ଗଞ୍ଜାମ : District News


ଆପୋଲୋ ହସ୍ପିଟାଲ ବିକ୍ରି ମାମଲାରେ ତିନି ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12455 | Read...

ଆପୋଲୋ ହସ୍ପିଟାଲ ବିକ୍ରି ମାମଲାରେ ତିନି ଗିରଫ

ବ୍ରହ୍ମପୁର - ସ୍ଥାନୀୟ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଭାବା ନଗର ସ୍ଥିତ ଆପୋଲୋ କ୍ଲିନିକ୍ କୋଠାକୁ ଜାଲ୍ ଲିଜ୍ ଏଗ୍ରିମେଣ୍ଟ କରି ଡାକ୍ତର ରମେଶ ଚନ୍ଦ୍ର ବାରତା ନାମକ ଜଣେ ବ୍ୟକ୍ତିଙ୍କୁ ଠକିଥିବା ଅଭିଯୋଗରେ ତିନି ଜଣଙ୍କ



ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉତ୍ସାହ ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ

Kiran Behera | ଓଡ଼ିଶା | ଗଞ୍ଜାମ | 12454 | Read...

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉତ୍ସାହ ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ

ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମନରେ ଉତ୍ସାହ ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟାରେ ଦିଗପହଣ୍ଡି ନଗର କମିଟି ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବିଜ୍ଞା



୪୮ ଘଣ୍ଟା ମଧ୍ୟରେ ପୋଲିସ ହାତରେ ଧରାପଡିଲା ଲୁଟେରା

Kiran Behera | ଅପରାଧ | ଗଞ୍ଜାମ | 12453 | Read...

 ୪୮ ଘଣ୍ଟା ମଧ୍ୟରେ ପୋଲିସ ହାତରେ ଧରାପଡିଲା  ଲୁଟେରା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗର ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ବହୁ ସୁନାଗହଣା ଲୁଟି ନେବାର ୪୮ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିବାରେ ବଡ଼ ସଫଳତା ପାଇଥିବା ଜଣ



କର୍ପୋରେଟରଙ୍କ ୪୨ ତମ ଜନ୍ମ ଦିନ ଉପଲ୍ଲକ୍ଷେ ୪୨ ଗୋଟି ଔ୍ୱଷଧୀୟ ବୃକ୍ଷରୋପଣ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12452 | Read...

କର୍ପୋରେଟରଙ୍କ ୪୨ ତମ ଜନ୍ମ ଦିନ ଉପଲ୍ଲକ୍ଷେ ୪୨ ଗୋଟି ଔ୍ୱଷଧୀୟ ବୃକ୍ଷରୋପଣ

ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୭ ନଂ ୱାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ୪୨ ତମ ଜନ୍ମ ଦିନ ଉପଲ୍ଲକ୍ଷେ ୪୨ ଗୋଟି ଔ୍ୱଷଧୀୟ ବୃକ୍ଷରୋପଣ କରାଯାଇଛି । ସ୍ଥାନୀୟ ଗୋଷାଣୀନୂଆଗାଁ ସ୍ଥିତ ମ



ବ୍ଳକସ୍ତରୀୟ ସମନ୍ୱୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 12451 | Read...

ବ୍ଳକସ୍ତରୀୟ ସମନ୍ୱୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ବ୍ଳକସ୍ତରୀୟ ସମନ୍ୱୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧି



ଆଜାଦୀ କା ଅମୃତ ମହୋତ୍ସବ ପାଇଁ ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12450 | Read...

ଆଜାଦୀ କା ଅମୃତ ମହୋତ୍ସବ ପାଇଁ ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ

ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଦେଶବ୍ୟାପି ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଉପଲକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତର ପ୍ରତ୍ୟକ ଘରେ ଆସନ୍ତା ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ର



ବ୍ଳକସ୍ତରୀୟ ପ୍ରଧାନଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 12449 | Read...

ବ୍ଳକସ୍ତରୀୟ ପ୍ରଧାନଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଦିନ ବ୍ଳକସ୍ତରୀୟ ପ୍ରଧାନଶିକ୍ଷକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୋଜିତ



ମୃତ ଶିକ୍ଷକଙ୍କ ପତ୍ନୀ ଙ୍କୁ ନିୟମିତ ପେନସନ ମିଳୁନଥିବା ଅଭିଯୋଗ

Kiran Behera | ଶିକ୍ଷା | ଗଞ୍ଜାମ | 12448 | Read...

ମୃତ ଶିକ୍ଷକଙ୍କ ପତ୍ନୀ ଙ୍କୁ ନିୟମିତ ପେନସନ ମିଳୁନଥିବା ଅଭିଯୋଗ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୁଶପଡ଼ା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ଗ୍ରାମର ସ୍ବର୍ଗତ ଶିକ୍ଷକ ଜି . ତ୍ରିନାଥଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଜି. ରାଜେଶ୍ୱରୀଙ୍କୁ ନିୟମିତ ପେନସନ ମିଳୁନଥିବା ଗୋଷ୍ଠୀ ଶିକ୍ଷାଧିକାର



ରାକ୍ଷୀପୂର୍ଣ୍ଣିମା ଅବସରରେ ନୂତନ ଭଜନ ରାକ୍ଷୀପୂର୍ଣ୍ଣମା ର ରକ୍ଷା ବନ୍ଧନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12447 | Read...

ରାକ୍ଷୀପୂର୍ଣ୍ଣିମା ଅବସରରେ ନୂତନ ଭଜନ ରାକ୍ଷୀପୂର୍ଣ୍ଣମା ର ରକ୍ଷା ବନ୍ଧନ

ବ୍ରହ୍ମପୁର- ରାତି ପାହିଲେ ଭାଇ ଭଭଣୀର ସ୍ନେହ ଓ ସରାଗର ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ରକ୍ଷା ବନ୍ଧନକୁ ନେଇ ନୂତନ ଭଜନ ରାକ୍ଷୀପୂର୍ଣ୍ଣମା ର ରକ୍ଷା ବନ୍ଧନ ଉନ୍ମୋଚିତ ହୋଇଯାଇଛି । ଏହି ନୂତନ ଭଜନ କୁ କଣ୍ଠ



ଅବସରପ୍ରାପ୍ତ ଶିକ୍ଷକଙ୍କୁ ଘରୁ ଚୋରି : ୨ ଅଟକ , ତଦନ୍ତ ଜାରି

Kiran Behera | ଅପରାଧ | ଗଞ୍ଜାମ | 12445 | Read...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଘରୁ ଚୋରି : ୨ ଅଟକ , ତଦନ୍ତ ଜାରି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ସୋମବାର ଦିନ ଦ୍ବିପହରରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ସୁନାଗହଣା ଓ ଟଙ୍କା ଲୁଟ୍ ଅଭିଯୋଗ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂ



ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 12444 | Read...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧ



ଜମି ବିକ୍ରିରେ ମହା ଜାଲିଆତି ଅଭିଯୋଗ : ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

Kiran Behera | ଅପରାଧ | ଗଞ୍ଜାମ | 12440 | Read...

ଜମି ବିକ୍ରିରେ ମହା ଜାଲିଆତି ଅଭିଯୋଗ : ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ନାମରେ ଥିବା ଚାଷଜମିକୁ ଅନ୍ୟଜଣେ ମହିଳା ବିକ୍ରି କରିଦେଇଥିବା ଘଟଣା ଏବେ ପଦାକୁ ଆସିବା ସହ ତଦନ୍ତ ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: