ଗଞ୍ଜାମ : District News


ସଡକ ଦୁର୍ଘଟଣା : ୨ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 395 | Read...

ସଡକ ଦୁର୍ଘଟଣା : ୨ ଗୁରୁତର

ଦିଗପହଣ୍ଡି :-ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ କଂସାମାରି- ଧରମପୁର ମଧ୍ୟ ରାସ୍ତାରେ ସଡକ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରଦ୍ବୟ ହେଲେ ପାଟପୁର ଥାନା ଅନ୍ତର୍ଗତ ଧରମପୁର ଗ୍ରାମର ଟି. ଭଗବ



୧୦ ଦଫା ଦାବି ପୂରଣ ନେଇ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 394 | Read...

୧୦ ଦଫା ଦାବି ପୂରଣ ନେଇ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି :-ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ୧୦ ଦଫା ଦାବି ପୂରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥି



ବାଇକକୁ ଧକ୍କା ଦେଲା ଟ୍ରାକ୍ଟର

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 393 | Read...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି ଗ୍ରାମ ନିକଟରେ ସୋମବାର ସକାଳ ୮ ଘଣ୍ଟା ସମୟରେ ଏକ ବାଇକକୁ ଟ୍ରାକ୍ଟର ଧକ୍କାଦେବା ଫଳରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରମାନେ ହ



ଜିଲା ସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

Bhagyaprabha News Bureau | ଖେଳ | ଗଞ୍ଜାମ | 387 | Read...

ଜିଲା ସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

ଗଂଜାମ ଜିଲ୍ଲା ଛତ୍ରପୁର ବ୍ଳକ ଅନ୍ତର୍ଗତ ନଗରଢି଼ଅ ଠାରେ ଜିଲା ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତା ୧୦ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ।ଉଦ୍ଘାଟନ କାଯ୍ୟକ୍ରମ ରେ ଛତ୍ରପୁର ବିଧାୟ



ଆଠ ଦଫା ଦାବୀ ନେଇ ମାନବଅଧିକାର ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ପିଟି ବିକ୍ଷୋଭ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 384 | Read...

ଆଠ ଦଫା ଦାବୀ ନେଇ ମାନବଅଧିକାର ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ପିଟି ବିକ୍ଷୋଭ

କିଡିନ୍‌ ମାହାମାରୀ ରୋଗ ସୃଷ୍ଚି କରୁଥିବା ଭାରତ ବିରଳ ମୃତ୍ତିକା ଲିମିଟେଡ ମୋନାଜାଇଟ ପକ୍ରିୟା କରଣକୁ ନିଷେଧ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଆଇ.ଟି.ଆଇ ତାଲିମ ପ୍ରାପ୍ତ ଆୟାରିରେ ନିଯୁକ୍ତି ଓ ମୋନାଜାଇଟ୍‌ ପ୍ଲାଣ୍ଚକୁ



ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 382 | Read...

ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଗଞ୍ଜାମ ଜିଲ୍ଲା ସ୍ଥିତ ଦିଗପହଣ୍ଡି ବ୍ଲକ ବମକୋଇ ଚିଦାନନ୍ଦ ସରସ୍ବତୀ ଜୁନିଅର ମହାବିଦ୍ୟାଳୟରେ ଦୀର୍ଘ ୧୨ ଦିନ ଚାଲିଥିବା ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଆତ୍ମସୁରକ୍ଷା ତାଲିମ ସଂ



ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 375 | Read...

ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ

ଶୁକ୍ରବାର ବଡଖେମୁଣ୍ଡି ହାଇସ୍କୁଲର ୧୯୭୫ ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ର ସଂସଦ ପକ୍ଷରୁ ହାଇସ୍କୁଲ ପରିସରରେ ଏକ ମେଧା ଅନ୍ୱେଷଣ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଷଷ୍ଠରୁ ନବମ ଶ୍ରେଣୀ ଯାଏଁ ପଢୁଥିବା ବହୁ ଛାତ୍ର ସାଧ



ଗଞ୍ଜାମ ପୋଲିସର ସମନ ସତ୍ତ୍ୱେ ହାଜର ହେଲେନି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର

Bhagyaprabha News Bureau | ଅପରାଧ | ଗଞ୍ଜାମ | 370 | Read...

ଗଞ୍ଜାମ ପୋଲିସର ସମନ ସତ୍ତ୍ୱେ ହାଜର ହେଲେନି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର

ଅସୁସ୍ଥ ଥିବାରୁ ତାଙ୍କୁ ୧ମାସ ପର୍ଯ୍ୟନ୍ତ ମହୁଲତ ଦେବାକୁ ଭୃଗୁ ନିଜର ଓକିଲଙ୍କ ଜରିଆରେ ଛତ୍ରପୁର ପୋଲିସ ନିକଟରେ ଆବେଦନ କରିଛନ୍ତି । ପୁର୍ବରୁ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ ନିକଟରେ ହାଜର ହ



ଆସିକା ଥାନା ଅଧିକାରୀଙ୍କ ବଦଳିକୁ ବିରୋଧ କରି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 367 | Read...

ଆସିକା ଥାନା ଅଧିକାରୀଙ୍କ ବଦଳିକୁ ବିରୋଧ କରି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଗଂଜାମ ଜିଲ୍ଲା ଆସିକା ସହର ଏକ ଅଶାନ୍ତ ସହର ହୋଇଥିବା ବେଳେ ଏଠାରେ ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ । ସେ ଯୋଗ ଦେବା ପରେ ପରେ ସହରରେ ଅପରାଧ ନିୟନ୍ତ୍ରଣ ସାଗଂକୁ ୬ ରୁ ଅଧିକ ଅପରାଧି ମାନକୁ ଏନକାଉଣ୍ଟର କରିବା



ଡିଗ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକକ୍ରୀଡ଼ା ଉଦଘାଟିତ

Bhagyaprabha News Bureau | ଖେଳ | ଗଞ୍ଜାମ | 363 | Read...

ଡିଗ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକକ୍ରୀଡ଼ା ଉଦଘାଟିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ସ୍ଥାନୀୟ ବଡଖେମୁଣ୍ଡି ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ହୋଇଯାଇଛି । ଡିଗ୍ରୀ କଲେଜ ଅଧ୍ୟକ୍ଷା ସ୍ୱାଗତିକା ପାତ୍ରଙ୍କ ଅଧ୍ୟକ୍



କନ୍ୟାରତ୍ନ ସୁରକ୍ଷା ପାଇଁ ଶପଥ ପାଠ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 362 | Read...

କନ୍ୟାରତ୍ନ ସୁରକ୍ଷା ପାଇଁ ଶପଥ ପାଠ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ବିଜୁ କନ୍ୟାରତ୍ନ ସପ୍ତାହ ପାଳନ ଅବସରରେ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି । ଏଥିରେ କନ୍ୟାରତ୍ନର ସୁରକ୍ଷା ପାଇଁ ଶପଥ ପାଠ କରାଯାଇ



ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ ଶିବସେନା ମହିଳା ମୋର୍ଚ୍ଚା ସଘଂ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 359 | Read...

 ଜିଲ୍ଲାପାଳଙ୍କୁ   ସ୍ମାରକପତ୍ର ଦେଲେ ଶିବସେନା ମହିଳା ମୋର୍ଚ୍ଚା ସଘଂ

ବେଆଇନ୍ ମଦ କାରବାର ଗଞ୍ଜାମ ରେ କାୟା ବିସ୍ତାର କରିବାରେ ଲାଗିଛି ।ହେଲେ ପୋଲିସ ଓ ଅବକାରୀ ବିଭାଗ ଉପରେ କାର୍ଯ୍ୟାକରିତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ l ଏହି କାରଣରୁ ବେଆଇନ ମଦ କାରବାର ଥମିବାର ନାଁ ନେଉନାହିଁ । ବେଆଇନ ମ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: