ଗଞ୍ଜାମ : District News


ଅଙ୍ଗନୱାଡି କର୍ମୀଙ୍କ ଧାରଣା ସ୍ଥଳରେ ଜାମ୍ମୁ କାଶ୍ମୀର ବିଜେପି ମହିଳା ମୋର୍ଚ୍ଚା ସଭାପତି

Kiran Behera | ବିଶେଷ | ଗଞ୍ଜାମ | 12941 | Read...

ଅଙ୍ଗନୱାଡି କର୍ମୀଙ୍କ ଧାରଣା ସ୍ଥଳରେ ଜାମ୍ମୁ କାଶ୍ମୀର ବିଜେପି ମହିଳା ମୋର୍ଚ୍ଚା ସଭାପତି

ନିଜର ହକ୍ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ୩୩ ଦିନ ଧରି ଧାରଣାରତ ଅଙ୍ଗନୱାଡି କର୍ମୀଙ୍କୁ ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ସଞ୍ଜୀତା ଡୋଗ୍ରା ସମର୍ଥନ ଜଣାଇବା ସହ ରାଜ୍ୟ ସରକାର



କୁଶପଡା ଓ ବଡଡୁମ୍ବୁଳା ସେବା ସମବାୟ ସମିତିରେ ଶୁଭାରମ୍ଭ ହେଲା ଧାନମଣ୍ଡି

Kiran Behera | ଓଡ଼ିଶା | ଗଞ୍ଜାମ | 12940 | Read...

କୁଶପଡା ଓ ବଡଡୁମ୍ବୁଳା ସେବା ସମବାୟ ସମିତିରେ ଶୁଭାରମ୍ଭ ହେଲା ଧାନମଣ୍ଡି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଓ ବଡଡୁମ୍ବୁଳା ସେବା ସମବାୟ ସମିତିରେ ଗୁରୁବାର ଦିନ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି । କୁଶପଡା ପଞ୍ଚାୟତ ବାସୀ ଚାଷୀଙ୍କ ଦ୍ବାରା



ଦିଗପହଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶ ତିତମ ବାର୍ଷିକ ଉତ୍ସବ ପାଳିତ

Kiran Behera | ଓଡ଼ିଶା | ଗଞ୍ଜାମ | 12939 | Read...

ଦିଗପହଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶ ତିତମ ବାର୍ଷିକ ଉତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ବତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁବାର ଦିନ ବିଂଶ ତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ



ନିମଖଣ୍ଡିପେଣ୍ଠ ସେବା ସମବାୟ କେନ୍ଦ୍ରରେ ଧାନମଣ୍ଡି ଉଦଘାଟନ

Kiran Behera | ଓଡ଼ିଶା | ଗଞ୍ଜାମ | 12938 | Read...

ନିମଖଣ୍ଡିପେଣ୍ଠ ସେବା ସମବାୟ କେନ୍ଦ୍ରରେ ଧାନମଣ୍ଡି ଉଦଘାଟନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସେବା ସମବାୟ ସମିତି କେନ୍ଦ୍ରରେ ସମସ୍ତ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଦିନ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ଯୋଗାଣ ନିରୀକ୍ଷକ ଅଧିକାରୀ ବ୍ରଜେଶ୍ବର



ହୋମିଓପାଥିକ କଲେଜ ଏନଏସଏସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Swadhina Kumar Sahu | ସ୍ବାସ୍ଥ୍ୟ | ଗଞ୍ଜାମ | 12937 | Read...

ହୋମିଓପାଥିକ କଲେଜ ଏନଏସଏସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି ଗ୍ରାମରେ ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜ ଏନଏସଏସ ୟୁନିଟ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବସନ୍ତ ଋତୁକୁ ନଜରରେ ରଖି କଲେଜ ଅଧକ୍ଷ ପ୍ରଫେସର ଡ



ନକଲି ବିଦେଶୀ ମଦ ଦୁଇ ଗାଡି ଜବତ, ତିନି ଗିରଫ

Gouri Shankar Mishra | ଅପରାଧ | ଗଞ୍ଜାମ | 12936 | Read...

ନକଲି ବିଦେଶୀ ମଦ ଦୁଇ ଗାଡି ଜବତ, ତିନି ଗିରଫ

ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ଅନ୍ତରବା ଅଞ୍ଚଳର ପ୍ରଫୁଲ୍ଲ ସାହୁ (୫୯), ନକୁଳ ଗମାଙ୍ଗ (୨୮)



ବିଶ୍ୱବିଦ୍ୟାଳୟ ଅଧ୍ୟାପକ କ୍ୱାଟର ପରିସରରୁ ଅଜଗର ଉଦ୍ଧାର

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12935 | Read...

ବିଶ୍ୱବିଦ୍ୟାଳୟ ଅଧ୍ୟାପକ କ୍ୱାଟର ପରିସରରୁ ଅଜଗର ଉଦ୍ଧାର

ବ୍ରହ୍ମପୁର- ଭଞ୍ଜବିହାର ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ଅଧ୍ୟାପକ କ୍ୱାଟର ପରିସରରୁ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେ କ ହେଲ୍ପ ଲାଇନ । ସୂଚନା ମୁତାବକ କ୍ୱାଟର ନମ୍ବର ବି୬ ପରିସରରେ ଏକ ବିରାଟକାୟ ସାପକୁ ଦେଖି ସ୍ନେକ ହ



ଉଠାଦୋକାନୀ ମାଲିକଙ୍କୁ ହତ୍ୟା ଉଦ୍ୟମ , ଅଭିଯୁକ୍ତ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 12934 | Read...

ଉଠାଦୋକାନୀ ମାଲିକଙ୍କୁ ହତ୍ୟା ଉଦ୍ୟମ , ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ବୁଧବାର ଦିନ ପୁଞ୍ଜିକୟାଁ ଛକ ଠାରେ ଉଠା ଦୋକାନୀ କରି ପରିବାର ପୋଷଣ କରୁଥିବା କୃଷ୍ଣ ସାହୁଙ୍କୁ ହତ୍ଯା ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।। ଗିରଫ



ବିଶୁଦ୍ଧ ପାନୀୟ ଜଳ ପାଇବେ ହିଞ୍ଜିଳିକାଟୁବାସୀ , ଡ୍ରିଙ୍କ୍ ଫ୍ରମ୍ ଟ୍ୟାପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Manoj Kumar Sahu | ଓଡ଼ିଶା | ଗଞ୍ଜାମ | 12933 | Read...

ବିଶୁଦ୍ଧ ପାନୀୟ ଜଳ ପାଇବେ ହିଞ୍ଜିଳିକାଟୁବାସୀ , ଡ୍ରିଙ୍କ୍ ଫ୍ରମ୍ ଟ୍ୟାପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ସରକାର ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଗୋଟିକ ପରେ ଗୋଟିଏ ସହର ଯୋଡି ହେଉଥିବା ବେଳେ ଆଜି ୨୪ ଘିଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଜ



ଆମ୍ବଗଡ ସେବା ସମବାୟ ସମିତିରେ ଧାନ ମଣ୍ଡି ଶୁଭାରମ୍ଭ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12932 | Read...

ଆମ୍ବଗଡ ସେବା ସମବାୟ ସମିତିରେ ଧାନ ମଣ୍ଡି ଶୁଭାରମ୍ଭ

କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଆମ୍ବଗଡ଼ ସେବା ସମବାୟ ସମିତିରେ ଧାନମଣ୍ଡି ଆଜି ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମବାୟ ସମିତିର ସଭାପତି କାହ୍ନୁଚରଣ ପାତ୍ର ଯୋଗଦେଇ ଏହାର ଶୁଭଉଦଘାଟନ କରିଥିଲେ । ସଂପାଦକ ସନ୍ତୋଷ



ରେଡକ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 12931 | Read...

ରେଡକ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମରେ ଗତ ଏକ ମାସ ତଳେ ମଲ୍ଲୀ ସେଠୀ ନାମ୍ନୀ ଜଣେ ବୃଦ୍ଧାଙ୍କ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଦିନ ମୃତକଙ୍କ ପରିବାରକୁ ରେଡକ୍ରସ୍ ତରଫରୁ ୧୦ ହଜାର ଟଙ୍କାର



କଇଠଖଣ୍ଡି ସରପଞ୍ଚଙ୍କ ଦ୍ଵାରା ଧାନମଣ୍ଡି ଉଦଘାଟନ

Kiran Behera | ଓଡ଼ିଶା | ଗଞ୍ଜାମ | 12930 | Read...

କଇଠଖଣ୍ଡି ସରପଞ୍ଚଙ୍କ ଦ୍ଵାରା ଧାନମଣ୍ଡି ଉଦଘାଟନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ସେବା ସମବାୟ ସମିତି କେନ୍ଦ୍ରରେ ବୁଧବାର ଦିନ ଧାନମଣ୍ଡି ଉଦଘାଟନ ହୋଇଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ଏହାର ଶୁଭାରମ୍ଭ କରିଥିଲେ । ସ୍ଥାନ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: