ଗଞ୍ଜାମ : District News


ସମିତିସଭ୍ୟଙ୍କୁ ଆକ୍ରମଣ ଓ ହତ୍ୟା ଧମକ, ୱାର୍ଡ ସଭ୍ୟ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12366 | Read...

ସମିତିସଭ୍ୟଙ୍କୁ ଆକ୍ରମଣ ଓ ହତ୍ୟା ଧମକ, ୱାର୍ଡ ସଭ୍ୟ ଗିରଫ

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ କୁଠାରସିଙ୍ଗି ପଞ୍ଚାୟତର ସମିତିସଭ୍ୟ ଆଶିଷ ରାଉଲଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେଇଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ସମ୍ପୂକ୍ତ ଥିବା ଉକ୍ତ ପଞାଚ୍ୟତ



ବିଦ୍ୟୁତ ପୁରି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12365 | Read...

ବିଦ୍ୟୁତ ପୁରି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର ବିଦ୍ୟୁତ ପୁରି କଲୋନୀ ସ୍ଥିତ ଉଛ ପ୍ରାଥମିକ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କ୍ରଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧିୟ ଏବଂ ଫଳ ଜାତୀୟ ବୃକ୍ଷ ରୋପଣ କରାଯ



ଗୋଷାଣିନୁଆଗାଁ ଶିଶୁ ମନ୍ଦିରରେ ମେଧାବୀ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12364 | Read...

ଗୋଷାଣିନୁଆଗାଁ ଶିଶୁ ମନ୍ଦିରରେ ମେଧାବୀ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ

ବ୍ରହ୍ମପୁର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୋସାଇଁ ନୁଆଁ ଗାଁ ଠାରେ ମେଧାବୀ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ ମହାସମାରୋହରେପାଳିତ ହୋଇଥିଲା।ଏହି ଅବସରରେ ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ନାରାୟଣ



ନିଷ୍ଟ କଲେଜ ଏମବିଏ ବିଭାଗର ଜାତୀୟ ସ୍ତରୀୟ କର୍ମଶାଳା ଉଦଯାପିତ

Gouri Shankar Mishra | ଶିକ୍ଷା | ଗଞ୍ଜାମ | 12363 | Read...

ନିଷ୍ଟ କଲେଜ ଏମବିଏ ବିଭାଗର ଜାତୀୟ ସ୍ତରୀୟ କର୍ମଶାଳା ଉଦଯାପିତ

ବ୍ରହ୍ମପୁର ଉପକଣ୍ଠ ନିଷ୍ଟ କଲେଜର ଏମ.ବି.ଏ ବିଭାଗ ତରଫରୁ “ସାମାଜିକ ବିଜ୍ଞାନ ଏବଂ ପରିଚାଳନା ଅନୁସନ୍ଧାନରେ ଅର୍ଥନୀତି ପରିମାପନ ଉପକରଣଗୁଡ଼ିକର ପ୍ରୟୋଗ ଉପରେ" ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରୀୟ କର୍ମଶାଳା ଉଦଯାପିତ ହ



ଫୁଲ ପାଖୁଡ଼ାରେ ଚିଠି କବିତା ଲୋକାର୍ପିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12362 | Read...

ଫୁଲ ପାଖୁଡ଼ାରେ ଚିଠି କବିତା ଲୋକାର୍ପିତ

ପ୍ରେମ-ପ୍ରଣୟସିକ୍ତ କାବ୍ୟ ପରମ୍ପରାର ଅନ୍ୟତମ ବୟୋଜ୍ୟେଷ୍ଠ କାବ୍ୟସ୍ରଷ୍ଟା ଡ. କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ବିରଚିତ ଷଷ୍ଠ କବିତା ସଂକଳନ 'ଫୁଲ ପାଖୁଡ଼ାରେ ଚିଠି' ଆଜି ସନ୍ଧ୍ୟାରେ ଏକ ଭବ୍ୟ ବାତାବରଣ ମଧ୍ୟରେ ପାଠକାର୍ପିତ ହୋ



ସାମାଜିକ ବାସନ୍ଦକୁ ନେଇ ଥାନାରେ ଅଭିଯୋଗ, ପୋଲିସ ପକ୍ଷରୁ ଗ୍ରାମବାସୀଙ୍କୁ ନେଇ ବୈଠକ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 12361 | Read...

ସାମାଜିକ ବାସନ୍ଦକୁ ନେଇ ଥାନାରେ ଅଭିଯୋଗ, ପୋଲିସ ପକ୍ଷରୁ ଗ୍ରାମବାସୀଙ୍କୁ ନେଇ ବୈଠକ

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସାମାଜିକ ବାସନ୍ଦ ପ୍ରଥା ବିଡବାର ଦେଖିବାକୁ ମିଳୁଛି । ସେହିପରି ଛତ୍ରପୁର ଥାନା ଅନ୍ତର୍ଗତ ଜିଏନ ପାଲମ ଗ୍ରାମରୁ ବାସନ୍ଦଙ୍କୁ ନେଇ ଆସିଛି ଦୁଇଟି ଅଭିଯୋଗ । ଏହି ଗ୍ରାମର ୬ଟି ପରିବାର କୁ ବାସନ୍



ପ୍ରଶାସନ ଉପସ୍ଥିତିରେ ଡେଙ୍ଗାଓସ୍ତା ବଜାର ଉଠାଦୋକାନୀ ଜବରଦଖଲ ଉଚ୍ଛେଦ

Kiran Behera | ଓଡ଼ିଶା | ଗଞ୍ଜାମ | 12360 | Read...

ପ୍ରଶାସନ ଉପସ୍ଥିତିରେ ଡେଙ୍ଗାଓସ୍ତା ବଜାର ଉଠାଦୋକାନୀ ଜବରଦଖଲ ଉଚ୍ଛେଦ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ସିଙ୍ଗିପୁର ପଞ୍ଚାୟତ ଅଧିନସ୍ଥ ଡେଙ୍ଗାଓସ୍ତା ବଜାର ରାସ୍ତା ପାର୍ଶ୍ବରେ ଥିବା ଉଠାଦୋକାନୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶନିବାର ଦିନ ପ୍ରଶାସନର ଉପସ୍ଥିତିରେ ହୋଇଯାଇଛି । ଖବରନୁଯାୟ



ରେଶମ ନଗରୀରୁ ଧଳା ଜହର ଜବତ, ୪୫ ହଜାର ଟଙ୍କା ସହ ଯୁବକ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12359 | Read...

ରେଶମ ନଗରୀରୁ ଧଳା ଜହର ଜବତ, ୪୫ ହଜାର ଟଙ୍କା ସହ ଯୁବକ ଗିରଫ

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରାଯାଇଛି। ଯୁବକ ଜଣଙ୍କ ଏକ ବାଇକରେ ବ୍ରାଉନ ସୁଗର ଧରି ବିକ୍ରି କରିବାକୁ ନେଉଥିବା ବେଳେ ଜାତୀୟ ରାଜପଥ-୧୬ ଡୁରା ନିକ



ୟୁରୋକିଡସ୍ ଓ ଭାଗ୍ୟପ୍ରଭା ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ବୃକ୍ଷରୋପଣ କାର୍ଯ୍ୟକ୍ରମ

Srabani Nayak | ଓଡ଼ିଶା | ଗଞ୍ଜାମ | 12358 | Read...

ୟୁରୋକିଡସ୍ ଓ ଭାଗ୍ୟପ୍ରଭା ନ୍ୟୁଜ୍ ପକ୍ଷରୁ ଆୟୋଜିତ ହେଲା ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ୟୁରୋକିଡସ୍ ଓ ଭାଗ୍ୟପ୍ରଭା ନ୍ୟୁଜ୍ ପକ୍ଷରୁ ମିଳିତ ଭାବରେ ଆୟୋଜିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜ



ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ କର୍ମକର୍ତ୍ତା ଶିବିର ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12357 | Read...

ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ କର୍ମକର୍ତ୍ତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ବିଭାଗ ତରଫରୁ ଇଞ୍ଜିନିୟରିଂ ସ୍କୁଲ ଡାକ ଘରେ ଏକ ସ୍ଵଳ୍ପ ସଞ୍ଚୟ କର୍ମକର୍ତ୍ତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତଭୁକ୍ତି କରଣ ଅଧିକା



ନାଟ୍ୟକାର ଏକ ହେଲେ ପେଣ୍ଡାଲରେ ଅପସଂସ୍କୃତି ବନ୍ଦ ହେବ

Swadhina Kumar Sahu | ବିଶେଷ | ଗଞ୍ଜାମ | 12356 | Read...

ନାଟ୍ୟକାର ଏକ ହେଲେ ପେଣ୍ଡାଲରେ ଅପସଂସ୍କୃତି ବନ୍ଦ ହେବ

ରାଜ୍ୟରେ ଦିନକୁ ଦିନ ନାଟକ ପେଣ୍ଡାଲ ହେଉ କିମ୍ବା ଅପେରା ପେଣ୍ଡାଲ ରେ ଅଶ୍ଳୀଳ ନୃତ୍ୟ ଠାରୁ ଆରମ୍ଭ କରି ଅପସଂସ୍କୃତି ପ୍ରଚାର ପ୍ରସାର ହେବାରେ ଲାଗିଚି। ଲୋକ କଳା ଓ ଲୋକ ସଂସ୍କୃତି କ୍ଷେତ୍ରରୁ ଅପସଂସ୍କୃତି ଅପସାରଣ ନିମନ୍ତେ



ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ଜିନିଷ ଉପରେ ଜିଏସ୍‌ଟିକୁ ସିପିଆଇଏମ ପକ୍ଷରୁ ବିରୋଧ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12355 | Read...

ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ଜିନିଷ ଉପରେ ଜିଏସ୍‌ଟିକୁ ସିପିଆଇଏମ ପକ୍ଷରୁ ବିରୋଧ

କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ପୂର୍ବରୁ ସଲାଗୁ କରାଯାଇଛି । ବର୍ତ୍ତମାନ ସରକାର ଯେଉଁ ଭଳି ଭାବେ ଗରିବଙ୍କ ପେଟ ପୋସୁଥିବା ମୁଡି, ଚୁଡା, ଗୁଡ ପରି ସାମଗ୍ରୀକୁ ଜିଏସଟିର ପରିସର ଭୁକ୍ତ କର




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: