ଗଞ୍ଜାମ : District News


ବୁଦ୍ଧଖୋଲ ମହୋତ୍ସବ ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5407 | Read...

ବୁଦ୍ଧଖୋଲ ମହୋତ୍ସବ ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି

ବୁଗୁଡା ବ୍ଲକ ଅନ୍ତର୍ଗତ ବୁଦ୍ଧଖୋଲ ଇକୋପାର୍କ କୁ ମାନ୍ୟବର ଜଙ୍ଗଲ ଓ ପରିବେଶ ସଂସଦୀୟ ଵ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଭିତ୍ତିପ୍ରସ୍ତର ସ୍ଥାପନ କରି ବୁଦ୍ଧଖୋଲ ମହୋତ୍ସବ ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥ



ଯୁବ ବିଡେଡି ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5406 | Read...

 ଯୁବ ବିଡେଡି ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ବିବେକାନନ୍ଦଙ୍କ ଜନ୍ମଦିନ ଅବସରରେ ଆଜି ସମଗ୍ର ଦେଶରେ ୟୁଥ ଡେ ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ଓ ସ୍ବାମୀ ବିବକେନନ୍ଦଙ୍କ ୧୫୮ତମ ଜନ୍ମ



ବ୍ରହ୍ମପୁର ଭି ୨ ରୁ ସପିଂ କରି ବୁଲେଟ ଗାଡି ଜିତିଲେ ମହିଳା

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5399 | Read...

ବ୍ରହ୍ମପୁର ଭି ୨ ରୁ ସପିଂ କରି ବୁଲେଟ ଗାଡି ଜିତିଲେ  ମହିଳା

ସପିଂ କରି ବୁଲେଟ ଗାଡି ଜିତିଲେ ବାଲୁଗାଁ ର ଏକ ମହିଳା । ବ୍ରହ୍ମପୁର ରେ ଥିବା ଭି ୨ ସପିଂ ମଲ ରୁ ଦଶହରା ସମୟରେ କିଣା କିଣି କରି ବାଲୁ ଗାଁ ର ଟୁନି ମହାରଣା ନାମକ ଏକ ମହିଳା ଆଜି ବୁଲେଟ ବାଇକ ଜିତିଛନ୍ତି । ଆଜି ଭି୨ ପରିସର ରେ ମ୍ୟା



ଘରେ ପଶି ମହିଳାଙ୍କୁ ଅସଦାଚରଣ , ୨ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 5388 | Read...

ଘରେ ପଶି ମହିଳାଙ୍କୁ ଅସଦାଚରଣ , ୨ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଏକ ଗ୍ରାମରେ ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ ସହ ପାଶବିକ ଅତ୍ୟାଚାର ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ମାମନଲାରେ ଦିଗପହଣ୍ଡି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୁ



ବ୍ରହ୍ମପୁରରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

Srabani Nayak | ଓଡ଼ିଶା | ଗଞ୍ଜାମ | 5387 | Read...

ବ୍ରହ୍ମପୁରରେ  ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

ବ୍ରହ୍ମପୁରରସ୍ଥିତ ଟାଟାବେଞ୍ଜଛକ ଠାରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ସଚେତନତା ଶିବିରରେ ବିଭିନ୍ନ କଲେଜର ଏନସିସି ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଜ



ଘୋଡାହଡ ଜଳଭଣ୍ଡାରରେ ୬୫ କୁମ୍ଭୀର

Kiran Behera | ଓଡ଼ିଶା | ଗଞ୍ଜାମ | 5386 | Read...

ଘୋଡାହଡ ଜଳଭଣ୍ଡାରରେ ୬୫ କୁମ୍ଭୀର

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁ ନିକଟରେ ଥିବା ଘୋଡାହଡ ଜଳଭଣ୍ଡାରରେ ୬୫ କୁମ୍ଭୀର ଥିବା ଶୁକ୍ରବାର ଦିନ ଗଣନାରୁ ଜଣାପଡିଛି । ଗଞ୍ଜାମ- ଗଜପତି ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ଏହି ଜଳଭଣ୍ଡାର



ଡକାୟତି ଉଦ୍ୟମ ପଣ୍ଡ : ୫ ଗିରଫ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 5385 | Read...

ଡକାୟତି ଉଦ୍ୟମ ପଣ୍ଡ : ୫ ଗିରଫ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଥିବା ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଗାଙ୍ଗପୁର ପୋଲିସ ଏହାକୁ ପଣ୍ଡ କରିଛି । ଖବରପ୍ରକା



କେନ୍ଦ୍ରଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ସବୁଜ ବାହିନୀ ସ୍ବେଚ୍ଛାସେବୀ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5384 | Read...

କେନ୍ଦ୍ରଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ସବୁଜ ବାହିନୀ ସ୍ବେଚ୍ଛାସେବୀ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ବତନ୍ତ୍ର ପ୍ରଦିକ୍ଷଣ ଗୃହଠାରେ ମାନ୍ୟବର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଜ୍ୟ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ଉପ ସଭାପତ



ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ବେଆଇନ ମଦ ଜବତ ଓ ନଷ୍ଟ

Kiran Behera | ଅପରାଧ | ଗଞ୍ଜାମ | 5383 | Read...

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ବେଆଇନ ମଦ ଜବତ ଓ ନଷ୍ଟ

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ଅଧିନସ୍ଥ ଜୁଆଣପଲ୍ଲି , ବିଛାପଟା , ଶ୍ୟାମସୁନ୍ଦରପୁରୁ, ଉପରସାହି, ମଝିସାହି , ଚାକୁଣ୍ଡାପଲ୍ଲି, ମେଘଝୋଳି ଆଦି ଗ୍ରାମରେ କଟକ ଅବକାରି ଗୋଇନ୍ଦା ବିଭାଗ ଓ ବ୍ରହ୍ମପୁର, ଚିକିଟି, ଦିଗପହଣ



ସିପିଆଇର ସିଦ୍ଧେଶ୍ୱର ଶାଖା ସମ୍ମିଳନୀ।

Kiran Behera | ଓଡ଼ିଶା | ଗଞ୍ଜାମ | 5382 | Read...

ସିପିଆଇର ସିଦ୍ଧେଶ୍ୱର ଶାଖା ସମ୍ମିଳନୀ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକ ନିକଟସ୍ଥ କୁରେଇଶୁଣୀ ମନ୍ଦିର ପରିସରରେ ସିପିଆଇ ପକ୍ଷରୁ ଏକ ଶାଖା ସମ୍ମିଳନୀ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସମ୍ମିଳନୀରେ ସିପିଆଇ ବଡ଼ ଖ



ଖେମୁଣ୍ଡି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 5381 | Read...

ଖେମୁଣ୍ଡି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଜାନୁୟାରୀ ୨୧ ତାରିଖ ଠାରୁ ଆୟୋଜିତ ହେବାକୁ ଥିବା ଖେମୁଣ୍ଡି ମହୋତ୍ସବ ନିମନ୍ତେ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସଭାଗୃହ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥି



ବର୍ଜ୍ୟବସ୍ତୁ ବର୍ଜନ ଓ ନିଶାମୁକ୍ତ ,ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ସଭା

Kiran Behera | ଓଡ଼ିଶା | ଗଞ୍ଜାମ | 5380 | Read...

ବର୍ଜ୍ୟବସ୍ତୁ ବର୍ଜନ ଓ ନିଶାମୁକ୍ତ ,ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ସଭା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶୁକ୍ରବାର ସକାଳେ ବର୍ଜ୍ୟବସ୍ତୁ ପରିଚାଳନା , ସ୍ୱଛତା ହିଁ ସେବା ,ପ୍ଲାଷ୍ଟିକ ଓ ନିଶାକୁ ମନା ଏବଂ ସଡକ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ସଭା କାର୍ଯ୍ୟକ୍ରମ ସ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: