ଗଞ୍ଜାମ : District News


ବିସ୍ପୋରଣରେ ୩ଛାତ୍ର ଗୁରୁତର ଆହତ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 5921 | Read...

ବିସ୍ପୋରଣରେ ୩ଛାତ୍ର ଗୁରୁତର ଆହତ

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମରେ। ସେଠାରେ ଡିଟୋନେଟର ଫୁଟି ଦୁଇ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଏହି



ଛାତ୍ରୀ ଆତ୍ମସୁରକ୍ଷା କୌଶଳ ଶିବିର ଉଦଯାପିତ

Kiran Behera | ଓଡ଼ିଶା | ଗଞ୍ଜାମ | 5919 | Read...

ଛାତ୍ରୀ ଆତ୍ମସୁରକ୍ଷା କୌଶଳ ଶିବିର ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ ବିଜୁପଟ୍ଟନାୟକ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ଦୀର୍ଘ ୧୨ଦିନ ଧରି ଚାଲିଥିବହା ଛାତ୍ରୀ ଆତ୍ମସୁରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ଯକ୍ଷା ଡି. ସ୍ବାଗତିକା ପାତ୍ରଙ୍କ ସଭାପତି



ଲାଡିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Kiran Behera | ଶିକ୍ଷା | ଗଞ୍ଜାମ | 5918 | Read...

ଲାଡିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଗଞ୍ଜାମ ଜିଲ୍ଲା ସ୍ଥିତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ପଦ୍ମନାଭପୁରଠାରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଲାଡିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅ



ଗଳାଧକ୍କା ମାରି ସୁନା ଝାମ୍ପିନେଲେ ଲୁଟେରା

Kiran Behera | ଅପରାଧ | ଗଞ୍ଜାମ | 5916 | Read...

ଗଳାଧକ୍କା ମାରି ସୁନା ଝାମ୍ପିନେଲେ ଲୁଟେରା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ରାଜପୁର ରୋଡରେ ସୋମବାର ଦିନ ଜଣେ ସାଇକେଲ ଆରୋହୀଙ୍କୁ ଗଳାଧକ୍କା ମାରି ସେ ତଳେ ପଡିଯିବା ପରେ ତାଙ୍କ ନିକଟରେ ଥିବା ପ୍ରାୟ ପାଞ୍ଚ ତୋଳା ଓଜନର ସୁନା ଅଳଙ୍କାରକୁ ଲୁଟେରା ମାନେ ଝାମ



ଖେମୁଣ୍ଡି ଓକିଲ ସଂଘର ନିର୍ବାଚନୀ ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 5915 | Read...

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନୀ ବୈଠକ

ଗଞ୍ଜାମ ଜିଲ୍ଲା ଖେମୁଣ୍ଡି ଓକିଲ ସଂଘର ଏକ ବୈଠକ ସଭାପତି ରସାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସମ୍ପାଦକ ହରପ୍ରସାଦ ରଥଙ୍କ ଦ୍ଵାରା ରାଜ୍



ଭିଜଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

Swadhina Kumar Sahu | ଅପରାଧ | ଗଞ୍ଜାମ | 5911 | Read...

ଭିଜଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ । ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯା



ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ଆୱାର୍ଡ

BHAGYAPRABHA NEWS | ସ୍ବାସ୍ଥ୍ୟ | ଗଞ୍ଜାମ | 5899 | Read...

ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ଆୱାର୍ଡ

ଜାତୀୟ ସ୍ୱାସ୍ଥ୍ୟ ମିଶନ ଯଥା ଓଡ଼ିଶାରେ ପ୍ରଚଳିତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ କାୟାକଳ୍ପ ପୁରସ୍କାର ଘୋଷିତ ହୋଇଛି। ଏହି ତାଲିକାରେ ଗଂଜାମର ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱ



ଶିଶୁମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

Kiran Behera | ଶିକ୍ଷା | ଗଞ୍ଜାମ | 5889 | Read...

ଶିଶୁମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ୱତୀନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ଦିନ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଲକ୍ଷ୍ମୀ କାନ୍ତ ମିଶ୍ର ଏବଂ ଭଗବତ



ବିଭିନ୍ନ ଉନ୍ନୟନ୍ନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ସହ ପାଠ ପଢାଇଲେ ଜିଲ୍ଲାପାଳ

Kiran Behera | ଓଡ଼ିଶା | ଗଞ୍ଜାମ | 5888 | Read...

 ବିଭିନ୍ନ ଉନ୍ନୟନ୍ନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ସହ ପାଠ ପଢାଇଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲା ସ୍ଥିତ ସାନଖେମୁଣ୍ଡି ଅଞ୍ଚଳର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଗ୍ରାମାଞ୍ଚଳରେ ରହିଥିବା ରାସ୍ତା , ନବ ନିର୍ମିତ ଶିଶୁ ପାର୍କ , ଉଦ୍ୟାନ ପାର୍କ, ପୋଖରୀ କା



ଚେନ୍ନାଇରେ ଟ୍ରେନରେ କଟି ଓଡିଆ ଶ୍ରମିକଙ୍କ ମୃତ୍ୟୁ ; ମୃତଦେହ ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

Kiran Behera | ଅପରାଧ | ଗଞ୍ଜାମ | 5885 | Read...

ଚେନ୍ନାଇରେ ଟ୍ରେନରେ କଟି ଓଡିଆ ଶ୍ରମିକଙ୍କ ମୃତ୍ୟୁ ; ମୃତଦେହ ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନାସିଦ୍ଧଖଣ୍ଡି ଗ୍ରାମର ପର୍ଶୁ ଜେନା ନାମକ ଜଣେ ଶ୍ରମିକ ସୁଦୂର ଚେନ୍ନାଇରେ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି । ଟ୍ରେନ ଲାଇନରେ ପଡ଼ିଥିବା ତାଙ୍କଖଣ୍ଡ ବିଖଣ୍ଡିତ ମୃତଦେହକୁ ରେଳବାଇ ପୋଲ



ଦିଗପହଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 5882 | Read...

ଦିଗପହଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ଦିଗପହଣ୍ଡି ବ୍ଲକ କାର୍ଯ୍ଯାଳୟ ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଦିଗପହଣ୍ଡି ପଞ୍ଚାୟତ ସମିତି ତରଫରୁ ଆୟୋଜିତ ଏହି ଶିବିରକୁ ବ୍ଲକ ଅଧ୍ଯକ୍ଷ ବିପ



ଦିଗପହଣ୍ଡିରେ ବ୍ଳକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

Kiran Behera | ବିଶେଷ | ଗଞ୍ଜାମ | 5881 | Read...

ଦିଗପହଣ୍ଡିରେ ବ୍ଳକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପରିସରରେ ଗୁରୁବାର ଦିନ ଦିଗପହଣ୍ଡି ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ଅଧିନରେ ଥିବା ୨୫ ଗୋଟି ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ସାମାଜ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: