ଗଞ୍ଜାମ : District News


ନାଳରେ ଫସି ରହିଥିବା ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

Kiran Behera | ଓଡ଼ିଶା | ଗଞ୍ଜାମ | 8065 | Read...

ନାଳରେ ଫସି ରହିଥିବା ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ଏସି ବିଷ୍ଣୁପ୍ରିୟା ନଗର ପରିସରରେ ରହିଥିବା ଏକ ନାଳରେ ଦୀର୍ଘ ସମୟ ଧରି ଫସି ରହିଥିବା ଗାଈକୁ ସୋମବାର ଦିନ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରିଥିବା ଜଣାପଡିଛି । ଖବରପ



ଘରଘର ବୁଲି ଥର୍ମାଲ ସ୍କ୍ରିନିଙ୍ଗ ଆରମ୍ଭ

Kiran Behera | ଓଡ଼ିଶା | ଗଞ୍ଜାମ | 8064 | Read...

ଘରଘର ବୁଲି ଥର୍ମାଲ ସ୍କ୍ରିନିଙ୍ଗ ଆରମ୍ଭ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କରୋନା ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ଦିଗପହଣ୍ଡି ସହର ସମେତ ପଞ୍ଚାୟତ ଗୁଡିକରେ ଆରମ୍ଭ ହେଇଛି ଥର୍ମାଲ ସ୍କ୍ରିନିଙ୍ଗ ପ୍ରକିୟା । ସୋମବାର ଦିନ ପୂର୍ବାହ୍ନରେ ଦିଗପହଣ୍ଡି



ବମକୋଇ ଗ୍ରାମକୁ ସଂକ୍ରମଣ ଭୟ : ସଟଡ଼ାଉନ ଘୋଷଣା କଲେ ସରପଞ୍ଚ

Kiran Behera | ଓଡ଼ିଶା | ଗଞ୍ଜାମ | 8062 | Read...

ବମକୋଇ ଗ୍ରାମକୁ ସଂକ୍ରମଣ ଭୟ : ସଟଡ଼ାଉନ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ଏସି ସମେତ ବ୍ଳକରେ ବର୍ତ୍ତମାନ କରୋନାଜନିତ ମୃତ୍ଯୁକୁ ନେଇ ଏବେ ସାଧାରଣ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି । ଗତ କିଛିଦିନ ମଧ୍ୟରେ ଦିଗପହଣ୍ଡି ଏନ୍ଏସି ଓ ବ୍ଳକର ୨୫ ଗୋଟି ପଞ୍ଚାୟତ ମଧ



ଦିଗପହଣ୍ଡି ସହରରେ ୧୦ ଦିନରେ ୧୦ ଜଣଙ୍କ ମୃତ୍ୟୁ , ୨୪ ସଂକ୍ରମିତଙ୍କୁ ବଣ୍ଟାଗଲା ଔଷଧ କିଟ

Kiran Behera | ଓଡ଼ିଶା | ଗଞ୍ଜାମ | 8052 | Read...

 ଦିଗପହଣ୍ଡି ସହରରେ ୧୦ ଦିନରେ ୧୦ ଜଣଙ୍କ ମୃତ୍ୟୁ ,  ୨୪ ସଂକ୍ରମିତଙ୍କୁ ବଣ୍ଟାଗଲା ଔଷଧ କିଟ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳ ମାନଙ୍କରେ ବହୁ ସଂଖ୍ୟକ ବ୍ୟକ୍ତି କିଛି ଦିନ ହେଲା ଜ୍ୱରରେ ସଂକ୍ରମିତ ହୋଇ ଗୁରୁତର ଅସୁସ୍



ତୃତୀୟ ଥର ପାଇଁ ସଟଡ଼ାଉନ ଘୋଷଣା ହେଲା ପଦ୍ମନାଭପୁର ଗ୍ରାମ

Kiran Behera | ଓଡ଼ିଶା | ଗଞ୍ଜାମ | 8051 | Read...

ତୃତୀୟ ଥର ପାଇଁ ସଟଡ଼ାଉନ ଘୋଷଣା ହେଲା ପଦ୍ମନାଭପୁର ଗ୍ରାମ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ଲୋକମାନଙ୍କ ବାରମ୍ବାର ଅବମାନନା ଯୋଗୁଁ ପୂର୍ବରୁ ଦୁଇଦୁଇ ଥର ସଟଡାଉନ ଘୋଷଣା ହୋଇଥିବା ରବିବାର ଦିନ ପୁଣିଥରେ ତୃତୀୟ ଥର ଲାଗି ସଟଡ଼ାଉନ ଘୋଷଣା କରିଛନ୍ତି



ସଟଡ଼ାଉନରେ ବେଧଡକ ଭାବେ ଆନ୍ଧକୁ ଗୋଚାଲାଣ , ୩ ଅଟକ

Kiran Behera | ଅପରାଧ | ଗଞ୍ଜାମ | 8050 | Read...

ସଟଡ଼ାଉନରେ ବେଧଡକ ଭାବେ ଆନ୍ଧକୁ ଗୋଚାଲାଣ , ୩ ଅଟକ

ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଏନେଇ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ସଟଡ଼ାଉନ ଓ ଲକଡାଉନ ଭଳି କଟକଣା ବଳବର୍ତ୍ତର ହୋଇଛି । ଏହାର ଭରପୁର ଫାଇଦା ଉଠାଇ ଅସାମାଜିକ ବ୍ୟକ



ଅବସରପ୍ରାପ୍ତ ଶିକ୍ଷକଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

Kiran Behera | ଓଡ଼ିଶା | ଗଞ୍ଜାମ | 8048 | Read...

ଅବସରପ୍ରାପ୍ତ ଶିକ୍ଷକଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଧିନସ୍ଥ ପୋଡାମାରୀ ଗ୍ରାମର ଜଣେ ସୁନାମଧନ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ସାହୁଙ୍କ ଗତକାଲି ବିଳମ୍ବିତ ରାତିରେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍



କରୋନା ଯୋଦ୍ଧା ବିଜୟୀ କନେଷ୍ଟବଳଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ ଜଣାଇଲେ ଦିଗପହଣ୍ଡି ପୋଲିସ

Kiran Behera | ଓଡ଼ିଶା | ଗଞ୍ଜାମ | 8045 | Read...

କରୋନା ଯୋଦ୍ଧା ବିଜୟୀ କନେଷ୍ଟବଳଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ ଜଣାଇଲେ ଦିଗପହଣ୍ଡି ପୋଲିସ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଥାନା ପକ୍ଷରୁ ରବିବାର ଦିନ ପୂର୍ବାହ୍ନରେ ମହାମାରୀ କରୋନା ସହିତ ଲଢେଇ କରି ସୁସ୍ଥ ହୋଇ ଫେରିଥିବା କାର୍ଯ୍ୟରତ ବିଜୟୀ କନଷ୍ଟେବଳ କେଶବ ଚନ୍ଦ୍ର ବିଷୋୟୀଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରା



ହରିଣ ପାର୍କରେ ଅଜଗର ଛୁଆ ଜନ୍ମ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 8043 | Read...

ହରିଣ ପାର୍କରେ ଅଜଗର ଛୁଆ ଜନ୍ମ

ସମ୍ବଲପୁର ଠାରେ ଥିବା ହରିଣ ପାର୍କ ପରିସରରେ ୧୦ ଗୋଟି ଅଜଗର ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ଏଠାରେ ପାର୍କ ଆରମ୍ଭରୁ ହିଁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ବନ ବିଭାଗ ପକ୍ଷରୁ ଦୁଇଟି ଅଜଗରକୁ ରଖା ଯାଇଥିଲା। ପ୍ରତ୍ୟେକ ବର୍ଷ



ଗଞ୍ଜାମକୁ ଯିବନି ଚିଲିକା ମାଛ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 8037 | Read...

ଗଞ୍ଜାମକୁ ଯିବନି ଚିଲିକା ମାଛ

ଚିଲିକା କୂଳ ମାଛ ମାର୍କେଟ ସିଲ୍ । ୭ ଦିନ ପାଇଁ ମାଛ ମାର୍କେଟକୁ ସଟଡାଉନ୍ କରାଯାଇଛି । ଜଣେ ମାଛ ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । କରୋନା ଭୟରେ ୨ଟି ମାଛ ଗୋଦା



କରୋନା ଯୋଦ୍ଧା ମୃତ ଶିକ୍ଷକଙ୍କ ପରିବାରକୁ ସାକ୍ଷାତ କଲେ ଜିଲ୍ଲା ଶିକ୍ଷାଧିକାରୀ

Kiran Behera | ଖେଳ | ଗଞ୍ଜାମ | 8031 | Read...

କରୋନା ଯୋଦ୍ଧା ମୃତ ଶିକ୍ଷକଙ୍କ ପରିବାରକୁ ସାକ୍ଷାତ କଲେ ଜିଲ୍ଲା ଶିକ୍ଷାଧିକାରୀ

ଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତର କେ . ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ବଂଶୀଧର ବେହେରାଙ୍କ ଗତକାଲି କରୋନାରେ ମୃତ୍ୟୁ ହୋଇଥିବା ବେଳେ ଶନିବାର ଦିନ କରୋନା ଯୋଦ୍ଧା ଶିକ୍ଷକଙ୍କ



କରୋନା ନେଲା ପୁଣି ଏକ ଲାଇନ୍ ମ୍ୟାନଙ୍କ ଜୀବନ

Kiran Behera | ଓଡ଼ିଶା | ଗଞ୍ଜାମ | 8030 | Read...

କରୋନା ନେଲା ପୁଣି ଏକ ଲାଇନ୍ ମ୍ୟାନଙ୍କ ଜୀବନ

ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଇଥିବା ବେଳେ ଏହାର ପ୍ରଭାବ ଦିଗପହଣ୍ଡି ବ୍ଲକ ଓ ସାନଖେମୁଣ୍ଡି ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: