ଗଞ୍ଜାମ : District News


ଗଞ୍ଜାମ ଜିଲ୍ଲା ବିଜେଡି ବ୍ଲକ୍ କମିଟି ନାମ ଘୋଷଣା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11200 | Read...

ଗଞ୍ଜାମ ଜିଲ୍ଲା ବିଜେଡି ବ୍ଲକ୍ କମିଟି ନାମ ଘୋଷଣା

ବିଜୁ ଜନତା ସଂଗଠନକୁ ଅଧିକ ସକ୍ରିୟ କରିବାକୁ ଗତ ମାସରେ ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ଘୋଷଣା କରିବା ପରେ ଏବେ ବ୍ଲକ୍ କମିଟି ନାମ ଘୋଷଣା କରିଛନ୍ତି ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ବହୁ ଆଗ ଧାଡ଼ିର ନେତ



ଗୋଲଣ୍ଡାରେ ୪ ଦିନିଆ ଦିବ୍ଯାଙ୍ଗ ଶିଶୁ ଶିକ୍ଷା ଶିବିର ଅନୁଷ୍ଠିତ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 11198 | Read...

ଗୋଲଣ୍ଡାରେ ୪ ଦିନିଆ ଦିବ୍ଯାଙ୍ଗ ଶିଶୁ ଶିକ୍ଷା ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରି ଗାଁ ପଞ୍ଚାୟତ ଅନ୍ତର୍ଗତ ଗୋଲଣ୍ଡା ଗ୍ରାମ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳି ପରିସରରେ ଶନିବାର ପୂର୍ବାହ୍ନରେ ଚାରିଦିନିଆ ଦିବ୍ୟାଙ୍ଗ ତଥା ବଧିର ଶିଶୁ ଶିକ୍ଷା ଶିବିର ଅନୁଷ୍



ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ କେନାଲ ସମ୍ପ୍ରସାରଣ ନେଇ ଆଲୋଚନା ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 11197 | Read...

ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ କେନାଲ ସମ୍ପ୍ରସାରଣ ନେଇ ଆଲୋଚନା ବୈଠକ

ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ ରବିବାର ଦିନ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ଡୁମୁଳା ସ୍ଥିତ ସିଦ୍ଧ ମାଁ ବାଙ୍କଶ୍ବରୀ ପୀଠରେ କେନାଲ ସମ୍ପ୍ରସାରଣ ଫଳରେ ଚାଷୀଙ୍କ ସମସ୍ୟା ଦୂରୀଭୂତ ନେଇ ଏକ ଆଲୋଚନା ବୈଠକ କାର୍ଯ୍ୟକ୍



ତପ୍ତପାଣି ଘାଟିରେ ଦୁଇଦୁଇଟି ଦୁର୍ଘଟଣା : ୧ ଗୁରୁତର

Kiran Behera | ବିଶେଷ | ଗଞ୍ଜାମ | 11196 | Read...

ତପ୍ତପାଣି ଘାଟିରେ ଦୁଇଦୁଇଟି ଦୁର୍ଘଟଣା : ୧ ଗୁରୁତର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ତପ୍ତପାଣି ଘାଟିରେ ରବିବାର ଦିନ ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ବ୍ରହ୍ମପୁର - ରାୟଗଡ଼ା ୩୨୬ ନମ୍ବର ଜାତୀୟ ର



ସରପଞ୍ଚଙ୍କ ବିରୋଧରେ କେ. ନୂଆଗାଁ ଥାନାରେ ଅଭିଯୋଗ ଆଣିଲେ ମହନ୍ତ

Kiran Behera | ଓଡ଼ିଶା | ଗଞ୍ଜାମ | 11195 | Read...

ସରପଞ୍ଚଙ୍କ ବିରୋଧରେ କେ. ନୂଆଗାଁ ଥାନାରେ ଅଭିଯୋଗ ଆଣିଲେ ମହନ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ଆଣିବା ସହ କେ . ନୂଆଗାଁ ଥାନାରେ ଏତଲା ଦେଇଛନ୍ତି ମଠ ମହନ୍ତ ଅଯୋଧ୍ୟା ଦାସ । ଖବରନୁଯାୟୀ , ଦିଗପହଣ୍ଡି ତହସିଲ ଅଧିନସ୍ଥ



ଚତୁର୍ଥ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟି ସ୍କୁଲ ଲୋକାର୍ପିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11194 | Read...

ଚତୁର୍ଥ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟି ସ୍କୁଲ ଲୋକାର୍ପିତ

ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପିତ ହୋଇଛି । ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ୧୦ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି । ଯେଉଁଥିରେ ଛା



ଦୁବାଇରେ ଚାକିରି ଲାଳସା ଦେଖାଇ ଯୁବଗୋଷ୍ଠୀଙ୍କ ଠାରୁ ଅନଲାଇନରେ ଟଙ୍କା ଠକେଇ ନେଲେ ସାଇବର ଦଲାଲ୍

Kiran Behera | ଅପରାଧ | ଗଞ୍ଜାମ | 11193 | Read...

ଦୁବାଇରେ ଚାକିରି ଲାଳସା ଦେଖାଇ ଯୁବଗୋଷ୍ଠୀଙ୍କ ଠାରୁ ଅନଲାଇନରେ ଟଙ୍କା ଠକେଇ ନେଲେ ସାଇବର ଦଲାଲ୍

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି . ତୁରୁବୁଡି ପଞ୍ଚାୟତର ଝରିପଦର ଗ୍ରାମର ୮ ଜଣ ଯୁବକଙ୍କୁ ସୁଦୂର ଦୁବାଇରେ ଚାକିରି କରାଇବା ଲାଳସା ଦେଖାଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ନେବାରେ ସକ୍ଷମ ହୋଇପାରିଛନ୍ତି ସାଇ



ସରିଲା ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ , ଏଥର ଆତ୍ମନିର୍ଭରଶୀଳ ହେବେ ବେକାର ଯୁବକ ଯୁବତୀ

Srabani Nayak | ଓଡ଼ିଶା | ଗଞ୍ଜାମ | 11192 | Read...

ସରିଲା ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ , ଏଥର ଆତ୍ମନିର୍ଭରଶୀଳ ହେବେ ବେକାର ଯୁବକ ଯୁବତୀ

ବେକାର ଯୁବକ ଯୁବତୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ବ୍ରହ୍ମପୁରସ୍ଥିତ ଟି.ଏନ.ଟି ଶିକ୍ଷାନୁଷ୍ଠାନ ପରିସରରେ ଆରମ୍ଭ ହୋଇଥିବା ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଆଜି



ସ୍ଥାୟୀ ବେଂଞ୍ଚ ପ୍ରତିଷ୍ଠା ଦାବିନେଇ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଧାରଣା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11190 | Read...

ସ୍ଥାୟୀ ବେଂଞ୍ଚ ପ୍ରତିଷ୍ଠା ଦାବିନେଇ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଧାରଣା

ବ୍ରହ୍ମପୁର ଠାରେ ସ୍ଥାୟୀ ବେଂଞ୍ଚ ପ୍ରତିଷ୍ଠା ଦାବି ନେଇ ଗଞ୍ଜାମ ଓକିଲ ସଂଘ ପରିସରରେ ମାସର ଶେଷ ଚାରି ଦିନ ର ପ୍ରଥମ ଦିନର ଧାରଣାରେ ଓକିଲ ମାନଙ୍କ ସତ୍ୟାଗ୍ରହ ଜାରି ରହିଛି।ଆଜିର ଏହି ସତ୍ୟାଗ୍ରହରେ ଓକିଲ ମାନେ କୋର୍ଟର ମୁଖ୍



ଋଷିକୂଲ୍ୟା ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 11187 | Read...

ଋଷିକୂଲ୍ୟା ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ଗଞ୍ଜାମ ଜିଲ୍ଲାସ୍ଥିତ ଋଷିକୂଲ୍ୟା ନଦୀପାର୍ଶ୍ଵରେ ବନ୍ଧା ହୋଇ ଏକ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବତୀ ଜଣକ ଏକ ଚଦର ଘୋଡେଇ ହୋଇଛନ୍ତି। ଏହି ଖବର ପ୍ରଚାର ହେବାପରେ ସେହି ମୃତଦେହକୁ ଦେଖିବା ପାଇଁ ଲ



ଜାତୀୟ ସମ୍ପତ୍ତି ବିକ୍ରୀ ବନ୍ଦ କର : ସିପିଏମ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11186 | Read...

ଜାତୀୟ ସମ୍ପତ୍ତି ବିକ୍ରୀ ବନ୍ଦ କର : ସିପିଏମ

କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତିକୁ ବିରୋଧ କରି ବ୍ରହ୍ମପୁରସ୍ଥିତ କମାପଲ୍ଲୀଛକ ଠାରେ ସିପିଏମ ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଚନାନୁସାରେ, କେନ୍ଦ୍ର ସରକାର ରେଳବାଇ,ଜାତୀୟ ରାଜପଥ, ବି



ତପ୍ତପାଣିରେ ବନ୍ଧୁକ ମୁନରେ ଯୁବକଙ୍କୁ ଠାରୁ ଲୁଟ୍ ମାମଲା ପର୍ଦ୍ଦାଫାଶ : ନାବାଳକ ସମେତ ୫ ଗିରଫ

Kiran Behera | ଓଡ଼ିଶା | ଗଞ୍ଜାମ | 11183 | Read...

ତପ୍ତପାଣିରେ ବନ୍ଧୁକ ମୁନରେ ଯୁବକଙ୍କୁ ଠାରୁ ଲୁଟ୍ ମାମଲା ପର୍ଦ୍ଦାଫାଶ : ନାବାଳକ ସମେତ ୫ ଗିରଫ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଡ଼ାକବଙ୍ଗଳା ନିକଟରୁ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍ ମାମଲାର ପର୍ଦ୍ଦାଫାଶ କରିଛି ପାଟପୁର ପୋଲିସ । ଏହି ମାମଲାରେ ପୋଲିସ ଜଣେ ନାବାଳକ ସମେତ ୫ ଯୁବକଙ୍କୁ ଗିରଫ କରିବା ସ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: