରେ 'ପ୍ରସ୍ଥାନମ୍'ର ପ୍ରିମିୟର ସୋ

Swadhina Kumar Sahu | ମନୋରଞ୍ଜନ | ଗଞ୍ଜାମ | 12919 | Read...

ଶିବାଶକ୍ତିରେ 'ପ୍ରସ୍ଥାନମ୍'ର ପ୍ରିମିୟର ସୋ

ଵ୍ରହ୍ମପୁର – ସାରା ରାଜ୍ୟରେ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ପ୍ରସ୍ଥାନମ୍' ମୁକ୍ତିଲାଭ କରିଛି। ଏହି ଅବସରରେ ବ୍ରହ୍ମପୁର ରେ ଆଜି ଏହାର ସ୍ବତନ୍ତ୍ର ପ୍ରିମିୟର ଶିବାଶକ୍ତି ସିନେମା ହଲ୍ ରେ ଅନୁଷ୍ଠିତ ହୋଇଥିଲା। । ଏହ



ମଦ୍ୟପ ସ୍ୱାମୀର ବର୍ବରତା : ସ୍ତ୍ରୀ କୁ ହତ୍ୟା କରି ବିଲରେ ଫୋଫାଡିଲା

Kiran Behera | ଅପରାଧ | ଗଞ୍ଜାମ | 12918 | Read...

ମଦ୍ୟପ ସ୍ୱାମୀର ବର୍ବରତା : ସ୍ତ୍ରୀ କୁ ହତ୍ୟା କରି ବିଲରେ ଫୋଫାଡିଲା

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜିଉରା ଗ୍ରାମରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ମଣ୍ଡପରେ ସାତ ଜନମ ପାଇଁ ସାକ୍ଷୀ ହୋଇ ବାହା ହୋଇଥିବା ସଇତାନ ମଦ୍ଯପ ସ୍ବାମୀର ବର୍ବରତା ଯୋଗୁଁ ନିଜ ସ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: