ଗଞ୍ଜାମ : District News


ମାନବ ଅଧିକାର ସୁରକ୍ଷା ମଞ୍ଚର ୯୫ତମ ଘଣ୍ଟ ଯାତ୍ରା

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2727 | Read...

ମାନବ ଅଧିକାର ସୁରକ୍ଷା ମଞ୍ଚର ୯୫ତମ ଘଣ୍ଟ ଯାତ୍ରା

ବ୍ରହ୍ମପୁର ବଡ ମେଡିକାଲରେ ଥିବା ଡାଇଲେସିସ ବିଭାଗକୁ ପୁର୍ଣ୍ଣକାର୍ଯ୍ୟକ୍ଷମ କରାଇବା ସହ ସିଟି ହସ୍ପିଟାଲରେ ଏକ ଡାଇଲସିସ କେନ୍ଦ୍ର ଖୋଲିବା ଦାବିନେଇ ଆଜି ବ୍ରହ୍ମପୁର ସହରରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୯୫ତମ ଘଣ



ବ୍ରହ୍ମପୁର ବିଡିଏ ପକ୍ଷରୁ ବନୋମହତ୍ସବ ସପ୍ତାହ ଆରମ୍ଭ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2726 | Read...

ବ୍ରହ୍ମପୁର ବିଡିଏ ପକ୍ଷରୁ ବନୋମହତ୍ସବ ସପ୍ତାହ ଆରମ୍ଭ

ବ୍ରହ୍ମପୁର ସ୍ଥନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ଠାରେ ବ୍ରହ୍ମପୁର ଉନି୍ନୟନ କର୍ତ୍ତୃପକ୍ଷ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଷ୍ଟାଡିୟମ ପରିସରରେ ପ୍ରାୟ ୫୦ରୁଉର୍ଦ୍ଧ ବିଭିନ୍ନ କିଷମର ବୃକ୍ଷ ଲଗାସାଇଥିବ



ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗାଇ ଓ ମଇଁଷିଙ୍କର ଇୟର ଟ୍ୟାଗିଙ୍ଗ ଆରମ୍ଭ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2725 | Read...

ବ୍ରହ୍ମପୁର ମହାନଗର ନିଗମ  ପକ୍ଷରୁ ଗାଇ ଓ ମଇଁଷିଙ୍କର ଇୟର ଟ୍ୟାଗିଙ୍ଗ  ଆରମ୍ଭ

ବ୍ରହ୍ମପୁର ମହାନଗର ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଗୃହପାଳିତ ଏବଂ ରାସ୍ତାରେ ବୁଲୁଥିବା ଉଭୟ ଗାଇ, ମଇଁଷି ମାନଙ୍କ ଇୟର ଟ୍ୟାଗିଙ୍ଗ ଆଜିଠାରୁ ଆରମ୍ଭ କରାଯାଇଛି । ବିଭିନ୍ନ ସମ



ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ : ଉତ୍ତେଜିତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ,ବସ ଚଳାଚଳ ବାଧାପ୍ରାପ୍ତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2720 | Read...

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ : ଉତ୍ତେଜିତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ,ବସ ଚଳାଚଳ ବାଧାପ୍ରାପ୍ତ

ପାଟପୁର ଥାନା ଅନ୍ତର୍ଗତ ଦିଗପହଣ୍ଡି- ରାୟଗଡ଼ା ମୁଖ୍ୟରାସ୍ତା ଡେଙ୍ଗାଓସ୍ତା ଛକ ନିକଟରେ ସୋମବାର ବଢିଭୋର ୩ଣ୍ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧା ଜଣକ ହେଲେ ପାଟ



ସଡକ ଦୁର୍ଘଟଣା , ୩ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2719 | Read...

ସଡକ ଦୁର୍ଘଟଣା , ୩ ଗୁରୁତର

ରବିବାର ଅପରାହ୍ନ ସାଢେ଼ ୩ ଘଣ୍ଟା ସମୟରେ ଦିଗପହଣ୍ଡି ଥାନା ଅର୍ନ୍ତଗତ କଇଠଖଣ୍ଡି ପଞ୍ଚାୟତ ଦିଗପହଣ୍ଡି - ଖମ୍ବାରି ଗାଁ ମୁଖ୍ୟରାସ୍ତା ତଲାସିଙ୍ଗି ଗ୍ରାମ ଠାରେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଏଥିରେ ତିନି



ଦଣ୍ଡପାଣି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ରାଜପୁର ଚାମ୍ପିଅନ

Bhagyaprabha News Bureau | ଖେଳ | ଗଞ୍ଜାମ | 2718 | Read...

ଦଣ୍ଡପାଣି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ରାଜପୁର ଚାମ୍ପିଅନ

ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେଦାରପୁର ଗ୍ରାମ ଗୌରୀଶଙ୍କର ଖେଳପଡିଆଠାରେ ଦୀର୍ଘ ୨୦ ଦିନ ଧରି ଚାଲିଥିବା ଦଣ୍ଡପାଣି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି । ଆଜିକାର ଫାଇନାଲ ମ୍ୟାଚ



ଜଗନ୍ନାଥ ମହାବିଦ୍ୟାଳୟ କର୍ମଚାରୀଙ୍କୁ ହତ୍ୟା, ରାସ୍ତା ରୁ ମୃତ ଦେହ ଉଦ୍ଧାର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2712 | Read...

 ଜଗନ୍ନାଥ ମହାବିଦ୍ୟାଳୟ କର୍ମଚାରୀଙ୍କୁ ହତ୍ୟା, ରାସ୍ତା ରୁ ମୃତ ଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ରମ୍ଭାଠାରେ ଘଟିଛି ଏକ ଜଘନ ହତ୍ୟାଘାଣ୍ଡ । ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ କର୍ମଚାରୀ ଙ୍କୁ ହତ୍ୟା କରାଯାଇଇଥବା ଜଣାପଡିଛି । ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ ଗ୍ରାମ ନିକଟସ୍ଥ ରାସ୍ତା ରୁ ମୃତ ଦେହ ଉଦ୍ଧା



ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କ ଆତ୍ମହତ୍ୟା

Bhagyaprabha News Bureau | ଅପରାଧ | ଗଞ୍ଜାମ | 2708 | Read...

ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କ ଆତ୍ମହତ୍ୟା

ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାସୀଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ମହିଳା କୀଟନାଶକ ଔଷଧ ପାନକରି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଲେ ଦି



ଗଛକୁ ପିଟିହେଲା ବାଇକ ଜଣେ ମୃତ, ଦୁଇ ଗୁରୁତର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2706 | Read...

ଗଛକୁ ପିଟିହେଲା ବାଇକ ଜଣେ ମୃତ, ଦୁଇ ଗୁରୁତର

ଗଞ୍ଜାମ ଜିଲ୍ଲା କେ . ନୂଆଗାଁ ଥାନା ଅର୍ନ୍ତଗତ ଖମ୍ବାରି ଗାଁ ପଞ୍ଚାୟତ ବାଲିଘାଇ ଠାରେ ଏକ ବାଇକ ଗଛରେ ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଜଣକ ହେଲେ ସାନଖେମୁଣ୍ଡି ବ



ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ

Bhagyaprabha News Bureau | ଓଡ଼ିଶା | ଗଞ୍ଜାମ | 2698 | Read...

ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ

ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଗଣଶିକ୍ଷା ବିଭାଗ ତରଫରୁ ମିଳିତ ଶିକ୍ଷକ ଓ ଅଭିଭାବକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଗପହଣ୍ଡି ତହସିଲଦାର ଅ



ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟ ସହ ମୋଟର ସାଇକେଲ ଧକ୍କା ,ଜଣେ ମୃତ

Bhagyaprabha News Bureau | ଅପରାଧ | ଗଞ୍ଜାମ | 2697 | Read...

ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟ ସହ ମୋଟର ସାଇକେଲ  ଧକ୍କା ,ଜଣେ ମୃତ

ଗଞ୍ଜାମ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ପାଟପୁର ଥାନା ଜଗନ୍ନାଥପୁର ଭାଳିଆଝୋଳା ମୁଖ୍ୟ ରାସ୍ତା କଡରେ ଥିବା ଏକ ବିଦ୍ୟୁତଖୁଣ୍ଟ କୁ ଧକ୍କା ଦେଇ ମୋଟର ସାଇକେଲ ଚାଳକ ର ମୃତ୍ୟୁ ଘଟିଛି । ଧକ୍କା ଦେଲା ପରେ ଘଟଣା ସ୍ଥଳରେ ହ



ପଳାସପୁର ରୁ ଡେଙ୍ଗାଉତ୍ସା ରାସ୍ତାରେ ଓଲଟିଲା କାର

Bhagyaprabha News Bureau | ଅପରାଧ | ଗଞ୍ଜାମ | 2696 | Read...

ପଳାସପୁର ରୁ ଡେଙ୍ଗାଉତ୍ସା ରାସ୍ତାରେ ଓଲଟିଲା କାର

ଗଞ୍ଜାମ ଜିଲ୍ଲାପଳାସପୁର ରୁ ଡେଙ୍ଗାଉତ୍ସା ଅଭୁମୁଖେ ଯିବା ରାସ୍ତାରେ ଘଟିଛି ଏକ ଦୁର୍ଘଟଣା । ହରିଣା ସିଙ୍ଗିପୁର କୁ ସଂଯୋଗ କରୁଥିବା ଶଙ୍ଖ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଛି କାର। ସ୍ଥାନୀୟ ଲୋକମାନେ କହି




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: