ଗଞ୍ଜାମ : District News


ଶନିବାର 'ନୋ ବ୍ୟାଗ୍ ଡେ' ସ୍କୁଲ ଆସିବେ ହେଲେ ଆଣିବେନି ବସ୍ତାନୀ

BHAGYAPRABHA NEWS | ଶିକ୍ଷା | ଗଞ୍ଜାମ | 5976 | Read...

ଶନିବାର 'ନୋ ବ୍ୟାଗ୍ ଡେ'  ସ୍କୁଲ ଆସିବେ ହେଲେ  ଆଣିବେନି ବସ୍ତାନୀ

ଛାତ୍ରଛାତ୍ରୀମାନଙ୍କୁ ପାଣି ପିଇବା ଅଭ୍ୟାସ କରାଇବା ପାଇଁ ସ୍କୁଲମାନଙ୍କରେ ଜିଲ୍ଲାପାଳ ଆରମ୍ଭ କରିଥିଲେ 'ୱାଟର୍ ବେଲ୍' କାର୍ଯ୍ୟକ୍ରମ । ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ ଏହି ଚାପମୁକ୍ତ ଶିକ୍ଷା ପଦ୍ଧତି ଲାଭଦାୟକ



ସରକାରୀ ପୌର ଉଚ୍ଚ ବିଦ୍ୟାଳୟରେ କରୋନା ସଚେତନ କାର୍ଯ୍ୟକ୍ରମ

BHAGYAPRABHA NEWS | ଶିକ୍ଷା | ଗଞ୍ଜାମ | 5963 | Read...

 ସରକାରୀ ପୌର ଉଚ୍ଚ ବିଦ୍ୟାଳୟରେ କରୋନା ସଚେତନ କାର୍ଯ୍ୟକ୍ରମ

ସାରା ବିଶ୍ୱରେ ଏବେ ଛାଇ ଯାଇଛି କରୋନା ଭୟ । ତେବେ ଆମ ଦେଶରେ ମଧ୍ୟ ଏହାର କିଛି ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଖେଳି ଯାଇଛି ଭୟର ବାତାବରଣ । ତେବେ କରୋନା ଭାଇରସକୁ ନେଇ ଏବେ ସବୁଠି କରାଯାଉଛି ସଚେତନତା କାର୍ଯ୍ୟକ୍ରମ । ଏହି ଅବ



ଗୋପାଳପୁରରେ ବିଜୁବାବୁଙ୍କ ଜୟନ୍ତୀ ଉତ୍ସବ ପାଳିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5962 | Read...

ଗୋପାଳପୁରରେ ବିଜୁବାବୁଙ୍କ  ଜୟନ୍ତୀ ଉତ୍ସବ ପାଳିତ

ଗୋପାଳପୁର ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଗୋପାଳପୁରଠାରେ ରାଷ୍ଟ୍ରନୀତିଜ୍ଞ ଶତାବ୍ଦୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରର



ବି . ତୁରୁବୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ବାର୍ଷିକୋତ୍ସବ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 5961 | Read...

ବି . ତୁରୁବୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ବାର୍ଷିକୋତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ତମ ବାର୍ଷିକୋତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସେଠ



ବ୍ରହ୍ମପୁର ବି.ଜେ.ଡି. ପକ୍ଷରୁ ବିଜୁ ଜୟନ୍ତୀ ପାଳିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5959 | Read...

ବ୍ରହ୍ମପୁର ବି.ଜେ.ଡି. ପକ୍ଷରୁ ବିଜୁ ଜୟନ୍ତୀ ପାଳିତ

ବ୍ରହ୍ମପୁର ବି.ଜେ.ଡି. ପକ୍ଷରୁ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ୧୦୪ ଦୀପ ପ୍ରଜ୍ୱଳନ କରି ଦେଶୀ ବେହେରା ସାହି ଠାରେ ଥିବା ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିରେ ପୁ



ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ପାଇଁ ୧୪ ଜଣ ପ୍ରାର୍ଥୀପତ୍ର ଦାଖଲ

Kiran Behera | ରାଜନୀତି | ଗଞ୍ଜାମ | 5958 | Read...

ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ପାଇଁ ୧୪ ଜଣ ପ୍ରାର୍ଥୀପତ୍ର ଦାଖଲ

ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ରାଜ୍ଯ ଓକିଲ ସଂଘର ନିର୍ଦ୍ଦେଶିକା ପ୍ରକାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଧା ୧୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିର୍ବ



ମଧ୍ୟାହ୍ନ ଭୋଜନ ଖାଦ୍ୟ ଯାଞ୍ଚ କରି ଭୋଜନ ଖାଇଲେ ବମକୋଇ ସରପଞ୍ଚ ପ୍ରତିନିଧି

Kiran Behera | ବିଶେଷ | ଗଞ୍ଜାମ | 5957 | Read...

ମଧ୍ୟାହ୍ନ ଭୋଜନ ଖାଦ୍ୟ ଯାଞ୍ଚ କରି ଭୋଜନ ଖାଇଲେ ବମକୋଇ ସରପଞ୍ଚ ପ୍ରତିନିଧି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ଅଧିନସ୍ଥ ମଣିପଡିଆ ଗୋପାଳ ଦାସ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସମୟରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ଯା ହଠାତ ବିଦ୍ୟାଳୟରେ ପହ



ପୋଖରୀରେ ବୁଡି ଯୁବକଙ୍କ ମୃତ

Kiran Behera | ଅପରାଧ | ଗଞ୍ଜାମ | 5955 | Read...

ପୋଖରୀରେ ବୁଡି ଯୁବକଙ୍କ ମୃତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରାଧାଦେଇପୁର ଗ୍ରାମ ନୂଆସାହି ପୋଖରୀରେ ଶୁକ୍ରବାର ସକାଳେ ଜଣେ ଯୁବକ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ମୃତ ଯୁବକ ହେଲେ ରାଧାଦେଇପୁର ନୂଆସାହିର ବାଉରୀ ମହାଙ୍କୁଡଙ୍କ ପୁଅ ଜୟସେନ ମହାଙ୍



ଫେରାର ଗାଡି ଚାଳକ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 5953 | Read...

ଫେରାର ଗାଡି ଚାଳକ ଗିରଫ

ଦିଗପହଣ୍ଡି ପୋଲିସ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଗାଡି ଚାଳକ ଙ୍କୁ ଗୁରୁବାର ଗିରଫ କରି ଥାନା ମାମଲା ନଂ.୧୭/୨୦ ଅନୁଯାୟୀ ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ଅଭିଯୁକ୍ତ ଗାଡି ଚାଳକ ଜଣକ ହେଲେ ପାଟପୁର ଥାନା ପୋଡ଼ା ମାର



ଦିଗପହଣ୍ଡି ବ୍ଳକ ଠିକାଦାର ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ

Kiran Behera | ରାଜନୀତି | ଗଞ୍ଜାମ | 5952 | Read...

ଦିଗପହଣ୍ଡି ବ୍ଳକ ଠିକାଦାର ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକରେ ରହିଥିବା ଠିକାଦାର ସଂଘ ପକ୍ଷରୁ ଗୁରୁବାର ଦିନ ଏକ ପରିବର୍ଦ୍ଧିତ ଆଲୋଚନା ସଭା ତଥା ବୈଠକ କାର୍ଯ୍ୟକ୍ରମ ସ୍ଥାନୀୟ ଚିକିଟି ମୁଖ୍ୟରାସ୍ତାରେ ଥିବା ଗୁପ୍ତେଶ୍ୱର ଶୈବପୀଠରେ ଅନୁଷ୍ଠିତ ହୋ



ପଦ୍ମନାଭପୁରରେ ପଞ୍ଚାୟତିରାଜ ଦିବସ ପାଳିତ

Kiran Behera | ବିଶେଷ | ଗଞ୍ଜାମ | 5951 | Read...

ପଦ୍ମନାଭପୁରରେ ପଞ୍ଚାୟତିରାଜ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଆୟୋଜ



ଦିଗପହଣ୍ଡିରେ ବିଜୁ ଜୟନ୍ତୀ ଓ ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

Kiran Behera | ବିଶେଷ | ଗଞ୍ଜାମ | 5950 | Read...

ଦିଗପହଣ୍ଡିରେ ବିଜୁ ଜୟନ୍ତୀ ଓ ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଡାହଡ ପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳ ତରଫରୁ ଗୁରୁବାର ଦିନ ପ୍ରବାଦ ପୁରଷ ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଏବଂ ବ୍ଲକସ୍ତରୀୟ ପଂଞ୍ଚାୟତିରାଜ ଦ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: