ଗଞ୍ଜାମ : District News


ବିଜେଡିରେ ସାମିଲ ହେଲେ ଛତ୍ରପୁରର ବହୁ ବରିଷ୍ଟ ନେତା

Swadhina Kumar Sahu | ରାଜନୀତି | ଗଞ୍ଜାମ | 11709 | Read...

ବିଜେଡିରେ ସାମିଲ ହେଲେ ଛତ୍ରପୁରର ବହୁ ବରିଷ୍ଟ ନେତା

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଥିବା ବେଳେ ବିଜେଡି ଶିବିରରେ ଆୟୋଜିତ ହୋଇଯାଇଛି ମିଶ୍ରଣ ପର୍ବ । ଆଜି ରାଜ୍ୟ ନିରାବଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଗଞ୍ଜାମ ଜିଲ୍ଲ



କୁଲାଡ଼ ଠାରେ ବିଦ୍ୟୁତ ବିଲ ସଂଗ୍ରହ ସଂଘର ବୈଠକ ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11708 | Read...

କୁଲାଡ଼ ଠାରେ ବିଦ୍ୟୁତ ବିଲ ସଂଗ୍ରହ ସଂଘର ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଦ୍ୟୁତ ଡିଭିଜନର ବିଦ୍ୟୁତ ବିଲ ସଂଗ୍ରହ ସଂଘର ଏକ ବୈଠକ କୁଲାଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଲ ସଂଗ୍ରହ କରୁଥିବା ସମସ୍ତ କର୍ମକର୍ତ୍ତା ଙ୍କୁ ଟିପିଏସଓଡିଏଲ ର



ଶ୍ରୀ ଅରବିନ୍ଦ ପାଠ ଚକ୍ରର ୩୮ତମ ବାର୍ଷିକ ଉତ୍ସବ ପାଳିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11707 | Read...

ଶ୍ରୀ ଅରବିନ୍ଦ ପାଠ ଚକ୍ରର ୩୮ତମ ବାର୍ଷିକ ଉତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରରେ ଥିବା ଶ୍ରୀ ଅରବିନ୍ଦ ପାଠ ଚକ୍ରର ୩୮ତମ ବାର୍ଷିକ ଉତ୍ସବ କୋଭିଡ ଗାଇଡ଼ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପାଠ ଚକ୍ର ପରିସରରେ ମାତୃ ପତାକା ଉତ୍ତୋଳନ ସହିତ ବନ୍ଦେ ମାତରମ ଗାନ



ଗୋପାଳପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

Swadhina Kumar Sahu | ସାକ୍ଷାତକାର | ଗଞ୍ଜାମ | 11706 | Read...

ଗୋପାଳପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋପାଳପୁର ଥାନାଧିକାରୀ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ଶ୍ରୀକାନ୍ତ ଖମାରୀ । ୨୦୧୨ବ୍ୟାଚର ଏହି ଓପିଏସ ଅଫିସର ପୂର୍ବରୁ କନ୍ଧମାଳ ଜିଲ୍ଲା ବିଭିନ୍ନ ଥାନାରେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କ



ତନଖି ବେଳେ ବାଇକ ଲୁଟେରାକୁ କାବୁ କଲା ପୋଲିସ, ୧୬ ବାଇକ ଜବତ

Swadhina Kumar Sahu | ଅପରାଧ | ଗଞ୍ଜାମ | 11705 | Read...

ତନଖି ବେଳେ ବାଇକ ଲୁଟେରାକୁ କାବୁ କଲା ପୋଲିସ, ୧୬ ବାଇକ ଜବତ

ବ୍ରହ୍ମପୁର ସଦର ଥାନା ପକ୍ଷରୁ ବାଇକ ଚେକିଙ୍ଗ କରୁଥିବା ବେଳେ ଦୁଇ ବାଇକ ଲୁଟେରାକୁ କାବୁ କରିଛି । ସୂଚନା ମୂତାବକ ଗତକାଲି ସଦର ଥାନା ପକ୍ଷରୁ ସ୍ଥାନୀୟ ଲୋଚାପଡା ଛକ ନିକଟରେ ମୋଟର ଯାନ ଚେକିଙ୍ଗ ଚାଲିଥିଲା । ଏହି ସମୟରେ ଦୁଇ ଯ



ଜଗନ୍ନାଥ ପ୍ରସାଦ ବ୍ଳକରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11704 | Read...

ଜଗନ୍ନାଥ ପ୍ରସାଦ ବ୍ଳକରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ଓ ଭିର୍ତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ଆରୁଖ ନିଜ ନିର୍ବାଚନମଣ୍ଡଳ



ସାଇବର ଠକକୁ କାବୁ କଲା ଛତ୍ରପୁର ପୋଲିସ

Bhagyaprabha News Bureau | ଅପରାଧ | ଗଞ୍ଜାମ | 11703 | Read...

ସାଇବର ଠକକୁ କାବୁ କଲା ଛତ୍ରପୁର ପୋଲିସ

ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲି ଗ୍ରାମର ଜନୈକ ମହିଳାଙ୍କ ଠାରୁ ଫୋନ କଲ ଜରିଆରେ ଏକ ଲକ୍ଷ ଦଶ ହଜାର ଟଙ୍କା ଠକେଇ କରିନେଇଥିଲେ ଦୁର୍ବୁତ୍ତ । ଏହାକୁ ନେଇ ମହିଳା ଜଣଙ୍କ ଛତ୍ରପୁର ଥାନାରେ ଗତ ଡିସେମ୍ବର ମାସ୨୫ ତାରିଖରେ ଲିଖ



କୋଭିଡ ସଂକ୍ରମିତ ହେଲେ ବ୍ରହ୍ମପୁର ଏସପି

Swadhina Kumar Sahu | ସ୍ବାସ୍ଥ୍ୟ | ଗଞ୍ଜାମ | 11702 | Read...

କୋଭିଡ ସଂକ୍ରମିତ ହେଲେ ବ୍ରହ୍ମପୁର ଏସପି

ରାଜ୍ୟରେ ବର୍ତ୍ତମାନ କରୋନା ଗ୍ରାଫ ପୁଣି ଥରେ ଉପର ମୁହାଁ ହେବାରେ ଲାଗିଛି। ପ୍ରତିଦିନ ଅନେକ ବ୍ୟକ୍ତି ସଂକ୍ରମିତ ହେଉଥିବା ବେଳେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଆଜି କୋଭିଡ ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। ଆଜି ଏ ନେଇ ସ



ସାହାରା ଜମାକାରୀଙ୍କ ତହସିଲ ସମ୍ମୁଖରେ ବିକ୍ଷୋଭ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

Kiran Behera | ବିଶେଷ | ଗଞ୍ଜାମ | 11700 | Read...

ସାହାରା ଜମାକାରୀଙ୍କ ତହସିଲ ସମ୍ମୁଖରେ ବିକ୍ଷୋଭ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ସାହାରା ଜମାକାରୀ ମଞ୍ଚ ନେତୃତ୍ୱରେ ଶୁକ୍ରବାର ଅପରାହ୍ନରେ ସାହାରା ଇଣ୍ଡିଆ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କ ଏକ ଶୋଭାଯାତ୍ରା ଏବଂ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜମାକାରୀ ମଞ୍ଚର ଦିଗପହଣ୍ଡି ସଭାପ



ଗାଇ ଗୁହାଳରେ ଅଗ୍ନିକାଣ୍ଡ : ୧ ଗାଇ ମୃତ , ୨ ଗାଇ ଜୀବନ୍ତ ଦଗ୍ଧ

Kiran Behera | ବିଶେଷ | ଗଞ୍ଜାମ | 11699 | Read...

ଗାଇ ଗୁହାଳରେ ଅଗ୍ନିକାଣ୍ଡ : ୧ ଗାଇ ମୃତ , ୨ ଗାଇ ଜୀବନ୍ତ ଦଗ୍ଧ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଗାଇ ଗୁହାଳରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଗାଈ ନିଆଁରେ ପୋଡ଼ି ଆହତ ହୋଇଥିବା ଜଣ



ଆନ୍ତର୍ଜାତୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ଦିଗପହଣ୍ଡିର ୫ ପ୍ରତିଯୋଗୀକୁ ସ୍ବର୍ଣ୍ଣ ଓ ରୋପ୍ଯ ପଦକ ହାସଲ

Kiran Behera | ଖେଳ | ଗଞ୍ଜାମ | 11698 | Read...

ଆନ୍ତର୍ଜାତୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ଦିଗପହଣ୍ଡିର ୫ ପ୍ରତିଯୋଗୀକୁ ସ୍ବର୍ଣ୍ଣ ଓ ରୋପ୍ଯ ପଦକ ହାସଲ

ପ୍ରଥମ ଗ୍ଲୋବାଲ୍‌ ଭର୍ଚୁଆଲ୍‌ ଅନ୍ତର୍ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାକୁ ଅନେକ ସଫଳତା ମିଳିଥିବା ଜଣାପଡିଛି । ତେବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦିଗଫହଣ୍ଡି ଟାଇକୋଣ୍ଡୋ ଏକାଡେମୀର



ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବାକ୍ ଶକ୍ତି ବୃଦ୍ଧି ନିମନ୍ତେ ଥେରାପି ଶିବିର ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 11697 | Read...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବାକ୍ ଶକ୍ତି ବୃଦ୍ଧି ନିମନ୍ତେ ଥେରାପି ଶିବିର ଅନୁଷ୍ଠିତ

ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ମଧୂ ବିଦ୍ୟାପୀଠ ପ୍ରାଙ୍ଗଣରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବାକ୍ ଶକ୍ତି ବୃଦ୍ଧି ନିମନ୍ତେ ଏକ ଥେରାପି ଶିବିର କାର୍ଯ୍ୟକ୍ରମ ଅନୁ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: