ଗଞ୍ଜାମ : District News


କେନାଲରେ ବୁଡି ଭିନ୍ନକ୍ଷମ ଯୁବକ ମୃତ : ସରକାରୀ ସହାୟତା ପାଇଁ ଦାବି

Kiran Behera | ଓଡ଼ିଶା | ଗଞ୍ଜାମ | 12497 | Read...

କେନାଲରେ ବୁଡି ଭିନ୍ନକ୍ଷମ ଯୁବକ ମୃତ : ସରକାରୀ ସହାୟତା ପାଇଁ ଦାବି

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଡେଙ୍ଗାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ କେନାଲ ପାଣିରେ ବୁଡି ଗ୍ରାମର ରାଜୀବ ନଗରସ୍ଥିତ ଅଭିମନ୍ୟୁ ଦାସଙ୍କ ପୁଅ ଗଣେଶ ଦାସ (୨୫)



ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହା ଆଡ଼ମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

Kiran Behera | ଶିକ୍ଷା | ଗଞ୍ଜାମ | 12496 | Read...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହା ଆଡ଼ମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଦିନ ଶିଶୁମାନଙ୍କୁ ରାଧାକୃଷ୍ଣ ବେଶ କରାଯାଇ ମହା ଆଡ଼ମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦ



ଜମି ଜାଲିଆତି ବିକ୍ରୟ ମାମଲାରେ ଜଣେ ମହିଳା ସମେତ ୩ ଯୁବକ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12495 | Read...

ଜମି ଜାଲିଆତି ବିକ୍ରୟ ମାମଲାରେ ଜଣେ ମହିଳା ସମେତ ୩ ଯୁବକ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଟିଗୁଡା ଗ୍ରାମରେ ଜଣେ ରୋଗାକ୍ରାନ୍ତ ମହିଳାଙ୍କ ଅଜ୍ଞାତରେ ତାଙ୍କ ଜମିକୁ ଜାଲିଆତି କରି ବିକ୍ରୟ କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ମହିଳା ସମେତ ୩ ଯୁବକଙ୍କୁ ଗିରଫ କର



ବର୍ଷାରେ ବର୍ତ୍ତିବା ପାଇଁ ସଫେଇ କର୍ମଚାରୀଙ୍କୁ ରେଇନ୍ କୋଟ ପ୍ରଦାନ କଲେ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12493 | Read...

ବର୍ଷାରେ ବର୍ତ୍ତିବା ପାଇଁ ସଫେଇ କର୍ମଚାରୀଙ୍କୁ ରେଇନ୍ କୋଟ ପ୍ରଦାନ କଲେ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି

ବ୍ରହ୍ମପୁରଦୀର୍ଘ ଦିନ ହେବ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ହାଉସିଂ ବୋର୍ଡ ଓ ପ୍ରେମ ନଗର ଅଞ୍ଚଳରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀମାନେ ବର୍ଷାରେ ଓଦା ହୋଇ ସଫେଇ କାର୍ଯ୍ୟ କରୁଥିଲେ । ଏହାକୁ ଦେଖି ସ



ବ୍ୟାଡମିଣ୍ଟନ ଚାମ୍ପିୟାନ ଜିତି ଆସିକା ପାଇଁ ଗର୍ବ ଓ ଗୌରବ ଆଣିଲେ ବାଳକ ଅବିନାଶ

Kiran Behera | ଖେଳ | ଗଞ୍ଜାମ | 12492 | Read...

ବ୍ୟାଡମିଣ୍ଟନ ଚାମ୍ପିୟାନ ଜିତି ଆସିକା ପାଇଁ ଗର୍ବ ଓ ଗୌରବ ଆଣିଲେ ବାଳକ ଅବିନାଶ

ତିନିଦିନ ଧରି ବ୍ରହ୍ମପୁରରେ ଚାଲିଥିବା ବ୍ୟାଡମିଣ୍ଟନ ଚମ୍ପିୟାନ ସିପ ୨୦୨୨ରେ କୃତିତ୍ୱ ହାସଲ କରି ଆସିକା ପାଇଁ ଗୌରବ ଆଣିଛନ୍ତି ଅବିନାଶ ମୁନୀ । ବାଳକ ଦଳରେ ୧୭ ବର୍ଷ ବର୍ଗରେ ସିଙ୍ଗଲସ ଓ ଡ଼ବଲସରେ ଚାମ୍ପିୟାନ ହୋଇ ଏହି କୃତି



ମାଗଣା ଛିଦ୍ରମୟ ଅସ୍ଥି ପରିକ୍ଷା ଅନୁଷ୍ଠିତ

Gouri Shankar Mishra | ସ୍ବାସ୍ଥ୍ୟ | ଗଞ୍ଜାମ | 12491 | Read...

ମାଗଣା ଛିଦ୍ରମୟ ଅସ୍ଥି ପରିକ୍ଷା  ଅନୁଷ୍ଠିତ

ବ୍ରହ୍ମପୁର ଠାରେ ମାଗଣା ଛିଦ୍ରମୟ ଅସ୍ଥି ପରିକ୍ଷା ଶିବିର ପଦ୍ମଶ୍ରୀ ପ୍ରଫେସର (ଡ.) କୃଷ୍ନ ମୋହନ ପାଠିଙ୍କ ଲିଙ୍ଗରାଜ ନଗର ସ୍ଥିତ ବାସଭବନରେ ଛିଦ୍ରମୟ ଅସ୍ଥି ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍



ବ୍ରହ୍ମପୁର ରେ ସର୍ବ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ୨୦୨୨ ଉଦଘାଟିତ...

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12490 | Read...

ବ୍ରହ୍ମପୁର ରେ ସର୍ବ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ୨୦୨୨ ଉଦଘାଟିତ...

ବ୍ରହ୍ମପୁର ମହାନଗର ନିଗମ ନିକଟସ୍ଥ ଏସ.ଏସ.ଭି.ଟି ପଡ଼ିଆରେ ଆଜି ସନ୍ଧ୍ୟାରେ ଅରୁପା ଦ୍ଵାରା ପରିଚାଳିତ ସର୍ବ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଡ଼ିଏ ଅଧକ୍ଷ ସୁବା



ଅମୃତ ମହୋତ୍ସବରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ମାନୀତ

Kiran Behera | ଓଡ଼ିଶା | ଗଞ୍ଜାମ | 12488 | Read...

ଅମୃତ ମହୋତ୍ସବରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ମାନୀତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପକ୍ଷରୁ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଚଳିତ ବର୍ଷ ଦଶମ ଓ ଦ୍ବାଦଶ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ସ୍ଥାନୀ



ଆଜି ମଞ୍ଚସ୍ଥ ହେଲା ନାଟକ "ଅଚିହ୍ନା ମଣିଷ "

Gouri Shankar Mishra | ମନୋରଞ୍ଜନ | ଗଞ୍ଜାମ | 12487 | Read...

ଆଜି ମଞ୍ଚସ୍ଥ ହେଲା ନାଟକ

ଆଜି ସନ୍ଧ୍ୟା 6ଘଣ୍ଟ ସମୟରେ ବ୍ରହ୍ମପୁର ପ୍ରକାଶମ ହଲରେ ମଞ୍ଚସ୍ଥ ହେଲା ନାଟକ "ଅଚିହ୍ନା ମଣିଷ". ସାମାଜିକ ସଚେତନତାଧର୍ମୀ ଏହି ନାଟକଟିକୁ ଯୁବ ନାଟ୍ୟକାର ପ୍ରିୟମ୍ବଦ ପଟ୍ଟନାୟକ ରଚନା କରିଥିବା ବେଳେ ବଳିଷ୍ଠ ନିର୍ଦ୍ଦେଶନା ଦେ



ସମୀର ପ୍ଳାଜା ତରଫରୁ କଣ୍ଠଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା

Gouri Shankar Mishra | ମନୋରଞ୍ଜନ | ଗଞ୍ଜାମ | 12486 | Read...

ସମୀର ପ୍ଳାଜା ତରଫରୁ  କଣ୍ଠଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା

76ତମ ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ସାଇ କମ୍ପ୍ଲେକ୍ସ ର ସମୀର ପ୍ଳାଜା ତରଫରୁ ବ୍ରହ୍ମପୁର ର ସମସ୍ତ ଜଣା ଶୁଣା କଣ୍ଠଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା ସହିତ ଛୋଟ ଛୋଟ ପିଲା ମାନଙ୍କର ନାଚ ଗୀତ ର କାର୍ଯ



ସିପିଏମ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ପାଳନ।

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12485 | Read...

ସିପିଏମ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ପାଳନ।

ଆଜି ପାର୍ଟି ଜିଲ୍ଲା ଅଫିସରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ପତ୍ତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସାଥୀମାନେ ସମ୍ବିଧାନର ସୁରକ୍ଷା ପାଇଁ ସମ୍ବିଧାନର ମୁ



୭୫ତମ ଅମୃତ ମହୋତ୍ସବ ଅବସରରେ ତ୍ରିରଙ୍ଗାଯାତ୍ରା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12484 | Read...

 ୭୫ତମ ଅମୃତ ମହୋତ୍ସବ ଅବସରରେ  ତ୍ରିରଙ୍ଗାଯାତ୍ରା

ସ୍ବାଧିନତା ଦିବସ ର ୭୫ତମ ଅମୃତ ମହୋତ୍ସବ ଅବସରରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ପାଟପୁର ଗ୍ରାମରେ ବିଜେପି ତରଫରୁ ନାରୀ ନେତ୍ରୀ ଶ୍ରୀମତୀ ବବିତା ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ସହିତ ତ୍ରିରଙ୍ଗାଯାତ୍ର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: