ଗଞ୍ଜାମ : District News


ମଧୁବାବୁ ପେନସନ ଯୋଜନାରେ ୧୨୦ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 13766 | Read...

ମଧୁବାବୁ ପେନସନ ଯୋଜନାରେ ୧୨୦ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁରର ରଘୁନାଥ ମନ୍ଦିରରେ ମଧୁବାବୁ ପେନସନ ଯୋଜନାରେ ୧୨୦ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠ



ପୁସ୍ତକ ଲିଡର ଇନ୍ ମି ଉନ୍ମୋଚନ କାର୍ଯ୍ୟକ୍ରମ

Gouri Shankar Mishra | ଶିକ୍ଷା | ଗଞ୍ଜାମ | 13765 | Read...

ପୁସ୍ତକ ଲିଡର ଇନ୍ ମି ଉନ୍ମୋଚନ କାର୍ଯ୍ୟକ୍ରମ

ବ୍ରହ୍ମପୁର- ପୁସ୍ତକ ଲିଡର ଇନ୍ ମି ଉନ୍ମୋଚିତ ହୋଇଯାଇଛି । ବ୍ରହ୍ମପୁର ସହର ଉପକଣ୍ଠ ରାଳବ ସ୍ଥିତ ସଙ୍କଳ୍ପ ବିଦ୍ୟାଳୟ ପ୍ରାଙ୍ଗଣରେ "Leader in me" ଶୀର୍ଷକ ପାଠ୍ୟକ୍ରମର ଉନ୍ମୋଚନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ



ଗଜପତି - ମୋହନା ବ୍ଲକର ପଞ୍ଚମ ପଞ୍ଚାୟତ ସମିତି ବୈଠକ

Arun kumar nayak | ଓଡ଼ିଶା | ଗଞ୍ଜାମ | 13764 | Read...

ଗଜପତି - ମୋହନା ବ୍ଲକର ପଞ୍ଚମ ପଞ୍ଚାୟତ ସମିତି ବୈଠକ

ମୋହନା-ଗଜପତି ଜିଲ୍ଲାର ମୋହନା ବ୍ଲକର ମୋହନା ବ୍ଲକର ପଞ୍ଚମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋହନା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିବ୍ ଶବରଙ୍କ ଅଧ୍ୟକ୍ଷତାରେ ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ପଞ୍ଚ



ଗଞ୍ଜାମର ନୂତନ ସଂସ୍କୃତି ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Santosh Kumar Mishra | ଓଡ଼ିଶା | ଗଞ୍ଜାମ | 13763 | Read...

ଗଞ୍ଜାମର ନୂତନ ସଂସ୍କୃତି ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଛତ୍ରପୁର- ସଂପ୍ରତି ରାଧାକୃଷ୍ଣ ରାମ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ତାଙ୍କୁ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜ



ବ୍ରହ୍ମପୁର- ବିଶ୍ୱ ପର୍ଯ୍ୟଟନ ଦିବସରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ପରିବେଷିତ ହେବ ମଞ୍ଚ ନାଟକ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13762 | Read...

ବ୍ରହ୍ମପୁର- ବିଶ୍ୱ ପର୍ଯ୍ୟଟନ ଦିବସରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ପରିବେଷିତ ହେବ ମଞ୍ଚ ନାଟକ

ବ୍ରହ୍ମପୁର- ଆସନ୍ତା ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରରେ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ପରିବେଷିତ ହେବାକୁ ଯାଉଛି ଏକ ମଞ୍ଚ ନାଟକ । ପରିବେଷିତ ହେବାକୁ ରହିଥିବା ଏହି ମଞ୍ଚ ନାଟକ "ଅସ୍ତ ସୂର୍ଯ୍ୟର ସ୍ୱପ୍ନ" ପାଇ



ପାରଳାଖେମୁଣ୍ଡି :ଦକ୍ଷତା ବିକାଶ ପାଇଁ 91 ଛାତ୍ରୀଙ୍କ ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଭ୍ରମଣ ।

Rasmi Ranjan Sahu | ଓଡ଼ିଶା | ଗଞ୍ଜାମ | 13757 | Read...

ପାରଳାଖେମୁଣ୍ଡି :ଦକ୍ଷତା ବିକାଶ ପାଇଁ 91 ଛାତ୍ରୀଙ୍କ ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଭ୍ରମଣ ।

ଗଜପତି ଜିଲ୍ଲା ପ୍ରଶାସନ ଦ୍ଵାରା ବିସ୍ଥାପିତ ଓ ଅଣଅଭିଭାବକ ପିଲାଙ୍କୁ ଭୁବନେଶ୍ୱର ସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ର ଓ ଦକ୍ଷତା ବିକାଶ ସଂସ୍ଥାକୁ 91 ଜଣ ପିଲାଙ୍କୁ ଦକ୍ଷତା ବିକାଶ ପାଇଁ ଏକ ଭ୍ରମଣ କାର୍ଯ୍ୟକ୍ରମରେ ପଠାଛନ୍ତି ।



ବ୍ରହ୍ମପୁର- ନାଟକ ଏକାଡେମୀର ଭିନ୍ନ ଏକ ଦେବଦାସୀ ନାଟକ ଦର୍ଶକଙ୍କୁ କଲା ବିମୋହିତ

Gouri Shankar Mishra | ମନୋରଞ୍ଜନ | ଗଞ୍ଜାମ | 13756 | Read...

ବ୍ରହ୍ମପୁର- ନାଟକ ଏକାଡେମୀର ଭିନ୍ନ ଏକ ଦେବଦାସୀ ନାଟକ ଦର୍ଶକଙ୍କୁ କଲା ବିମୋହିତ

ବ୍ରହ୍ମପୁର: ସାରା ଗଞ୍ଜାମ ଜିଲା ତଥା ବ୍ରହ୍ମପୁର ସହରର ପ୍ରତିଷ୍ଠିତ ସୁନାମଧନ୍ୟ ନାଟକ ଅନୁଷ୍ଠାନ ନାଟକ ଏକାଡେମୀ ତରଫରୁ ଭିନ୍ନ ଏକ ଦେବଦାସୀ ନାଟକ ମାଂଚସ୍ଥ ହୋଇଥିଲା। ଏହି ନାଟକ ବ୍ରହ୍ମପୁର ସହରର ପ୍ରକାସମ ହଲ ଠାରେ ଏହି ନା



ବ୍ରହ୍ମପୁର ବିଶ୍ବକର୍ମା ମହାସଂଘର ପୂର୍ଣ୍ଣାଙ୍ଗ ବୈଠକ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13755 | Read...

ବ୍ରହ୍ମପୁର ବିଶ୍ବକର୍ମା ମହାସଂଘର ପୂର୍ଣ୍ଣାଙ୍ଗ ବୈଠକ

ଅବିଭକ୍ତ ଗଂଜାମ ଜିଲ୍ଲାରେ ବାସ କରୁଥିବା ବିଶ୍ବକର୍ମା ବଂଶଜଙ୍କ ସାମାଜିକ, ସାଂସ୍କୃତିକ ଓ ଶୈକ୍ଷିକ ସମସ୍ୟା ସମାଧାନ କରିବା ପାଇଁ ବିଶ୍ବକର୍ମା ମହାସଂଘ ସମର୍ପିତ ହେବ ବୋଲି ସର୍ବ ସମ୍ମତି ମତ ପ୍ରକାଶ ପାଇଛି ।ବ୍ରହ୍ମପୁର ଅ



ସର୍ବଭାରତୀୟ ନାଟ୍ୟପରିଷଦର ଜାତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13754 | Read...

ସର୍ବଭାରତୀୟ ନାଟ୍ୟପରିଷଦର ଜାତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର-ଆସନ୍ତା ସେପ୍ଟେମ୍ବର ମାସ 9 ଓ 10 ଦୁଇଦିନ ଧରି ବ୍ରହ୍ମପୁର ସହରର ଆଇଟିଆଇ ଅଡିଟରିୟମ ରେ ସର୍ବଭାରତୀୟ ନାଟ୍ୟପରିଷଦର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏନେଇ ରବିବାର ଏକ ପ୍ରସ୍ତୁତି ବୈଠକ ସର୍ବଭାରତୀୟ ନାଟ୍



ଅକିଡ ପେଡିଆଟ୍ରିକ ଥେରାପି ସେଣ୍ଟରର ସ୍ୱନକ୍ଷତ୍ର ଉତ୍ସବ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13753 | Read...

ଅକିଡ ପେଡିଆଟ୍ରିକ ଥେରାପି ସେଣ୍ଟରର ସ୍ୱନକ୍ଷତ୍ର ଉତ୍ସବ

ବ୍ରହ୍ମପୁର - ଅଗଷ୍ଟ ୧୯ ତାରିଖ ସଂନ୍ଧ୍ୟାରେ ବ୍ରହ୍ମପୁର ଟାଉନ ହଲ ଠାରେ, ଅକୀଡ଼ ପେଡ଼ିଆଟ୍ରିକ ଥେରାପି ସେଣ୍ଟରର ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଅଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ପେସିଆଲ ସ୍କୁଲର ପିଲାମାନଙ୍



ବ୍ରହ୍ମପୁର -ଗ୍ୟାରେଜ ପରିସରରୁ ୬ ଫୁଟର ଅଜଗର ଉଦ୍ଧାର

Gouri Shankar Mishra | ବିଶେଷ | ଗଞ୍ଜାମ | 13748 | Read...

ବ୍ରହ୍ମପୁର -ଗ୍ୟାରେଜ ପରିସରରୁ ୬ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର - ସ୍ଥାନୀୟ ଗୋଷଣିନୁଆଁଗାଁ ପୁରୁଣା ଥାନା ସମ୍ମୁଖରେ ଥିବା କାର ଗ୍ୟାରେଜ ରୁ ୬ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ସୂଚନା ମୁତାବକ ଗୋଷଣିନୁଆଁଗାଁ ପୁରୁଣା ଥାନା ସମ୍ମୁଖରେ ଥିବା ବାବୁଲା



ବ୍ରହ୍ମପୁରରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ

Gouri Shankar Mishra | ବିଶେଷ | ଗଞ୍ଜାମ | 13747 | Read...

ବ୍ରହ୍ମପୁରରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ

ବ୍ରହ୍ମପୁର: ବିଶ୍ୱ ଫୋଟଗ୍ରାଫି ଦିବସ ଅବସରରେ ବ୍ରହ୍ମପୁର ସିଳ୍କସିଟି ଫୋଟୋଗ୍ରାଫି ଏସୋସିଏସନ ଓ ଗଞ୍ଜାମ କେମେରା କ୍ଲବ ତରଫରୁ ବ୍ରହ୍ମପୁର ଗୋକୁଳଧାମ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଆଯାଇଅଛି। ଏହି କାର୍ଯ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: