ଗଞ୍ଜାମ : District News


ମେଧାବୃତ୍ତି ପରୀକ୍ଷାରେ କାହ୍ନା ବ୍ଲକରେ ପ୍ରଥମ

Kiran Behera | ଶିକ୍ଷା | ଗଞ୍ଜାମ | 8730 | Read...

ମେଧାବୃତ୍ତି ପରୀକ୍ଷାରେ କାହ୍ନା ବ୍ଲକରେ ପ୍ରଥମ

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଦିଗପହଣ୍ଡି ବଜାରସାହି ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର କାହ୍ନା ଭୂୟାଁ ସର୍ବାଧିକ ନମ୍ବର ରଖି ବ୍ଲକ ସ୍ତରରେ ପ୍ରଥମ ହୋଇଥିବା ଜଣାପଡିଛି । କାହ୍ନା



ରାଜନୈତିକ ଶତ୍ରୁତାରୁ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ ; ଥାନାରେ ଏତଲା

Kiran Behera | ଅପରାଧ | ଗଞ୍ଜାମ | 8728 | Read...

ରାଜନୈତିକ ଶତ୍ରୁତାରୁ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ ; ଥାନାରେ ଏତଲା

ଦିଗପହଣ୍ଡି ବ୍ଳକ ବମକୋଇ ଗ୍ରାମର ଭାଜପା ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତାବାପି ପ୍ରଧାନଙ୍କୁ ଶନିବାର ସକାଳେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ପୂର୍ବ ଯୋଜନା ପ୍ରକା



ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଆଘାତରେ ଦୁଇଭାଇ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 8727 | Read...

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଆଘାତରେ ଦୁଇଭାଇ ମୃତ

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପୋଚିଲିମା ପଞ୍ଚାୟତ ସିଙ୍ଗିପୁର ଗ୍ରାମରେ ଏକ ଦୁ଼ଃଖଦାୟକ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ରମେଶ ମୁନୀ (୬୫) ଓ ମଙ୍ଗୁଳୁ ମୁନୀ (୫୨) ଦୁଇଭାଇ ନିଜ ଜମିକୁ ପାଣି ମଡ଼ାଇବାକୁ ଯା



୧୦ ଦଫା ଦାବି ନେଇ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

Kiran Behera | ଓଡ଼ିଶା | ଗଞ୍ଜାମ | 8725 | Read...

୧୦ ଦଫା ଦାବି ନେଇ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ସ୍ଥାନୀୟ ବଜାର ସାହି ଗାନ୍ଧୀଛକ ଠାରେ ସିପିଏମ୍ ତଥା ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ୧୦ ଦଫା ଦାବୀପୂରଣ ନେଇ ପ୍ରତିବାଦ ସଭା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍



+୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ : ଦକ୍ଷିଣାଞ୍ଚଳ ଉତ୍ତୀର୍ଣ୍ଣ ହାର କଳାରେ ୬୧.୨୨ ଶତାଂଶ ଓ ଧନ୍ଦାମୂଳକ ଶିକ୍ଷାରେ ୪୪.୪୪ ଶତାଂଶ

Bhagyaprabha News Bureau | ଶିକ୍ଷା | ଗଞ୍ଜାମ | 8724 | Read...

+୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ : ଦକ୍ଷିଣାଞ୍ଚଳ ଉତ୍ତୀର୍ଣ୍ଣ ହାର କଳାରେ ୬୧.୨୨ ଶତାଂଶ ଓ ଧନ୍ଦାମୂଳକ ଶିକ୍ଷାରେ ୪୪.୪୪ ଶତାଂଶ

ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳାଫଳ ଆଜି ଅପରାହ୍ଣ ଚାରିଟା ସମୟରେ ପ୍ରକାଶ ପାଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍



ପାଳଗଦାରୁ ପାଳ ଚୋରି ଘଟଣାକୁ କେନ୍ଦ୍ରକରି ଦୁଇ ପରିବାର ଗଣ୍ଡଗୋଳ : ୩ ଗୁରୁତର

Kiran Behera | ଅପରାଧ | ଗଞ୍ଜାମ | 8723 | Read...

ପାଳଗଦାରୁ ପାଳ ଚୋରି ଘଟଣାକୁ କେନ୍ଦ୍ରକରି ଦୁଇ ପରିବାର ଗଣ୍ଡଗୋଳ : ୩ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ପଞ୍ଚାୟତର ନୂଆ ଅନନ୍ତେଇ ଗ୍ରାମର ଶାନ୍ତି ପାତ୍ରଙ୍କ ପାଳଗଦାରୁ ପାଳ ଚୋରି ଘଟଣାକୁ କେନ୍ଦ୍ରକରି ଅନ୍ୟ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଯାହାଫଳରେ ଅନ୍ୟ ପରିବାର



ଅଜଣା ଗାଡି ଧକ୍କାରେ ବାଇକ ଚାଳକ ସମେତ ଅନ୍ୟ ସହଯୋଗୀ ଗୁରୁତର

Kiran Behera | ଅପରାଧ | ଗଞ୍ଜାମ | 8722 | Read...

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ସମେତ ଅନ୍ୟ ସହଯୋଗୀ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ପଞ୍ଚାୟତ ଅଧିନସ୍ଥ ଖାରିବନ୍ଧ ନିକଟରେ ଶୁକ୍ରବାର ବିଳମ୍ୱିତ ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ସମେତ ଅନ୍ୟ ସହଯୋଗୀ ଗୁରୁତର ହୋଇଥିବା ଜଣାପଡିଛି । ଗୁ



ବିଷଧର ସାପ କାମୁଡାରେ ଯୁବତୀ ଗୁରୁତର

Kiran Behera | ଓଡ଼ିଶା | ଗଞ୍ଜାମ | 8721 | Read...

ବିଷଧର ସାପ କାମୁଡାରେ ଯୁବତୀ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଆଙ୍କୋରଡା ପଞ୍ଚାୟତ ଅନ୍ତର୍ଗତ ରାଜପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିବା ଜଣାପଡିଛି । ଗ୍ରାମ ପୋଖରୀରୁ ଗାଧୋଇସାରି ଫେରୁଥିବା ସ



ସ୍କାଉଟ ଓ ଗାଇଡ୍ସ ପକ୍ଷରୁ କରୋନା ସଚେତନ ଓ ସୁରକ୍ଷା ସାମଗ୍ରୀ ବଣ୍ଟନ

Kiran Behera | ଓଡ଼ିଶା | ଗଞ୍ଜାମ | 8711 | Read...

 ସ୍କାଉଟ ଓ ଗାଇଡ୍ସ ପକ୍ଷରୁ କରୋନା ସଚେତନ ଓ ସୁରକ୍ଷା ସାମଗ୍ରୀ ବଣ୍ଟନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍କାଉଟ ଓ ଗାଇଡ୍ସ ପକ୍ଷରୁ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ କରୋନା ସଚେତନତା କାର୍ଯ୍ୟକ୍ରମ ଓ କରୋନା ସୁରକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛ



ବୟନ ଶିଳ୍ପ ପାର୍କ ନିର୍ମାଣ ନିମନ୍ତେ ଦିଗପହଣ୍ଡି ବିଡ଼ିଓଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 8710 | Read...

ବୟନ ଶିଳ୍ପ ପାର୍କ ନିର୍ମାଣ ନିମନ୍ତେ ଦିଗପହଣ୍ଡି ବିଡ଼ିଓଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

ଗଞ୍ଜାମ ଜିଲ୍ଲାର କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ଦାଦନ ସମସ୍ୟାର ସମାଧାନ ଏବଂ ଜିଲ୍ଲାରେ ରୋଜଗାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପୂର୍ବାହ୍ନରେ ବିଜେପି ପୂର୍ବତନ ରାଜ୍ଯ ସଂପାଦକ ଶ୍ରୀକାନ୍ତ ପାଢୀଙ୍କ ନେତୃତ୍ବରେ



କୃଷକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ୫ ଦଫା ଦାବୀ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

Kiran Behera | ଓଡ଼ିଶା | ଗଞ୍ଜାମ | 8709 | Read...

କୃଷକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ୫ ଦଫା ଦାବୀ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ପୂର୍ବାହ୍ନରେ ସାନଖେମୁଣ୍ଡି ତହସିଲଦାର ଅମିତ ନାୟକଙ୍କ ଜରିଆରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦ



ଖେଳ ପଡିଆ ନିର୍ମାଣକୁ କେନ୍ଦ୍ରକରି ସବର୍ଣ୍ଣ - ଅସବର୍ଣ୍ଣଙ୍କ ମଧ୍ୟରେ ଛକାପଞ୍ଝା ; ଜିଲାପାଳଙ୍କୁ ସ୍ମାରକପତ୍ର

Kiran Behera | ଅପରାଧ | ଗଞ୍ଜାମ | 8708 | Read...

ଖେଳ ପଡିଆ ନିର୍ମାଣକୁ କେନ୍ଦ୍ରକରି ସବର୍ଣ୍ଣ - ଅସବର୍ଣ୍ଣଙ୍କ ମଧ୍ୟରେ ଛକାପଞ୍ଝା ; ଜିଲାପାଳଙ୍କୁ ସ୍ମାରକପତ୍ର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ମେଘଝୋଳି ଗ୍ରାମରେ ବିଦ୍ୟାଳୟ ଖେଳପଡିଆ ଓ ଅଙ୍ଗନୱାଡ଼ି ଗୃହ ନିର୍ମାଣକୁ କେନ୍ଦ୍ରକରି ସବର୍ଣ୍ଣ - ଅସବର୍ଣ୍ଣ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗତ କିଛିଦିନ ହେଲା ଛକାପଞ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: