ଗଞ୍ଜାମ : District News


କାରରେ ଗଞ୍ଜେଇ ଚୋରାଚାଲାଣ ବେଳେ ୭୫ କେଜିର ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

Kiran Behera | ଅପରାଧ | ଗଞ୍ଜାମ | 12053 | Read...

କାରରେ ଗଞ୍ଜେଇ ଚୋରାଚାଲାଣ ବେଳେ ୭୫ କେଜିର ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପକ୍ଷରୁ ସୋମବାର ଦିନ ଏକ କାରରେ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଗାଡ଼ି ସହ ଦୁଇ ଯୁବକଙ୍କୁ ଗିରଫ କରିବା ସହ ୭୫ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗିରଫ ଯୁ



ଚୋରାମଦ ବିକ୍ରି ଅଭିଯୋଗରେ ସମିତି ସଭ୍ୟଙ୍କ ସ୍ବାମୀ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12052 | Read...

ଚୋରାମଦ ବିକ୍ରି ଅଭିଯୋଗରେ ସମିତି ସଭ୍ୟଙ୍କ ସ୍ବାମୀ ଗିରଫ

ଗଞ୍ଜାମ ଜିଲ୍ଲା କେ . ନୂଆଗାଁ ଥାନା ପୋଲିସ ଗତକାଲି ସନ୍ଧ୍ୟାରେ ଦିଗପହଣ୍ଡି ବ୍ଳକ ଚଷା ନିମଖଣ୍ଡି ପଞ୍ଚାୟତ ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଚୋରା ଦେଶୀମଦ ଜବତ କରିଥିବା ଜଣାପଡିଛ



ବି. ତୁରୁବୁଡିରେ କରୋନା ଟୀକାକରଣ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 12051 | Read...

ବି. ତୁରୁବୁଡିରେ କରୋନା ଟୀକାକରଣ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ସେଭ୍ ଦି ଚିଲଡ୍ରେନ ସଂସ୍ଥା ପକ୍ଷରୁ କରୋନା ଟିକାକରଣ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସଂସ୍ଥା କ୍ଷ



ଏୟାରଲିପ୍ଟ ଜରିଆରେ ସମୁଦ୍ର ମଧ୍ୟରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ

Swadhina Kumar Sahu | ବିଶେଷ | ଗଞ୍ଜାମ | 12050 | Read...

ଏୟାରଲିପ୍ଟ ଜରିଆରେ ସମୁଦ୍ର ମଧ୍ୟରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ

ନୂତନ ଡଙ୍ଗା କିଣି ଘରକୁ ଫେରୁତିବା ବେଳେ ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଏୟାରଲିପ୍ଟ ଜରିଆରେ ଉଦ୍ଧାର କଲେ ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ ଜରିଆରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛ



ବିନା ପ୍ରମାଣପତ୍ରରେ ଅବୈଧ ସିମ୍ କାରବାର ମାମଲାରେ ୩ ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12049 | Read...

ବିନା ପ୍ରମାଣପତ୍ରରେ ଅବୈଧ ସିମ୍ କାରବାର ମାମଲାରେ ୩ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପକ୍ଷରୁ ରବିବାର ବିଳମ୍ବିତ ସନ୍ଧ୍ୟାରେ ନିକଟସ୍ଥ ଡେଙ୍ଗାଓସ୍ତା ଏବଂ ସିଙ୍ଗିପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ବିନା ପ୍ରମାଣପତ୍ରରେ ଅବୈଧ ସିମ୍ କାରବାର ମାମଲାରେ ୩ ଅଭିଯୁକ୍ତଙ୍କୁ



ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

Kiran Behera | ଅପରାଧ | ଗଞ୍ଜାମ | 12048 | Read...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବ୍ରହ୍ମପୁର ମୁଖ୍ୟ ରାସ୍ତା ଅନଙ୍ଗପୁର ଛକ ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ସାନଖେମୁଣ୍ଡି ବ



ପୂର୍ବତନ ନଗରପାଳଙ୍କ ଦ୍ବାଦଶ ଉପଲକ୍ଷେ ଶୋକସଭା ଓ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12047 | Read...

ପୂର୍ବତନ ନଗରପାଳଙ୍କ ଦ୍ବାଦଶ ଉପଲକ୍ଷେ ଶୋକସଭା ଓ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ଗଜାନନ ମେକାପଙ୍କ ଦ୍ବାଦଶ ଅବସରରେ ରବିବାର ଦିନ ସ୍ଥାନୀୟ କଳିଙ୍ଗବୈଶ୍ଯ ଭବନ ପରିସରରେ ଏକ ଶୋକସଭା ଓ ଶ୍ରାଦ୍ଧ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋ



ନାବାଳିକାକୁ ଅସଦାଚରଣ ଅଭିଯୋଗ , ଯୁବକ ଅଟକ

Kiran Behera | ଅପରାଧ | ଗଞ୍ଜାମ | 12046 | Read...

ନାବାଳିକାକୁ ଅସଦାଚରଣ ଅଭିଯୋଗ , ଯୁବକ ଅଟକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଏକ ଗ୍ରାମରେ ଜଣେ ୧୬ ବର୍ଷୀୟା ନାବାଳିକାକୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଅଭିଯୁକ୍ତ ଏସ୍ . ପ୍ରଦୀପ ରେଡ୍ଡୀ ନାମକ ଜଣେ ଯୁବକକୁ କଇଠଡା ଗ୍ରାମରୁ ଉଠାଇ ଥାନ



ରାଜପୁରରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12045 | Read...

ରାଜପୁରରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଉକ୍ତ ବ୍ଲକ ଆଙ୍କୋରଡା ପଞ୍ଚାୟତ ଅନ୍ତର୍ଗତ ରାଜପୁର ଗ୍ରାମରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ



ସରିଲା ଦଶମ ବୋର୍ଡ ପରୀକ୍ଷା : ଛାତ୍ରଙ୍କ ଦ୍ୱାରା ଡିଜେ ଲଗାଇ ରାସ୍ତାରେ ଗୁଆଘିଅ ଡ୍ୟାନ୍ସ

Kiran Behera | ଓଡ଼ିଶା | ଗଞ୍ଜାମ | 12044 | Read...

ସରିଲା ଦଶମ ବୋର୍ଡ ପରୀକ୍ଷା : ଛାତ୍ରଙ୍କ ଦ୍ୱାରା ଡିଜେ ଲଗାଇ ରାସ୍ତାରେ ଗୁଆଘିଅ ଡ୍ୟାନ୍ସ

ଗତ ଦୁଇବର୍ଷ ହେଲା ମହାମାରୀ କରୋନା ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଦଶମ ବୋର୍ଡ ପରୀକ୍ଷା ଅନଲାଇନ ମାଧ୍ୟମରେ ହୋଇଥିଲା । କିନ୍ତୁ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ସ୍ବାଭାବିକ ରହିଥିଲା । ଏପରିକି ଛାତ୍ରଛାତ୍ରୀମାନ



ସାମ୍ଭାବ୍ୟ ବାତ୍ୟାକୁ ନେଇ ଘୋଡାହଡ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା

Kiran Behera | ବିଶେଷ | ଗଞ୍ଜାମ | 12043 | Read...

ସାମ୍ଭାବ୍ୟ ବାତ୍ୟାକୁ ନେଇ ଘୋଡାହଡ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା

ଆସନ୍ତା ୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଜନିତ ବର୍ଷା ଓ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ଘୋଡାହଡ ଜଳସେଚନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା ଜାର



ଭଞ୍ଜନଗର ଖବରକାଗଜ ବିତରକମାନଙ୍କୁ ଦ୍ୱାରା ପରିଚୟ ପତ୍ର ପ୍ରଦାନ କଲେ ଉପଜିଲ୍ଲାପାଳ

Srabani Nayak | ଓଡ଼ିଶା | ଗଞ୍ଜାମ | 12042 | Read...

ଭଞ୍ଜନଗର ଖବରକାଗଜ ବିତରକମାନଙ୍କୁ ଦ୍ୱାରା ପରିଚୟ ପତ୍ର ପ୍ରଦାନ କଲେ ଉପଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡର ଖବରକାଗଜ ବିତରକମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: